
District Administration,Keonjhar
@DistAdmKeonjhar
Followers
22K
Following
1K
Media
4K
Statuses
6K
Official account of District Administration Keonjhar
Kendujhar, India
Joined June 2017
ମହାନ୍ ଦାର୍ଶନିକ, ଶିକ୍ଷାବିତ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଏବଂ ପବିତ୍ର ଗୁରୁଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
1
1
15
ସ୍ବନିର୍ମିତ ଉଦ୍ୟୋଗ ଦ୍ୱାରା ସମୃଦ୍ଧି ହାସଲରେ ସହାୟତା ପାଇଁ ଡିଏମ୍ଏଫ୍ ଉଦ୍ୟମୀ ପ୍ରକଳ୍ପକୁ ଜିଲ୍ଲାପାଳ, ଡିଏମ୍ଏଫ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା DSEOଙ୍କ ଉପସ୍ଥିତିରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ @anantanayakKJR ଶୁଭାରମ୍ଭ କରିଛନ୍ତି I @EDIIAhmedabad ସହଭାଗିତାରେ ୭ଟି ବ୍ଲକରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ l
2
0
18
Tactical brands are welcome on our TV network. Celebrity hosted military & LE challenges showcase your products like never before. Find out how.
0
0
1
ଜିଲ୍ଲାପାଳ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତରେ ଯାଇ ସେଠାରେ ଜାରି ରହିଥିବା ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଓ ଉପଲବ୍ଧ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବା ସହ ରୋଗୀ ଓ ଡାକ୍ତର ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। @CMO_Odisha @HFWOdisha @IPR_Odisha
3
1
36
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଶ୍ରୀ ଅନୁପମ ସାହା କେନ୍ଦୁଝର ଗସ୍ତରେ ଆସି ଘଟଗାଁ ମା ତାରିଣୀ ମନ୍ଦିରର ସମନ୍ୱିତ ବିକାଶ ପ୍ରକଳ୍ପ ଓ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ସମେତ ଜିଲ୍ଲାରେ ଚାଲିଥିବା ଅନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। @CMO_Odisha @odisha_tourism
1
0
31
ଜିଲ୍ଲାପାଳଙ୍କ ନେତୃତ୍ୱରେ ଦରବାର ହଲରେ ଆଜି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି l ବିଭାଗୀୟ ଅଧିକାରୀମାନେ ଲୋକଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ଗ୍ରହଣ କରିଥିଲେ l @CMO_Odisha @dept_ga @IPR_Odisha @ForestDeptt @SMEOdisha
3
2
20
Managing your finances, no matter how much you make, is key to financial success. No one knows this better than @teyanataylor. The recent culinary school grad was given $300 to create a 🔥fit for Chime’s Ball on A Budget. See how she pulled it off. Powered by @Chime
4
8
79
ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତ ସହରାଞ୍ଚଳ ନାଗରିକଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ, ସମସ୍ତଙ୍କ ମିଳିତ ସହଭାଗିତାରେ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା। @CMO_Odisha @HUDDeptOdisha @
0
0
7
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ @ForestDeptt କେନ୍ଦୁଝର ଗସ୍ତରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି l ମା'ଙ୍କ ନାଁରେ ଗୋଟିଏ ଗଛ (୨.୦) ପ୍ରକଳ୍ପ ପାଇଁ ଏକ ଚାରା ବଣ୍ଟନ ଯାନ ଉଦଘାଟନ କରିବା ସହ ତଳକାଇଁସାରୀ ସରପଞ୍ଚଙ୍କୁ ଚାରା ପ୍ରଦାନ କରିଛନ୍ତି l @CMO_Odisha @IPR_Odisha
2
3
47
ଜାତୀୟ କ୍ରୀଡ଼ା ଦିବସ ପାଳନ ପରିପ୍ରେକ୍ଷୀରେ କେନ୍ଦୁଝରଠାରେ ଛାତ୍ରଛାତ୍ରୀ, ଅଧିକାରୀ ଓ ସାଧାରଣ ଜନତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସାଇକେଲ ଶୋଭାଯାତ୍ରାରେ ବାହାରି ସୁସ୍ଥ ଓ ନିରୋଗ ରହିବା ପାଇଁ ଜୀବନରେ କ୍ରୀଡ଼ା ଓ ଖେଳକୁଦ ଆପଣାଇବାର ବାର୍ତ୍ତା ଦେଇ ସହର ପରିକ୍ରମା କରିଥିଲେ। @CMO_Odisha @sports_odisha @IPR_Odisha
0
1
11
କେନ୍ଦୁଝରଠାରେ #nationalsportsday2025 ପାଳନ ଅବସରରେ ଜିଲ୍ଲାପାଳ ପ୍ରଦର୍ଶନୀ ହ୍ୟାଣ୍ଡବଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କ୍ରୀଡ଼ାବିତ ଓ ଉପସ୍ଥିତ ସାଧାରଣ ଜନତାଙ୍କୁ କ୍ରୀଡ଼ା ଶପଥପାଠ କରାଇଛନ୍ତି। @CMO_Odisha @sports_odisha @IPR_Odisha
0
1
9
କେନ୍ଦୁଝରଠାରେ #nationalsportsday2025 ପାଳନ ଅବସରରେ ଜିଲ୍ଲାପାଳ ପ୍ରଦର୍ଶନୀ ହ୍ୟାଣ୍ଡବଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କ୍ରୀଡ଼ାବିତ ଓ ଉପସ୍ଥିତ ସାଧାରଣ ଜନତାଙ୍କୁ କ୍ରୀଡ଼ା ଶପଥପାଠ କରାଇଛନ୍ତି। @CMO_Odisha @sports_odisha @IPR_Odisha
0
2
24
କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା’ ସମଲେଇଙ୍କ ଆଶୀର୍ବାଦରୁ ଆପଣ ସମସ୍ତଙ୍କ ଜୀବନରେ ଖୁସି, ଆନନ୍ଦ ଓ ଉଲ୍ଲାସ ଭରିଯାଉ।
0
0
14
ଗଣେଶ ପୂଜା ଅବସରରେ ମାନ୍ୟବର ମନ୍ତ୍ରୀ @ForestDeptt @LESIOdisha ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ କେନ୍ଦୁଝର (ଟି) ବନଖଣ୍ଡ ପ୍ରସ୍ତୁତ ସଚେତନତା ଭିଡିଓ "ନମସ୍କାର ଗଜାନନ" ଉନ୍ମୋଚନ କରିଛନ୍ତି। ଏହା ଲୋକଙ୍କୁ ମଣିଷ ପଶୁ ବିବାଦ ହ୍ରାସ କରିବା, ହାତୀ ସକ୍ରାନ୍ତ ବିପଦ ଏଡାଇବା ସହ ସୁରକ୍ଷିତ ରହିବା ପାଇଁ ସଚେତନ କରିବ।
0
1
15
RT @CMO_Odisha: ଆଜି ରାଜ୍ୟର ୫୧ ଲକ୍ଷ ୧୪ ହଜାର ୮୭୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୨୩୯ ସଂଖ୍ୟକ ଭୂମିହୀନ କୃଷି ପରିବାରକୁ ରବି ଫସଲ ଋତୁ ୨୦୨୫- ୨୬….
0
6
0
Living with Bitachon - Now available 🇮🇱✡️.Written by Avraham Chaim Meir Ben Tov, בס"ד.B’Siyata D’Shmaya – with Heaven’s help. 📖Softcover (shown here) $17.70 - available at 📚Hardcover $27.79 available on Amazon:
0
46
684
ରାଜ୍ୟସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବି ୨୦୨୫-୨୬ର ‘ସିଏମ୍ କିଷାନ ସହାୟତା’ ରାଶି ପ୍ରଦାନ କରିଛନ୍ତି। ଏ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ୨,୪୮,୭୪୫ଜଣ କୃଷକଙ୍କୁ ଆଜି ମାନ୍ୟବର ମନ୍ତ୍ରୀ @ForestDeptt @LESIOdisha ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ କିସ୍ତି ପ୍ରଦାନ କରିଛନ୍ତି। @CMO_Odisha @krushibibhag
0
2
30
ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କ.ବିଘ୍ନ ନାଶ କରି ବିଦ୍ୟା ତଥା ବୁଦ୍ଧିର ଭଣ୍ଡାରକୁ ପରିପୂର୍ଣ୍ଣ କରନ୍ତୁ।
1
3
25
RT @IPR_Odisha: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବି ୨୦୨୫-୨୬ର ‘ସିଏମ୍ କିଷାନ ସହାୟତା’ ରାଶି ପ୍ରଦାନ କରି….
0
9
0
ଜିଲ୍ଲାସ୍ତରୀୟ ଅଧିକାରୀମାନେ ଝୁମ୍ପୁରା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନର ମାନ ତଦାରଖ କରିବା .ସହ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ l @CMO_Odisha @SMEOdisha
2
1
18
Are you a founder building at the intersection of Fintech, AI & Blockchain?. Drop a 50-char pitch of what you’re building below ⬇️. I’ll connect you for a 30-min in-person chat in Nigeria with Algorand’s Head of Investments (check size up to $250K). Link:
docs.google.com
Ahead of scheduling your meeting with the Head of Investments at Algorand Ventures, please fill out these short questions (shouldn’t take more than 2 minutes):
0
1
7
ଝୁମ୍ପୁରା ବ୍ଲକରେ ଜନଶୁଣାଣି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପ୍ରସ୍ତାବିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଓ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଯଥା ନିର୍ମାଣଧୀନ ଖେଳପଡିଆ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରି ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l @CMO_Odisha @LawOdisha @HUDDeptOdisha
3
2
49
ଜିଲ୍ଲାପାଳଙ୍କ ନେତୃତ୍ୱରେ ଝୁମ୍ପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ 'ମିଳିତ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଲୋକଙ୍କ ସମସ୍ୟା ବ��ଝିବା ସହ ଅଭିଯୋଗ ଗ୍ରହଣ କରିଥିଲେ। @CMO_Odisha @dept_ga @IPR_Odisha
1
1
10
କେନ୍ଦୁଝର ଗସ୍ତ ଅବସରରେ @Rdcsambalpur ଶ୍ରୀଯୁକ୍ତ ସଚିନ୍ ରାମଚନ୍ଦ୍ର ଯାଦବ କେନ୍ଦୁଝରର ରାଇସୁଆଁ ଏୟାରଷ୍ଟ୍ରିପ ପରିଦର୍ଶନରେ ଯାଇ ତାହାର ଉନ୍ନତିକରଣ ନିମନ୍ତେ ଆବଶ୍ୟକ ଜମିର ତ୍ୱରିତ ଅଧିଗ୍ରହଣ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। .@CMO_Odisha @IPR_Odisha @CTOdisha @AAI_Official
5
2
61