sambad_odisha Profile Banner
Sambad (ସମ୍ବାଦ) Profile
Sambad (ସମ୍ବାଦ)

@sambad_odisha

Followers
477K
Following
218
Media
83K
Statuses
170K

Tweets from Sambad - the largest circulated Odia Daily.

Odisha
Joined September 2012
Don't wanna be here? Send us removal request.
@sambad_odisha
Sambad (ସମ୍ବାଦ)
16 minutes
0
0
1
@America1stLegal
America First Legal
6 hours
/1🚨BREAKING — AFL has filed a federal lawsuit against @BauschLomb for unlawful racial discrimination in board appointments.
36
289
2K
@sambad_odisha
Sambad (ସମ୍ବାଦ)
2 hours
ଭବାନ୍ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ । ଅଶ୍ୱତ୍ଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିସ୍ତଥୈବ ଚ ।। #Sambad #GitaSloka #BhagavadGita
0
1
0
@sambad_odisha
Sambad (ସମ୍ବାଦ)
10 hours
#ଇଥିଓପିଆରେ_ପ୍ରଧାନମନ୍ତ୍ରୀ_ମୋଦୀଙ୍କୁ_ସ୍ୱାଗତ -ଇଥିଓପିଆ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଡିସ ଆବାବାରେ ସ୍ବାଗତ -ବିମାନବନ୍ଦରରେ ସ୍ବାଗତ କଲେ ଇଥିଓପିଆର ପ୍ରଧାନମନ୍ତ୍ରୀ -ଭାରତ ଓ ଇଥିଓପିଆ ମଧ୍ୟରେ ଐତିହାସିକ ସମ୍ପର୍କ #Sambad #NarendraModi #Ethiopia
0
1
4
@sambad_odisha
Sambad (ସମ୍ବାଦ)
11 hours
#ଦୁର୍ଘଟଣାରେ_ନବ_ବିବାହିତଙ୍କ_ଶୋଚନୀୟ_ମୃତ୍ୟୁ -ଦୁର୍ଘଟଣାରେ ନବ ବିବାହିତଙ୍କ ଶୋଚନୀୟ ମୃତ୍ୟୁ -ଉଜୁଡ଼ିଗଲା ପୂରା ପରିବାର -ସାଥୀ ନାବାଳକ ଗୁରୁତର -ଆମ୍ବୁଲାନ୍ସ ଅଭାବରୁ ମେଡିକାଲ ବିଳମ୍ବ -ବଣ ପାହାଡ଼ ଘେରା ନିପଟ ମଫସଲ ଆଦିବାସୀ ଗାଁରେ ପହଞ୍ଚିଲା ମୃତଦେହ -ମୃତଦେହ ପହଞ୍ଚିଲା ପରେ ପରିବାର, ପଡ଼ୋଶୀଙ୍କ ଭିଡ଼ Sambad #Accident
0
0
6
@sambad_odisha
Sambad (ସମ୍ବାଦ)
11 hours
#ବାଦାମବାଡ଼ିରେ_ଦୁର୍ଘଟଣାରେ_ଜଣେ_ମୃତ -କଟକ ବାଦାମବାଡ଼ିରେ ଦୁର୍ଘଟଣା -ଜଣେ ଲୋକଙ୍କର ମୃତ୍ୟୁ -ଦୁର୍ଘଟଣା ପରେ ଉତ୍ତେଜନା -ବାଦାମବାଡ଼ି ମୁଖ୍ୟ ରାସ୍ତାରେ ଟ୍ରାଫିକ୍‌ ଭିଡ଼ #Sambad #Accident #Dead #Cuttack #Odisha
0
0
11
@sambad_odisha
Sambad (ସମ୍ବାଦ)
11 hours
#ମଣ୍ଡେଇ_ଲୋକ_ମହୋତ୍ସବ -ମଣ୍ଡେଇ ଲୋକ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟା -ମଣ୍ଡେଇ ମଞ୍ଚରୁ ଶୁଭିଲା ରଂଗବତୀ ଗୀତ -ଲୋକନୃତ୍ୟରେ ଆତ୍ମବିଭୋର ହେଲେ ଦର୍ଶକ #Sambad #Madei #Nabarangpur #Odisha
0
0
6
@sambad_odisha
Sambad (ସମ୍ବାଦ)
11 hours
#ସମ୍ବଲପୁରରୁ_୬ଶିଶୁ_ଶ୍ରମିକ_ଉଦ୍ଧାର -କଡ଼ା ଆଇନ୍‌ ପରେ ମଧ୍ୟ କମୁନି ଶିଶୁ ଶ୍ରମିକ ଚାଲାଣ -ସମ୍ବଲପୁର ‌କ୍ଷେତରାଜପୁର ରେଳଷ୍ଟସନରୁ ୬ଶିଶୁ ଉଦ୍ଧାର -ଆରପିଏଫ୍ ପୁଲିସ ପକ୍ଷରୁ ଟ୍ରେନ୍‌ ଉପରେ ଚଢ଼ଉ -ଏର୍ଣ୍ଣାକୁଲମ ଏକ୍ସପ୍ରେସରେ କରାଯାଉଥିଲା ଚାଲାଣ -ଶିଶୁ ଶ୍ରମିକମାନେ ଝାଡ଼ଖଣ୍ଡର ନିବାସୀ -ଶିଶୁଙ୍କୁ ସିଡବ୍ଲୁସି ଅଧିକାରୀଙ୍କ ନିକଟରେ
0
0
3
@sambad_odisha
Sambad (ସମ୍ବାଦ)
13 hours
ସମ୍ବଲପୁର: ୧୮୭ଟି ହୋମଗାର୍ଡ ପଦ ପାଇଁ ୯ ହଜାର ପ୍ରାର୍ଥୀ #Sambalpur #HomeGuard #OdishaNews #BreakingNews #Unemployment #GovernmentJobs #Odisha #Sambad
0
0
1
@sambad_odisha
Sambad (ସମ୍ବାଦ)
14 hours
#ଆତ୍ମସମର୍ପଣ_କଲେ_୩୪ମାଓବାଦୀ -ଛତିଶଗଡ଼ରେ ଭୁଶୁଡୁଛି ମାଓଦୁର୍ଗ -ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ -ମାଓବାଦୀଙ୍କ ନାମରେ ଥିଲା ୮୪ଲକ୍ଷ ଟଙ୍କା ପୁରସ୍କାର -ବିଜାପୁର ଏସ୍‌ପିଙ୍କ ସୂଚନା #Sambad #Maoists #Chhattisgarh
0
0
5