DMKhordha Profile Banner
District Magistrate Khordha Profile
District Magistrate Khordha

@DMKhordha

Followers
18K
Following
1K
Media
2K
Statuses
4K

Office Of The Collector and District Magistrate, Khordha

Khurda, Odisha
Joined June 2017
Don't wanna be here? Send us removal request.
@DMKhordha
District Magistrate Khordha
2 days
ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ଠାରେ ଏକ "ଏକତା ଦୌଡ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ- ଖୋର୍ଦ୍ଧା, ଆରକ୍ଷୀ ଅଧିକ୍ଷକ,ବରିଷ୍ଠ ଅଧିକାରୀ ବୃନ୍ଦ,ଅନେକ କ୍ରୀଡାବିତ ଓ ଜନସାଧାରଣ ସାମିଲ ହୋଇଥିଲେ l @CMO_Odisha
0
0
5
@DMKhordha
District Magistrate Khordha
2 days
ବିଶ୍ୱ ମିତବ୍ୟୟିତା ଦିବସ -୨୦୨୫ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗଦାନ କରିଥିଲେ। ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l
0
0
1
@DMKhordha
District Magistrate Khordha
3 days
Horticulture farms in Sundarpur, Mangalajodi GPs. BDO Tangi, OLM officials, BVO, AFO,BAO MBKs etc were present in the review meeting. @CMO_Odisha @farddepartment @krushibibhag @mission_shakti @PRDeptOdisha @IPR_Odisha
0
0
0
@DMKhordha
District Magistrate Khordha
3 days
The collector visited Tangi block and reviewed state sector schemes of Agriculture, Horticulture, Veterinary sectors. He emphasized on faster go ahead and project completion under State sector schemes, MKUY and PMFME. He visited Watershed projects, PG groups,
2
0
0
@DMKhordha
District Magistrate Khordha
5 days
CDO and Sub Collector, Khordha visited different cyclone shelters in Banpur and Chilika block and supervised the preparations with respect to the ensuing Cyclone. @CMO_Odisha @SRC_Odisha @osdmaodisha @rdmodisha @PRDeptOdisha @IPR_Odisha
0
1
8
@DMKhordha
District Magistrate Khordha
5 days
ଜିଲ୍ଲାର ସମସ୍ତ ୧୦ ଟି ବ୍ଲକରେ ଗତକାଲି ଅନୁଷ୍ଠିତ ହୋଇଥିବା ଗ୍ରାମପଞ୍ଚାୟତ ସ୍ତରୀୟ "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମରେ ବିଭାଗ ୱାରୀ ପ୍ରଦାନ କରାଯାଇଥିବା ବିଭିନ୍ନ ସେବାର ବିବରଣୀ l @CMO_Odisha @IPR_Odisha @JanaSunani @rdmodisha @PRDeptOdisha @HFWOdisha
0
1
6
@DMKhordha
District Magistrate Khordha
6 days
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ଓ ପ୍ରବଳ ବର୍ଷା ହେବା ଆକଳନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅକ୍ଟୋବର ୨୮ ଓ ୨୯ ତାରିଖ (ଦୁଇଦିନ) ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଅଛି l @CMO_Odisha
10
7
63
@DMKhordha
District Magistrate Khordha
6 days
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ଅବସରରେ ସାଧୁତାର ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି l ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ସାଧୁତାର ଶପଥପାଠ କରିଥିଲେ l
0
1
10
@DMKhordha
District Magistrate Khordha
6 days
ସେହିପରି ଜିଲ୍ଲାର ସମସ୍ତ ୧୦ ଟି ବ୍ଲକରେ ଗ୍ରାମପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ତଥା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାର ସମସ୍ତ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ରହି ଜନସାଧାରଣ ଙ୍କୁ ବିଭିନ୍ନ ସେବା ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l
0
1
4
@DMKhordha
District Magistrate Khordha
6 days
ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରଞ୍ଜିପୁର ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିରେ ମୋଟ ୨୦୫ଟି ଅଭିଯୋଗର ଶୁଣାଣୀ ହୋଇଥିଲା ଓ ୧୦ଟି ଅଭିଯୋଗର ସଙ୍ଗେସଙ୍ଗେ ସମାଧାନ କରାଯାଇଥିଲା l @CMO_Odisha @JanaSunani @IPR_Odisha @rdmodisha
1
0
7
@DMKhordha
District Magistrate Khordha
8 days
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ଆଭାସୀ ବୈଠକ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ସେ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ l ଏଥିସହ ୨୯ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛlଡିବାକୁ ନିର୍ଦ୍ଦେଶ ଦିଆଯାଇଛି l
1
1
12
@DMKhordha
District Magistrate Khordha
11 days
Held the strategy meeting on PMFME. Officials of MSME and OLM were given targets to sponsor 1500+ applications, and promote small entrepreneurs. Bankers were requested to ensure credit linkage to the applicants in a hassle free manner. @CMO_Odisha @MsmeDepartment @minmsme
0
0
1
@DMKhordha
District Magistrate Khordha
11 days
The committee recommended projects with a total investment of ₹5204 lakhs, generating employment for 604 persons. The CDO, GM-DIC, and other officials were present during the meeting. @CMO_Odisha @MsmeDepartment @minmsme @IPR_Odisha
0
0
1
@DMKhordha
District Magistrate Khordha
11 days
Today,the District Level Single Window Clearance Authority (DLSWCA) Committee meeting was held at the Collectorate under the chairmanship of the Collector. A total of 15 proposals were presented and discussed during the meeting.
1
0
1
@DMKhordha
District Magistrate Khordha
16 days
Dialysis unit etc and improve overall functioning of the hospital. The Director, Capital hospital and other members were present. @CMO_Odisha @HFWOdisha @IPR_Odisha
0
0
3
@DMKhordha
District Magistrate Khordha
16 days
RKS Executive committee meeting of the PGIMER & Capital Hospital took place under the Chairmanship of Collector Khordha. Pending issues were reviewed for timely completion. Discussions were made to increase bed facilities for the ICU,
1
0
1
@DMKhordha
District Magistrate Khordha
16 days
ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ପେନସନ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାର ପାଇଁ ଜିଲ୍ଲା ସ୍ତରୀୟ ପେନସନ ଅଦାଲତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୯୩ ଟି ପେନସନ ସମ୍ବନ୍ଧୀୟ ଅଭିଯୋଗର ସମୀକ୍ଷା କରାଯାଇଥିଲା l @CMO_Odisha @IPR_Odisha
1
1
6
@DMKhordha
District Magistrate Khordha
19 days
୬୪ଜଣଙ୍କୁ ଭତ୍ତା ପ୍ରଦାନ, ପିଏମ୍ କିଶାନ ଓ ସିଏମ୍ କିଶlନ ଯୋଜନାରେ ୧୧୯ଟି ଆବେଦନ, ବସୁନ୍ଧରା ଯୋଜନାରେ ୧୫୨ ଜଣ ବାସହୀନ ବ୍ୟକ୍ତି ବିଶେଷ ଙ୍କ ଜମି ପଟ୍ଟା ପାଇଁ ଆବେଦନ, ୪୮ ଟି ଜମି ପଟ୍ଟା ପ୍ରଦାନ, ୧୭୦ଟି ଉର୍ଦ୍ଧ୍ବ ପିଡିଏସ ଆବେଦନ, ନିର୍ମାଣ ଶ୍ରମିକ ଯୋଜନାରେ ୯୧ଟି ପଞ୍ଜିକରଣ ଇତ୍ୟାଦି ବିଭିନ୍ନ ସେବା ପ୍ରଦାନ କରାଯାଇଥିଲା l
0
0
2
@DMKhordha
District Magistrate Khordha
19 days
୧୯୫୫ ରୁ ଉର୍ଦ୍ଧ୍ବ ଗୃହ ପାଳିତ ପଶୁଙ୍କୁ ଟୀକାକରଣ ଓ ଚିକିତ୍ସା, ୨୪ଟି ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ କ୍ଷୁଦ୍ର ବିନିଯୋଗ ଯୋଜନାର ପ୍ରସ୍ତୁତି, ୩୩ ଜଣଙ୍କୁ ନିଯୁକ୍ତି ସଂଯୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବା କୌଶଳ ବିକାଶରେ ଟ୍ୟlଗ, ୭୮ ଗୋଟି ଗୋ ସୁଗମ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଆବେଦନ, ପିଏମ ସୂର୍ଯ୍ୟ ଘର ଯୋଜନରେ ୨୫ଟି ଆବେଦନ,
2
0
2
@DMKhordha
District Magistrate Khordha
19 days
ଜିଲ୍ଲାର ସମସ୍ତ ୧୦ ଟି ବ୍ଲକରେ ଗତକାଲି ଅନୁଷ୍ଠିତ ହୋଇଥିବା ଗ୍ରାମପଞ୍ଚାୟତ ସ୍ତରୀୟ "ପଲ୍ଲୀରେ ପ୍ରଶାସନ* କାର୍ଯ୍ୟକ୍ରମରେ ବିଭାଗ ୱାରୀ ପ୍ରଦାନ କରାଯାଇଥିବା ବିଭିନ୍ନ ସେବାର ବିବରଣୀ l ଏହି କାର୍ଯ୍ୟକ୍ରମରେ ୨୯୨ ଜଣଙ୍କୁ ବାସସ୍ଥାନ,ଜାତି,ଆୟ ପ୍ରମାଣପତ୍ର ଆଦି ପ୍ରଦାନ, ୧୨୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା
1
0
3