dmboudh Profile Banner
Collector Boudh Profile
Collector Boudh

@dmboudh

Followers
11K
Following
152
Media
3K
Statuses
7K

The Official X handle of Collector Boudh

Boudh, Odisha
Joined June 2016
Don't wanna be here? Send us removal request.
@dmboudh
Collector Boudh
16 hours
ଜିଲ୍ଲାପାଳ ବୌଦ୍ଧ ଶ୍ରୀ ବିଭୂତି ଭୁଷଣ ନାୟକ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜନହିତକର ଯୋଜନାରେ ହିତାଧିକାରୀ ମାନଙ୍କ କ୍ଷେତ୍ର ପରିଦର୍ଶନ କରିବାସହିତ "ମାଁ ପାଇଁ ଗଛ ଟିଏ" ବୃକ୍ଷରୋପଣ ଅଭିଯାନର କାର୍ଯ୍ୟର ସ୍ତିତି ନିରୀକ୍ଷଣ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
0
0
6
@dmboudh
Collector Boudh
17 hours
ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୧୦୯ ଅଭିଯୋଗରୁ ୪୭ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Tweet media one
Tweet media two
Tweet media three
0
0
13
@grok
Grok
13 days
Join millions who have switched to Grok.
324
643
6K
@dmboudh
Collector Boudh
6 days
ଜିଲ୍ଲାପାଳ ବୌଦ୍ଧ ଶ୍ରୀ ବିଭୂତି ଭୁଷଣ ନାୟକ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିବାସହିତ ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ଖାଦ୍ୟର ମାନ ନିରୀକ୍ଷଣ କରିଛନ୍ତି ।
Tweet media one
Tweet media two
Tweet media three
Tweet media four
1
1
25
@dmboudh
Collector Boudh
8 days
ଆଜି ସଦର ବ୍ଲକ ବୌଦ୍ଧ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Tweet media one
Tweet media two
Tweet media three
Tweet media four
0
1
5
@dmboudh
Collector Boudh
9 days
ଆଜି ସ୍ଥାନୀୟ ଟାଉନହଲ ଠାରେ ମୁଖ୍ୟଅତିଥି ମାନ୍ୟବର ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ-୨୦୨୫ ପାଳନ ହୋଇଯାଇଛି l ଏହାସହିତ ସେଠାରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ-୨୦୨୫ ପାଳନ ସମାରୋହ ଆଭାସୀ ମାଧ୍ଯମରେ ସିଧାପ୍ରସାରଣ କରାଯାଇଛି ।
Tweet media one
Tweet media two
1
0
5
@dmboudh
Collector Boudh
9 days
ଜାତୀୟ କ୍ରୀଡା ଦିବସ-୨୦୨୫ ପାଳନ ଅବସରରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ଏବଂ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସାଇକେଲ ଶୋଭଯାତ୍ରା ଜିଲ୍ଲାପାଳ ବୌଦ୍ଧଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପରିସରରୁ ବାହାରି ସହର ପରିକ୍ରମା କରି ଜ଼ିଲ୍ଲା ଷ୍ଟାଡିୟମ ଠାରେ ପହଞ୍ଚିଥିଲା
Tweet media one
Tweet media two
Tweet media three
Tweet media four
0
0
10
@dmboudh
Collector Boudh
11 days
ଆଜି ଜ଼ିଲ୍ଲା ଷ୍ଟାଡିୟମ ସ୍ଥିତ ସନ୍ତରଣାଗାର ଠାରେ "ଜାତୀୟ କ୍ରୀଡା ଦିବସ-୨୦୨୫" ଜିଲ୍ଲାପାଳ ବୌଦ୍ଧଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାସହିତ ହକିର ଯାଦୁଗର ପଦ୍ମଭୂଷଣ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ସନ୍ତରଣ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ପ୍ରଶିକ୍ଷକ ଓ ପ୍ରଶିକ୍ଷୀକା ମାନଙ୍କୁ ପୁରସ୍କୃତ କରାଯାଇଛି l
Tweet media one
Tweet media two
Tweet media three
Tweet media four
0
0
3
@dmboudh
Collector Boudh
12 days
ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମାଁ ଭୈରବୀଙ୍କ କୃପାରୁ କୃଷି ଓ କୃଷକଙ୍କ ଉନ୍ନତି ସହ ଜିଲ୍ଲାବାସୀଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ସମସ୍ତଙ୍କୁ ନୂଆଁଖାଇ ଜୁହାର 🙏 #ନୂଆଁଖାଇ
Tweet media one
0
0
8
@dmboudh
Collector Boudh
13 days
ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସି ମାଧ୍ୟମରେ 'ସି.ଏମ୍- କିଷାନ୍' ତୃତୀୟ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Tweet media one
Tweet media two
0
0
12
@dmboudh
Collector Boudh
15 days
ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୨୧୨ ଅଭିଯୋଗରୁ ୫୭ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
Tweet media one
Tweet media two
Tweet media three
Tweet media four
0
0
11
@OdishaCeo
CEO Odisha
18 days
କ'ଣ ଆପଣ ଏକ ଆଦର୍ଶ ନାଗରିକ ଭାବେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି ? ତେବେ ପ୍ରଥମେ 'ନିର୍ବାଚନ ଆୟୋଗର' ବିଭିନ୍ନ ଫର୍ମ ବିଷୟରେ ଜାଣି ରଖନ୍ତୁ, ନିଜ ସହ ଅନ୍ୟ ମାନଙ୍କୁ ମଧ୍ୟ ମତଦାନ ବିଷୟରେ ସଚେତନ ରଖନ୍ତୁ । #ECI #CEOOdisha #BLO #Odisha
Tweet media one
2
13
30
@dmboudh
Collector Boudh
19 days
ସାର୍ବଜନୀନ ସୂଚନା
Tweet media one
Tweet media two
0
1
7
@dmboudh
Collector Boudh
21 days
କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ନିକଟରେ ପାନୀୟ ଜଳ ଯୋଗାଣ ପାଇପ ଫାଟି ଯାଇ ପାନୀୟ ଜଳ ଯୋଗାଣ ବନ୍ଦ ଥିବା ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକ ସେଠାରେ ପହଞ୍ଚି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଡାକି ତୁରନ୍ତ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Tweet media one
Tweet media two
Tweet media three
Tweet media four
0
0
9
@dmboudh
Collector Boudh
21 days
ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକ କଣ୍ଟାମାଳ ବ୍ଲକ ଗସ୍ତକରି ପଞ୍ଚାୟତ କଲେଜ, କଣ୍ଟାମାଳ ଓ ବରଗୋଛା ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ଛାତ୍ର ଛାତ୍ରୀ ମାନଙ୍କ ସହ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିବାସହିତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Tweet media one
Tweet media two
Tweet media three
Tweet media four
1
0
27
@dmboudh
Collector Boudh
22 days
ଆଜି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବାସହିତ ଆସିଥିବା ବିଭିନ୍ନ ଅଭିଯୋଗର ତୁରନ୍ତ ସମାଧାନ ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ ହୁଇଲ୍ ଚେୟାର୍ ପ୍ରଦାନ କରାଯାଇଛି ।
Tweet media one
Tweet media two
Tweet media three
Tweet media four
0
1
20
@dmboudh
Collector Boudh
24 days
ଆଜି ସ୍ଥାନୀୟ ଟାଉନହଲ ଠାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ @DHE_Odisha, @sports_odisha@Culturedeptt ଶ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ବିଶିଷ୍ଟ କବି, ସାହିତ୍ୟିକ, ଜନନାୟକ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l
Tweet media one
Tweet media two
Tweet media three
0
1
7
@dmboudh
Collector Boudh
24 days
ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗଠାରେ କୁଶଙ୍ଗ-ବାଣୀଗୋଛା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Tweet media one
Tweet media two
Tweet media three
0
0
3
@dmboudh
Collector Boudh
24 days
ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ମହାବିଦ୍ୟାଳୟ, କଳା ଓ ସାଂସ୍କୃତିକ ଅନୁଷ୍ଠାନ ଏବଂ କ୍ରୀଡ଼ା ଭିତ୍ତିଭୂମି ପରିଦର୍ଶନ କରିବାସହିତ ତାହାର ଉନ୍ନତିକରଣ ପାଇଁ ପ୍���ତିଶ୍ରୁତି ଦେଇଛନ୍ତି ।
Tweet media one
Tweet media two
Tweet media three
Tweet media four
0
0
2
@dmboudh
Collector Boudh
25 days
ଏହି ଅବସରରେ ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। #IndependenceDay2025 #HarGharTiranga #HGT2025 #azadikaamritmahatsav
Tweet media one
Tweet media two
Tweet media three
Tweet media four
0
1
3
@dmboudh
Collector Boudh
25 days
ଏହି ଅବସରରେ ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିବାସହିତ ପ୍ୟାରେଡ୍ ରେ ଭାଗନେଇଥିବା ସର୍ବଶ୍ରେଷ୍ଠ ଦଳ ଗୁଡ଼ିକୁ ଜିଲ୍ଲାପାଳ ବୌଦ୍ଧ ସମ୍ମାନିତ କରିଛନ୍ତି। #IndependenceDay2025 #HarGharTiranga #HGT2025 #azadikaamritmahatsav
Tweet media one
Tweet media two
Tweet media three
Tweet media four
1
0
2