Pratap Jena
@jenapratap66
Followers
81K
Following
5K
Media
2K
Statuses
4K
Peoples representative of Mahanga Assembly Constituency.
Joined September 2015
ଜଗତସିଂହପୁରରେ ବିଜୁ ଜନତା ଦଳର କର୍ମୀ ଶ୍ରୀମତୀ ରଶ୍ମି ପରିଜାଙ୍କ ଉପରେ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ମାନବତାବିରୋଧୀ। ମହିଳାଙ୍କ ବିରୁଦ୍ଧରେ ବଢ଼ୁଥିବା ଏହିପରି ଅପରାଧ ସଭ୍ୟ ସମାଜକୁ ଲଜ୍ଜିତ କରୁଛି ଏବଂ ଓଡ଼ିଶାର ଶାନ୍ତି ତଥା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି। ଏହି ଅଶାନ୍ତିର ପରିବେଶ
3
2
99
ଓଡ଼ିଆ ଜାତି ପ୍ରାଣ ଉତ୍କଳମଣି ���ଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ସହ ଲୋକଙ୍କ ଉନ୍ନତିରେ ତାଙ୍କ ତ୍ୟାଗପୂତ ଜୀବନ ସର୍ବଦା ପ୍ରେରଣାର ଉତ୍ସ।
2
3
20
ମାହାଙ୍ଗା ର କୋଠପଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି, ଆଜି ୧୪୩ ତମ ଜନ୍ମ ବାର୍ଷିକ ଉତ୍ସବରେ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ତାଙ୍କ ସ୍ମୃତିକୁ ଉଜ୍ଜିବିତ କରାୟାଇଛି।
1
2
57
Raiguru Suryansh Mohapatra from Mahanga constituency has won two Silver medals at the 14th Modern Pentathlon National Championships held in Indore, Madhya Pradesh. He has also been selected to represent India at the World Championships in Mossel Bay, South Africa to be held from
0
1
17
ହଜାରେ ବର୍ଷର ଐତିହାସିକ ଓ ଓଡ଼ିଶାର ପୁରୁଣା ରାଜଧାନୀ, କଟକ, ଭାଇଚାରାର ସହର କଟକରେ ଶାନ୍ତିରକ୍ଷା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି। ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଏହାକୁ ବଜାୟ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ରାଜ୍ୟ ସରକାର, ପୋଲିସ ପ୍ରଶାସନ, ଶାନ୍ତି କମିଟି, ସାହି ମୁରବି, ରାଜନେତା ସଭିଙ୍କୁ
7
5
115
ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରୁଛି। ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକ। ଭସାଣି ସମୟରେ ଢେଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ। ଏପରି
132
126
1K
Deeply saddened to know about the loss of precious lives in a fire accident at Sawai Man Singh Hospital in #Jaipur, Rajasthan. My thoughts and prayers are with the grieving families during this difficult time. Praying for the swift recovery of those who have sustained injuries.
36
48
598
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
2
1
34
ଶାରଦୀୟ ଦୁର୍ଗା ଅଷ୍ଟମୀ ଅବସରରେ ଆପଣମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ମା’ ଜଗତ୍ ଜନନୀ ଦୁର୍ଗା ଆପଣମାନଙ୍କ ଜୀବନକୁ ସୁଖ, ସମୃଦ୍ଧି ଓ ଉଲ୍ଲାସରେ ଭରି ଦିଅନ୍ତୁ।
4
3
40
Congratulations to Team India for their resilience and spirit in the Asia Cup final! Despite early setbacks, Tilak Varma’s brilliant and composed innings anchored the team, inspiring everyone with his determination. A proud moment for the nation! #AsiaCup2025 #INDvsPAK #JaiHind
1
0
21
Congratulations to Shri Rajesh Kumar Dalei, S/o Late Golekh Ch. Dalei of Jobra Malahasahi, Cuttack on securing 260th rank in the Odisha Civil Services exam. He has brought pride to his family and community. Wishing him a prosperous career and a bright life ahead.
1
0
25
Congratulations to Ms. Aseema Anwesha on securing 18th rank in the Odisha Civil Services exam. Daughter of Shri Binay Kumar Samal and Smt. Supriya Lenka from Usuma Panchayat, Mahanga—she has brought immense pride to Mahanga and the entire constituency. Wishing her a prosperous
1
0
21
ଗାଁର ବିକାଶ ବିରୋଧୀ ବିଜେପି ସରକାରକୁ ମିଳିଲା ଦୃଢ଼ ଜବାବ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ନଷ୍ଟ କରୁଥିବା ବିଜେପି ସରକାର ବିରୋଧରେ ବିଜୁ ଜନତା ଦଳ କଲା ବିଧାନସଭା ଘେରାଉ। #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
3
0
45
State-level BJD Minority Cell meeting held at Sankha Bhawan, Bhubaneswar.
2
2
31
ଅପାରଗ ବିଜେପି ସରକାର ଚାଷୀଙ୍କୁ ଦେଇପାରୁନି ସାର, ରାଜଭବନ ଆଗରେ ବିଜେଡିର ଜୋରଦାର ପ୍ରତିବାଦ ସହ ରାଜ୍ୟପାଳଙ୍କୁ ଦିଆଗଲା ସ୍ମାରକପତ୍ର। #ହଟାଅବିଜେପି #BJDWithFarmers
#JababMaguchiOdisha
1
1
26
କ୍ଷମତାରୁ ଗଲା ପରେ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜୁ ଜନତା ଦଳ ଆଉ ପସନ୍ଦ ଲାଗୁ ନାହିଁ। ସବୁବେଳେ ସୁବିଧା ଦରକାର। ଏହା ଗୋଟିଏ ସୁବିଧାବାଦୀ ନେତାର ଚରିତ୍ର। ଯଦି ଦଳ ପ୍ରତି ଭଲ ପାଇବା ଅଛି ସାଧାରଣରେ ଟିପ୍ପଣୀ ଦେବା ଉଚିତ୍ କି? ଏପରି ସର୍ବସାଧାରଣର ବୟାନକୁ ନିନ୍ଦା କରୁଛୁ ବୋଲି ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା କହିଛନ୍ତି।
41
80
304
ନୂଆପଡ଼ାର ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ରାଜନେତା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ତାଙ୍କ ବିୟୋଗରେ ଦଳ ଜଣେ ବରିଷ୍ଠ ତଥା ଲୋକଙ୍କ ସେବାରେ ସମର୍ପିତ ରାଜନେତାଙ୍କୁ ହରାଇଲା। ବିଜୁ ଜନତା ଦଳ ପାଇଁ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ
25
76
237