Explore tweets tagged as #JababMaguchiOdisha
@bjd_odisha
Biju Janata Dal
7 hours
ବିଜୁ ଯୁବ ଓ ଛାତ୍ର ଦେଲେ ରଣହୁଙ୍କାର, ପୋଲିସ SI ଚାକିରୀ ଆଶାୟୀଙ୍କ ସ୍ୱପ୍ନ ଛାରଖାର କରିଦେଇଛି ବିଜେପି ସରକାର। ଚାକିରୀ ମହାଘୋଟାଲାର ସିବିଆଇ ତଦନ୍ତ ଦାବି କରି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଅପାରଗ ବିଜେପି ସରକାର ବିରୋଧରେ ହେଲା ଜୋରଦାର ବିକ୍ଷୋଭ। #PoliceSIExam #ହଟାଅବିଜେପି #ମିଛପ୍ରତିଶ୍ରୁତି #JababMaguchiOdisha
12
13
30
@bjd_odisha
Biju Janata Dal
7 hours
ଏସଆଇ ପରୀକ୍ଷା ଜାଲିଆତି, ସାମିଲ ଅଛି ବିଜେପି ସିବିଆଇ ତଦନ୍ତ ଦାବି କରି ବିଜୁ ଯୁବ, ଛାତ୍ର ଜନତା ଦଳ ଦେଲା ରଣହୁଙ୍କାର। #PoliceSIExam #ହଟାଅବିଜେପି #ମିଛପ୍ରତିଶ୍ରୁତି #JababMaguchiOdisha
11
17
52
@bjd_odisha
Biju Janata Dal
2 days
ଯୁବପିଢୀଙ୍କୁ ଧୋକା, ପୋଲିସ SI ନିଯୁକ୍ତିରେ ମହାଘୋଟାଲା ନେଇ ଜୋରଦାର ହେବ ବିଜେଡିର ଆନ୍ଦୋଳନ। ଅକ୍ଟୋବର ୬, ସୋମବାର ମାଷ୍ଟରକ୍ୟାଣ୍ଟିନ୍ 📍 #PoliceSIExam #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
15
61
133
@bjd_odisha
Biju Janata Dal
10 days
ବିଜେପି ସରକାରରେ ହସ୍ପିଟାଲ ପାଲଟିଲାଣି ଅଭିଶାପ #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
26
79
176
@BiswalOfficial
Ranjan Kumar Biswal
14 days
ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାକୁ ହତ୍ୟା କରିଥିବା ବିଜେପି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ। #ହଟାଅବିଜେପି #ରଙଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
0
0
4
@SujitMisra85364
Sujit Misra
7 hours
@bjd_odisha Time for the truth to come out — no more cover-ups! #JababMaguchiOdisha
0
0
0
@AMahapatra46903
Anil Mahapatra
7 hours
@bjd_odisha The youth of Odisha deserve justice, not betrayal! #PoliceSIExam #JababMaguchiOdisha
0
0
0
@PritiranjanBJD
Pritiranjan Gharai
13 days
ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେପି ସରକାର ପଙ୍ଗୁ କରିଦେଇଛନ୍ତି। ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ‘ରବର ଷ୍ଟାମ୍ପ’ରେ ପରିଣତ କରାଯାଇଛି, ଯାହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଚିନ୍ତାଜନକ। ବିଜେପି ସରକାରଙ୍କ ମନମୁଖୀ ନୀତି ଓ କାର୍ଯ୍ୟଶୈଳୀକୁ ବିରୋଧ କରି, ବିଜୁ ଜନତା ଦଳ ଆଜି ବିଧାନସଭା ଘେରାଉ କରିଛି। #JababMaguchiOdisha
0
4
33
@bjd_odisha
Biju Janata Dal
14 days
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ହତ୍ୟା ବିରୁଦ୍ଧରେ ପ୍ରତିବାଦ। ସେପ୍ଟେମ୍ବର ୨୩ ବିଧାନସଭା ଘେରାଉ #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
31
76
146
@Dhananjaya16267
Dhananjaya Sethi
6 hours
@bjd_odisha Odisha demands answers — not excuses! #RangBadalaSarkar #JababMaguchiOdisha
0
0
0
@SuryakantDash13
Suryakant Dash ( Modi ka Parivar )
6 months
ଫରକ ସ୍ପଷ୍ଟ ପୋଲିସ ପ୍ରସାଶନର କାର୍ଯ୍ୟକଳାପରେ... #JababMaguchiOdisha #HinduLifeMatters #waqf #Murshidabad
0
0
1
@Dhananjaya16267
Dhananjaya Sethi
6 hours
@bjd_odisha Odisha is asking for accountability — not manipulation! #JababMaguchiOdisha #HotaoBJP
0
0
0
@bjd_odisha
Biju Janata Dal
13 days
ଗଣତନ୍ତ୍ରର ଗଳା ଚିପି ଦେବାକୁ ଅପଚେଷ୍ଟା କରୁଛି ବିଜେପି, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦେଖାଉଛି ନାଲିଆଖି। କ୍ଷମା କରିବେନି ଓଡ଼ିଶାବାସୀ, ଗାଁ ଗାଁରେ ଲଢ଼େଇ କରିବ ବିଜୁ ଜନତା ଦଳ। #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
34
90
239
@prptystation
chowkidar richali awasthi(modi ka parivar)
2 years
0
0
0
@Pradeep25687
Pradeep Kumar Panda
13 days
ଅପାରଗ ବିଜେପି ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କଲା #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
0
0
0
@bjd_odisha
Biju Janata Dal
13 days
ଗାଁଗହଳିରେ କାମ ପଡ଼ିଛି ଠପ୍, ବିଜେପି ଭାଙ୍ଗୁଛି ପଞ୍ଚାୟତିରାଜ କ୍ଷମତା। ପ୍ରତିବାଦରେ ବିଜୁ ଜନତା ଦଳର ବିଧାନସଭା ଘେରାଉ। #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
28
85
192
@bjd_odisha
Biju Janata Dal
14 days
ଗାଁର ବିକାଶ ବିରୋଧୀ ବିଜେପି ସରକାରକୁ ମିଳିଲା ଦୃଢ଼ ଜବାବ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ନଷ୍ଟ କରୁଥିବା ବିଜେପି ସରକାର ବିରୋଧରେ ବିଜୁ ଜନତା ଦଳ କଲା ବିଧାନସଭା ଘେରାଉ। #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
29
74
183
@prptystation
chowkidar richali awasthi(modi ka parivar)
2 years
0
0
0
@KachhaKella
Main Lukha Hoon (Modiji Ka FauxPax)
1 month
ଆଜି #JababMaguchiOdisha! ଜବାବ୍ ଦିଅ ନହଲେ ଡବଲ ଇଞ୍ଜିନ ବନ୍ଦ କର। ଗାଦି ଛାଡ଼ ବାକ୍ୟବିର! #BarsaEkUpalabdhiAnek https://t.co/xdLzvOJ4AA
5
10
72
@bjd_odisha
Biju Janata Dal
14 days
ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେପି କରିଦେଲା ପଙ୍ଗୁ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ହେଲେ 'ରବର ଷ୍ଟାମ୍ପ'। ବିଜେପି ସରକାରର ମନମୁଖୀ କାର୍ଯ୍ୟକୁ ବିଜେଡି କରୁଛି ଦୃଢ଼ ବିରୋଧ। ସେପ୍ଟେମ୍ବର ୨୩, ବିଧାନସଭା ଘେରାଉ #ହଟାଅବିଜେପି #ରଙଗବଦଳାସରକାର #ମଛପ୍ରତିଶ୍ରୁତି #JababMaguchiOdisha
31
79
190