ଅବୁଝା ପୁଅ Profile Banner
ଅବୁଝା ପୁଅ Profile
ଅବୁଝା ପୁଅ

@AbujhaPua

Followers
7,030
Following
228
Media
2,103
Statuses
20,727
Explore trending content on Musk Viewer
@AbujhaPua
ଅବୁଝା ପୁଅ
2 years
"ତମେ ମନ୍ତ୍ଲୀ ହେଲେ ହୁଅ, ମୋଲ କିଚି ଅସୁବିଦା ନାଇଁ, ହେଲେ ଖବରଦାର କଇଦଉଚି ମୋ ଡାଲି ଯେମିତି ନ ଖାଆ।"
Tweet media one
37
42
702
@AbujhaPua
ଅବୁଝା ପୁଅ
2 years
ୠତୁଚକ୍ର.... ଜେଜେବାପା ଅମଳରେ ମୋ ଅମଳରେ
Tweet media one
Tweet media two
30
64
616
@AbujhaPua
ଅବୁଝା ପୁଅ
26 days
କଳାକ୍ଷେତ୍ରରେ ଯୋଗଦାନ ପାଇଁ ବରଗଡ଼ ଜିଲ୍ଲାର ଲୋକକଳା ଶବ୍ଦନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନ ପଦ୍ମଶ୍ରୀ ଗ୍ରହଣ କଲା ଅବସରରେ 🥰🥲🫡
2
79
615
@AbujhaPua
ଅବୁଝା ପୁଅ
11 months
- 80 year old Pitambara has 4 sons. All of them are visually, speech and hearing impaired. - Among them two are mentality challenged also. - Please contribute whatever amount you can.Any amount of money will be a great help. - Please help them to survive.
Tweet media one
Tweet media two
Tweet media three
34
307
528
@AbujhaPua
ଅବୁଝା ପୁଅ
4 years
"ଏ ବୁଢା ବୟସରେ ମତେ କାଇଁ ଏମିତି ହଇରାନ୍ କାରୁଛୁ। ସବୁ ଠିକ୍ ଠାକ୍ ଥିଲା ମୋ ରାଜ୍ଯରେ। ଆଉ କିଛି ଦିନ ପରେ ସାମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇ ଯାଇଥାନ୍ତା। ତୁଇ ସାବୁ ଗଣ୍ଡଗୋଲ କାରିଦେଲୁ" 😥
Tweet media one
37
57
545
@AbujhaPua
ଅବୁଝା ପୁଅ
1 year
Political equation in Odisha 😁😂
43
48
546
@AbujhaPua
ଅବୁଝା ପୁଅ
4 years
Mandatory Meme...😀😀
Tweet media one
33
34
459
@AbujhaPua
ଅବୁଝା ପୁଅ
4 years
ଓଡ଼ିଶା ସରକାର ଆଉ ବାହାର ରାଜ୍ୟରୁ ଆସିଥିବା ଓଡ଼ିଆ 😡😡😡..
Tweet media one
36
44
459
@AbujhaPua
ଅବୁଝା ପୁଅ
3 months
Odia People , Please don't igonre this tweet. 🙏 - ଗଲା ବର୍ଷ ଆଇପିଏଲରେ ୧୨ ଟି ଆଞ୍ଚଳିକ ଭାଷାରେ ପ୍ରଥମ ଥର ପାଇଁ କମେଣ୍ଟ୍ରି ଆରମ୍ଭ କରିଥିଲା Jio Cinema। ତା ଭିତରେ ଓଡ଼ିଆ ମଧ୍ୟ ସାମିଲ୍ ଥିଲା। - ପ୍ରଥମ ଥର ପାଇଁ ଓଡ଼ିଆରେ ଏମିତି କିଛି କାର୍ଯ୍ୟକ୍ରମ ହେଉଥିବରୁ ଲୋକମାନେ ବହୁତ୍ ଉତ୍ସାହିତ ହେବା ସହ ସହଯୋଗ ବି...
25
119
451
@AbujhaPua
ଅବୁଝା ପୁଅ
7 months
ଓଡ଼ିଆ ସଙ୍ଗୀତ ଜଗତ ଆଉ ଶ୍ରୋତାଙ୍କୁ ବହୁତ ଗୁଡ଼ାଏ ଅବିସ୍ମରଣୀୟ ଗୀତ ଭେଟିଦେଇଛନ୍ତି ଶ୍ରୀଯୁକ୍ତ ସ୍ଵରୂପ ନାୟକ । କିନ୍ତୁ ଓଡିଶା ପାଇଁ ତାଙ୍କର ସବୁଠୁ ବଡ଼ ଅବଦାନ ହେଲା ଏଇ "ଓଡିଶା ମୋ ଓଡ଼ିଶା" ଗୀତଟି। ଯାହାକୁ ଶୁଣିଲେ, ଆଜିବି ପ୍ରତିଟି ଓଡ଼ିଆର ମନ ଆଉ ପ୍ରାଣରେ ପୁଲକ ଖେଳିଯିବା ନିଶ୍ଚିତ। ନିଃସନ୍ଦେହରେ ଓଡିଶାକୁ ଭଲପାଉଥିବା...
9
93
444
@AbujhaPua
ଅବୁଝା ପୁଅ
4 years
ବାହାଘର ପ୍ରସ୍ତାବ ପଡିଲା ବେଳେ, ଝିଅ ବାପା - "ଆଉ ଆଜ୍ଞା, ପୁଅ ତାହେଲେ ସଫ୍ଟୱେୟାର୍ ଇଞ୍ଜିନିୟର। ଏବେ କୋଉଠି ଅଛି?" ପୁଅ ବାପା -
53
39
408
@AbujhaPua
ଅବୁଝା ପୁଅ
2 years
Scene from yesterday match 😞
Tweet media one
18
10
390
@AbujhaPua
ଅବୁଝା ପୁଅ
1 year
A thread on Traffic condition of Bhubaneswar. ସମସ୍ତଙ୍କୁ ଦେଖିବାକୁ ଆଉ ଭଲ ଲାଗିଲେ ସେୟାର କରିବାକୁ ଅନୁରୋଧ। (And If you are a Bhonsaria, please don't miss this thread. You will definitely like it ☺️😁🙏) The dukh bhari daastaan of our Master Canteen chhak 😭
Tweet media one
23
97
379
@AbujhaPua
ଅବୁଝା ପୁଅ
4 years
ରସଗୋଲା Thread। ଆଶା ଭଲ ଲାଗିବ 😁😁 " ଏଗୁଡା କଣ ଖାଇବାକୁ ଦେଇଛ ଦିଦି?" (୧/୩ )
Tweet media one
53
30
374
@AbujhaPua
ଅବୁଝା ପୁଅ
4 years
"କଲୋନା ପାଇଁ ଇତକୁଲ ବନ୍ଦ କଲିଦେଇ ମୋବାଇଲ ଲେ ପାଠ ପଲ୍ହଉଛ। ହେଲେ କଇ ଦଉଚି, ଅନ୍ଦା ଦେବା କଥାଟା ଯେମିତି ନ ଭୁଲ। ମନେପକେଇ, ବୁଦୁବାଲ ଆଉ ତନିବାଲ ଦିନ ମୋ ଭାଗ ଅନ୍ଦାଟା ଆମ ଘଲକୁ ପଠେଇ ଦବ। ନ ହେଲେ ତମେ ଯେତେ ପଲ୍ହେଇଲେ ବି ମୁଁ ଜମା ପଲ୍ହିବିନି"
Tweet media one
32
26
351
@AbujhaPua
ଅବୁଝା ପୁଅ
4 years
ଛାମୁଙ୍କ Interaction Circle 😁😁😁
Tweet media one
45
14
349
@AbujhaPua
ଅବୁଝା ପୁଅ
3 years
ସମୟ ବଦଳିଲା, ମୁଁ ବଦଳିଲି, ବଦଳି ଗଲାବି ଟିଭି । ଛାମୁ କହୁଛନ୍ତି, ସେବେବି ମୁଁ ଥିଲି, ଏବେବି ମୁଁ ଅଛି, ଆଗକୁ ମୁଁ ହିଁ ଥିବି । 😁😁😁
Tweet media one
22
19
352
@AbujhaPua
ଅବୁଝା ପୁଅ
10 months
Bhonsaria to BMC, after one hour of rain
27
59
354
@AbujhaPua
ଅବୁଝା ପୁଅ
4 years
କନକ ବାଲା ବି ଗୋଟେ ରାଫେଲ କିଣି ଦେଇଛନ୍ତି! ଏଥର ଯିଏ Troll କରିବ, ସିଧା ରାଫେଲ୍ ରେ ବସି ଆଟାକ୍ କରିବେ ମାଡାମ୍ 😁😁🙏
Tweet media one
35
10
349
@AbujhaPua
ଅବୁଝା ପୁଅ
1 year
Recent news from Delhi, "ମୁଁ ସାଫା ସାଫା ମନା କାରିଦେଲି। କାଇଲି, ଏତେ ଦୂରରୁ ଆସିଚୋ, ଗଣ୍ଡେ ପାଖାଲ ଖାଇ କାରି ଯାଅ। କିନ୍ତୁ ତାମାର ସେ ବେକାର ଧାନ୍ଦାରେ ମୋର ପଶିବାର ନାଇଁ"
Tweet media one
19
22
354
@AbujhaPua
ଅବୁଝା ପୁଅ
9 months
#ପୁଷ୍କରା Review - ୨୦୧୯ ରୁ ଫିଲ୍ମ ରିଭିୟୁ କରି ଆସୁଚି ଏ ଆକାଉଣ୍ଟ। ଛାତିରେ ହାତ ରଖି କହିପାରିବି, ଏଇ ଫିଲ୍ମର ଶେଷ ୨୦ ମିନିଟ୍ ମତେ ଯେତିକି ଆତ୍ମସନ୍ତୋଷ ଦେଇଚି, ହଲ୍ ରେ ଦେଖିଥିବା କୌଣସି ଫିଲ୍ମ ଆଜିଯାଏ ମତେ ସେତିକି ଆତ୍ମସନ୍ତୋଷ ଦେଇ ନଥିଲା। - ଗୋଟେ Predictable Climax କୁ ଗଭୀର ସଂଳାପ, ବଳିଷ୍ଠ ଅଭିନୟ ଆଉ ନିଖୁଣ...
15
36
351
@AbujhaPua
ଅବୁଝା ପୁଅ
2 years
We all have met that one ମହାନ୍ Doctor once in our life. 🙏
Tweet media one
22
18
333
@AbujhaPua
ଅବୁଝା ପୁଅ
4 years
Arun Bothra Sir be like 😁😁😁🙏
Tweet media one
@otvnews
OTV
4 years
IPS officer, Arun Bothra at present CEO, CESU & in additional charge as CMD OSRTC & Managing Director CRUT, posted as CMD OSRTC; Bothra is allowed to remain in additional charge of Managing Director CRUT #Odisha
36
37
769
31
32
329
@AbujhaPua
ଅବୁଝା ପୁଅ
15 days
ଜଗନ୍ନାଥ ଦର୍ଶନ, (2019 ପୂର୍ବରୁ) vs (ଛାମୁ ଧାଡ଼ି ବ୍ୟବସ୍ଥା ଆରମ୍ଭ କଲା ପରେ)
31
52
333
@AbujhaPua
ଅବୁଝା ପୁଅ
5 years
ଛାମୁ to ଦିଦି - "କାଇଁ ସେ ରବର ଗୁଡ଼ା କାଉଚୁ?ତାକୁ କାଇକାଇ ତୋର ମୁଣ୍ଡ ଟା ପୁରାପୁରି କାରାପ ହୋଇଗାଲାଣି l ରାଗ ଉପରେ ତୋର ଆଉ କାଣ୍ଟ୍ରୋଲ ରାଉନି l ଝଡି କି କଣ୍ଟା ହୋଇଗାଲୁଣି ତୁଇl ତତେ ସାବୁ ପାଗିଲି ବୋଲି କାଉଚନ୍ତିl ମତେ ଦେକ୍ l ପୁରାପୁରି ଥାଣ୍ଡାଥାଣ୍ଡା କୁଲକୁଲ୍ l ମୋ କାତା ମାନ୍ l ସେ ରସଗୁଲ୍ଲା ଛାଡ଼, ରସଗୋଲା ଖା " 😜
Tweet media one
24
49
314
@AbujhaPua
ଅବୁଝା ପୁଅ
2 years
There are many. But this dialogue from #Daman is very very close to my heart.
Tweet media one
14
24
313
@AbujhaPua
ଅବୁଝା ପୁଅ
3 months
Bro promoted 'Hockey' like nobody else ever could.
Tweet media one
16
23
310
@AbujhaPua
ଅବୁଝା ପୁଅ
4 years
-Don't take Narendra Modi for granted. -ବୋଧେ, ଧାରା 370 ଆଉ ରାମ ମନ୍ଦିର ନିର୍ମାଣ ଭଳି ଘଟଣା ଗୁଡିକ ଏତେ ସହଜରେ ଆମ ଆଖି ସାମ୍ନାରେ ହେଇ ଯାଉଚି ବୋଲି ଆମେ ଯେତିକି କୃତଜ୍ଞତା ପ୍ରକାଶ କରିବା କଥା ସେତିକି କରୁ ନାହାଁନ୍ତି। -କିନ୍ତୁ ମନେ ରଖିବା କଥା, ଆମେ ଆଜି ଯେଉଁ ବାସ୍ତବତାକୁ ଦେଖୁଛନ୍ତି, ତାକୁ କେବଳ ସ୍ଵପ୍ନରେ...
19
37
305
@AbujhaPua
ଅବୁଝା ପୁଅ
4 years
ଖାଇବା ଫୋପାଡୁଥିବା, ଲୁଚିକି ପଳାଉଥିବା ଲୋକ ମାନେ ଆର୍ଥିକ ଭାବରେ କେତେ ଦରିଦ୍ର ମୁଁ ଜାଣିନି। କିନ୍ତୁ ମଣିଷପଣିଆରେ ବହୁତ୍ ଦରିଦ୍ର ଏମାନେ। ସାହାଯ୍ୟ ପାଇବାର ଯୋଗ୍ୟତା ନାହିଁ ଏମାନଙ୍କର।
29
22
297
@AbujhaPua
ଅବୁଝା ପୁଅ
4 years
ଭୁଲ ଉତ୍ତର ଦେଇ କ୍ଲାସ ବାହାରେ ଠିଆ ହେଇଥିବା ଦୁଇ ସାଙ୍ଗ। 😁😁😁😁 (ଡାହାଣ ପିଲାଟି ଲାଜରେ କ୍ୟାମେରାକୁ ଚାହୁଁନି। ବାଁ ପଟ ପିଲାଟିକୁବି ଲାଜ ଲାଗୁଚି, କିନ୍ତୁ କଣ କରିବ ଭାରି କ୍ୟାମେରା ଲୋଭୀ। କ୍ୟାମେରା ଯୁଆଡ଼େ ମୁହଁ ସିଆଡେ)
Tweet media one
24
9
298
@AbujhaPua
ଅବୁଝା ପୁଅ
1 year
The tensed boyfriend, when his girlfriend lives in a ମଶା ପ୍ରବଣ BMC area
41
27
287
@AbujhaPua
ଅବୁଝା ପୁଅ
4 years
Dhamaal ମୁଭି ଫିଟ୍ ଓଡ଼ିଆ ଲୋକ ଆଉ ବାଗଚି ସାର୍ 😁😁😁😁...
Tweet media one
28
30
292
@AbujhaPua
ଅବୁଝା ପୁଅ
3 years
ଦ୍ରୋଣାଚାର୍ଯ୍ୟ - "ମୋ ପୁଅ ଅଶ୍ୱତ୍ଥମା ମରିବା ଖବର ସତ ନା ମିଛ" ? ଯୁଧିଷ୍ଠିର -
Tweet media one
24
22
289
@AbujhaPua
ଅବୁଝା ପୁଅ
3 years
ବହୁତ୍ ଦିନ ପରେ କିଛି ଲେଖିଛି। ଲେଖାଟା ଟିକେ ବଡ଼ ହେଇଗଲା , କିନ୍ତୁ ଆଶା ଅଛି ଆପଣ ମାନଙ୍କୁ ଭଲ ଲାଗିବ। 😊 ଟିକେ ସମୟ ଦେଇ ପଢ଼ିବାକୁ ଅନୁରୋଧ। ମନକୁ ଛୁଇଁଲେ ମତାମତଟିଏ ଦେବାକୁ ଭୁଲିବେନି। ଆଉ ଯଦି ଅଧିକ ଭଲଲାଗେ, ତେବେ ଟିକେ ସେୟାର କରିଦେବେ, ଖୁସି ଲାଗିବ। 🙏🙏
Tweet media one
Tweet media two
Tweet media three
87
56
287
@AbujhaPua
ଅବୁଝା ପୁଅ
1 year
(Thread) Election in Odisha - An usual affair. ଭଲ ଲାଗିଲେ Rt କରିବେ। 😁🙏 ଗଲା ୫ଥର ଯାକ ହାରିଆସୁଥିବା Congress candidate କୁ ନୋମିନେସନ ଫାଇଲ ପାଇଁ ଆସିଥିବା ଦେଖି ଇଲେକ୍ସନ କମିଶନର -
Tweet media one
28
53
287
@AbujhaPua
ଅବୁଝା ପୁଅ
2 years
ଅସରପା ଆଉ ଗୋବର ପୋକ ଓଲଟା ପଡିଯିବା ପରେ
39
18
277
@AbujhaPua
ଅବୁଝା ପୁଅ
4 years
ଶକ୍ତିମାନ୍ ସିରିୟଲ୍ ରେ ଯଦି ଗୁଣ୍ଡାମାନେ କୋଉଠି ଉତ୍ପାତ ହେଉଥିବେ, ଶକ୍ତିମାନ୍ ଆସିକି ପହଁଞ୍ଚିବ l କିନ୍ତୁ କାହାକୁ ମାରିବା ପୂର୍ବରୁ, ଆଗେ ଏଇ Pose ରେ ୫ ମିନିଟ୍ ଠିଆ ହବ l 😁😁😁... (ଆଉ କ୍ୟାମେରା ଟା ଚାରି କଡରେ କିଛି ସମୟ ପାଇଁ ଘୂରିବ )
Tweet media one
24
14
262
@AbujhaPua
ଅବୁଝା ପୁଅ
2 months
ଓଡ଼ିଆରେ ରାଜନୈତିକ ଭାଷଣ ଟିଏ ଲେଖିବାର ପ୍ରସ୍ତୁତି ପ୍ରଣାଳୀ -
Tweet media one
31
30
267
@AbujhaPua
ଅବୁଝା ପୁଅ
4 years
Officials of Odisha higher education department, trying to find Utkal University on the top 100 list.
Tweet media one
17
19
260
@AbujhaPua
ଅବୁଝା ପୁଅ
3 years
କଟକ ଛେନାରୁ ପ୍ରସ୍ତୁତ କ୍ଷୀରି ଖାଇଲା ପରେ ଭାନୁ ପ୍ରତାପ ସିଂ 😂😂
Tweet media one
19
7
254
@AbujhaPua
ଅବୁଝା ପୁଅ
2 years
"ତମେ କାଇଁ ସେ ପ୍ରଧାନ ଘର ବାଡ଼ିରେ ପଡ଼ିଥିବା ତିନି ଦିନ ତଳର ବାସି ଭୋଜି ଗୁଡା ଖାଉଥିଲ? ତମର ଯଦି କିଛି ହେଇ ଯାଇଥାନ୍ତା !"
Tweet media one
23
12
244
@AbujhaPua
ଅବୁଝା ପୁଅ
3 years
"ଆମ ଅନ୍ଦା ଛତୁଆ ପଇସା ଖାଇକି ଦିଦି ଚାଲିକୋଟି ତଙ୍କା ନେଇକି ପଲେଇଲେ। ଆମକୁ ହେଲେ କିଚି ଦେଇତାନ୍ତେ? ସବୁ ଏକା କାଇଦେଲେ! ସତ କହୁତି, କାହାକୁ ଛାଦିବିନି ମୁଁ।"
Tweet media one
16
8
249
@AbujhaPua
ଅବୁଝା ପୁଅ
3 months
Kanak/OTV, Since last 15 days - "ଆସନ୍ତା କାଲି ମେଣ୍ଟକୁ ନେଇ ଆସିପାରେ ବଡ଼ ସୂଚନା। କାଲି ହିଁ ସ୍ପଷ୍ଟ ହେବ ସ୍ଥିତି" Odia viewers -
24
29
251
@AbujhaPua
ଅବୁଝା ପୁଅ
18 days
The way he pronounced Odisha/Odia 😍. Dear non Odia people, please take note of it. This is the way we would like to hear our State name. 🙏
8
52
247
@AbujhaPua
ଅବୁଝା ପୁଅ
3 years
ଭୁବନେଶ୍ବରରେ ବର୍ଷା ଘଡିଏ କାଚିଦେଲା ପରେ 😢
Tweet media one
18
12
242
@AbujhaPua
ଅବୁଝା ପୁଅ
4 years
ଉଠ ଅନାରକଲି। ସାଢେଚାରିଟା ହେଲାଣି। ବାଗଚି ସାର୍ ଙ୍କ ପ୍ରେସ୍ କନଫରେନସ୍ ଆରମ୍ଭ ହେଇଯିବ ପରା। ବଢିଆ କଥା ସବୁ କହିବେ ସେ। ଆରେ, ଜଲଦି ଉଠ..
Tweet media one
24
15
239
@AbujhaPua
ଅବୁଝା ପୁଅ
2 years
ଭାରତୀୟ କ୍ରିକେଟ୍ ଟିମ୍ , ଆପଣଙ୍କ ସେବାରେ..🙏
Tweet media one
18
9
236
@AbujhaPua
ଅବୁଝା ପୁଅ
2 years
"naa, mun tamato nuhen" 😂😂
Tweet media one
22
14
234
@AbujhaPua
ଅବୁଝା ପୁଅ
4 years
The Expression , When media ignore all the important points raised by you and only focuses on "ରୋଷେଇ ଜାଣିନଥବା ପୁଅଙ୍କୁ ବାହା ହବନି" 😭😭😭😁😁🙏
Tweet media one
27
9
242
@AbujhaPua
ଅବୁଝା ପୁଅ
7 months
"ନ ଖାଇ ନ ପିଇ କଣ ହେଲାଣି ତୋ' ଅବସ୍ଥା !! ନେ ଧନ, ଖାଇଦେ।"
Tweet media one
15
23
239
@AbujhaPua
ଅବୁଝା ପୁଅ
2 months
Kudos to you @tanaya_p Ma'am. ଏମିତି ଏକ ସମ୍ବେଦନଶୀଳ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ଯବାଦ। Much much respect 👏🙏 ଆଶା କରିବି ଏଇ ଲେଖାଟି ଆଜି କାଲିର ଛୋଟ ପିଲାମାନଙ୍କ ସହ ଅଭିଭାବକ ମାନଙ୍କୁ ମଧ୍ଯ ସଚେତନ କରିବ। ଏବଂ ଏଭଳି ଘୃଣ୍ୟ କାମ କରୁଥିବା ଦାନବ ମାନଙ୍କ ମୁଖାକୁ ସର୍ବ ସମ୍ମୁଖରେ...
Tweet media one
26
22
230
@AbujhaPua
ଅବୁଝା ପୁଅ
3 years
ସ୍ତ୍ରୀ ଲୋକଙ୍କର ମନି ପର୍ସ 😁😁😁
Tweet media one
22
4
218
@AbujhaPua
ଅବୁଝା ପୁଅ
5 years
Oscar level - ଅଶାନ୍ତ ହିନ୍ଦୁଙ୍କୁ, ଶାନ୍ତ କରିବାକୁ ଆଣିଲି ପ୍ରଶାନ୍ତ କିଶୋର ତା'କଥାରେ ପଡି, ଆକ୍ଟିଙ୍ଗ୍ କରିକି ହାତ ଟେକିଛି ହେ ଇଶ୍ଵର l ଇଲେକ୍ସନ ଖାଲି, ଜିତିବା ପାଇଁକି ସହୁଛି ମେଣ୍ଟାଲ ପ୍ରେସର ଜିତିଗଲା ପରେ, ଦେଖିବ ମୋ ରୂପ ମୁଁ PM, ବାଙ୍ଗଲା୍ ଦେଶର l @nidhi_budha @de_moaned @bimalendu71 @Odiapuo @drgynaec
Tweet media one
13
24
211
@AbujhaPua
ଅବୁଝା ପୁଅ
1 year
ଓମ୍ ରାଉତ..ଇତିହାସ ତମକୁ କେବେ କ୍ଷମା ଦବନି। - Casting ଆଉ Costume ରେ ଏତେ ଭୁଲଭାଲ, ଇତିହାସରେ କୋଉ ଫିଲ୍ମରେ ନଥିବ। - ଏବେ ଭାବୁଚି, କେହି ଗୋଟେ ମୋ ମୁଣ୍ଡକୁ ଆସିକି ମାପ ଚୁପ୍ କରି ପାହାରେ ଦିଅନ୍ତାନି, ଯେମିତି ମୋର ଲାଷ୍ଟ ତିନି ଘଣ୍ଟାର ମେମୋରୀ ପୁରା ଉଡ଼ି ଯାଆନ୍ତା। - ଭୁଲ ରେ ବି ଯିବେନି ଦେଖିବାକୁ।🙏 (Details Review ପରେ)
28
11
219
@AbujhaPua
ଅବୁଝା ପୁଅ
1 month
Swayam bhai & Sasmit babu on their leisure time...
12
11
220
@AbujhaPua
ଅବୁଝା ପୁଅ
2 years
ଦିନସାରା କାମ କରିକରି ଥକି ଯାଇଥିବା ସ୍ଵାମୀ ଘରେ ପହଁଚି ପାଟିକୁ ଥରେ ଖାଇବା ନେଇଥିବ.. ସ୍ତ୍ରୀ - "ଏଇ ଶୁଣିଲ, ବୋଉ କଣ କହୁଛନ୍ତି! ମୁଁ କାଳେ ଗୋଡ଼ରେ ଗୋଡ ପକେଇ ବସିଛି। କିଛି କାମ କରୁନି। ଶୁଣୁଛ ନା ନାଇଁ ବା?" ସ୍ଵାମୀ -
Tweet media one
28
8
207
@AbujhaPua
ଅବୁଝା ପୁଅ
5 years
କେମିତି କଟିଲା ପପୁ ନା'ଙ୍କ ଦୀପାବଳି, ତାକୁ ନେଇ ଏ Thread l ଟିକେ ଦେଖିବେ, ଆଉ ଭଲ ଲାଗିଲେ ସେୟାର କରିବେ🙏 ମାମା, ମୁଁ ଟିକେ ବାଣ ଫୁଟେଇବି...
Tweet media one
37
23
215
@AbujhaPua
ଅବୁଝା ପୁଅ
1 year
ବର୍ତ୍ତମାନ ସୁଦ୍ଧା ଯାହା ଯେତିକି ଆମେ ଜାଣିବାକୁ ପାଉଛୁ 😂
Tweet media one
17
14
212
@AbujhaPua
ଅବୁଝା ପୁଅ
3 months
- Dear Odia People, we tried our best. Still they didn't listen to us. - I know if you are a cricket/movie lover, it's too much to ask uninstall Jio Cinema forever. - But please, for the love of our mother tongue, at least uninstall it for one day. 🙏 - Please take a stand...
30
39
213
@AbujhaPua
ଅବୁଝା ପୁଅ
7 months
- 6000 କୋଟି ଖର୍ଚ୍ଚ ହେଇକି ମେଟ୍ରୋ ହବ। (ସମୟ ସହିତ ଖର୍ଚ୍ଚ ବଢ଼ିପାରେ)। - ସେତିକି ଟଙ୍କାରେ କେତେଟା ଶୀତଳ ଭଣ୍ଡାର ତିଆରି ହେଇ ପାରିବ ଓଡ଼ିଶାରେ ! - ବାରମ୍ବାର ବସ୍ ବାଲା ଧମକାଉଛନ୍ତି, ଧର୍ମଘଟ ଧର୍ମଘଟ କହି। ରାଜ୍ୟ ସରକାର ଚାହିଁଲେ ନିଜସ୍ଵ କେତେଟା ବସ୍ କିଣି ପାରିବେ ସେ ପଇସାରେ !! - ମେଟ୍ରୋ କରିବାରେ କିଛି ଅସୁବିଧା...
Tweet media one
31
24
208
@AbujhaPua
ଅବୁଝା ପୁଅ
4 years
ଧୋତି ଟ୍ୱିଟର 😍😍 ପୁରା ହିରୋ ଲାଗୁଚି ମୁଁ l 😁😁😁...
Tweet media one
39
6
202
@AbujhaPua
ଅବୁଝା ପୁଅ
4 years
ପୁରୀ ବାସୀଙ୍କ ଉପରେ ବଡ଼ ଗୁରୁ ଦାୟିତ୍ଵ। ସାରା ବିଶ୍ୱ ଆଜି ଆପଣ ମାନଙ୍କୁ ଦେଖୁଚି। ଅନ୍ୟକୁ ଆଙ୍ଗୁଳି ଉଠେଇବାର ଗୋଟେ ବି ସୁଯୋଗ ଦିଅନ୍ତୁନି। ବରଂ ଗୋଟେ ଉଦାହରଣ ସୃଷ୍ଟି କରନ୍ତୁ। ଗୋଟେ ଦିନର କଥା ନୂହେଁ ଇଏ। ଦଶ ବାର ଦିନ ପର୍ଯ୍ୟନ୍ତ ସଂଯମତା ରକ୍ଷା କରିବାକୁ ହବ। ଏତେ ପାଖରେ ଥାଇ ମଧ୍ୟ ସ୍ଵଚକ୍ଷୁରେ ଜଗାକୁ ରଥ ଉପରେ ନ ଦେଖି ପାରିବାର..
5
21
202
@AbujhaPua
ଅବୁଝା ପୁଅ
3 years
ସମୟ ସ୍ରୋତରେ ଓଡ଼ିଆ ଟ୍ୱିଟର ର ଦୁର୍ଗତି 😭😭
Tweet media one
21
12
200
@AbujhaPua
ଅବୁଝା ପୁଅ
4 years
ଭାଇଜାନ୍ ଭାଇଜାନ୍ Lite
Tweet media one
Tweet media two
31
11
205
@AbujhaPua
ଅବୁଝା ପୁଅ
2 years
📢 ଟିକେଟ୍ ନବ ଟିକେଟ୍...
Tweet media one
13
12
197
@AbujhaPua
ଅବୁଝା ପୁଅ
4 years
ଓଡିଶା ବାସୀ - "ଆଉ ଆଜ୍ଞା, ନୂଆ କରୋନା ପଜିଟିଭ୍ କେଶ୍ କିଛି ଆସିଛି କି? ରିପୋର୍ଟ୍ କେତେବେଳେ ଦେବେ?" ସୂଚନା ଓ ଲୋକସମ୍ପର୍କ ଏବଂ ସ୍ୱାସ୍ଥ୍ୟ ବିଭାଗ -
34
21
202
@AbujhaPua
ଅବୁଝା ପୁଅ
5 years
ଫ୍ରାନସ୍ ରୁ 'ମୋ ଟିଭି' ର କ୍ୟାମେରା ମ୍ୟାନ ଙ୍କ ଦ୍ଵାରା ଉତ୍ତୋଳିତ ହେଇଥିବା ରାଫେଲ୍ ବିମାନ ର କିଛି Exclusive ଫୋଟୋଚିତ୍ର 😂😂
Tweet media one
Tweet media two
33
14
198
@AbujhaPua
ଅବୁଝା ପୁଅ
3 months
ମେଣ୍ଟକୁ ନେଇ କିଛି ନିଶ୍ଚିତତା ନଥିଲା ବେଳେ ଖାଲି ଏଠି ମିଟିଂ ସେଠି ମିଟିଂ ଶୁଣିଶୁଣି ବିରକ୍ତ ହେଇ ପଡିଥିବା ଓଡ଼ିଆ ଲୋକ -
21
19
201
@AbujhaPua
ଅବୁଝା ପୁଅ
4 years
ରିପୋର୍ଟର - ଜଣେ ସାଂସଦ ହିସାବରେ ଆପଣ ସୋସିଆଲ୍ ମିଡିଆରେ କେମିତି ବ୍ୟବହାର କରିିବା କଥା? ଭାଇଜାନ୍ -
26
17
194
@AbujhaPua
ଅବୁଝା ପୁଅ
4 years
ମାଡାମ୍ ଙ୍କୁ କିଏ ପ୍ରଶ୍ନ କଲେ ମାଡାମ୍ ଙ୍କ ପ୍ରତିକ୍ରିୟା..
Tweet media one
17
17
184
@AbujhaPua
ଅବୁଝା ପୁଅ
4 years
Rt Rt ବୋଲି କେତେ ମୁଁ ଡାକିଲି Rt ତ ମିଳିଲା ନାହିଁ ଲାଇକ ଲାଇକ ଯେତେ ମାଗିଲେବି ଲାଇକ ଦେଲେନି କେହି। ଫୋଟୋ ଗୁଡାକରେ ୫୦୦-୬୦୦ ଲାଇକ ଯାଉଚି ମାଡି Meme ଗୁଡାକର ୮୦ ଲାଇକରେ ପ୍ରାଣ ବାୟୁ ଯାଏ ଉଡି। 😢😢😢😢😢😢
20
4
192
@AbujhaPua
ଅବୁଝା ପୁଅ
5 years
ନିର୍ବନ୍ଧରେ ବରପିତା to କନ୍ୟାପିତା, "ଦେଖନ୍ତୁ ସମୁଦି, ବାକି ତରକାରି ପତ୍ର ଯାହା ହଉଚି ହଉ, କିନ୍ତୁ ମଟନରେ ଯେମିତି ଅସୁବିଧା ନହୁଏ l ସେଇଟା Sufficient ଦରକାର l ଆଉ ହଁ, ଦ୍ଵିତୀୟ କଥା ହେଲା, ଆମ ପୁଅ ର ଯୋଉ ସବୁ ସାଙ୍ଗ ବାହାରୁ ଆସିବେ, ସେମାନେ ଟିକେ ପିଆପିଇ କରିବେ l ଏତିକି ଖାଲି ଧ୍ୟାନ ରଖିବେ "
Tweet media one
27
13
187
@AbujhaPua
ଅବୁଝା ପୁଅ
1 year
Whenever a @bjd_odisha minister commit some crime
17
23
191
@AbujhaPua
ଅବୁଝା ପୁଅ
4 years
ଅଜା( @nidhi_budha ), ଆଜି ପାର୍ଟି ବଦଳେଇ ଦେଇଛନ୍ତି ଭାଇ। ସେଦିନ ବାନର ସେନାରେ, ଆଉ ଆଜି ରାବଣ ସଭାରେ। ପ୍ରକୃତ ଅର୍ଥରେ ସର୍ବବ୍ୟାପୀ 😁😁🙏
Tweet media one
22
6
188
@AbujhaPua
ଅବୁଝା ପୁଅ
4 years
Dhammal fit "ଛାନିଆଁ ଓଡ଼ିଆ ଲୋକ" vs "ଧୈର୍ଯ୍ଯବାନ୍ ସୁବ୍ରତ ବାଗଚି ସାର୍" 😁😁😁🙏
Tweet media one
Tweet media two
14
26
188
@AbujhaPua
ଅବୁଝା ପୁଅ
3 years
କନକ ନ୍ୟୁଜ୍ ର ଟ୍ୱିଟର ଆକାଉଣ୍ଟ ଇନ୍ ଚାର୍ଜ -
23
12
185
@AbujhaPua
ଅବୁଝା ପୁଅ
1 year
@khushsundar @msdhoni the first pic is adorable 😍😍😍
Tweet media one
0
1
187
@AbujhaPua
ଅବୁଝା ପୁଅ
9 days
ରାଷ୍ଟ୍ରପତି ନିର୍ବାଚନ ବେଳେ ପାର୍ଟୀ ଆଉ ମାଟିର ଲଢେଇରେ ମାଟିକୁ ପଛରେ ରଖିଦେଇ ପାର୍ଟୀ ସ୍ବାର୍ଥରେ ଭୋଟ ଦେଇଥିଲେ ସୁର ବାବୁ। ଉତ୍ତରରେ କହିଲେ, "ଇଚ୍ଛା ଥାଇ ବି ଭୋଟ ଦେଇ ପାରୁନି। ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ନିରୁପାୟ"। ପରେ ଯେବେ ୪୦ ବର୍ଷର ପାର୍ଟୀ ଆଉ ନିଜ ପୁଅ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବାର କଥା ଉଠିଲା, ଗୁଡ଼ାଏ...
12
16
190
@AbujhaPua
ଅବୁଝା ପୁଅ
3 years
ରଚନା as ଗଙ୍ଗା ରଚନା as ଯମୁନା
Tweet media one
Tweet media two
19
8
186
@AbujhaPua
ଅବୁଝା ପୁଅ
4 years
The Art The Artist
Tweet media one
Tweet media two
17
24
181
@AbujhaPua
ଅବୁଝା ପୁଅ
3 years
ମୋ ସାଇକେଲ ଟ୍ରାକ୍ - "ଭାଇ ମତେ ଜାଗା ଟିକେ ଦିଅରେ 😁"
Tweet media one
10
12
183
@AbujhaPua
ଅବୁଝା ପୁଅ
5 years
"ମନୁଆ ଠାକୁର ମନକଥା" on Thread. ଯିଏ ପଢି ନାହାଁନ୍ତି ଦୟାକରି ପଢନ୍ତୁ, ଓ ମତାମତ ଦିଅନ୍ତୁ l 🙏🙏🙏.... ଜଗନ୍ନାଥ କହୁଛନ୍ତି, ଶୁଣ ସୁଦର୍ଶନ ଶ୍ରୀମନ୍ଦିର ଫେରିବାକୁ, ନାହିଁ ଆଉ ମନ l ମାଉସୀ ଘରେ ରଥକୁ, ଅଟକାଅ ନାହିଁ ବେଗିବେଗି ରଥ ମୋର, ନିଅ ଯେ ଗଡ଼ାଇ l ବାଏପାସ ରୋଡ୍ ଦେଇ, ଏନ୍ଏଚ୍ ଧର ସେଇ ବାଟେ ଚାଲିଯିବା, ଓଡିଶା ବାହାର l
Tweet media one
30
24
180
@AbujhaPua
ଅବୁଝା ପୁଅ
5 days
ନବୀନ ବାବୁଙ୍କର ସବୁଠୁ ବଡ଼ ବିଫଳତା ହେଲା, ନିଜ ପଚିଶି ବର୍ଷର ଶାସନରେ ସେ ଓଡ଼ିଆ ମାନଙ୍କୁ ଏତେ ହିନିମାନିଆ କରି ଦେଇଛନ୍ତି, ଯେ ଆମ ଲୋକଙ୍କୁ ଲାଗୁଚି କ୍ଷମତାକୁ ଯିଏ ବି ଆସୁ କିଛି ଫରକ ପଡିବନି। ନିରାଶାବାଦୀ କରିଦେଇଛନ୍ତି ପୁରା ଓଡିଆ ଜାତିଟାକୁ। Total Hopeless Situation.
12
26
186
@AbujhaPua
ଅବୁଝା ପୁଅ
2 years
Dharmendra Pradhan taking credit for BJP wining UP
Tweet media one
16
7
177
@AbujhaPua
ଅବୁଝା ପୁଅ
4 years
ନୂଆବର୍ଷ ଦିନ, ମଦ ଦୋକାନ ରାତି ଗୋଟାଏ ଯାଏ ଖୋଲା ରହିବ ବୋଲି ଶୁଣିଲା ପରେ ମଦୁଆ ଗୋଷ୍ଠୀ to ଛାମୁ 🥳🥳😂😂....
30
21
178
@AbujhaPua
ଅବୁଝା ପୁଅ
4 years
ଲୁହ ଅଟକେଇ ହେଲାନି। 😢😢😢❤️❤️🙏
11
26
179
@AbujhaPua
ଅବୁଝା ପୁଅ
1 year
Live Visual from Khandagiri jatra 😁
24
10
182
@AbujhaPua
ଅବୁଝା ପୁଅ
5 years
ISRO ପାଇଁ ଆଜି ମୁଁ ଗର୍ବିତ, ଆଉ ହଁ ମୋ ପ୍ରଧାନମନ୍ତ୍ରୀ ଙ୍କୁ ବି ନେଇ ମୁଁ ଗର୍ବିତ l କାଲି ରାତି ଠୁ ହୃଦୟ ଭାରି ଭାରି ଲାଗୁଥିଲ�� l କିନ୍ତୁ ଆଉ ଲୁହ ରୋକି ହେଲାନି, ଏ ଦୃଶ୍ୟ ଦେଖିକି l ସତରେ କେତେ ମହାନ ଆମ ସଂସ୍କୃତି, କେତେ ମହାନ ଆମ ପରମ୍ପରା l ସତରେ, ମୋ ଦେଶ ମହାନ୍
@ANI
ANI
5 years
#WATCH PM Narendra Modi hugged and consoled ISRO Chief K Sivan after he(Sivan) broke down. #Chandrayaan2
4K
22K
92K
9
34
171
@AbujhaPua
ଅବୁଝା ପୁଅ
5 years
ଭୋନ୍ସର ଟା କାହା ପାଇଁ କଉଠି ସରୁଛି : -ସାଧାରଣ ଲୋକ ➡ ବରମୁଣ୍ଡା -BMC ➡ ଖଣ୍ଡଗିରି -ବିଲଡର୍ସ ➡ ଜଟଣି -ଇଞ୍ଜିନିୟରିଂ କଲେଜ ମାଲିକ ➡ ଭୋନ୍ସର ଟା ଜମା ବି ସରିନି, ପୁରା ଆନ୍ଧ୍ର ବର୍ଡର ଯାଏ ଲମ୍ବିଛି🤦‍♂️ (କୋଉ ଅଗନାଅଗନି ବନସ୍ତ ଭିତରେ କଲେଜ୍ ଥିବ ଯେ ବାଘ ଭାଲୁ ବି ଡରିକି ସେଠିକି ଯିବେନି, ୟାଙ୍କ ର କିନ୍ତୁ ସେଟା ଭୋନ୍ସର)
11
17
176
@AbujhaPua
ଅବୁଝା ପୁଅ
5 years
ଭାରତ ଇତିହାସରେ "କିଏ କାହାକୁ ଧ୍ଵଂସ କରିବାକୁ ଚେଷ୍ଟା କରିଛି" ର ଲିଷ୍ଟ l 5. କଂଗ୍ରେସ ➡️ କାଶ୍ମୀର 4. ବିଜେପି ➡️ କଂଗ୍ରେସ 3. ଛାମୁ ➡️ ଓଡିଶା ରାଜକୋଷ 2. ଓଡ଼ିଶା ବିଜେପି ➡️ ଓଡ଼ିଶା ବିଜେପି 1. (ଲୁବୁନ୍-ଟୁବୁନ୍, ଅଭିଜିତ ମଜୁମଦାର ଏବଂ ନିର୍ମଳ ନାୟକ) ➡️ ଓଡ଼ିଆ ସଂଗୀତ ଜଗତ 😜😜.....
15
13
177
@AbujhaPua
ଅବୁଝା ପୁଅ
4 years
ଦେଶ କେମିତି ଚଲାଯିବ, ସେ ବିଷୟରେ ସରକାରଙ୍କୁ ଜ୍ଞାନ ଦେଉଛନ୍ତି JNU ଏବଂ ଅନ୍ୟ University ର ଛାତ୍ରମାନେ 🥳🥳...
16
29
169
@AbujhaPua
ଅବୁଝା ପୁଅ
4 years
ହୋଟେଲ ରେ ମିଲ୍ ଖାଇଲା ବେଳେ, ଯଦି ପଛରେ ତରକାରି ମାଗିବାର ଆବଶ୍ୟକତା ପଡିଲା... Kids ➡ "ଆରେ ତରକାରି half ଦେଲ" Adults ➡ "ତରକାରି ଟିକେ ଦେଲେ" Legends ➡ "ଭାଇ ଭାଇ, ଝୋଳ ଟିକେ ଦବ" (ଏପଟେ ବିନା ତରକାରିରେ ଖାଇ ହେଉନଥିବ l ସେପଟେ ମନରେ ଡର, କାଳେ ଏକ୍ସଟ୍ରା ପଇସା ପକେଇଦେବ କି..😟😟)
13
7
171
@AbujhaPua
ଅବୁଝା ପୁଅ
4 years
"ଆଗରୁ ତ ଦିନରାତି ଶୋଧୁଥିଲୁ ମତେ। ଆଉ ଆଜି ଆସିକି ଏମିତି ହାତ ପତେଇ ପଇସା ମାଗୁଛୁ କେମିତି? କଣ ପଚାରୁଚି ପରା ! ଏମିତି ମୁଣ୍ଡ ତଳକୁ କରି ଠିଆ ହେଇଚୁ କ'ଣ? "
Tweet media one
19
5
173
@AbujhaPua
ଅବୁଝା ପୁଅ
5 years
ଓଡ଼ିଶା ର କିଛି ବିଶିଷ୍ଟ ଅଭିନେତା ମାନଙ୍କ ଫୋଟୋ-😜
Tweet media one
Tweet media two
Tweet media three
Tweet media four
23
8
169
@AbujhaPua
ଅବୁଝା ପୁଅ
4 years
-ଭୟଙ୍କର ଦୁର୍ଦ୍ଦିନ ଦେଇ ଗତି କରୁଥିବା ଗୋଟେ ଦେଶରେ, ସ୍ୱାଭିମାନର ଲଢେଇ ପାଇଁ, ଗୋଟେ ସେନା ଠିଆ କରିପାରିଥିଲେ ସେ -ଗାନ୍ଧୀଙ୍କ ଦ୍ଵାରା ସମର୍ଥିତ ସଭାପତି ପ୍ରାର୍ଥୀଙ୍କୁ ସିଧାସଳଖ ନିର୍ବାଚନରେ ପରାସ୍ତ କରିଥିଲେ ସେ -ଲୋକମାନେ ଯେ ତାଙ୍କୁ କେତେ ଭଲପାଉଥିଲେ, ଆଉ ସମ୍ମାନ କରୁଥିଲେ, ଏଇ ଫୋଟୋରୁ ତାହା ସ୍ପଷ୍ଟ ଅନୁମେୟ (ଫୁଲ ହାର ସଂଖ୍ୟା)
Tweet media one
2
24
170
@AbujhaPua
ଅବୁଝା ପୁଅ
4 years
ରାମାୟଣ ଦେଖୁଥିଲି, ଏଇ ଦେବତାଙ୍କ ଉପରେ ନଜର ପଡିଗଲା। କି ତେଜ...😭😭😂😂🙏
Tweet media one
26
5
172
@AbujhaPua
ଅବୁଝା ପୁଅ
4 years
ଦେଢ ମାସ ପରେ ମଦ ଦୋକାନ ଖୋଲିଲା ପରେ ମଦୁଆ ଗୋଷ୍ଠୀ 🤣🤣🤣....
21
15
171
@AbujhaPua
ଅବୁଝା ପୁଅ
3 months
"ୟାକୁ ଲାଗୁଚି, ଲୋକ ୟା କଥାରେ @JioCinema Uninstall କରିବେ ଗୋଟେ ଦିନ ପାଇଁ !!"
Tweet media one
26
12
173
@AbujhaPua
ଅବୁଝା ପୁଅ
1 year
@sandihana789 @The_Hindu_sb_P apananka kahiba anusare..😊🙏
7
34
166