MilletsOdisha Profile Banner
Shree Anna Abhiyan Profile
Shree Anna Abhiyan

@MilletsOdisha

Followers
7K
Following
4K
Media
2K
Statuses
6K

Shree Anna Abhiyan of Government of Odisha aims to make Odisha a millet hub of the country.

Bhubaneshwar, India
Joined October 2019
Don't wanna be here? Send us removal request.
@krushibibhag
କୃଷି ବିଭାଗ, ଓଡ଼ିଶା
15 days
Under #ShreeAnnaAbhiyan, a programme on Millet Garden establishment & tasting of millet-based delicacies was held at Maa Tarini High School, Jhumpura Block, Keonjhar. Students & teachers learned about ragi’s health benefits, planted saplings & enjoyed nutritious ragi dishes.
0
3
13
@krushibibhag
କୃଷି ବିଭାଗ, ଓଡ଼ିଶା
19 days
ଚାଷୀ ଭାଇଭଉଣୀଙ୍କ ପାଇଁ ଜରୁରୀ ସୂଚନା ! ସଅଳ କିସମ ମାଣ୍ଡିଆ ଓ ଅଣମାଣ୍ଡିଆ ଫସଲ ଗୁଡିକୁ ଅମଳ କରିବାପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। କୃଷି ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ଓ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ, ଆମ ଟୋଲ୍-ଫ୍ରି ନମ୍ବର ୧୫୫୩୩୩ ରେ କଲ୍ କରନ୍ତୁ।
1
2
7
@krushibibhag
କୃଷି ବିଭାଗ, ଓଡ଼ିଶା
26 days
ମାଣ୍ଡିଆ ଚାଷୀମାନଙ୍କ ପାଇଁ ଜରୁରୀ ସୂଚନା ! ଚାଷୀ ଭାଇମାନେ, ସଅଳ କିସମ ମାଣ୍ଡିଆ ଓ ଅନ୍ୟ ଫସଲରୁ ଉନ୍ନତ ମାନର ବିହନ ସଂଗ୍ରହ କରିବାର ସଠିକ ଉପାୟ ଜାଣିବା ପାଇଁ ବିଭାଗୀୟ ପରାମର୍ଶ ସମୂହ ଅନୁସରଣ କରନ୍ତୁ କିମ୍ବା ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ କୃଷି ସମୃଦ୍ଧି ହେଲ୍ପ ଲାଇନ୍ ନମ୍ବର୍ - ୧୫୫୩୩୩ରେ ଯୋଗାଯୋଗ କରନ୍ତୁ ।
0
3
16
@krushibibhag
କୃଷି ବିଭାଗ, ଓଡ଼ିଶା
25 days
‘ଶ୍ରୀ ଅନ୍ନ’ ସହିତ ସଶକ୍ତ ହେବେ ଚାଷୀ! କନ୍ଧମାଳ ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ପାଇଁ କୃଷି ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ପ୍ରୟାସ। ଖଜୁରୀପଡା ବ୍ଲକର ଚାଷୀ ଭାଇଭଉଣୀଙ୍କ ସହ କ୍ଷେତ୍ର ପରିଦର୍ଶନ କରି ଆତ୍ମନିର୍ଭରଶୀଳ ହେବା ଦିଗରେ ସଚେତନତା ସୃଷ୍ଟି କରାଯାଇଛି।
0
1
9
@KVSinghDeo1
Kanak Vardhan Singh Deo (Modiji Ka Parivar)
1 month
Chaired a preparatory meeting at Lok Seva Bhawan today to review plans for the upcoming celebration of International Millet Day. As part of Odisha’s commitment to reviving traditional grains and promoting nutritional security, the event will showcase our rich millet heritage,
0
3
20
@krushibibhag
କୃଷି ବିଭାଗ, ଓଡ଼ିଶା
1 month
ଶ୍ରୀ ଅନ୍ନ ଅଭିଯାନର ଆଉ ଏକ ମାଇଲଖୁଣ୍ଟ! ରାଜ୍ୟରୁ ୪୦,୦୦୦ ମେଟ୍ରିକ୍ ଟନ୍ ମାଣ୍ଡିଆ ସଂଗ୍ରହ କରିବ ଭାରତୀୟ ଖାଦ୍ୟ ନିଗମ (FCI)। ପୃଷ୍ଟି ଶସ୍ୟ ଉତ୍ପାଦନ ବୃଦ୍ଧି ଓ ଏହାର ବିଶ୍ବବ୍ୟାପୀ ପ୍ରସାର ନିମନ୍ତେ ଆସନ୍ତା ନଭେମ୍ବର ୧୦ ଓ ୧୧ରେ ‘ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ’ ଆୟୋଜିତ ହେବାକୁ ଯାଉଛି । @arvindpadhee
2
6
34
@krushibibhag
କୃଷି ବିଭାଗ, ଓଡ଼ିଶା
1 month
ମାଣ୍ଡିଆ ଚାଷୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ! ଫୁଲ ଆସିବା ପୂର୍ବରୁ ଚାଷ ଜମିରୁ ଅନାବନା ଓ ରୋଗଗ୍ରସ୍ତ ଗଛଗୁଡ଼ିକୁ ବାଛି ବାହାର କରିଦିଅନ୍ତୁ। ଏକ ସୁସ୍ଥ ଫସଲ ହିଁ ଉତ୍ତମ ଅମଳର ଆଧାର। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ କୃଷି ସମୃଦ୍ଧି ହେଲ୍ପ ଲାଇନ୍ ନମ୍ବର୍ - ୧୫୫୩୩୩ରେ ଯୋଗାଯୋଗ କରନ୍ତୁ । @KVSinghDeo1 @arvindpadhee
1
3
27
@krushibibhag
କୃଷି ବିଭାଗ, ଓଡ଼ିଶା
1 month
ଚାଷୀ ଭାଇଭଉଣୀଙ୍କ ପାଇଁ ଜରୁରୀ ସୂଚନା ! ମାଣ୍ଡିଆ ଚାଷରେ କାଣ୍ଡବିନ୍ଧା ପୋକ ଦାଉରୁ ରକ୍ଷା ପାଇବା ପାଇଁ ବିଭାଗୀୟ ପରାମର୍ଶ ସମୂହ ଅନୁସରଣ କରନ୍ତୁ। କୃଷି ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ଓ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ, ଆମ ଟୋଲ୍-ଫ୍ରି ନମ୍ବର ୧୫୫୩୩୩ ରେ କଲ୍ କରନ୍ତୁ। @KVSinghDeo1 @arvindpadhee
0
6
31
@krushibibhag
କୃଷି ବିଭାଗ, ଓଡ଼ିଶା
1 month
Department officials visited the millet landrace multiplication fields in Koraput district, reflecting the department’s commitment to conserving indigenous varieties and supporting farmers through dedicated field-level interventions. @KVSinghDeo1 @arvindpadhee
2
5
29
@krushibibhag
କୃଷି ବିଭାଗ, ଓଡ଼ିଶା
2 months
Under #ShreeAnnaAbhiyan, a millet tasting event was held at Kalinga Stadium Hostel, Bhubaneswar. Foxtail Millet Upma received a positive response and will now be part of the regular hostel menu to promote healthy nutrition. @KVSinghDeo1 @arvindpadhee
1
2
23
@krushibibhag
କୃଷି ବିଭାଗ, ଓଡ଼ିଶା
2 months
ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ପୃଷ୍ଟି ଶସ୍ୟ ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ନିମ୍ନୋକ୍ତ ଲିଙ୍କ୍ କୁ କ୍ଲିକ୍ କରନ୍ତୁ। (ସୌଜନ୍ୟ : ଦୂରଦର୍ଶନ ଓଡ଼ିଆ) https://t.co/gk3d0GACH2 @CMO_Odisha @IPR_Odisha @KVSinghDeo1 @arvindpadhee
3
6
31
@krushibibhag
କୃଷି ବିଭାଗ, ଓଡ଼ିଶା
2 months
Under #ShreeAnnaAbhiyan, a millet-based food tasting event was held at Jewels International Chetana College of Special Education, Bhubaneswar to spread awareness on millet nutrition and promote healthy food habits among specially abled students and teachers. @arvindpadhee
2
3
25
@krushibibhag
କୃଷି ବିଭାଗ, ଓଡ଼ିଶା
2 months
Farmers Field School at Bhandarkachhar, Golamunda block of Kalahandi district focused on ragi cultivation. Farmers received training on land prep, seed selection, nursery, soil health, nutrient & weed management, seedling treatment, line sowing and fertilizer use. @arvindpadhee
1
2
24
@krushibibhag
କୃଷି ବିଭାଗ, ଓଡ଼ିଶା
2 months
ଚାଷୀଙ୍କ ମୁହଁରେ ଫୁଟିଛି ହସ, ତ୍ବରାନ୍ବିତ ହେଉଛି କୃଷି ବିକାଶ! ରାଜ୍ଯ ସରକାରଙ୍କ ପ୍ରୋତ୍ସାହନ ତଥା ଚାଷୀ ଓ ବିଭାଗୀୟ ଅଧିକାରୀଙ୍କ ନିରନ୍ତର ପ୍ରଚେଷ୍ଟାରେ କୋରାପୁଟରୁ ଉତ୍ପାଦିତ ମାଣ୍ଡିଆ ପଡୋଶୀ ରାଜ୍ଯଗୁଡିକୁ ରପ୍ତାନୀ ହେବା ଆମକୁ ଉତ୍ସାହିତ କରିଛି। (ସୌଜନ୍ୟ: କନକ ନ୍ୟୁଜ୍)
3
6
53
@krushibibhag
କୃଷି ବିଭାଗ, ଓଡ଼ିଶା
2 months
A millet-based orientation & workshop was organised at District Jail, Keonjhar under #ShreeAnnaAbhiyan. The initiative sensitised inmates on nutrition, health benefits & livelihood prospects of millets, inspiring them towards a healthier and self-reliant future. @arvindpadhee
0
3
15
@arvindpadhee
Arabinda K Padhee
2 months
Let’s celebrate the priceless legacies on the #IndependenceDay. 🇮🇳 https://t.co/Y19xymhYvs
0
29
477
@arvindpadhee
Arabinda K Padhee
2 months
କୃଷକ ବନ୍ଧୁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା: ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ରେଜିଷ୍ଟ୍ରେସନ୍ ପାଇଁ ଶେଷ (କଟ୍- ଅଫ୍) ତାରିଖକୁ, ଉଭୟ ଋଣୀ ଓ ଅଣ-ଋଣୀ କୃଷକଙ୍କ ପାଇଁ, ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ଏ ସମ୍ବନ୍ଧୀୟ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି।
0
18
122
@krushibibhag
କୃଷି ବିଭାଗ, ଓଡ଼ିଶା
2 months
ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା! ମାଣ୍ଡିଆ ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଭାଗ ଦ୍ଵାରା ପ୍ରଦତ୍ତ ପରାମର୍ଶ ସମୂହ ଗ୍ରହଣ କରନ୍ତୁ କିମ୍ବା କୃଷି ସମୃଦ୍ଧି ହେଲ୍ପଲାଇନ୍ ନଂ- ୧୫୫୩୩୩ରେ କଲ୍ କରନ୍ତୁ। @KVSinghDeo1 @arvindpadhee
0
2
15
@krushibibhag
କୃଷି ବିଭାଗ, ଓଡ଼ିଶା
2 months
ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା! ମାଣ୍ଡିଆ ଚାଷ ସମ୍ପର୍କରେ ଜାଣିବା ପାଇଁ ବିଭାଗ ଦ୍ଵାରା ପ୍ରଦତ୍ତ ପରାମର୍ଶ ସମୂହ ଗ୍ରହଣ କରନ୍ତୁ କିମ୍ବା ଏ ସମ୍ପର୍କରେ ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନଂ- ୧୫୫୩୩୩ରେ କଲ୍ କରନ୍ତୁ। @KVSinghDeo1 @arvindpadhee
1
2
29
@CDAOKeonjhar
Chief District Agriculture Officer (CDAO) Keonjhar
2 months
#ଶ୍ରୀ_ଅନ୍ନ ଅଭିଯାନ ଅନ୍ତର୍ଗତରେ ମିଲ୍ଲେଟ ଅନ୍ ୱିଲ୍ସ ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ,କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଅଛି। #SAA @MilletsOdisha @DistAdmKeonjhar
1
1
10