Collector & DM, Malkangiri
@dm_malkangiri
Followers
13K
Following
183
Media
4K
Statuses
8K
Office of the District Magistrate, Malkangiri
Malkangiri, India
Joined June 2019
ଆଜି ଜିଲ୍ଲା ସ୍ଥରୀୟ 'ମିଳିତ ଜନ ଶୁଣାଣୀ ଶିବିର' ଖଇରପୁଟ ବ୍ଲକ ସ୍ଥିତ ମାଡ଼କାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ୬୯ ଗୋଟି ଅଭିଯୋଗର ଶୁଣାଣୀ କରିଥିଲେ l @CMO_Odisha @IPR_Odisha
0
0
7
ନାରିଙ୍ଗିଝୋଲା କୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଆଦିବାସୀ କଟେଜ୍ (Tribal Cottages), ଭ୍ୟୁ-ପଏଣ୍ଟ (Viewpoints) ଏବଂ ବୋଟିଂ (Boating) ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। @CMO_Odisha @SecyChief @PCDept_Odisha @scstdevdept @PRDeptOdisha @odisha_tourism #DistrictDevelopment
0
0
4
ଜିଲ୍ଲାପାଳ କୋରୁକୋଣ୍ଡା ବ୍ଲକର ଆମ୍ବଲିବେଡ଼ା ଓ ନାରିଙ୍ଗିଝୋଲା ଗସ୍ତ କରିଥିଲେ I ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅଞ୍ଚଳର ବିକାଶ ଓ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇଛନ୍ତି I ଆମ୍ବଲିବେଡ଼ା ଗ୍ରାମକୁ ଏକ ମଡେଲ୍ ଗ୍ରାମ (Modern Village) ଭାବେ ଗଢି ତୋଳିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1
1
12
ଏବଂ ଏକ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହି ଅଞ୍ଚଳର ଲୋକଙ୍କୁ ପଶୁପାଳନ ସମ୍ବନ୍ଧୀୟ ଜୀବିକା ସହାୟତା ଯୋଗାଇ ଦେବାକୁ କହିବା ସହ #PMJANMAN ଯୋଜନାରେ ଚାଲିଥିବା କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେI #CollectorVisit #DistrictDevelopment #ପର୍ଯ୍ୟଟନବିକାଶ
0
0
3
ଏହି ଅଞ୍ଚଳକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବାକୁ ନିର୍ଦ୍ଦେଶ ଦେବା ସହ ସେହି ଅଞ୍ଚଳରେ ଥିବା ସାରୁ ଜଳପ୍ରପାତର ବିକାଶ ଓ ଝୁଲା ପୋଲ ନିର୍ମାଣ ପାଇଁ କହିଥିଲେ। ବଣ୍ଡା ଜନଜାତି ଲୋକଙ୍କୁ ମୌଳିକ ସୁବିଧା ଯୋଗେଇଦେବା ପାଇଁ ଗ୍ରାମର ରାସ୍ତା ସୁଧାର, ରାସ୍ତା ଆଲୋକ (Street Light) ବ୍ୟବସ୍ଥା
1
0
5
ଜିଲ୍ଲାପାଳ ବଣ୍ଡାଘାଟିର ଅଣ୍ଡରାହାଲ୍ ଓ ତୁଷେଇପଡ଼ା ଗ୍ରାମ ଗସ୍ତ କରି ସେହି ଅଞ୍ଚଳର ବିକାଶ ଓ ଜୀବନଶୈଳୀରେ ଉନ୍ନତି ଆଣିବା ଗୁରୁତ୍ୱ ଦେଇଛନ୍ତି Iଏହି ଗସ୍ତ ସମୟରେ ଆନ୍ଦ୍ରାହାଲ୍ ଗ୍ରାମକୁ ଏକ ମଡେଲ୍ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। @CMO_Odisha @SecyChief @scstdevdept
1
0
5
୭୧-ନୂଆପଡ଼ା ଉପନିର୍ବାଚନ-୨୦୨୫ରେ ଆପଣଙ୍କ ଉତ୍ସାହୀ ଅଂଶଗ୍ରହଣ ପାଇଁ ଧନ୍ୟବାଦ ✨ #CEOOdisha #ECI #Nuapadabyelection #Nuapada #Odisha
0
5
26
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
0
0
1
ଜାତିୟ ଶିକ୍ଷା ଦିବସ ୨୦୨୫ ଅବସରରେ ଜିଲ୍ଲାପାଳ ଆଜି ମାଲକାନଗିରି ଜିଲ୍ଲା କାରଗାର ପରିସରରେ ଏକ ସାମାଜିକ ଚେତନା କେନ୍ଦ୍ର ଉଦଘାଟନ କରିଛନ୍ତି । ଜିଲ୍ଲା କାରାଗାର ରେ ଥିବା ନିରକ୍ଷର ଅନ୍ତେବାସୀ ମାନଙ୍କୁ ଏହି କେନ୍ଦ୍ର ମାଧ୍ୟମରେ ସାକ୍ଷର କରାଯିବ। ସହ ସାକ୍ଷର ଓ ଶିକ୍ଷିତ ଅନ୍ତେବାସୀଙ୍କୁ କୌଶଳ ବିକାଶ ତାଲିମ ମଧ୍ୟ ପ୍ରଦାନ କରାଯିବ ।
1
1
12
ଜିଲ୍ଲାପାଳ ଆଜି ମାଥିଲି ତହସିଲଠାରେ ୨୦୨୪-୨୦୨୫ ଆର୍ଥିକ ବର୍ଷର ତହସିଲ ଆକାଉଣ୍ଟର (ସାଲତମାମି) ଯାଞ୍ଚ କରିଛନ୍ତି I @rdmodisha @IPR_Odisha
0
1
15
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ ଏକ କ୍ୟାମ୍ପର ଆୟୋଜନ କରାଯାଇ ବିଭିନ୍ନ ଯୋଜନାର ସୁବିଧା ଲୋକଙ୍କୁ ହାତ ପାଆନ୍ତାରେ ଯୋଗାଇ ଦିଆ ଯାଇଥିଲା।
0
0
2
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ମିଳିତ ଜନ ଶୁଣାଣୀ ଶିବିର' ମାଥିଲି ବ୍ଲକ ସ୍ଥିତ ଭଣ୍ଡାରୀ ପାଙ୍ଗାମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ୮୪ ଗୋଟି ଅଭିଯୋଗର ଶୁଣାଣୀ କରିଥିଲେ l @CMO_Odisha @IPR_Odisha
1
0
13
ଆପଣ ନୂତନ ମୋବାଇଲ୍ ଜମା ସୁବିଧା ବିଷୟରେ ଜାଣିଛନ୍ତି କି? ଏବେ ଭୋଟିଂ ସମୟରେ ନିଜ ଫୋନ୍ କୁ ସୁରକ୍ଷିତ ଭାବରେ ଜମାକରି ରଖିପାରିବେ । #ECI #CEOOdishaa #Mobiledepositfacility #Nuapadabyelection
2
6
27
ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ! ଏକ ପୋଲିଂ ପାର୍ଟିକୁ ହେଲିକପ୍ଟର ମାଧ୍ୟମରେ ଏକ ଦୂରବର୍ତ୍ତୀ ବୁଥରେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ନିଷ୍ଠାପର ପ୍ରୟାସ 🗳️👆🏻✅🇮🇳 ୧୧ ନଭେମ୍ବରରେ, ୭୧-ନୂଆପଡ଼ାର ଉପନିର୍ବାଚନ ପାଇଁ ଗଣତନ୍ତ୍ର ପ୍ରତି ଆମର ପ୍ରତିବଦ୍ଧତା ! 💪 #ECI #CEOOdisha #Nuapadabyelection #Nuapada
2
8
67
ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀ ବେହେରା ବାଲିଯାତ୍ରାରେ ପରିଦର୍ଶନ କରିବା ସମୟରେ ଆମ ଭୋଟର ସହାୟତା କେନ୍ଦ୍ର ପରିଦର୍ଶନ କରିଥିଲେ । ଭୋଟର ବିବରଣୀରେ ସଂଶୋଧନ କରିବା ପାଇଁ ସେ ତାଙ୍କ EPIC ନମ୍ବର ବହୁ ଦିନରୁ ଖୋଜୁ ଥିଲେ ! ସହାୟତା କେନ୍ଦ୍ରରେ ଥିବା ଅଧିକାରୀ ମାନେ ତାଙ୍କର ଏହି ସମସ୍ୟାକୁ କିଛି କ୍ଷଣ ମଧ୍ୟରେ ସମାଧାନ କରିଦେଇଥିଲେ । ଆପଣ
0
2
7
ଆସନ୍ତୁ ପୁଣି ଏକାଠି ହେବା ଓ ଭୋଟ ଦେବା! ଯଦି ଆପଣ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ବାସିନ୍ଦା ଏବଂ ଆପଣଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ତେବେ ଏହି ଉପନିର୍ବାଚନରେ ନିଶ୍ଚିତ ଭାବେ ଭୋଟ ଦିଅନ୍ତୁ । #CEOOdisha #ECI #Nuapada #Nuapadabyelection #71Nuapada #Odisha
16
15
95
ମାଲକାନଗିରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ PMG ଓ PRAGATI ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ପ୍ରକଳ୍ପ ଗୁଡିକର ନିୟମିତ ତଦାରଖ ସହ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି I @CMO_Odisha
2
4
11
ଆଜି ଜିଲ୍ଲାରେ "ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ" ପାଳିତ ହୋଇଯାଇଅଛି। @Culturedeptt @IPR_Odisha
1
0
11
ସୂଚନା ଗୁଡ଼ିକୁ ଭଲ ଭାବରେ ପଢ଼ିବା ପାଇଁ ଭୋଟର ସୂଚନା ସ୍ଲିପ (VIS)ରେ କିଛି ପରିବର୍ତ୍ତନ କରାଯାଇଛି । ଏବେ ଭୋଟ୍ ଦେବା ହେଲା ଆହୁରି ସହଜ ! #ECI #CEOOdisha #VIS #Odisha
1
5
20
ଭୋଟ ଦେବା ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ ଚିନ୍ତନଶୀଳ ପ୍ରୟାସ ! ମତଦାତା ମାନଙ୍କ ସୁବିଧା ପାଇଁ ଇ.ଭି.ଏମ ବାଲଟ୍ ପେପରରେ କରାଯାଇଥିବା କିଛି ପରିବର୍ତ୍ତନ ବିଷୟରେ ଜାଣି ରଖନ୍ତୁ । #ECI #CEOOdisha #EVMBallotPaper #EVM #Nuapadabyelection #Nuapada
0
5
24