SampadSwainBJP Profile Banner
Sampad Swain Profile
Sampad Swain

@SampadSwainBJP

Followers
3K
Following
4K
Media
4K
Statuses
6K

MoS (I/C) for Industries, Skill Development and Technical Education, Government of Odisha. MLA(AC), Paradeep. Views personal. RTs not endorsement.

Joined April 2017
Don't wanna be here? Send us removal request.
@SampadSwainBJP
Sampad Swain
55 minutes
ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର 'ସମାଜ'ର ୧୦୬ତମ ପ୍ରତିଷ୍ଠା ଦିବସ ପକ୍ଷ ପୂର୍ତ୍ତି ଉତ୍ସବ ! କଟକରୁ ଲାଇଭ -
0
0
4
@SampadSwainBJP
Sampad Swain
1 hour
ଉତ୍ସାହଭରା ସ୍ଵାଗତ ସମ୍ବର୍ଦ୍ଧନା ପାଇଁ କଟକ ଜିଲ୍ଲା ବିଜେପିର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଆନ୍��ରିକ ଧନ୍ୟବାଦ l
0
0
4
@SampadSwainBJP
Sampad Swain
11 hours
ପୂର୍ବତନ ରାଷ୍ଟ୍ରପତି, ମହାନ୍ ବୈଜ୍ଞାନିକ 'ମିସାଇଲ୍ ମ୍ୟାନ୍' "ଭାରତ ରତ୍ନ" ଡ଼ଃ. ଏ.ପି.ଜେ. ଅବଦୁଲ୍ କଲାମଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି l ଦେଶର ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ l ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ତାଙ୍କର ଜୀବନ ଯାତ୍ରା ସର୍ବଦା ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବ l
0
1
3
@MohanMOdisha
Mohan Charan Majhi
1 day
ଆମ ସରକାର ସଦା ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ପରିପୂରକ ଭାବେ ଆଶାନୁରୂପ ଫଳାଫଳକୁ ବଳବତ୍ତର କରିବା ପାଇଁ ଆମ ସରକାର "ସ୍ୱଚ୍ଛ ଓଡ଼ିଶା' ଯୋଜନାକୁ ଅନୁମୋଦନ ଦେଇଛନ୍ତି । ସମସ୍ତ ସହରାଞ୍ଚଳକୁ ବର୍ଜ୍ୟମୁକ୍ତ ଓ ସ୍ୱଚ୍ଛ କରିବା ଏବଂ
34
20
153
@SampadSwainBJP
Sampad Swain
23 hours
ରାହାମା ବଜାର ଠାରେ ମା' ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା ୫୮ତମ ମା' ଗଜଲକ୍ଷ୍ମୀଙ୍କ ପୂଜାରେ ସାମିଲ ହୋଇ ମା'ଙ୍କ କୃପା ଲାଭ କଲି l ମା' ଗଜଲକ୍ଷ୍ମୀ ହେଉଛନ୍ତି ସମୃଦ୍ଧି ଓ ସମ୍ପନ୍ନତାର ପ୍ରତୀକ l ଧନଦାତ୍ରୀ ମା'ଙ୍କ ପାଦପଦ୍ମରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି l
0
2
8
@SampadSwainBJP
Sampad Swain
1 day
ପବ୍ଲିକ୍ ପ୍ରୋକ୍ୟୁରମେଣ୍ଟ ପଲିସି ହେଉଛି ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ l ଏହି ପଲିସି ଅନୁଯାୟୀ, Central Ministries, Government Departments ଏବଂ CPSU ଗୁଡିକ ଦ୍ୱାରା products ଓ services ର ମୋଟ ବାର୍ଷିକ କ୍ରୟର ଅନ୍ୟୁନ ୨୫ ପ୍ରତିଶତ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଗୁଡ଼ିକରୁ କ୍ରୟ ହୋଇଥାଏ l ୨୦୧୭-୧୮ ମସିହାରେ ଏମ୍
0
0
3
@SampadSwainBJP
Sampad Swain
1 day
ଏମ୍‌ଏସ୍‌ଏମ୍‌ଇ-ଡିଏଫ୍ଓ କଟକ ଏବଂ ପାରାଦ୍ୱୀପ ପୋର୍ଟ ଅଥରିଟିର ମିଳିତ ସହଯୋଗରେ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେଉଥିବା ଦୁଇଦିନିଆ "Vendor Development Programme cum Exhibition - 2025"ର ଉଦଘାଟନୀ ସମାରୋହରେ ମାନ୍ୟବର ଜଗତସିଂହପୁର ସାଂସଦ ଡଃ. ବିଭୂ ପ୍ରସାଦ ତରାଇ ଏବଂ ପାରାଦ୍ୱୀପ ପୋର୍ଟ ଚେୟାରମ୍ୟାନ୍ ଶ୍ରୀ ପି.ଏଲ୍. ହରନାଧଙ୍କ
2
0
10
@SampadSwainBJP
Sampad Swain
1 day
Inaugurated the "Vendor Development Programme cum Exhibition - 2025" at Paradeep, highlighting Odisha’s immense potential in the MSME sector. Also visited the exhibition gallery along with Hon'ble MP of Jagatsinghpur, Dr. Bibhu Prasad Tarai.
1
2
10
@SampadSwainBJP
Sampad Swain
2 days
"ରାଷ୍ଟ୍ରୀୟ ଶିକ୍ଷା ନୀତି - ୨୦୨୦ ସନ୍ଦର୍ଭରେ ଭାରତୀୟ ଜ୍ଞାନ ପରମ୍ପରା" କର୍ମଶାଳା ଓଡ଼ିଶାରେ ଶିକ୍ଷା ପଦ୍ଧତିକୁ ସୁଦୃଢ଼ କରିବାରେ ବିଶେଷ ସହାୟକ ହେବ l
0
0
4
@SampadSwainBJP
Sampad Swain
3 days
ଜୟ ଜଗନ୍ନାଥ 🙏
1
1
6
@SampadSwainBJP
Sampad Swain
3 days
ଗଜଲକ୍ଷ୍ମୀ ନମୋଽସ୍ତୁତେ ସର୍ବଦେବ ସ୍ଵରୂପିଣୀ, ଅଶ୍ୱାଂଶ ଗୋକୁଳଂ ଦେହି ସର୍ବ କାମାଂଶ୍ଚ ଦେହି ମେ ll 🙏
0
1
3
@SampadSwainBJP
Sampad Swain
3 days
ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଆଧାର କରି ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ନବସୃଜନ, ସୃଜନଶୀଳତା ଏବଂ ଗବେଷଣାଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକର ଅନୁବାଦ କରାଯାଉଛି l ଏହାସହିତ ବୈଷୟିକ ପ୍ରତିଷ୍ଠାନ ଗୁଡ଼ିକରେ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଉଛି, ରାଜ୍ୟର
0
0
3
@SampadSwainBJP
Sampad Swain
3 days
କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର, ପୁରୀ ଏବଂ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ଆଜି ପୁରୀ ଠାରେ "ରାଷ୍ଟ୍ରୀୟ ଶିକ୍ଷା ନୀତି - ୨୦୨୦ ସନ୍ଦର୍ଭରେ ଭାରତୀୟ ଜ୍ଞାନ ପରମ୍ପରା" ଉପରେ ଅନୁଷ୍ଠିତ ତିନିଦିନିଆ କର୍ମଶାଳାର ଉଦଘାଟନୀ ସମାରୋହରେ ମାନ୍ୟବର ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ
2
1
5
@SampadSwainBJP
Sampad Swain
3 days
ତ୍ୟାଗ ଓ ସମର୍ପଣର ପ୍ରତିମୂର୍ତ୍ତି ରାଜମାତା ବିଜୟାରାଜେ ସିନ୍ଧିଆଜୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି l
1
2
10
@SampadSwainBJP
Sampad Swain
3 days
ଆଧୁନିକ ଓଡ଼ିଆ ସଂଗୀତ ଜଗତର କିମ୍ବଦନ୍ତୀ ଗାୟକ ସ୍ଵର୍ଗତଃ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି l ନିଜ ସ୍ୱତନ୍ତ୍ର ରଚନା ଶୈଳୀ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ତଥା ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ l
0
2
6
@SampadSwainBJP
Sampad Swain
4 days
କେନ୍ଦ୍ରାପଡା ମଙ୍ଗଳା ଛକ ଠାରେ ରାଧାକୃଷ୍ଣ କମିଟି ତରଫରୁ ଅନୁଷ୍ଠିତ ହେଉଥିବା ମା' ଗଜଲକ୍ଷ୍ମୀଙ୍କ ପୂଜାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଶଶାଙ୍କ ଶେଖର ସେଠୀ, ମହାକାଳପଡ଼ା ବିଧାୟକ ଡଃ. ଦୁର୍ଗା ପ୍ରସନ୍ନ ନାୟକ ଏବଂ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ଵର ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାମିଲ ହେଲି l ମା'
0
1
6
@SampadSwainBJP
Sampad Swain
4 days
ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବ୍ୟବସାୟୀ ଏବଂ ଗୋ-ରକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କଲି l
0
1
5
@SampadSwainBJP
Sampad Swain
4 days
କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀବଜାର ନୂଆ ବସ୍ ଷ୍ଟାଣ୍ଡ୍ ଠାରେ ଶ୍ରୀ ଶ୍ରୀ ଥାନପତୀ ପୂଜା କମିଟି ପକ୍ଷରୁ ଆୟୋଜିତ ୮୮ତମ ଗଜଲଷ୍ମୀ ପୂଜାରେ ମାନ୍ୟବର ମହାକାଳପଡ଼ା ବିଧାୟକ ଡଃ. ଦୁର୍ଗା ପ୍ରସନ୍ନ ନାୟକ ଏବଂ ଜିଲ୍ଲା ବିଜେପି ସଭାପତି ଶ୍ରୀ ଶଶାଙ୍କ ଶେଖର ସେଠୀଙ୍କ ସହ ଯୋଗଦେଇ ମା' ଗଜଲଷ୍ମୀଙ୍କ ଦର୍ଶନ କରିବାର ସାନିଧ୍ୟ ଲାଭ କଲି l ମା'
1
1
4
@SampadSwainBJP
Sampad Swain
4 days
ନମସ୍ତେଽସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ, ଶଙ୍ଖଚକ୍ରଗଦାହସ୍ତେ ମହାଲକ୍ଷ୍ମୀ ନମୋଽସ୍ତୁତେ ll 🙏 📍ଜଳକା, କେନ୍ଦ୍ରାପଡ଼ା
0
1
6