EducationalIdea Profile Banner
Creative Educational Idea Profile
Creative Educational Idea

@EducationalIdea

Followers
6K
Following
4K
Media
351
Statuses
627

ଆସନ୍ତୁ ମିଳିମିଶି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା।🙏

Odisha, India
Joined December 2018
Don't wanna be here? Send us removal request.
@EducationalIdea
Creative Educational Idea
2 months
@PravatiPOdisha @MohanMOdisha ଗୋଟିଏ ପଟରେ IGNOU DECE Course ପାଇଁ ପିଲାଙ୍କୁ ଉପଦେଶ। ଅନ୍ୟପକ୍ଷରେ ସେମାନଙ୍କ ପଦବୀ ଛଡ଼ାଇ ଗାଁ ମହିଳାଙ୍କୁ ନିଯୁକ୍ତି ଦେବା କେତେ ସମାଚୀନ ?? @dpradhanbjp @NityanandaBJP @SMEOdisha @NandighoshaTV @kanak_news @NEWS7Odia
14
71
48
@EducationalIdea
Creative Educational Idea
14 days
Tq @LitishaMPanda @Rajashree_1208 https://t.co/sV4rwnMr0l for your Deep Concern Towards Unemployed youths. Hon Highcourt has done his Duty. Now it's Turn of 4th pillar of Democracy/Voice of Common People. And as OTV is no1 Media platform it has given importance to Youths concern
1
25
28
@EducationalIdea
Creative Educational Idea
14 days
୧ଲକ୍ଷ ଯୁବକ ଯୁବତୀ BED+ OSSTET ପାସ୍ ଏବଂ ୧ଲକ୍ଷ ଆଶାୟୀ CT/BED + OTET ପାସ୍ କରି ଚାକିରୀ ଅପେକ୍ଷାରେ ଥିଲା ବେଳେ Retired ଶିକ୍ଷକ ଯେଉଁ ମାନଙ୍କର TET ପାସ୍ ନାହିଁ,ସେମାନଙ୍କୁ ଥଇଥାନ କରିବା କ'ଣ ଯୁବ ପିଢିଙ୍କ ପ୍ରତି ନ୍ୟାୟ ? @MohanMOdisha @NityanandaBJP @SMEOdisha ଦୟାକରି ଆପଣଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ।
8
179
158
@ManadharaK
Manadhara Karmi
18 days
ସମ୍ମାନୀୟ ମୁଖ୍ୟମନ୍ତ୍ରୀ @CMO_Odisha @MohanMOdisha ଓଡିଶା, ସମ୍ମାନୀୟ ଶିକ୍ଷାମନ୍ତ୍ରୀ @NityanandaBJP ମହାଶୟ @SMEOdisha @dmboudh ଯଥା ଶୀଘ୍ର ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ। ସମ୍ମାନୀୟ କେନ୍ଦ୍ରଶିକ୍ଷା ମନ୍ତ୍ରୀ @dpradhanbjp ଜି ମହାଶୟ ନିର୍ଦେଶ ଦେବା ପାଇଁ ଅନୁରୋଧ।
7
20
28
@EducationalIdea
Creative Educational Idea
19 days
କ'ଣ ଚାଲିଛି ଓଡ଼ିଶାରେ ?? ୧. CGLS Exam Stay ୨.LTR Exam Stay ୩.RI-AMIN ୩ବର୍ଷରେ Prelims ହେବ ୪.SI Exam Postpone ୫.Vocational Teacher ନିଯୁକ୍ତି Stay ୬.SSB LECTURERS 2Yr ହେଲା Stay ବାସ୍ତବରେ କ'ଣ ସରକାରଙ୍କ ଆଭିମୁଖ୍ୟ ? @CMO_Odisha @AcharyaPitamba1 @PrithivirajBJP @PravatiPOdisha @KVSinghDeo1
90
312
518
@EducationalIdea
Creative Educational Idea
20 days
38% Post Vacant... @OAVS_Official According to RTE Vacancy should not be more than 10% of Total Post .. What are @SMEOdisha is doing ? @CMO_Odisha @NityanandaBJP @MohanMOdisha @dpradhanbjp @NCPCR_
@EducationalIdea
Creative Educational Idea
1 month
31st August ସୁଦ୍ଧା OAVS 1706 ପଦବୀରେ ନିଯୁକ୍ତି ବିଜ୍ଞାପ��� କଥା ମନେଅଛି ନା ଭୁଲିଗଲେଣି ?? @OAVS_Official @SMEOdisha @NityanandaBJP ଲୋକଙ୍କ ସରକାର, ଲୋକଙ୍କୁ ନିରାଶ କରିବେ ନାହିଁ ବୋଲି ଆଶା। @MohanMOdisha @CMO_Odisha @SamalManmohan7 @BjpOdisha01 @dpradhanbjp
9
95
135
@EducationalIdea
Creative Educational Idea
1 month
ଆଜି ଶିକ୍ଷକଙ୍କୁ ଡାକି ସମ୍ମାନିତ କରାଯାଉଅଛି @MohanMOdisha @NityanandaBJP ମହୋଦୟ କିନ୍ତୁ ଶିକ୍ଷକଙ୍କୁ ଆଜି ଜନମାନସରେ ଅପମାନିତ କରାଯାଉଛି। କିଛି BEO/DEO ଏହାର ଭରପୂର ଫାଇଦା ନେଉଛନ୍ତି। - ପୁରୀ ର ଜଣେ ଶିକ୍ଷକ ଅଗସ୍ତି ଶବର ଙ୍କୁ ଜେଲ୍ ରେ ୩ଦିନ Duty Assign କରାଯାଇଛି। କ'ଣ Police Deptରେ ଆଉ କେହି ନାହାଁନ୍ତି !!
10
66
73
@EducationalIdea
Creative Educational Idea
1 month
1
3
3
@EducationalIdea
Creative Educational Idea
1 month
ଶିକ୍ଷୟତ୍ରୀ ମାଡ଼ ମାରି ଆଖି ନଷ୍ଟ କରିଦେଲେ! ଖଣ୍ଡଗିରି ଥାନାରେ ମାମଲା I ଆପଣଙ୍କ ଛୁଆ ସହିତ ଘଟିଥିଲେ,ଆପଣ କଣ କରିଥାନ୍ତେ? ଉକ୍ତ ଶିକ୍ଷୟିତ୍ରୀ କିମ୍ବା ତାଙ୍କ ପିଲାର ଆଖି ଦାନ କରିବେ କି ?? ସତରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଶୈକ୍ଷିକ & ଅଣ-ଶୈକ୍ଷିକ ଚାପ ରହୁଛି ସତ ମାତ୍ର, ଅମାନୁଷିକ ଭାବେ ପିଲାଙ୍କ ଉପରେ ଆକ୍ରୋଶ କାହିଁକି ??
3
24
18
@EducationalIdea
Creative Educational Idea
1 month
ଆସନ୍ତାକାଲି ଗୁରୁଦିବସ ରେ ଆଶାୟୀ ଗୁରୁଜୀ & ଗୁରୁମା ମାନଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଁ ଅନୁରୋଧ। @dpradhanbjp @NityanandaBJP @MohanMOdisha @CMO_Odisha @SamalManmohan7 @OAVS_Official @SMEOdisha
@EducationalIdea
Creative Educational Idea
1 month
31st August ସୁଦ୍ଧା OAVS 1706 ପଦବୀରେ ନିଯୁକ୍ତି ବିଜ୍ଞାପନ କଥା ମନେଅଛି ନା ଭୁଲିଗଲେଣି ?? @OAVS_Official @SMEOdisha @NityanandaBJP ଲୋକଙ୍କ ସରକାର, ଲୋକଙ୍କୁ ନିରାଶ କରିବେ ନାହିଁ ବୋଲି ଆଶା। @MohanMOdisha @CMO_Odisha @SamalManmohan7 @BjpOdisha01 @dpradhanbjp
5
90
53
@EducationalIdea
Creative Educational Idea
1 month
31st August ସୁଦ୍ଧା OAVS 1706 ପଦବୀରେ ନିଯୁକ୍ତି ବିଜ୍ଞାପନ କଥା ମନେଅଛି ନା ଭୁଲିଗଲେଣି ?? @OAVS_Official @SMEOdisha @NityanandaBJP ଲୋକଙ୍କ ସରକାର, ଲୋକଙ୍କୁ ନିରାଶ କରିବେ ନାହିଁ ବୋଲି ଆଶା। @MohanMOdisha @CMO_Odisha @SamalManmohan7 @BjpOdisha01 @dpradhanbjp
18
159
132
@EducationalIdea
Creative Educational Idea
1 month
Tweetର ୩୦ଘଣ୍ଟା ପରେ ମଧ୍ୟ ପ୍ରଶାସନ ନିରବ Media is Silent also,ନେତା ମନ୍ତ୍ରୀମାନଙ୍କ ଅଣଦେଖା। କିନ୍ତୁ ଯେବେ କୈାଣସି ଦୁର୍ଘଟଣା ଘଟି ନିରୀହ ଜୀବନ ବିପନ୍ନ ହେବ,ସମସ୍ତେ ମିଛ ଲୁହ ଗଡାଇବେ। କ'ଣ ନା ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ @ArgusNews_in @NandighoshaTV @kanak_news @otvkhabar @OdishaVigilance @SPBalasore
@EducationalIdea
Creative Educational Idea
1 month
@BisiSoumya24793 ଭଉଣୀର ମୃତ୍ୟୁ କୁ ତ ଆମେମାନେ ଅଟକାଇ ପାରିଲେ ନାହିଁ। କିନ୍ତୁ ପୁଣି ସେଇ ବାଲେଶ୍ଵର - ଭୋଗରାଇ - ଦେହୁର୍ଦା(ଚନ୍ଦନପୁର ଥାନା ରୋଡ଼ରେ) ଖୁଲମ୍ ଖୁଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ -ଡିଜେଲ୍ ବିକ୍ରି ଚାଲିଛି। @ArgusNews_in @kanak_news @NandighoshaTV @MohanMOdisha @dmbalasore @SPBalasore
5
13
20
@EducationalIdea
Creative Educational Idea
2 months
ଦେଶ ସେବା ପାଇଁ କେବଳ ସେନାଙ୍କ‌ ପାଖରେ ସୁଯୋଗ ଥାଏ।ଏହା କହିବା ଭୁଲ୍,ସମସ୍ତ ବ୍ୟବସାୟୀ & ଗ୍ରାହକ ସମସ୍ତଙ୍କ ପାଖରେ ସୁଯୋଗ ରହିଥାଏ। କିନ୍ତୁ ଆମେ ଦେଶପାଇଁ ଭାଷଣ ମାରିପାରୁ,ମିଛ ସମବେଦନା ଜଣାଇ ପାରୁ। କିନ୍ତୁ ବାସ୍ତବିକ କ'ଣ ମହାତ୍ମା ଗାନ୍ଧୀଙ୍କ ସେ ସ୍ଵଦେଶୀ ଡାକରାରେ ଆମେ ଆଜି ୧୦୦ବର୍ଷ ପରେ ଚାଲିପାରିବା ? #Boycott_Foreign_items
1
8
20
@EducationalIdea
Creative Educational Idea
2 months
କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରେସମିଟ୍‌ରେ ସୂଚନା -‘ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ଗିରଫ Tq @OdishaVigilance @MohanMOdisha @NityanandaBJP ବାସ୍ତବରେ ଗତ 2014-20240ମଧ୍ୟରେ ଅନେକ ଥର OTET-OSSTET -MATRIC EXAM QSN LEAK, ବିଭ୍ରାଟ ହୋଇଛି ମାତ୍ର Action କିଛି ହୋଇନଥିଲା। ଧନ୍ୟବାଦ ଶେଉଳ ମାଛକୁ ଧରିଥିବାରୁ।
0
17
34
@EducationalIdea
Creative Educational Idea
2 months
ଧିରେ ଧିରେ ସତ ସାମ୍ନା କୁ ଆସୁଛି। ଆଉ ପୁରୁଣା ମୂଷା ମଧ୍ୟ। @CMO_Odisha @MohanMOdisha @NityanandaBJP
@EducationalIdea
Creative Educational Idea
2 months
BSE Vice-presidentଙ୍କ Laptopରୁ QSN Viral କିନ୍ତୁ ସେ ନିର୍ଦ୍ଦୋଷ। ଧନ୍ୟବାଦ @CMO_Odisha @MohanMOdisha @NityanandaBJP
1
14
18
@EducationalIdea
Creative Educational Idea
2 months
BSE Vice-presidentଙ୍କ Laptopରୁ QSN Viral କିନ୍ତୁ ସେ ନିର୍ଦ୍ଦୋଷ। ଧନ୍ୟବାଦ @CMO_Odisha @MohanMOdisha @NityanandaBJP
2
22
29
@EducationalIdea
Creative Educational Idea
2 months
ହଁ ଭାଇ ଆପଣ ଧନ୍ୟବାଦ ର ପାତ୍ର। ଏବେ ପ୍ରକ୍ରିୟା କିପରି ଶୀଘ୍ର ତ୍ବରାନ୍ବିତ ହେବ, ସେଥିପାଇଁ ସମୟ ଦେବେ। ନା ବ୍ୟବସ୍ଥାକୁ ତା ବାଟରେ ଛାଡ଼ିଦେବେ ?? Dec 2023 ରୁ Aug 2025(21 months) No Prelims Exam... ଚାଲୁ ଏପରି ଓଡ଼ିଶାରେ ,ଗୋଟେ ନିଯୁକ୍ତି ସରିବାକୁ ୩ବର୍ଷ @CMO_Odisha @rdmodisha
@bibhuti_odisha_
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର
2 months
ଆର ଆଇ, ଅମିନ ପରୀକ୍ଷା ବାତିଲ୍ । ସବୁ ପରିସ୍ଥିତିରେ ସବୁ ସ୍ତରକୁ ଯାଇ ଲଢ଼ିବା ଶିଖିଛୁ । ସତ୍ୟମେବ ଜୟତେ ।। ଯାଆନ୍ତୁ ଏଥର ସ୍ୱଚ୍ଛତାର ସହିତ ମୂଳରୁ ପରୀକ୍��ା ପ୍ରକ୍ରିୟା ଆରମ୍ଭ କରନ୍ତୁ। @CMO_Odisha #StudentsAgainstCorruption
0
19
29
@EducationalIdea
Creative Educational Idea
2 months
ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମରିବାକୁ ବାଧ୍ୟ କରି ପ୍ରଶଂସା ସାଉଁଟୁଛନ୍ତି କି @NityanandaBJP @SMEOdisha ସର୍ବନିମ୍ନ Grade pay 2200 No Promotion,But Work Load on HM 6yrs Contractual Service JTS No Transfer Benifit No Clerk,Peon,Sweeper Teacher has to do All in Lowest Salary @CMO_Odisha
19
292
139
@EducationalIdea
Creative Educational Idea
2 months
ଆଶାୟୀ ଯୋଗ୍ୟ @NCTE_Official @EduMinOfIndia ମଧ୍ୟ Clarify କଲେ। Hon Highcourt Chief justice ମଧ୍ୟ Special BEdଙ୍କୁ Allow କରି Joining ନିର୍ଦ୍ଦେଶ ଦେଲେ,ମାତ୍ର Arrogant @OSEPA_Official @SMEOdisha Officer ଲୋକଙ୍କ Tax ଟଙ୍କାରେ Supreme Court ଯାଉଛନ୍ତି @CMO_Odisha 7k ପଦ ଖାଲି ତେବେ SLP କାହା ସ୍ୱାର୍ଥରେ
0
62
54
@EducationalIdea
Creative Educational Idea
3 months
କ'ଣ ଚାଲିଛି ଓଡ଼ିଶାରେ। ନା ଆପଣ ସୁରକ୍ଷିତ ? ନା ଆପଣଙ୍କ ଭବିଷ୍ୟତ ? @PMOIndia @narendramodi @rashtrapatibhvn @RahulGandhi @ArvindKejriwal
1
7
21