$ambit Profile Banner
$ambit Profile
$ambit

@SKDAgriMan

Followers
4,707
Following
349
Media
7,544
Statuses
85,023

ଚାଷ ଆଉ ଚାଷୀକୁ ଭଲ ପାଉଥିବା ସାଧାରଣ ମଣିଷ ଟିଏ #ଜୟଶ୍ରୀଜଗନ୍ନାଥ #ସମ୍ବିତାଂଶ ✍ #ଓଡ଼ିଆ #ଭାରତୀୟ #RojanaEkGhanta 🇮🇳

ଖାଣ୍ଟି ଵାଲେଶ୍ୱରିଆ
Joined April 2020
Don't wanna be here? Send us removal request.
Explore trending content on Musk Viewer
Pinned Tweet
@SKDAgriMan
$ambit
5 months
A beautiful photo taken by my staff at Ganjam! Sowing sweetcorn seeds by sweet couple 🤗 Couple Goal #Farming
Tweet media one
4
5
97
@SKDAgriMan
$ambit
2 years
"Believe" 🙏
Tweet media one
11
18
741
@SKDAgriMan
$ambit
1 year
ବାଲେଶ୍ଵର ହସ୍ପିଟାଲ ରେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସ୍ଥାନୀୟ ଲୋକ ଲାଇନ୍ ରେ ଛିଡ଼ା ହେଇ ଅପେକ୍ଷା କରିଛନ୍ତି! ମାନବିକତା ର ପରିଚୟ ବାଲେଶ୍ଵର ବାସୀ ଦେଖାଇଛନ୍ତି,ଅନେକ ଅନେକ ସାଧୁବାଦ ♥️🙏 #ରେଳଦୁର୍ଘଟଣା
Tweet media one
Tweet media two
21
66
654
@SKDAgriMan
$ambit
1 year
Guess the Hotel 😉 #TravellingOdisha
Tweet media one
97
11
557
@SKDAgriMan
$ambit
1 year
ଏବେ ଏବେ ମୋ ବାଲେଶ୍ଵର ଷ୍ଟାଫ ପାଖରୁ ଖବର ପାଇଲି ସେଇ ଟ୍ରେନ ରେ ମୋ ବାଲେଶ୍ଵର ଡିଷ୍ଟ୍ରିବ୍ୟୁଟର ର ପୁରା ଫେମିଲି ଥିଲେ! ଦୁଇ ତିନି ଥର ତାଙ୍କୁ ଫୋନ ଲଗାଇଲା ପରେ ଉଠାଇ କାନ୍ଦି କହିଲେ "ପ୍ରଭୁଙ୍କ କୃପାରୁ ସବୁ ବଞ୍ଚିଗଲୁ ସାର୍" ତାଙ୍କ ପଛକୁ ଥିବା ଡବା ସବୁ ପଡ଼ି ଯାଇଛି! ହେ ପ୍ରଭୁ ଜଗନ୍ନାଥ ଉଦ୍ଧାର କର ସଭିଙ୍କୁ 🥹🙏
@otvkhabar
ଓଟିଭି
1 year
-ସୋର: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ -ମାଲବାହୀ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ -ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା #TrainAccident #Odisha #Soro
Tweet media one
Tweet media two
Tweet media three
Tweet media four
3
7
78
58
36
555
@SKDAgriMan
$ambit
1 month
ହୀରାଖଣ୍ଡ ଏକ୍ସପ୍ରେସ ୭:୪୫ ରେ ଭୁବନେଶ୍ୱର ଛାଡ଼ିଲା ଆଉ ଖୋର୍ଦ୍ଧା ରୋଡ ରେ ୯:୪୫ ରେ ପହଞ୍ଚିଲେ। ୨୦ କିମି କୁ ମାତ୍ର ୨ ଘଣ୍ଟା ସମୟ ଲାଗିଲା। ଜୟ ହୋ ଭାରତୀୟ ରେଳ 🫡
88
39
496
@SKDAgriMan
$ambit
3 years
ମଉସା ନିଜେ ଚାଷ କରନ୍ତି ଆଉ ନିଜେ ହିଁ ବିକନ୍ତି ଆସି, ମୁଁ ତାଙ୍କୁ ଅନେକ ବର୍ଷରୁ ଦେଖୁଛି! ❤️ #ଆତ୍ମନିର୍ଭର #ବିଙ୍ଗ_ଚାଷୀ
Tweet media one
23
6
400
@SKDAgriMan
$ambit
2 years
"ବାବୁରେ ସୋଲେ ମାତ୍ର ଜମି ନାହିଁ ଆମର,ସାହୁକାର ପାଖରୁ ୫୦୦୦/ଏକର ଟଙ୍କା ଦେଇ ଏହି ଜମିରେ ଚାଷ କରୁଛୁ ଏହିଥିରୁ ଯାହା ମିଳୁଛି ସେଥିରେ ଏକା ଚଳିବାର,ତିନି ଝିଅପିଲା ବାହା ଦେଇଛୁ ଆଉ ଗୋଟେ ପୁଅ ପଡୁଛି,ଖାଲି ତେଲ ଲୁଣ କିଣି ଚଳି ଯାଉଛୁ ":- ମାଉସୀ ଖୁସି ଲାଗିଲା ଏହି ସଫଳ ଚାଷୀ ଯୋଡ଼ିଙ୍କୁ ଦେଖି 🙏 #ମୋ_ଚାଷୀଭାଇ #ଗଞ୍ଜାମ
Tweet media one
28
24
393
@SKDAgriMan
$ambit
2 years
ମୋ ଚାଷୀ ଭାଇ.. ❤️ #ଗଞ୍ଜାମ
Tweet media one
15
11
364
@SKDAgriMan
$ambit
10 months
@_FaridKhan Ye le Bsdk 😂😂
Tweet media one
6
7
344
@SKDAgriMan
$ambit
2 years
ମୋ ପୁଅର ଆଜି ପ୍ରଥମ ଜନ୍ମ ବାର୍ଷିକ!ଦେଖୁ ଦେଖୁ ଗୋଟେ ବର୍ଷ ହେଇଗଲା ❤️ #ସୂର୍ୟାଂଶ
Tweet media one
108
0
342
@SKDAgriMan
$ambit
11 months
ନାହିଁ ମୋ ପାଖରେ କେହି ବ୍ୟକ୍ତିଗତ ସଚିବ, ପହଞ୍ଚିବି ପାଖେ ଯିଏ ଭକ୍ତିରେ ମୋତେ ଡାକିବ! #ଜୟଜଗନ୍ନାଥ
Tweet media one
8
15
319
@SKDAgriMan
$ambit
2 months
ଓଡ଼ିଶା ରାଜନୀତିର ବର୍ତ୍ତମାନର ପାଣିପାଗ ଦେଖିଲା ପରେ ଟିଭି ଚେନାଲ୍ 🥹 #ମେଣ୍ଟ_ହେବ_କି?
Tweet media one
19
23
282
@SKDAgriMan
$ambit
2 years
କଟକରେ ରହି ବାଦାମବାଡ଼ି ବସଷ୍ଟାଣ୍ଡରେ ମହିଳା ମାନଙ୍କ ପାଇଁ ଭଲ ଟଏଲେଟ୍ କରିବା ପାଇଁ କେବେ ପଦୁଟିଏ କହିନଥିବା ଲୋକକୁ ଆଜି ୩୦ ଫୁଟିଆ ଟଏଲେଟ୍ ଦରକାର ସିଏ ପୁଣି ଶ୍ରୀମନ୍ଦିର ପାଖରେ... ହଉ "ବର୍ଷା ଯୁଆଡେ ଛତା ସିଆଡେ" ବଢ଼ାଉ ଥାଆନ୍ତୁ... ପ୍ରଭୁ ମଙ୍ଗଳ କରାନ୍ତୁ #SaveJagannathTemple
22
36
269
@SKDAgriMan
$ambit
2 years
12
23
262
@SKDAgriMan
$ambit
3 years
ପ୍ରକୃତିର ଦାନ ନୁହେଁ ଏଇଟା ମୋର ଜଣେ ଚାଷୀଭାଇର କ୍ଷେତ🤗 ତା ପରିଶ୍ରମର ଫଳ👇 ୨୦୨୦ ମସିହାର ଫଟୋ ଟି #ଗୁଗୁଲ୍_ନୁହଁ_କ୍ଷେତରୁ
Tweet media one
Tweet media two
Tweet media three
Tweet media four
33
3
265
@SKDAgriMan
$ambit
3 years
#ଜାରକା ପାଖେ ଗାଡ଼ିରେ ତେଲ ପକାଉଥିଲି,ମଉସା ଆସିଲେ ମୋ ଗାଡି ପୂଜା କଲେ ତାପରେ ପାଖରେ ଥିବା ଗୋଟେ ଓଡ଼ିଶା ବାହାରର ଟ୍ରକ୍ ରେ ଚକ୍ ଖଡ଼ିରେ ଲେଖିଲେ,ତାଙ୍କ ଆଖି ଦୁର୍ବଳ ଲାଗୁଛି କିନ୍ତୁ ପ୍ରଭୁଙ୍କ ପ୍ରତି ଭକ୍ତି ବହୁତ୍ ଅଧିକ 🙏 ମୁଁ ସେ ଗାଡ଼ିର ଡ୍ରାଇଭରକୁ ଡାକି କହିଲି ଯାହା ଲେଖା ହେଇଛି ତାକୁ ଲିଭେଇବ ନାହିଁ #ଶ୍ରୀଜଗନ୍ନାଥଭରଷା
Tweet media one
Tweet media two
Tweet media three
26
14
246
@SKDAgriMan
$ambit
3 years
मेरे दो अनमोल रतन.... 🥰 #Sister_Love ❣️
Tweet media one
47
4
236
@SKDAgriMan
$ambit
3 years
କେହି ମନେ ରଖିଛନ୍ତି? 👇 #90s ❤️ ର ପିଲାମାନେ?
Tweet media one
40
7
231
@SKDAgriMan
$ambit
2 years
#୧୦୨ବର୍ଷ ବୟସର ଚାଷୀଭାଇ! ଏବ��ବି ସାଇକେଲ ଚଲେଇ ବଜାର ଯାଉଛନ୍ତି ଆଉ ଚାଷ କାର୍ଯ୍ୟରେ ନିଜ ପୁଅ,ନାତିଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି!ତାଙ୍କ ନାତିଙ୍କର ଗୋଟିଏ ବିହନ ଦୋକାନ ଅଛି! ସେଇଠି ଦେଖା ହେଲା ଆଜି 🙏 ଵିଦ୍ର:-ବଲାଙ୍ଗୀର ଲୁଇସିଂହା ବ୍ଲକ୍ ର #ଉପରବାହଲ ଅଞ୍ଚଳ ଟମାଟୋ/ପାତଲଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରସିଦ୍ଧ #ମୋ_ଚାଷୀଭାଇ
Tweet media one
24
9
232
@SKDAgriMan
$ambit
2 years
Breakfast Super But Lunch....😭ଡାଲି ତରକାରୀ ସବୁଥିରେ ଖଟା 😏
Tweet media one
19
6
222
@SKDAgriMan
$ambit
2 years
Found this... 😁 #Kejriwal
Tweet media one
17
12
217
@SKDAgriMan
$ambit
2 years
#Pushpa Cute Little Pushparaj 😁 Source_SM
16
11
218
@SKDAgriMan
$ambit
2 years
ଝିଅ,୨୦୧୫ ମସିହା ଗଣେଶ ପୂଜା ଦିନ ଜନ୍ମ ହେଇଥିଲା ତେଣୁ ତିଥି ଅନୁଯାୟୀ ଆଜି ତାର ଜନ୍ମଦିନ l ତା ଡାକ ନାମ "ସିଦ୍ଧି" ଆଉ ମୁଁ ଗେଲ ରେ ଗୋଲୁ ଡାକେ,ତାକୁ ଆଶୀର୍ବାଦ କରନ୍ତୁ 😍 #ଗଣେଶପୂଜା
91
1
219
@SKDAgriMan
$ambit
6 months
ଆଜି ଛତିଶଗଡର ଗୋଟେ ହୋଟେଲ୍ ରେ ଖାଉଥିବା ବେଳେ ମୋର ନଜର ପଡ଼ିଲା ଏଇ ଲେଖା ଉପରେ,ଦୋକାନୀ ଭାଇଙ୍କୁ ସାଧୁବାଦ ଦେଲି~ ଜୟ ଶ୍ରୀ ରାମ 🙏👍
Tweet media one
12
12
221
@SKDAgriMan
$ambit
2 years
I do belive in Individual leaders like The great "Atal Bihari Vajpayee ji".One of my inspiration ❤️ #AtalBihariVajpayee #IndiaAt75 #IndependenceDay
3
49
202
@SKDAgriMan
$ambit
3 months
କିଛି ମାସ ତଳେ ଯାଇଥିଲି ତାଙ୍କ କାର୍ଯ୍ୟାଳୟ ଗୋଟେ ଚାଲାଣ ଭରିବା ପାଇଁ ଜଣେ ଦାୟିତ୍ୱବାନ ନାଗରିକ ଭାବେ,ବାବୁ ମୋ ଏପ୍ଲିକେଶନ ଦେଖି ଇଂରାଜୀ ଜଣା ନାହିଁ କି ବୋଲି କହି ବହୁତ୍ କିଛି କହିଥିଲେ ଗର୍ବ ଅହଙ୍କାର ଭରା ସ୍ଵରରେ। ଆଶା କରେ ଆଗକୁ ତାଙ୍କର "ସଫର୍" ଭଲରେ କଟୁ। ହିନ୍ଦୀ ବାଲା "ସଫର୍" ନୁହେଁ ଇଂରାଜୀ ବାଲା "ସଫର୍" 🥲🙏 #RTO
@otvkhabar
ଓଟିଭି
3 months
#ଖୁସିରେ_ନାଚିଲେ_ଡ୍ରାଇଭର୍ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ, ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ଖୁସିରେ ନାଚିଲେ ଡ୍ରାଇଭର୍ । #Boudh #RTO #Vigilance #Odisha #OTV
21
44
773
16
9
199
@SKDAgriMan
$ambit
1 year
"ରଥିଆ" ଚଳିବ? 😬
Tweet media one
70
6
193
@SKDAgriMan
$ambit
2 years
#ମୋ_ଚାଷୀ #ବ୍ରହ୍ମପୁର Photo Source_My Staff
Tweet media one
6
1
187
@SKDAgriMan
$ambit
3 years
ଶଶୁର ଘରେ ବହୁତ୍ ଦିନ ପରେ 😋 @Rabipandacug @Drakshays #ଓଡ଼ିଆ_ଖାଦ୍ୟ ❤️
Tweet media one
29
3
179
@SKDAgriMan
$ambit
3 years
#ପୁରୁଷ ସଂସାରର ବୋଝ ମୁଣ୍ଡେଇ ଚାଲେସେ ନିଜ ଚିନ୍ତା ନକରି! ଘୁରି ଯାଇଥିବା ପ୍ଲାଷ୍ଟିକ ଚପଲ ବାରମ୍ବାର ରଫୁ ମାରି! 😑 ତା ଛାତି ତଳର ଦୁଃଖ ଚାପି ରଖେସେ କାହାକୁ କହି ପାରେନା! ମନର ଅକୁହା କଥାକୁ ପାଷାଣ କରିସେ ସହିଯାଏ ଅନେକ ଯାତନା! ସେତ ମହାଦ୍ରୁମ ସଦୃଶ! ଭାଇ,ବାପା,ବନ୍ଧୁ ସେ ଜାତିଟା ତାର #ପୁରୁଷ!🥰 #ସମ୍ବିତାଂଶ
40
35
182
@SKDAgriMan
$ambit
3 years
ବହୁତ ଦିନ ପରେ #ଗୋଲୁ ସହିତ ଟିକେ ବୁଲାବୁଲି #FeelingBetter ❤️ #WithDaughter @Drakshays
Tweet media one
Tweet media two
31
0
180
@SKDAgriMan
$ambit
2 years
ହୋଲି ଖେଳିବ ତୋ ଏମିତି... 😁 Pehchan Kaun!! @Rabipandacug #Holi2022
Tweet media one
45
1
181
@SKDAgriMan
$ambit
30 days
ଡମ୍ପର ଗାଡି ମାଲିକ ର ଆଜି ଜନ୍ମଦିନ। ଆଶୀର୍ବାଦ ବଦଳରେ ଗାଡି ଭଡା ପାଇଁ ଯୋଗାଯୋଗ କରି ପାରିବେ 😁 #ସୁର୍ୟାଂଶ
Tweet media one
52
3
182
@SKDAgriMan
$ambit
1 year
ଭଉଣୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ହେଲେ ଏ ୫୦୦ ରୁ ୫୬୪ କେମିତି ରଖିଲେ? କନକନ ର "ଏ ବାକି ଅଛି କାଲିର ନିଶା" ନା ଆଉ କିଛି 🤔
Tweet media one
33
8
183
@SKDAgriMan
$ambit
11 months
ଅବିକଳ ଫଟୋ ତୋ,କ୍ୟାମେରା ମ୍ୟାନ ତଳ ଆଡୁ ଗୋଟେ ଫଟୋ ନେବାର ଥିଲା ବାହୁବଳୀ ଭଳି 🥲
Tweet media one
Tweet media two
21
9
178
@SKDAgriMan
$ambit
3 years
ବହୁତ୍ ଦିନ ପରେ ମୋର ଜଣେ ଡିଲରଙ୍କ ଘରେ କଦଳୀ ପତ୍ରରେ ଖାଦ୍ୟ ଗ୍ରହଣ 😍 ଅଲଗା ପ୍ରକାର ଆନନ୍ଦ! #ବ୍ରହ୍ମପୁର
Tweet media one
12
3
177
@SKDAgriMan
$ambit
2 years
ବଢିଆ କଫି ବନେଇଥିଲେ ମଉସା ❤️ #ବୈସିଙ୍ଗା #ମୟୂରଭଞ୍ଜ
Tweet media one
16
0
170
@SKDAgriMan
$ambit
3 years
Dear All Due to Covid, my treatment is still going on.Not fully recovered yet. I am feeling much better then earlier & recovering daily. Will fight it back soon👍 Thank you all for your concern n love 🙏 💞 @Drakshays @TheMausamMishra @lokipalauri @Rabipandacug #ଜୟଜଗନ୍ନାଥ 🙏
92
3
168
@SKDAgriMan
$ambit
2 years
Guess the Hotel @manas_muduli !
Tweet media one
17
6
166
@SKDAgriMan
$ambit
2 years
22
6
161
@SKDAgriMan
$ambit
2 years
Guess the Place 😉 #Breakfast
Tweet media one
37
2
161
@SKDAgriMan
$ambit
2 years
ମୋ ଜିଲ୍ଲା #ବାଲେଶ୍ଵର ❤️
Tweet media one
11
1
160
@SKDAgriMan
$ambit
3 years
#ଜୟ_ମା_ଦକ୍ଷିଣେଶ୍ୱରୀ_କାଳୀ 🙏 #ଚାନ୍ଦବାଲି #ଗାଡି_ପୂଜା ❤️
Tweet media one
31
1
157
@SKDAgriMan
$ambit
1 year
୧୪ ବର୍ଷ ପରେ ମାଆର ଶେଷକୃତ୍ୟ ସମ୍ପନ୍ନ ପାଇଁ ସୋର ଆସିଥିଲେ,ଶୁଦ୍ଧିକ୍ରିୟା ସାରି କାଲି ବାଲେଶ୍ଵର ରୁ କରମଣ୍ଡଳ ଟ୍ରେନ ରେ କର୍ମକ୍ଷେତ୍ର କୁ ଫେରୁଥିଲେ! ତାଙ୍କ ସମ୍ପର୍କୀୟ କହୁଛନ୍ତି ସିଏ ଆଉ ନାହାନ୍ତି କିନ୍ତୁ ତାଙ୍କ ପାର୍ଥିବ ଶରୀର ପାଇ ନାହାଁନ୍ତି~ ମୃତକଙ୍କ ଭାଇ କି ହୃଦୟ ବିଦାରକ.. ହେ ପ୍ରଭୁ 😭🙏 #TrainAccidentInOdisha
12
10
161
@SKDAgriMan
$ambit
2 years
ଓଡ଼ିଶାକୁ ସ୍ଵାଗତ ସାର୍ "ପନିର ପ୍ରେମୀ ବୈଜ୍ଞାନିକ" 😁 #ଭୁବନେଶ୍ୱର
Tweet media one
18
0
159
@SKDAgriMan
$ambit
3 years
Tweet media one
35
2
161
@SKDAgriMan
$ambit
3 years
#ଚାଉଲବରା #ସେର୍ଶୁଆଁତଲ୍_ପରମାଣପୁର #ସମ୍ବଲପୁର ବହୁତ୍ ଭଲ ଲାଗଲା ଦଦାଙ୍କର ଚାଉଲ୍ ବରା 🥰 କେଭେ ଆସୁନ୍!!
Tweet media one
Tweet media two
15
6
163
@SKDAgriMan
$ambit
1 year
ସଫେଇ ଗାଡି ଗୀତ ବଜେଇ କଲୋନୀ ଭିତରକୁ ଆସିଲେ.. ନଯିବା ପର୍ଯ୍ୟନ୍ତ ଟୋକା ସେଠୁ ହଲିବ ନାହିଁ 🥲
Tweet media one
19
0
157
@SKDAgriMan
$ambit
3 years
ଏହି ଧନୁ କାହାର 😉 #ଉମରକୋଟ Caption It !!
Tweet media one
37
1
155
@SKDAgriMan
$ambit
11 months
କିଣ୍ଡର ଜୟ ଚକୋଲେଟ୍ ସବୁଠୁ ବଡ ସ୍କାମ! ଦୁଇ ଟଙ୍କା ର ଚକୋଲେଟ ଆଉ ତିନି ଟଙ୍କା ର ଖେଳନା କୁ ଏକ ଟଙ୍କାର ଅଣ୍ଡା ଖୋଳପା ଭିତରେ ପୁରେଇ ୪୫ ଟଙ୍କା ରେ ବିକୁଛନ୍ତି ! ଆଡ୍ ଦେଖେଇ ପିଲାଙ୍କୁ ପାଗଳ କରି ଦେଉଛନ୍ତି, ଧରମ ସହିବ ନାହିଁ 😏😐 #KinderJoy
40
7
160
@SKDAgriMan
$ambit
2 years
ଆଜିର ସ୍ପେଶିଆଲ #ରସମଲେଇ 😋
Tweet media one
19
2
158
@SKDAgriMan
$ambit
1 year
ଖଳା ପୂଜା 😍 #ଉତ୍ତରବାଲେଶ୍ଵର
Tweet media one
9
15
154
@SKDAgriMan
$ambit
2 years
Me and my partner after 30 years 😎
Tweet media one
17
0
156
@SKDAgriMan
$ambit
6 months
ଜଣେ ସଫଳ ଚାଷୀ ଆଉ ପନିପରିବା ବିକ୍ରେତା 😊
Tweet media one
3
10
155
@SKDAgriMan
$ambit
2 years
କାହାକୁ ଦରକାର୍ 😁 #ଫୁଲକୋବି
Tweet media one
19
1
152
@SKDAgriMan
$ambit
3 years
#TwentyRupeesCoin ପ୍ରଥମ ଥର ଦେଖିଲି😬
Tweet media one
22
2
149
@SKDAgriMan
$ambit
2 years
Heartfelt tribute to the brave sons of India who lost their life in pulwama on this day in 2019 🥺 jai hind #PulwamaAttack
Tweet media one
Tweet media two
7
70
145
@SKDAgriMan
$ambit
2 years
ଜନ୍ମାଷ୍ଟମୀରେ କ୍ଷୀରା ଭୋଗ ମିଳିବାର ସୌଭାଗ୍ୟ ❤️ ସୌଜନ୍ୟ:- ଗାଁ ଡାକ୍ତର
Tweet media one
6
2
150
@SKDAgriMan
$ambit
2 years
ମୋ ନୂଆ ଡ୍ରାଇଭର 😎
Tweet media one
17
0
146
@SKDAgriMan
$ambit
3 years
ଆଜି କାଲି କହି କହି, ଶେଷରେ ଦେଖାହେଲେ ଭାଇ😍 #ବନ୍ଧୁମିଳନ
Tweet media one
14
0
147
@SKDAgriMan
$ambit
3 years
Finally 😍 ଜୟ ଜଗନ୍ନାଥ 🙏 @TheMausamMishra @Drakshays @Rabipandacug @lokipalauri
Tweet media one
50
2
144
@SKDAgriMan
$ambit
8 months
ଗୋଲୁ କୁ ଜନ୍ମ ଦିନରେ ଅନେକ ଶୁଭେଚ୍ଛା ଆଉ ଭଲ ପାଇବା! ମୋ ଜୀବନ ରେଖା 😍 ତାକୁ ଆଶୀର୍ବାଦ କରନ୍ତୁ 🙏 #ଜନ୍ମଦିନ
Tweet media one
38
1
148
@SKDAgriMan
$ambit
2 years
ଚାରିଆଡେ଼ ତୁମେ ଦେଉଛ ବଡ ଭକତର ପରିଚୟ, ମିଛ କହୁଛ ସଭିଙ୍କୁ କରି ତା ଇତିହାସର ଅବକ୍ଷୟ!! ରାଜନୀତି ସ୍ୱାର୍ଥ ସାଧନ ପାଇଁ କରୁଛ ବ୍ୟଭିଚାର, ପତନ ପାଖେଇ ଆସୁଛି ତୁମର ସେ ଆତ୍ମଗର୍ବର!! #SaveJagannathTemple
Tweet media one
9
35
146
@SKDAgriMan
$ambit
2 years
ଚାଷୀଙ୍କ ସଙ୍ଗେ କ୍ଷେତ ପାଖରେ ଏମିତି ବସି ଖାଇବାର ମଜା କଣ୍ ପଛତାରକା ହୋଟେଲ ରେ ମିଳିବ? ମୁଁ ଭାଗ୍ୟବାନ ଅନେକ ଥର ଖାଇଛି 😋 #ଚାଷୀସମ୍ମିଳନୀ #କ୍ଷେତ୍ର_ପ୍ରଦର୍ଶନୀ #ବ୍ରହ୍ମଚାରୀ #ବୌଦ୍ଧ
Tweet media one
Tweet media two
13
7
144
@SKDAgriMan
$ambit
2 years
Beautiful Damanjodi ❤️ #Koraput
Tweet media one
Tweet media two
Tweet media three
Tweet media four
5
4
141
@SKDAgriMan
$ambit
3 years
ଆଜି #ବାଲେଶ୍ଵର ରେ ଜଣେ ଚାଷୀ ଭାଇ ଦେଖା ହେଲେ ମୋ ଡିଷ୍ଟ୍ରୀବ୍ୟୁଟର ପାଖରେ ! ଚାଷୀ ଆନ୍ଦୋଳନ ନେଇ ଟିକେ ଚର୍ଚ୍ଚା ହେଉଥିଲା ! ସେ ତାଙ୍କ ନିଜ ଆଡୁ କହିଲେ 👇 " ସାର୍ ମୋ ଜୀବନରେ ବାବା ଏମିତି ଚାଷୀ ଦେଖି ନା��ିଁ ଯିଏ ନିଜ ବିଲ ଛାଡି #କୁଦାଳ ବଦଳରେ #ଖଣ୍ଡା ଧରି ଦିଲ୍ଲୀ ରେ ବୁଲୁଛି" କିସ ହେଉଛନ୍ତି ଏଗୁଡା 🤦‍♂️ #FarmersProstests
Tweet media one
6
20
141
@SKDAgriMan
$ambit
2 years
South India Breakfast is ❤️ #Vizianagaram
Tweet media one
7
4
148
@SKDAgriMan
$ambit
2 years
ସାଇକେଲ ଚଲେଇ ଆସିବା ପରେ ଘରେ ପହଞ୍ଚି ଦେଖିଲି ପୃଷ୍ଟିକର ଖାଦ୍ୟ 😬 ତିଆରି ହେଇଛି!! Cc @Rabipandacug #ଆଳୁଚପ୍
Tweet media one
28
4
139
@SKDAgriMan
$ambit
2 years
❤️❤️ #NewProfilePic
Tweet media one
27
1
143
@SKDAgriMan
$ambit
3 years
#ମା_ତାରିଣୀ 🙌 #ଘଟଗାଁ #କେନ୍ଦୁଝର
Tweet media one
@SKDAgriMan
$ambit
3 years
#କେନ୍ଦୁଝର ଗସ୍ତ 😍 ଠାକୁର ଦେଖା ବିହନ ବିକା 😬
Tweet media one
10
0
115
19
2
143
@SKDAgriMan
$ambit
2 years
ଚିହ୍ନିଲେ ଦେଖି 👇 #ବୌଦ୍ଧ
Tweet media one
Tweet media two
43
4
133
@SKDAgriMan
$ambit
2 years
#ମା_ତାରିଣୀ ❤️
Tweet media one
10
3
137
@SKDAgriMan
$ambit
2 years
ଚାଷୀଭାଇ:-ବର୍ଷା ଉଜାଡ଼ିଲା ବର୍ଷକର ଆହାର! ଫୁଲେଇ:-କେବେ ହେବ 10K ଫଲୁଆର୍ଶ ମୋର? କାହାର କେଉଁ ଚିନ୍ତା 😉
Tweet media one
17
5
131
@SKDAgriMan
$ambit
3 years
ସଂଘର୍ଷ ମୟ ଜୀବନର ଥିଲା କିଛି କଠିନ ମୁହୂର୍ତ୍ତ ପାଖେ ଥିଲେ ସର୍ବଦା ମୋର ପ୍ରଭୁ #ଶ୍ରୀଜଗନ୍ନାଥ! ତୁମ ପାଦ ତଳେ ପ୍ରଭୁ କୋଟି କୋଟି ପ୍ରଣାମ ତୁମରି ଆଶିଷ ପାଇଁ ଆଜି ଅଛି ଏହି ଅଧମ! #ଜୟ_ଶ୍ରୀଜଗନ୍ନାଥ 🙏🙏 #ସମ୍ବିତାଂଶ PC @Dev_Jeet_
Tweet media one
22
7
137
@SKDAgriMan
$ambit
4 years
ଏକ ଛୋଟିଆ ଘଟଣା! 😊 ୨୦୧୧ ମସିହା କଥା ମୁଁ ସେତେବେଳେ ସିଲିଗୁଡି,ପଶ୍ଚିମ ବଙ୍ଗ ରେ ଗୋଟିଏ କମ୍ପାନୀ ରେ କାର୍ଯ୍ୟ କରୁ ଥାଏ! ସେଠି ଭୁଟାନ ର ପଇସା କିଛି ଅଞ୍ଚଳରେ ଚଳେ ଯାହା ଭାରତୀୟ ମୁଦ୍ରା ସହ ସମାନ ଯେମିତି ତାଙ୍କର ଏକ ଟଙ୍କା ଆମର ଏକ ଟଙ୍କା ସହ ସମାନ,ତାଙ୍କର ୫୦ ଟଙ୍କା ଟି ଆମର ପୁରୁଣା ୫୦୦ ଟଙ୍କା ଭଳି ଟିକେ ଦେଖା ଯାଏ!(୧)👇କ୍ରମଶଃ
26
4
135
@SKDAgriMan
$ambit
3 years
#ଖୁସି❤️ #ଗୋଲୁ କହିଲା ସଞ୍ଚୟ କରିବି ଚକୋଲେଟ୍ ଖାଇବି 😂
Tweet media one
25
2
135
@SKDAgriMan
$ambit
2 years
ଧିରେ ଧିରେ ଚାଲ ହେ ବୈଦ୍ୟୁତିକ ଶକଟ, ମନଭରି ଦେଖେ ମୁଁ ସୁନ୍ଦର #କୋରାପୁଟ ❤️ Cc @odisha_tourism #ହୀରାଖଣ୍ଡଏକ୍ସପ୍ରେସ
4
8
138
@SKDAgriMan
$ambit
2 years
#ମା_ତାରିଣୀ #ଘଟଗାଁ ❤️❤️
Tweet media one
12
2
131
@SKDAgriMan
$ambit
2 years
ବିଜୟନଗରମ ରୁ ଆସି ପହଁଚିଲା ପ୍ରତି ବର୍ଷ ଭଳି ମୋ ଷ୍ଟାଫ ର ଆମ୍ବ ବଗିଚାରୁ ତିନି ପେଟି ଖୁସି 😋 #ଆମ୍ବ 😋
Tweet media one
Tweet media two
21
0
136
@SKDAgriMan
$ambit
3 years
ପରିବାର ପାଇଁ ଦିଏ ନିଜର ସର୍ବସ୍ବ ତାପାଇଁ କି ତିଥି କି ବାର କି ଦିବସ ମାସ! ଦିନରାତି କାମକରି ଥକେନାହିଁ ସେ ଜମା ବିନା ବେତନରେ ସବୁକରେ ଆମରି #ମା! ସଂସାରର ସବୁ ଦୁଃଖକଷ୍ଟ ସେ ସହିଯାଏ ତା ପରି ଧର୍ଯ୍ୟଶକ୍ତି କାହାପାଖେ ନଥାଏ! ତା ପରି କିଏବା ହେବ ଏ ସାରା ଜଗତେ #ମାତୃଦିବସରେ କୋଟି ଜୁହାର ମା ତୋତେ! #ସମ୍ବିତାଂଶ #ମା #ମାତୃଦିବସ
Tweet media one
22
21
137
@SKDAgriMan
$ambit
2 years
ଆମ୍ବ ଏଥର ଗଛରେ ବିଶେଷ ଫଳିନାହିଁ କିନ୍ତୁ କମ୍ପାନୀ ବାଲେ ଫ୍ରିଜ ଭିତରେ ଫଳେଇ ଦେଲେ.. 😉 #AamPanna
Tweet media one
25
2
129
@SKDAgriMan
$ambit
2 years
#ପାପଡ଼ାହାଣ୍ଡି ❤️
Tweet media one
11
1
134
@SKDAgriMan
$ambit
3 years
ଆଖି ଡାକ୍ତର ଆଉ ପୁଷ୍ପିତା ସମୟରେଖାରେ 😁 #Caption @AbujhaPua
31
7
130
@SKDAgriMan
$ambit
2 years
ପେଟ ଖରାପ୍ ହେଲେ... ରାମବାଣ ସଦୃଶ କାମ ଦିଏ 😋
Tweet media one
11
0
132
@SKDAgriMan
$ambit
2 years
ବହୁତ୍ ଦିନ ପରେ ପୁରୀ #ମହାପ୍ରସାଦ ❤️ #ଜୟଜଗନ୍ନାଥ #ଡେଲାଙ୍ଗ
Tweet media one
7
1
130
@SKDAgriMan
$ambit
2 years
ଆଜି ରୋଷେୟା 😁
Tweet media one
20
4
129
@SKDAgriMan
$ambit
3 years
ରୋଟି କରିବା ଏତେ କଷ୍ଟ କାମ ବି ନୁହେଁ 😉
Tweet media one
32
1
134
@SKDAgriMan
$ambit
3 years
ହେଲାଣି ପା ଖରାବେଳ! ମୀନା ବୋଉ ବାଢ଼ ଟିକେ #ପଖାଳ! ଆଣିଥିଲି ପରା ଶାଗ ଶୁନୁସୁନିଆ! ରସୁଣ ପକେଇ ଭାଜି ନେଇଆ! ହେ ଜଲ୍ଦୀ କର ହେ ମହାରାଣୀ! ବନେଇ ଦ��ଅ ଟିକେ ଆଳୁଚଟୁଣୀ! ଟମାଟୋ ଟିକେ ଚୁଲିରେ ପୋଡ଼ିଦେବ! ଶୁଖୁଆ ଟିକେ ହୋ ଭାଜି ଆଣିବ! କୁଆଡେ ଗଲା ସେ କଂସା ବାସନ! ଜଲ୍ଦୀ ଆଣ ମୁଁ ପକେଇଲି ଆସନ! #ସମ୍ବିତାଂଶ #ପଖାଳଦିବସ
14
26
131
@SKDAgriMan
$ambit
1 year
ଆଜି ଦେଖା ହେଇଗଲା କଳ୍ପନା ଛକରେ ଆଉ କଥା ବି ହେଲି ଭାଇଙ୍କ ସହ କିଛି ସମୟ,ତାଙ୍କ ଦୃଢ଼ ଇଛାଶକ୍ତି ବିଷୟରେ ଜାଣି ବହୁତ୍ ଅନୁପ୍ରାଣିତ ହେଲି । ସମସ୍ତଙ୍କ ପାଇଁ ଗୋଟେ ଉଦାହରଣ 👏 ନାମ:- ସନ୍ତୋଷ ପ୍ରଧାନ "ଶରୀର ସିନା ଦୁର୍ବଳ ହେଲେ ଇଛାଶକ୍ତି ପ୍ରବଳ 🫡" #Inspiring
Tweet media one
@sambad_odisha
Sambad (ସମ୍ବାଦ)
1 year
ବାଧକ ନୁହେଁ ଅକ୍ଷମତା: ଆଗକୁ ବଢ଼ିବାର ନିଶାରେ ଦିବ୍ୟାଙ୍ଗ ଡେଲିଭରି ବୟ #Bhubaneswar #Odisha #Sambad
0
2
57
9
9
133
@SKDAgriMan
$ambit
2 years
ଟିଢୁମ ଟିଢୁମ....... 😁
27
12
132
@SKDAgriMan
$ambit
2 years
ବଡ କାମ ଗୋଟେ ଚାଲିଛି..❤️ #Fatherhood
Tweet media one
23
1
127
@SKDAgriMan
$ambit
2 years
If you wish I can DM you 😉 #TomatoPrice #Happyfarmers
Tweet media one
11
3
126
@SKDAgriMan
$ambit
2 years
ମୁଖ୍ୟ ଆକର୍ଷଣ:- ଆମ୍ବ,ରସୁଣ,ଲଙ୍କା ଛେଚା 😋 #ପଖାଳ #କଂସାଏ_ଶାନ୍ତି
Tweet media one
Tweet media two
15
2
128
@SKDAgriMan
$ambit
2 years
Thank You All from the bottom of my heart for the love & wishes shower on me today! Feeling great with surprised guest cute Sani & all ❤️ If I missed someone wishes in TL please forgive.. Thank You All 🤗 #Brothers #ThankYouAll
Tweet media one
Tweet media two
38
2
130
@SKDAgriMan
$ambit
2 years
୧୦୦ ଦିନର ସାଇକେଲ ଚଲେଇ ସାରିଲା ପରେ #RojanaEkGhanta ର ଆବାହକ ତଥା ମୋର ଗୁରୁ ଲୋକି ବାବୁଙ୍କ ତରଫରୁ ଏହି ଉପହାର! ଏମିତି ସଚେତନ,ଉତ୍ସାହିତ କରିଚାଲନ୍ତୁ ଆଉ ମୋ ଭଳି ଅନେକ ଲୋକ ଯୋଡ଼ି ହେଇ ଯାଆନ୍ତୁ ଏଇ ଫିଟନେସ ମନ୍ତ୍ର ରେ!👏ଧନ୍ୟବାଦ୍ @lokipalauri ❤️ ବିଦ୍ର:- ଜଲ୍ଦୀ ଜଲ୍ଦୀ ୨୦୦ ଦିନ ପୂରଣ କରି ଦ୍ଵିତୀୟ ଉପହାର ନେବି 😬
Tweet media one
26
2
130
@SKDAgriMan
$ambit
2 years
ଶେଷଥର ପାଇଁ କାଲି ଦେଖାକରିବାକୁ ଆସିଥିଲା ପ୍ରିୟା କାନ୍ଦିକି କହିଲା ବାହାଘର ପାଇଁ ମିଳୁନି ବାପାଙ୍କୁ ରୋଷେୟା! ଖରାପ୍ ଭାବିବନି ପ୍ଲିଜ୍ ଅନୁରୋଧ ଗୋଟେ କରୁଛି ମୋ ଧନ କାଲି ମୋ ବିବାହରେ ରାନ୍ଧିଦେବକି ବରଯାତ୍ରୀ ପାଇଁ ମଟନ! ଏମିତି ପ୍ରେମ ନିବେଦେନ, ପାଇ ଖୁସି ହେଲା ରାକେଶ, ମନେ ମନେ ଭାବିଲା, କେବେଠୁ ଖାଇନି ମାଉଁସ😉 #ସମ୍ବିତାଂଶ
@Rakeshkumarray8
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
2 years
ରୋଷେଇ ଆଜି ତମ ଭାଇ କରିବ
Tweet media one
49
1
374
35
7
127