
Rajashree sahoo
@Rajashree_1208
Followers
8K
Following
11K
Media
245
Statuses
5K
ବଲାଂଗୀର…ରୀଜଧାନୀରୁ ୩୨୩କିମି ଦୂର …ପୂର୍ବରୁ ସିଧା ଗଲୁ ପଶ୍ଚିମ ସେଠି ଯାଇ ପହଂଚିଲା ପରେ ରେଲଓ୍ବେ ଷ୍ଟେସନଠୁ ନେଇ ସାମ୍ବାଦିକ ଭବନ ଯାଏ …ହଲ୍ ରୁ ନେଇ ମଂଚ ଯାଏ ଯାହା ସବୁଠୁ ଅଧିକ ଅଭିଭୂତ କରିଥିଲା ତାହା ହେଉଛି ଆତିଥେୟତା 🙏🏻🙏🏻THANKYOU SATYANARAYAN COMMITTEE FOR AN HONOUR….
2
0
52
ଘରପାଖ ହେଇବି ତାଂକ ମହିମା ବହୁ ଥର ଶୁଣିବି କେବେ ଆସୁପାରିନଥିଲି….ଆଜି ତାଂକ ଡୋରୀ ଲାଗିଲା…ଜୟ ଲକ୍ଷ୍ମୀନୃସିଂହ🙏🏻🙏🏻 at NRUSINGH BAZAR…SALIPUR
16
5
244
ଏବେ ତ ୧ ଲକ୍ଷ ୮୫ହଜାର …..ଆଗକୁ ବଢିବ ନା କମିବ ? ଦେଖନ୍ତୁ ରାତି ୮.୩୦ରେ କେବଳ ଓଟିଭିରେ
5
4
40
ରୁପାର ଚମକ ଅଧିକ….October 7ରୁ 13 (୬ଦିନ) ଭିତରେ ରୁପା 28ହଜାର ବଢିଛି….. ରୁପା କେଜି ଏବେ 1ଲକ୍ଷ 95ହଜାର …..ଏମିତି ବଜାୟ ରହିଲେ ମାତ୍ର 2 ଦିନରେ 2ଲକ୍ଷ ଟପିବ ….
10
11
85
ଆଉ ବଡ ଭାଇ ଛୋଟ ଭାଇ ନୁହେଁ …..ଏଥର ୫୦%/୫୦% ରେ ଆସନ ବଣ୍ଟା ସରିଲା…. BIHAR ELECTION BJP-101 JDU-101 LJP-29 RLM-06 HAM-06
3
2
23
ରାତିରେ କ୍ଯାମ୍ପସ୍ ରୁ ବାହାରନି ଝିଅମାନେ:ମମତା ବାର୍ନାଜୀ ….ଜଣେ CM କଣ ଏତେ ଦାୟିତ୍ବହୀନ ମନ୍ତବ୍ଯ ଦେଇପାରନ୍ତି….#DURGAPURCASE #illogicalreaction #mamtabanarjee
34
9
105
LATE POST……… ଉତ୍କଳ ଗୌରବ ମଧୁସୂଦନ ଦାସ ……ସାଲେପୁର ମୋର ବି ଜନ୍ମମାଟି ….ତାଙ୍କ ଜୟନ୍ତୀରେ ସମ୍ମାନିତ ହେବା ଗର୍ବ ନୁହେଁ ତ ଆଉ କଣ ଉତ୍କଳ ସଂସ୍କୃତିର ସୁରକ୍ଷା ,ରାଜନୈତିକ ,ସାମାଜିକ ,ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ଯେଉଁ ଯୁଗଜନ୍ମା ଉତ୍ସର୍ଗ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ଅନ୍ୟତମ🙏🏻
15
1
82
LET D MORNING LIGHT GUIDE U TO POSITIVITY ….GOOD MORNING 🌝
52
9
347
Crime branch raid on VANIK COACHING CENTER…..Link in SI EXAM SCAM
3
4
47
12
0
81
YOUR FAITH BE BIGGER THAN UR FEAR ……SO KEEP TRUST…..GOOD MORNING 🌝
20
4
203