Dev_Jeet_ Profile Banner
Đęvjęęt Đäšh🇮🇳 Profile
Đęvjęęt Đäšh🇮🇳

@Dev_Jeet_

Followers
9K
Following
116K
Media
4K
Statuses
90K

ଗୋଟେ ଦିନରେ ପଢ଼ିନେବେକି ମତେ । ମୁଁ ନିଜକୁ ଲେଖିବା ପାଇଁ ବହୁତ ବର୍ଷ ଖର୍ଚ୍ଚ କରିଚି 🙏 ❣️ଜୟ ଶ୍ରୀଜଗନ୍ନାଥ❣️

Joined October 2018
Don't wanna be here? Send us removal request.
@Dev_Jeet_
Đęvjęęt Đäšh🇮🇳
3 years
बस नाम ही काफी है❣️
16
35
615
@jsoumyashree__
ରସାବଳି⚪❀
4 months
🌸
9
8
143
@jsoumyashree__
ରସାବଳି⚪❀
4 months
♥️
5
5
118
@Kaibalyahere
Kaibalya Nayak
4 months
ଜଗନ୍ନାଥ ତୁମେ ପରଂବ୍ରହ୍ମ 🙏🏽 ଜୟ ଜଗନ୍ନାଥ ❤️
3
1
22
@Ashutos_Parida
Ashutosh Parida ଆଶୁତୋଷ ପରିଡ଼ା 🇮🇳
4 months
ସ୍ନାନ ପୂର୍ଣ୍ଣିମାରେ ହାତୀ ବେଶରେ ଚତୁର୍ଦ୍ଧାମୂର୍ତ୍ତି 🙏🙏 #SnanaPurnima #ସ୍ନାନପୂର୍ଣ୍ଣିମା
0
2
10
@Ashutos_Parida
Ashutosh Parida ଆଶୁତୋଷ ପରିଡ଼ା 🇮🇳
4 months
ଜୟ ଜଗନ୍ନାଥ 🙏🙏 #ସ୍ନାନଯାତ୍ରା #SnanaPurnima
2
1
15
@Ashutos_Parida
Ashutosh Parida ଆଶୁତୋଷ ପରିଡ଼ା 🇮🇳
4 months
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏 #ଦେବସ୍ନାନପୂର୍ଣ୍ଣିମା #SnanaPurnima
9
5
85
@Dev_Jeet_
Đęvjęęt Đäšh🇮🇳
4 years
ତୋ ଦେହର ବାସ୍ନା ସ୍ପଷ୍ଟ ବାରିହୁଏ ପ୍ରତେକ ଟି ନିଶ୍ୱାସରେ ❣️ #PhotoOfTheDay #photo
18
14
197
@Manaswiini
Manaswini
5 months
ଅତୀତରେ ଶୀତଳଭଣ୍ଡାର ନଥିଲା(ଅବଶ୍ୟ ବର୍ତ୍ତମାନ ମଧ୍ୟ ନାହିଁ) ତଥାପି ଓଡ଼ିଆମାନେ ଖରାର ସଦୁପଯୋଗ କରି ଏବଂ ଭବିଷ୍ୟତକୁ ଆଖିଆଗରେ ରଖି ଅନେକ ଜିନିଷକୁ ସାଇତି କି ରଖୁଥିଲେ।ଶୁଖୁଆ ବିଷୟରେ ତ ଆପଣମାନେ ଜାଣିଥିବେ,ହେଲେ ପରିବାକୁ ଶୁଖେଇ ରଖିବା କଣ ଜାଣିଛନ୍ତି ?ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହାକୁ "ସୁଲା" କୁହାଯାଏ https://t.co/wMX62eV4sN
2
10
73
@Dev_Jeet_
Đęvjęęt Đäšh🇮🇳
3 years
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା 🙏 #ଅକ୍ଷୟତୃତୀୟା
13
11
142
@Ashutos_Parida
Ashutosh Parida ଆଶୁତୋଷ ପରିଡ଼ା 🇮🇳
6 months
Donate Blood Save Life! #RedCrossBhavan #Bhubaneswar
8
3
55
@Manaswiini
Manaswini
6 months
ପୁରୀ ପ୍ରସିଦ୍ଧ ପାରମ୍ପରିକ ପଣା "ହାତପାଣି" #ଅଦା_ହାତପାଣି #ଜାଇଫଳ_ହାତପାଣି https://t.co/g9ssSS3JcQ #traditional #Summer #drink #Puri #Odisha
6
10
98
@Dev_Jeet_
Đęvjęęt Đäšh🇮🇳
2 years
ମହାବିଷୁବ ପଣା ସଂକ୍ରାନ୍ତି ତଥା ଉତ୍କଳୀୟ ନବ ବର୍ଷର ହାର୍ଦିକ ଶୁଭେଚ୍ଛା 🙏
13
4
51
@Dev_Jeet_
Đęvjęęt Đäšh🇮🇳
4 years
#ପଣା_ସଂକ୍ରାନ୍ତି_ବା_ମହାବିଷୁବ_ସଂକ୍ରାନ୍ତି ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ ।ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ ।
17
24
174
@Dev_Jeet_
Đęvjęęt Đäšh🇮🇳
6 months
ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଓ ପବିତ୍ର ଓଡ଼ିଆ ନବବର୍ଷର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଏହି ବର୍ଷ ଆପଣ ମାନଙ୍କ ପାଇଁ ମଙ୍ଗଳମୟ ହେଉ ଜୟ ଶ୍ରୀଜଗନ୍ନାଥ🙏🏻
9
6
144
@Dev_Jeet_
Đęvjęęt Đäšh🇮🇳
6 months
ଜୟ ଶ୍ରୀଜଗନ୍ନାଥ 🙏
10
18
415
@Dev_Jeet_
Đęvjęęt Đäšh🇮🇳
6 months
ଜୟ ଶ୍ରୀଜଗନ୍ନାଥ 🙏
3
1
26
@jsoumyashree__
ରସାବଳି⚪❀
6 months
ଶୁଭ ରାମନବମୀ 🌸🙏🏼
3
4
34
@jsoumyashree__
ରସାବଳି⚪❀
6 months
ଶ୍ରୀରଘୁନାଥ 🌸🙏🏼
8
6
127
@Ashutos_Parida
Ashutosh Parida ଆଶୁତୋଷ ପରିଡ଼ା 🇮🇳
6 months
ପବିତ୍ର ଶ୍ରୀରାମ ନବମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା 😍🙏 ଜୟ ଶ୍ରୀରାମ 🙏🙏 #RamNavami #RamNavami2025
6
1
46
@Manaswiini
Manaswini
6 months
ଅଶୋକାଷ୍ଟମୀ ଦିନ ଅଶୋକ ଫୁଲକୁ ମହାଦେବଙ୍କ ନିକଟରେ ଲାଗି କରାଯାଇ,ତା'କୁ ପାଇବାର ବିଧି ଆମ ଓଡ଼ିଆ ଙ୍କର ରହିଛି ।ଆମ ଓଡ଼ିଆ ଘରେ ବିଭିନ୍ନ ପ୍ରକାରର ପିଠା ସବୁ ହେଇଥାଏ।ଅଶୋକ ଫୁଲରେ ତିଆରି ପିଠା ମଧ୍ୟ ବହୁତ ସୁଆଦିଆ ଲାଗିଥାଏ । #ପିଠା #Pitha https://t.co/NUAYc6kU4R #Odiafood #state_flower_of_Odisha
2
16
117