କୃଷି ବିଭାଗ, ଓଡ଼ିଶା
@krushibibhag
Followers
130K
Following
3K
Media
9K
Statuses
15K
Official account of Department of Agriculture & Farmers' Empowerment, Government of Odisha
Odisha, Bhubaneswar
Joined May 2017
International Symposium on Shree Anna & Woman Farmer, 2025 is going to be held on November 10-11 in Bhubaneswar. With an aim to promote sustainable food systems, it seeks to highlight the pivotal role of women in conserving agro-biodiversity.
0
1
9
ରବି ଋତୁରେ ଯାଜପୁର ଜିଲ୍ଲାରେ ୨୮୫୦ ହେକ୍ଟର ଜମିରେ ଆଳୁ, ପିଆଜ ଚାଷ କରାଯିବ। କୃଷି କୌଶଳ ନିର୍ଦ୍ଧାରଣ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମନ୍ୱିତ କୃଷି ପଦ୍ଧତି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷକ ପଞ୍ଜିକରଣ, ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଏବଂ ସମସ୍ତ ଆନୁସାଙ୍ଗିକ ବିଭାଗର ମିଳିତ ସହଯୋଗରେ ଏହା କରାଯିବ।
0
0
8
37
90
514
Farmer Sima Pratika producing & selling Raikia beans at Rs.80/kg in the local market. He is associated with this cultivation for last 15 years. With the support of CDAO Rayagada through SPPIF scheme, trellis installation was done with a financial support of Rs.12,500.
0
0
3
Principal Secretary urged the newly recruited Soil Conservation Extension Workers to discharge duties with empathy, integrity and innovations. During document verification, Director, and other senior officers were also present.
1
0
10
କଳାହାଣ୍ଡି ଜିଲ୍ଲାର ଶ୍ରୀ ଭବାନୀ ଶଙ୍କର ସାହୁ ଘାସ ଚାଷ କରି ନିଜର ଚାହିଦା ମେଣ୍ଟାଇବା ସହିତ ଗୋ-ଦାନା ଖର୍ଚ୍ଚରୁ ଚିନ୍ତାମୁକ୍ତ ହୋଇପାରିଛନ୍ତି। @CMO_Odisha @GokulanandaBJP @SecyChief @dahvsodisha @olrdsahd @OMFEDofficial @VOTIBBSR @sureshvashishth @Vijaykulange @IPR_Odisha @DmKalahandi @krushibibhag
0
2
7
କୋରାପୁଟ୍ ଜିଲ୍ଲାର ଢାଲୁ ଜମିରେ ଅଳସ ଭାଙ୍ଗୁଛି ଅଳସୀରାଣୀ। କମ୍ ପାଣି ଓ ଉପଯୁକ୍ତ ଜଳବାୟୁ ଅଳସୀ ଚାଷ କରିବା ଲାଗି ସ୍ଥାନୀୟ ଚାଷୀମାନଙ୍କୁ ଉତ୍ସାହିତ କରୁଛି। ଖାଦ୍ୟ ପାଇଁ ତେଲ ମିଶନରେ ଏହାକୁ ସାମିଲ କରାଯାଇଛି। ଏଥିରେ ଭରପୁର ଔଷଧୀୟ ଗୁଣ ରହିଛି। ତିନିଗୁଣ ଲାଭ ମିଳୁଥିବା କାରଣରୁ ଏନେଇ ମଣ୍ଡି ଖୋଲିବାକୁ ପ୍ରଶାସନ ଚିନ୍ତା କରୁଛି।
0
1
4
For the upcoming Rabi maize cultivation, a two-day Residential Review cum Strategy Meeting under the Mukhyamantri Maka Mission was conducted for Central and Zone III. Key discussions were focused on FPC management and convergence with the MKUY scheme.
0
0
8
The B2B marketing economy finally has a number. We just launched the Wynter Index, a quarterly diffusion gauge tracking how B2B marketing leaders are spending, hiring, and performing. For Q4 2025, the Wynter Index sits at 55.2, signaling mild expansion in B2B marketing
wynter.com
Our quarterly survey of B2B marketing leaders shows increased investment in full-time employees, software and external agencies while revenue performance
1
7
39
ଭୁବନେଶ୍ଵର, ଇଡକୋ ପଡ଼ିଆରେ ଚାଲୁଥିବା ସୁଭଦ୍ରା ସ୍ଵାସ୍ଥ୍ୟ ମେଳାରେ ମିଲେଟ୍ ଖାଦ୍ୟ ପ୍ରତି ବଢୁଛି ଆଗ୍ରହ। ସ୍ଵାସ୍ଥ୍ୟପ୍ରଦ ଏବଂ ସ୍ଵାଦିଷ୍ଟ ହୋଇଥିବା କାରଣରୁ ଷ୍ଟଲ୍ ଗୁଡ଼ିକରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି। ମହିଳାମାନଙ୍କ ଦ୍ଵାରା ପାରମ୍ପରିକ ଧାରାରେ ପ୍ରସ୍ତୁତ ହୋଇଥିବା ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନ ପାଇଁ ବେଶ୍ ଆଦୃତ ହେଉଛି।
0
1
11
The exhibition stall of Directorate of Soil Conservation & Watershed Development, Odisha by the PD Watersheds is being inaugurated in the historic Baliyatra 2025, in Cuttack. Director, SC & WD inaugurated the stall.
0
0
12
Director, SC & WD emphasizes on effective planning and timely implementation of WDC-PMKSY 2.0. Through virtual mode the director reviewed the progress of the Projects of all implementing districts.
0
1
20
Realized weather during past 24 hours over the districts of Odisha. #Odisha #odishaweather #WeatherUpdate
0
1
24
Thankful for the opportunity to attend the Wake Forest Baseball Prospect Camp this weekend. Learned a lot from the coaches and truly enjoyed competing with so many talented players from the ’26–’29 classes. @wc_hitting @Djacksbaseball @PitchincoachPRO
15
6
21
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶାର ଗୌରବମୟ ସାମୁଦ୍ରିକ ପରମ୍ପରାର ଏହି ପ୍ରତୀକ, ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।
1
5
51
Jaldhara scheme implementation in 5 districts is being reviewed by Director, SC & WD through virtual mode. The Director emphasized expediting works and ensuring timely completion of the physical target in Koraput, Malkanagiri, Bargarh, Bolangir and Kalahandi districts.
0
2
21
ଚଳିତ ରବି ଋତୁରେ ଆଳୁର ଉତ୍ପାଦନ ବଢାଇବା ଲକ୍ଷ୍ୟରେ ଚାଷୀମାନଙ୍କୁ କୃଷି ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଆଳୁ ମଞ୍ଜି ପ୍ରଦାନ କରାଯାଇଛି । କୃଷିବିଭାଗ ଅଧିକାରୀମାନେ ଏଦିଗରେ କୃଷକମାନଙ୍କୁ ସଚେତନ ମଧ୍ୟ କରିଛନ୍ତି ।
1
2
18
ନିଜସ୍ଵ ଉଦ୍ୟମ ଓ ସରକାରୀ ସହାୟତା ବଳରେ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କ୍ଷେତ୍ରପାଳ ଚାଷୀ ଉତ୍ପାଦକ କମ୍ପାନୀ। ୪୨ଟି ଗାଁ ଲୋକଙ୍କୁ ନେଇ ବିନା ମଧ୍ୟସ୍ଥିରେ ନିଜ କୃଷି ଉତ୍ପାଦର ବିପଣନ ଏବଂ ପ୍ରକ୍ରିୟାକରଣ କରୁଛନ୍ତି । ଓୟୁଏଟି ଏବଂ ନାବାର୍ଡ ସହାୟତାରେ ଏହା ସମ୍ଭବ ହୋଇଛି।
0
0
4
What's next starts here. Discover this season's most wanted kicks and exclusive styles from the brands shaping the culture, only at JD. Powered by @jdsportsus
0
1
4
Post Monsoon Seasonal district average cumulative #rainfall along with #percentage departure from normal (mentioned within bracket) over the districts of Odisha. Color represents the category in which the percentage in departure falls. #Rainfall #Odisha
0
2
8
Principal Secretary chaired a meeting to review preparations for the International Symposium on Shree Anna & Woman Farmer, to be held on the occasion of #MandiaDibasa. He advised department officials to ensure timely execution and make the event a remarkable success.
1
2
40