Rakesh Roshan Mohanty
@rakesh_pipili
Followers
128
Following
89
Media
134
Statuses
317
Special Correspondent @kanak_news & sambad | Berhampur | Content Writer | Political Analyst | Voice Over Artist | Nature Lover
bhubaneswar
Joined April 2022
It may be silent earthquake or serious threaten by nature. My Exclusive Report on today @sambad_odisha front page. @tanaya_p @BhabaniSankarT5
0
0
1
କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନକୁ ନେଇ ତେଜିଲା ବିବାଦ । ସରକାରୀ ସ୍ବୀକୃତି ଦାବିରେ ଗଞ୍ଜାମର ଦୁଇ ଅଞ୍ଚଳ ମଧ୍ୟରେ ଟଣାଓଟରା । ଗୋଟିଏ ପକ୍ଷ କହୁଛନ୍ତି କବିସୂର୍ଯ୍ୟନଗର, ଅନ୍ୟପକ୍ଷଙ୍କ ଦାବି ଦିଗପହଣ୍ଡିରେ ହୋଇଥିଲେ ଜନ୍ମ । କେଉଁ ପ୍ରସ୍ତାବରେ ମୋହର ମାରୁଛି ସଂସ୍କୃତି ବିଭାଗ, ନଜର ରଖିଛି ଓଡ଼ିଶା #Odisha #Ganjam #KanakNews
0
3
11
ପିନ୍ଧୁ ନାହାନ୍ତି ହେଲମେଟ୍, ଛାଡ଼ୁନାହାନ୍ତି ମୋବାଇଲ୍ । ବର୍ଷକରେ ରାସ୍ତାରେ ଗଲାଣି ୪୦୦ ଜୀବନ । #Odisha #KanakNews #mkt
0
2
15
Audience excitement for #KantaraChapter1 is setting bookings on fire 🔥 With over 5 MILLION+ tickets SOLD on @bookmyshow, the DIVINE BLOCKBUSTER is witnessing massive Housefulls everywhere 💥 #BlockbusterKantara in cinemas now! #KantaraInCinemasNow #DivineBlockbusterKantara
226
2K
15K
#ବ୍ରହ୍ମପୁରରେ_ହେବ_ତ_ଆଇଟି_ଟାୱାର? ବ୍ରହ୍ମପୁରରେ ଆଇଟି ଟାୱାର ନିର୍ମାଣ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ଟେଣ୍ଡର ଡକାଯାଇଥିଲେ ବି ବିଧାନସଭାରେ ମନ୍ତ୍ରୀଙ୍କ ଭିନ୍ନ ଉତ୍ତର । ସାଧାରଣରେ କୁହୁଳୁଛି ଅସନ୍ତୋଷ, ସରକାର ସ୍ପଷ୍ଟୀକରଣ ରଖିବାକୁ ଦାବି #Odisha #KanakNews #OdishaGovernment
6
7
58
#ସର୍ଭେ_ସରିଲା_ଆଶା_ବଢ଼ିଲା ବ୍ରହ୍ମପୁର ନୂଆ ଗୋଳାବନ୍ଧବାସୀଙ୍କୁ ୩୬ ବର୍ଷ ପରେ ମିଳିବ କ୍ଷତିପୂରଣ । ସର୍ଭେ ସରିବା ପରେ ବଢିଲା ଆଶା । ଆର୍ମି ଏଡି କଲେଜ ପାଇଁ ସରକାରଙ୍କୁ ଦେଇଥିଲେ ଜମି । #Berhampur #Odisha #KanakNews
0
2
13
ନମସ୍କାର ଓଡ଼ିଶା! ✨ ଆଜି ଆମ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଶିକ୍ଷାରେ ଏକ ନୂତନ ଇତିହାସ ଲେଖାଯାଉଛି। 🇮🇳 ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ଦ୍ୱାରା ବ୍ରହ୍ମପୁରର MKCG (₹1,500 କୋଟି) ଓ ବୁର୍ଲାର VIMSAR (₹1,610 କୋଟି) ପୁନର୍ବିକାଶ ପ୍ରକଳ୍ପ ଉନ୍ମୋଚନ।
1
6
60
#କଣ_କଲେ_କେବେ_ବି_ଖରାପ_ହେବନି_ଆଖି ଆଖିର ଯତ୍ନ ନେବେ କେମିତି ? କଣ କଲେ କେବେ ବି ଖରାପ ହେବନି ଆଖି...ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର #HealthTips #Odisha #Berhampur #KanakNews
1
5
16
ଖରାପ ପାଗ କାରଣରୁ ବାତିଲ ହୋଇପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ : ପଛକୁ ପଛ ଲଘୁଚାପ କାରଣରୁ ବାତିଲ ହେବା ନେଇ ସୂଚନା #NarendraModi #Odisha #KanakNews #mkt
8
4
71
ବ୍ରହ୍ମପୁରରେ ହେବ ଫାର୍ମାସ୍ୟୁଟିକାଲ୍ ହବ୍ : ନାଇପର୍ ପ୍ରତିଷ୍ଠାକୁ ମିଳିଲା ସବୁଜ ସଙ୍କେତ #Berhampur #Odisha #KanakNews #MRKT
5
15
61
#ପୁଣେ_ମୁମ୍ବାଇ_ବେଙ୍ଗାଲୁରୁ_ଭଳି_ଟାଉନ୍_ପ୍ଲାନ୍ ୬୦୦ ଏକର ଜମିରେ ହେବ ନୂଆ ସହର । ପୁଣେ, ମୁମ୍ବାଇ , ବେଙ୍ଗାଲୁରୁ ଭଳି ଟାଉନ୍ ପ୍ଲାନ୍...ଚମକିବ ଭୁବନେଶ୍ବର #Bhubaneswar #Odisha #KanakNews
5
12
53
ସାକାର ହେବ ଗ୍ରେଟର ବ୍ରହ୍ମପୁର ସ୍ବପ୍ନ । ଛତ୍ରପୁର ଓ ଗୋପାଳପୁରକୁ ମିଶାଇ ନୂଆ ଅର୍ଥନୈତିକ କରିଡର କରିବାକୁ ଯୋଜନା । ବୃହତ ଓ ଲଘୁ ଉଦ୍ୟୋଗ ଖୋଲାଯିବା ସହ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ । ସର୍ବନିମ୍ନ ସୁବିଧା ନଥାଇ ସହର କେମିତି ବଢ଼ିବ ବୋଲି ପ୍ରଶ୍ନ ଉଠାଇଲେ ବିରୋଧୀ #Berhampur #Odisha #KanakNews
2
8
29
N Bhaskar Rao Resigned From BJD ବିଜେଡି ଛାଡିଲେ ଭାସ୍କର | ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ |
0
0
5
For the first time, an Electric Cooking & #Anna_Prasad arrangement has been started for devotees at Maa #TaraTarini Shakti Peeth. Devotees can avail this at the Prasad Hall on Purnagiri-Ratnagiri mountain. This system is first of its kind in #Odisha. Jai Maa Tara Tarini 🌺🙏🙏🌺
26
37
384
ଉପ ରାଷ୍ଟ୍ରପତି ନିର୍ବାଚନରେ ରହିବନି ବିଜେଡି Bjd will not participate in Vice President Election @kanak_news
0
0
1
#ଚାଲିଛି_ଜବରଦଖଲ_ଉଚ୍ଛେଦ ବ୍ରହ୍ମପୁରରେ ଜବରଦଖଲ ଉଚ୍ଛେଦ : କମାପଲ୍ଲୀରୁ ଟାଟା ବେଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଉପରେ ପ୍ରଶାସନର ଗୁରୁତ୍ୱ #KanakNews #Odisha
0
2
12
Kamapali To Tata Benz Square Road Encroachment Eviction Started Today Morning #Berhampur
@BrahmapurCorp @keerthi_ias
1
7
54
#ବଦଳିବ_ବ୍ରହ୍ମପୁର_ସହରର_ନକ୍ସା ବଦଳିବ ବ୍ରହ୍ମପୁର କମାପଲି-ଟାଟା ବେଞ୍ଜ ଛକର ନକ୍ସା । ରାସ୍ତା ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । #Berhampur #Odisha #KanakNews
5
5
66