Odisha Veterinary College Profile Banner
Odisha Veterinary College Profile
Odisha Veterinary College

@ovc_unofficial

Followers
595
Following
23
Media
20
Statuses
42

College Of Veterinary Science & Animal Husbandry (Esr. 1955) Affiliated to OUAT-1962 (CVSc.&A.H.) Programmes- |UG|PG|PhD| Official account of CVSc. & A.H.

Bhubaneswar
Joined January 2024
Don't wanna be here? Send us removal request.
Explore trending content on Musk Viewer
@ovc_unofficial
Odisha Veterinary College
4 months
ସରକାର ମୌନ ସାଜି ଥିବାରୁ ଭେଟେରିନାରୀ ଛାତ୍ର ଛାତ୍ରୀ ଆମରଣ ଅନଶନ କରିବା ପାଇଁ ବାଧ୍ୟ ହେଲେ ଯାହାଦ୍ୱାରା ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇ ରାଜଧାନୀ ବଡ ମେଡିକାଲ ରେ ସ୍ଥାନାନ୍ତରିତ ହୋଇଛନନ୍ତି।କୋମଳମତି ଛାତ୍ର ଛାତ୍ରୀ ଙ୍କର ଏହି ସ୍ୱାସ୍ଥ୍ୟ ହାନୀ ପାଇଁ କେବଳ ସରକାର ହିଁ ଦାୟୀ #hungerstrikeforveterinaryuniversity
Tweet media one
Tweet media two
Tweet media three
Tweet media four
120
419
380
@ovc_unofficial
Odisha Veterinary College
4 months
ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଲା ଭେଟେରିନାରୀ ଛାତ୍ର ଛାତ୍ରୀ ଏବଂ ବିଭାଗ��ୟ ମନ୍ତ୍ରୀଙ୍କ କଥା ବାର୍ତ୍ତା। ନବୀନ ସରକାର ଉପରେ ଯେଉଁ ଅଗାଢ ବିଶ୍ୱାସ ରହିଥିଲା, ତାହା ଆଜି ଯଥାର୍ଥ ପ୍ରମାଣିତ ହେବାର ନୂଆ ଦିଶା ପାଇଛି। ପ୍ରତିଶ୍ରୁତି କାର୍ଯ୍ୟକାରୀ କେବେ ହେବ,ଏଇ ସ୍ଵପ୍ନ ନେଇ ସରକାରଙ୍କ ଅନ୍ତିମ ଶୁଣାଣି ର ଅପେକ୍ଷା ରେ ବସିରହିବେ ଛାତ୍ରଛାତ୍ରୀ।
Tweet media one
155
349
332
@ovc_unofficial
Odisha Veterinary College
4 months
ଦୀର୍ଘ ଦିନ ଧରି ସରକାରଙ୍କ ଅବହେଳା ଯୋଗୁଁ ଆମରଣ ଅନଶନରେ ଓଲ୍ହେଇଥିବା ଭେଟେରିନାରୀ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇ ମେଡିକାଲ ସ୍ଥାନାନ୍ତରିତ ହେଲା ପରେ ଛାତ୍ରଛାତ୍ରୀ ଓଲ୍ହେଇଲେ ରାଜରାସ୍ତା କୁ। କେତେ ଦିନ ପାଇଁ ସରକାର ମୌନ? #hungerstrikeforveterinaryuniversity @CMO_Odisha @Naveen_Odisha
Tweet media one
Tweet media two
77
271
245
@ovc_unofficial
Odisha Veterinary College
4 months
ସରକାରଙ୍କ ନିରବତା ତୃତୀୟ ଦିନ ମଧ୍ୟ ଜାରି ରହିଛି। ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବାସୀ ସରକାରଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି। #wedemandveterinaryuniversity @CMO_Odisha @Naveen_Odisha @GovernorOdisha @rajaaswain @farddept @dahvsodisha @SecyChief @IPR_Odisha @OdishaUniversi1
71
279
237
@ovc_unofficial
Odisha Veterinary College
4 months
ଦୀର୍ଘ ୧୧ ଦିନର ଧାରଣା ପରେ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ hunger strike କରି ଆମରଣ ଅନସନକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ସବୁ ଦାବି ଏକ ସଙ୍ଗୀତ ମାଧ୍ୟମରେ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି। #hungerstrikeforveterinaryuniversity @CMO_Odisha @Naveen_Odisha @GovernorOdisha @rajaaswain
35
228
211
@ovc_unofficial
Odisha Veterinary College
4 months
ଗଣମାଧ୍ୟମ ସାହାଯ୍ୟରେ ସରକାରଙ୍କ ନିକଟରେ ଦାବି ରଖି ଛାତ୍ରଛାତ୍ରୀ ମାନେ ଏହା ଆଶା କରୁଛନ୍ତି ଯେ ସରକାର ତାଙ୍କ ସପକ୍ଷରେ କିଛି ନିଷ୍ପତି ନେବେ। ସରକାରୀ ସ୍ତରରେ ଉଚିତ୍ ପଦକ୍ଷେପର ଅଭାବ ସକାଶେ ଆଜି ମଧ୍ୟ ଛାତ୍ରଛାତ୍ରୀ ମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। #wedemandveterinaryuniversity @CMO_Odisha @Naveen_Odisha
30
167
165
@ovc_unofficial
Odisha Veterinary College
3 months
ଭେଟେରିନାରୀ ଛାତ୍ର ଛାତ୍ରୀ ଙ୍କ ନବୀନ ନିବାସ ଅଭିମୁଖେ ଦାବି ପୂର୍ତ୍ତି ନିମନ୍ତେ ଯାତ୍ରା। ସରକାର ଙ୍କ ଉପରେ ନିଜର ବିଶ୍ୱାସ ରଖି ଯାତ୍ରା କରୁଥିବା ବେଳେ ଏକାମ୍ର ଛକ ଠାରେ ପୋଲିସ କତୃପକ୍ଷ ତାଙ୍କୁ ଅଟକାଇଥିଲେ। ଉଚ୍ଚ ସ୍ତର ରେ ଏକ ବୈଠକ ହେବା ର ପ୍ରତିଶ୍ରୁତି ପାଇବା ପରେ ପୋଲିସ ବସ ରେ ବସି ଛାତ୍ର ଛାତ୍ରୀ କଲେଜ କୁ ଫେରିଲେ।
Tweet media one
Tweet media two
Tweet media three
50
178
160
@ovc_unofficial
Odisha Veterinary College
4 months
ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରି ଛାତ୍ରଛାତ୍ରୀମାନେ ରାତ୍ରି ସମୟରେ ମଧ୍ୟ ମହାବିଦ୍ୟାଳୟର ଫାଟକ ଭିତରେ ବସି hunger strike ଜାରି ରଖିଛନ୍ତି।କଣ ସରକାର ଏବେ ବି ଚୁପ୍ ରହିବେ?କଣ ଛାତ୍ରଛାତ୍ରୀଙ୍କ ଦାବି ଏବେ ବି ସରକାରଙ୍କୁ କର୍ଣ୍ଣପାତ ହେଉନାହିଁ?ସରକାର ତାଙ୍କ ଜିଦ୍ଦିରେ ଅଟଳ ଥିବା ବେଳେ ଛାତ୍ରଛାତ୍ରୀ ତାଙ୍କ ଦାବିରେ ଅଟଳ ରହିଛନ୍ତି।
Tweet media one
Tweet media two
Tweet media three
Tweet media four
24
151
150
@ovc_unofficial
Odisha Veterinary College
5 months
୩. ଓଡ଼ିଶା ଭେଟରିନାରୀ ସର୍ଭିସ ଆସୋସିଏସନ୍ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ରଖା ଯାଇଥିବା ଦାବି ଯଥା DACP, NPA, cadre restructure, o ନୂତନ ପଦବୀର ସୃଷ୍ଟି ପାଇଁ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉ। ଆମ ଓଡ଼ିଶା ଭେଟରିନାରୀ ସର୍ଭିସ ଆସୋସିଏସନ୍ କୁ ଆମ ଛାତ୍ରଛାତ୍ରୀଙ୍କ ତରଫରୁ ପୂର୍ଣ୍ଣ ବହୁମତ ସହ ସହଯୋଗ ରହି ଅଛି।
2
89
74
@ovc_unofficial
Odisha Veterinary College
4 months
@presidentVCI
Dr. Umesh C Sharma
4 months
माननीय मुख्यमंत्री जी सादर नमस्कार उड़ीसा राज्य के पशु चिकित्सकों की मांगों पर विचार कर हल निकालने हेतु आपसे विनम्र अनुरोध है। पत्र आपकी और सादर प्रेषित है।🙏🏻⁦ @CMO_Odisha
Tweet media one
Tweet media two
29
379
353
4
67
68