DIPRO JAGATSINGHPUR
@DIPROJAGATSING1
Followers
2K
Following
8K
Media
94
Statuses
283
Government Organization. I&PR Jagatsinghpur
Joined January 2020
୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି । ଏଠାରେ ଆସନ୍ତୁ ଜାଣିବା — ନିର୍ବାଚନ ଆୟୋଗ ଦ୍ୱାରା ୨୮ ଜଣ ଅଂଶୀଦାରଙ୍କ ଭୂମିକା ଚିହ୍ନଟ ଏବଂ ମ୍ୟାପିଂ ବିଷୟରେ @ECISVEEP
@PIB_India
@IPR_Odisha
@DDNational
@dd_odia
#ECI
0
3
1
୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି। ଏଠାରେ ଆସନ୍ତୁ ଜାଣିବା — ନିଜର କାର୍ଯ୍ୟଶୈଳୀକୁ ପ୍ରଭାବଶାଳି କରିବାପାଇଁ କିପରି ନିର୍ବାଚନ ଆୟୋଗ ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁଦୃଢ଼ କରିଛି ! @ECISVEEP
@PIB_India
@IPR_Odisha
0
1
0
୬ ମାସରେ ୩୦ଟି ନୂଆ ପଦକ୍ଷେପ! ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ସୁଗମତା ବଢ଼ାଇବାକୁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି। ଏଠାରେ ଆସନ୍ତୁ ଜାଣିବା — ମତଦାନ ଦିନ, ମତଦାନ କେନ୍ଦ୍ର ମାନଙ୍କରେ ଆରମ୍ଭ କରାଯାଇଥିବା ୧୦୦% ୱେବକାଷ୍ଟିଂ ସୁବିଧା ବିଷୟରେ । @ECISVEEP
@PIB_India
@IPR_Odisha
@DDNational
0
4
5
Verify the authenticity of any news before posting it on social media. Refrain from sharing false or provocative content. Strict legal action will be taken against those who spread or promote misinformation or misleading content. #cybercopodisha #cybersafeodisha #CMO_Odisha
0
1
2
ବିଶ୍ୱାସ କରିବାରୁ purbaru news check କରନ୍ତୁ! #Odisha #verifybeforetrust #thinkbeforeushare #checkbeforebelieve #cyberaware #staysafeonline #odishapolice #cybercopodisha #factcheck #stopfakenews
0
1
3
Cyber Safety campaign, ODISHA 2025 @CMO_Odisha @odisha_police @DGPOdisha
#cybersafeodisha #digitalsurakhya2025 #odishacyberjagrookta #cybersmartodisha2025 #thinkbeforeyouclick #staysafeonline
#odishapolice #cybercopodisha
0
2
6
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ ରାଜନୈତିକ ଦଳଗୁଡ଼ିକଙ୍କୁ ସେମାନଙ୍କ ବିଜ୍ଞାପନ ମିଡିଆ ପ୍ରମାଣୀକରଣ ଏବଂ ତଦାରଖ କମିଟି (MCMC) ଦ୍ୱାରା ପୂର୍ବ ପ୍ରମାଣିତ କରିବାକୁ ପଡ଼ିବ । ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିଜର ସତ୍ୟାପିତ (authentic) ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ନିର୍ବାଚନ ଆୟୋଗଙ୍କୁ ଦେବା ଆବଶ୍ୟକ।
0
9
22
୭୯ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ୧୫.୦୮.୨୫ ଶୁକ୍ରବାର ଦିନ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ପାଳିତ ହେଵ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମୁଖ୍ୟଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ ରେ ଅଭିବାଦନ ଗ୍ରହଣ କରିବେ।ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ @CMO_Odisha @IPR_Odisha @CollectorJspur
0
1
6
Visit of Principal Secretary,H&UD, C&T Smt Usha Padhee to Jagatsinghpur District @HUDDeptOdisha @CMO_Odisha @IPR_Odisha @PravatiPOdisha @CTOdisha @CollectorJspur
0
0
3
Clippings of today regarding first day visit of Principal Secretary, H&UD, C&T ,Smt Usha Padhee @CMO_Odisha @IPR_Odisha @HUDDeptOdisha @CTOdisha @CollectorJspur
0
0
2
Last day of National Level Training Programme for BLOs of 101 - Paradeep AC has been successfully conducted @ Office of the Panchayat Samiti, Tirtol under supervision of ERO-CUM - ADM,PARDEEP & AERO-cum- Tahasildar,Tirtol. #SSR2026 @CMO_Odisha @OdishaCeo @PMOIndia @IPR_Odisha
0
2
5
ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ-୨୦୨୫ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର @OdishaSahitya57 @Culturedeptt
@CollectorJspur @DIPROJAGATSING1
0
1
2
ଜଗତସିଂହପୁର ଜିଲ୍ଳା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ସମଗ୍ର ଶିକ୍ଷାର ମାସିକ ସମୀକ୍ଷା ବୈଠକ ଆଜି ତା-02.07.2025 ରିଖ ଦିନ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, ଭା.ପ୍ର.ସେ. ଙ୍କ ଅଧ୍ଯକ୍ଷତାରେ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି @CollectorJspur @SMEOdisha @CMO_Odisha @MHRD @DIPROJAGATSING1
0
1
3
ଜିଲ୍ଲା ସ୍ତରୀୟ ବିକାଶ ମେଳା ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫୋଟୋ ଚିତ୍ର ପ୍ରଦର୍ଶନୀ #BikashMela #SamruddhaOdisha #BIkashitaOdisha #BikashitaOdishaBikashitaBharat @CMO_Odisha @IPR_Odisha @PMOIndia @KVSinghDeo1 @PravatiPOdisha @CollectorJspur
0
0
6
ଜିଲ୍ଳା ସ୍ତରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ ଗାତା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଅବକାରୀ ଅଧିକ୍ଷକ ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ। ମେ ୩୧ ରୁ ଜୁନ ୨୬ ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ ବ୍ଳକ ଓ ପୌରାଞ୍ଚଳ ରେ ଲୋକମାନଙ୍କୁ ସଚେତନ କରାଯିବ
0
0
0
ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ରୋକିବା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ ‘ଆମ ସଂକଳ୍ପ: ନିଶା ନୁହେଁ, ଜୀବନ’କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି @CMO_Odisha @IPR_Odisha
1
0
2
ଦେଶ ର ସୁରକ୍ଷା ପ୍ରତ୍ୟେକ ଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ। ବହୁ ସଂଖ୍ୟା ରେ ଯୋଗ ଦେବାକୁ ଅନୁରୋଧ। @CMO_Odisha @PMOIndia @IPR_Odisha @MohanMOdisha @SampadSwainBJP @PravatiPOdisha
0
0
2
କ୍ଷତିଗ୍ରସ୍ତ ସମସ୍ତ ବୀମାଭୁକ୍ତ ଓ ବୀମା ବିହୀନ ଚାଷୀଙ୍କୁ ଡି ବି ଟି ମାଧ୍ୟମ ରେ କ୍ଷତିପୂରଣ ଦିଆଯିବ: ଉପ ମୁଖ୍ୟମନ୍ତ୍ରୀ ଚାଷୀମାନେ ୧୪୪୪୭ କୁ କଲ୍ କରି ରେଜିଷ୍ଟ୍ରେସନ କରିବେ @CMO_Odisha @IPR_Odisha @KVSinghDeo1 @krushibibhag
0
1
5
ତିର୍ତ୍ତୋଲ ବ୍ଲକ୍ ଜଡତିରା ପଞ୍ଚାୟତର କ୍ଷତିଗ୍ରସ୍ତ ଧାନଜମି ପରିଦର୍ଶନ ପରେ କୁଜଙ୍ଗ ବ୍ଲକ୍ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।ମନ୍ତ୍ରୀ,ଶିଳ୍ପ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା,ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ,ପି ଡି, ଉପ ଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ ଉପସ୍ଥିତ
1
1
5
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତି ହୋଇଥିବା ଖେତ ବୁଲି କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। @CMO_Odisha @KVSinghDeo1
2
3
46