NVBDCP Malkangiri Odisha
@MKG_NVBDCP
Followers
17
Following
18
Media
18
Statuses
45
II ଜାତୀୟ ମଶା ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାଲକାନଗିରି, ଓଡ଼ିଶା II - National Vector Borne Disease Control Programme -
Malkangiri, India
Joined November 2022
Japanese encephalitis ମସ୍ତିଷ୍କ ଜ୍ବର ବା ଜାପାନୀଜ୍ ଏନ୍ସେଫାଲାଇଟିସ (ଜେ.ଇ) ରୋଗ ବିଷୟରେ କେତୋଟି ଜାଣିବା କଥା II ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା II @HFWOdisha
0
1
2
ଦମନ ଚଳଚ୍ଚିତ୍ର ଟିମର ମାଲକାନଗିରି ଗସ୍ତ ଅବସରରେ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପାଇଁ ଦମନ ଟିମକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମାଲକାନଗିରି ଜିଲ୍ଲାପାଳ । @IPR_Odisha
4
4
147
Collector & DM Malkangiri , SP, ADM,PD, Sub-Collector , PA ITDA, CDM&PHO with all line Dept staffs , CHC Medical staffs watched the 'DAMaN' movie on 1st December 2022.
0
0
0
A Special screening of Odia movie 'DAMaN' was projected for all department Dist Officials & ASHAs which was organised by Zilla Swasthya Samiti Malkangiri @ JMAX Cinema Hall. @dm_malkangiri @HFWOdisha @CMO_Odisha #DAMaN
1
0
0
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ 'ଯେ ମେକ୍ସ ସିନେମା', ମାଲକାନଗିରି ଠାରେ 'ଦମନ' ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।ଏଥିରେ ଜିଲ୍ଲା ର ଆଶା କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ପ୍ରେରଣାଦାୟୀ ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । @CMO_Odisha
0
0
1
Dr. Dhaneswar Mohapatra, ADPHO(VBD) Malkangiri & Dr.Nishita Das, WHO Zonal Co (NTD) supervised Night blood survey(NBS) Activity under MDA 2022-23 at Tonguda village under SDH Mathili @nhmodisha @HFWOdisha @CMO_Odisha @MoSarkar5T @WHO @dm_malkangiri #filariaelimination
0
0
1
Evening time awareness meeting regarding VBD Control at Rauliguda village of Khairput CHC by VBDTS CHC Khairput. @dm_malkangiri @nhmodisha @malarianomoreIN
0
0
2
ଦମନ - ଦୁର୍ଗମ ଅଞ୍ଚଳ ରେ ମ୍ୟାଲେରିଆ ନିରାକରଣ II DAMaN II ⬇️ II ମ୍ୟାଲେରିଆ ସଚେତନତା II ⬇️ - ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାଲକାନାଗିରି - @dm_malkangiri @CMO_Odisha @HFWOdisha @nhmodisha
0
0
3
Ensuring Complete treatment & follow-up of 2nd day Malaria PV positive case by VBDTS of SDH Mathili @malarianomoreIN @HFWOdisha @dm_malkangiri @nhmodisha @MoSarkar5T
0
0
2
Dr. Atul Goel, DGHS inaugurated “National Training of Trainers (ToT) on clinical management of Dengue & Chikungunya Fever” at Delhi. #HealthForAll
4
22
89
Raising public awareness about serious illnesses is one of our responsibilities in the community as the medical field. As a result, it is urgently necessary to hold this virtual dengue symposium.
2
28
57
ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା LLIN (Long Lasting Insecticidal Net) କଣ ଓ ତାହାର ସଠିକ୍ ବ୍ୟବହାର : ⬇️ II ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ମାଲକାନଗିରି II @HFWOdisha @dm_malkangiri
0
1
6
0
0
2
ଚଳଚ୍ଚିତ୍ର ‘ଦମନ’ ପଛର କାହାଣୀ କହିଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ #DAMaNOdiaMovie #Malkangiri #Odisha #Sambad
https://t.co/UV9Y86gXKC
sambad.in
1
4
17
Ensuring complete treatment (Day-2) follow-up of a PF Malaria positive patient by CHO Nayakguda under SDH Mathili. @HFWOdisha @dm_malkangiri @nhmodisha @HFWOdisha @nvbdcpmohfw #zeromalaria
0
0
2
Paper Clipping regarding appreciation for Malkangiri Dist NVBDCP Team and DAMaN Movie - II ଦମନ II @sambad_odisha
@manish0633 🙏 @ganjam_nvbdcp @CMO_Odisha @CMO_Odisha @dm_malkangiri @HFWOdisha
0
4
13
Awareness Meeting & Rally for Malaria,Dengue & Japanese encephalitis in presence of PRI Members,School students, Teachers,ASHAs,SC MPHW(M&F) & CHO under Mathili Block of Malkangiri Dist on Dated : 21.11.2022 @dm_malkangiri @CMO_Odisha @MoSarkar5T @nhmodisha @HFWOdisha
0
0
1
ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଏହି ଚଳଚ୍ଚିତ୍ରର ବିଷୟ ବସ୍ତୁ।
149
467
4K
II ବେସରକାରୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ (ଗୁଣିଆ ଓ ଦିଶାରୀ) ଙ୍କ ସଚେତନତା II Malaria & other Vector Borne Disease related Training leaflet for Private practitioner (Gunia & Disari) @CMO_Odisha @HFWOdisha @MoHFW_INDIA @nhmodisha @MoSarkar5T
0
1
3