DMSundargarh Profile Banner
Collector and DM, Sundargarh Profile
Collector and DM, Sundargarh

@DMSundargarh

Followers
28K
Following
1K
Media
5K
Statuses
11K

24*7 contact : 1800 345 7461/68

Sundargarh, India
Joined June 2017
Don't wanna be here? Send us removal request.
@DMSundargarh
Collector and DM, Sundargarh
4 days
Director, DW&S highlighted best practice from Sundargarh on Circular Economy & Community-Driven Waste Management. @UNICEFIndia @PMOIndia @CMO_Odisha @PRDeptOdisha @IPR_Odisha
Tweet media one
Tweet media two
Tweet media three
Tweet media four
0
4
20
@DMSundargarh
Collector and DM, Sundargarh
4 days
Hon’ble Minister, PR&DW Dept, Govt of Odisha & Director, DW&S participated in the Roundtable conference on SBM-G Progress & brainstorming on next SBMG phase.
3
3
13
@DB_Squadra
DRAGON BALL GEKISHIN SQUADRA
1 month
BIG NEWS, Dragon Ball Fans!.Pre-register now and join Goku on day one!.Get exclusive launch rewards and rare items.Will you be the first to experience it?.
0
42
346
@DMSundargarh
Collector and DM, Sundargarh
4 days
ଆଜିର ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା, ଆଇ ଏ ଏସ ସୁଶ୍ରୀ ଫାବୀ ରସିଦ , ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
0
2
5
@DMSundargarh
Collector and DM, Sundargarh
4 days
ଆଜି ମୋଟ ୮୨ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୩୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୪୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୪ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୨ ଗୋଟି ଆବେଦନ ରହିଥିଲା।.
1
2
5
@DMSundargarh
Collector and DM, Sundargarh
4 days
ହେମଗିର ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଆମ୍ରିତପାଲ୍ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।.
1
2
11
@DMSundargarh
Collector and DM, Sundargarh
10 days
inquired about their health condition, discussed with doctors & hospital staff to ensure proper treatment & assured all kinds of medical assistance on behalf of District. @CMO_Odisha @IPR_Odisha @HFWOdisha
Tweet media one
Tweet media two
Tweet media three
Tweet media four
0
1
5
@DMSundargarh
Collector and DM, Sundargarh
10 days
Collector and DM, Sunadargarh Dr. Subhankar Mahapatra along with CDO-cum-EO, Sundargarh Shri Suranjan Sahoo, met the injured patients admitted in different hospitals of Rourkela,Administration.
2
1
2
@DMSundargarh
Collector and DM, Sundargarh
10 days
On Monday(25.08.2025) in a tragic accident at Bonai, a person died and another 27 were injured. Hon'ble CM of Odisha Shri Mohan Charan Majhi deeply grieved by the incident announced ex-gratia assistance of Rs. 4 lakhs to the bereaved family.
1
1
13
@DMSundargarh
Collector and DM, Sundargarh
10 days
Also present at the hearing were Superintendent of Police, Rourkela; Chief Development Officer-cum-Executive Officer, Sundargarh;Sub-Collector-cum-Sub-Divisional Magistrate, Bonai; Divisional Forest Officer, Bonai Forest Division were present. @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
0
4
7
@SemiAnalysis_
SemiAnalysis
24 days
Our deep dive into HBM is here! For subscribers, we will also address the major questions on Samsung’s future viability as a supplier. In view of this piece, we will like to share more about the Hanmi and Hanwha Drama.
Tweet media one
0
0
36
@DMSundargarh
Collector and DM, Sundargarh
10 days
During the hearing, a total of 152 complaints were registered, comprising 92 personal grievances and 50 collective grievances. The personal complaints primarily concerned land disputes and pension-related issues.
1
3
5
@DMSundargarh
Collector and DM, Sundargarh
10 days
On Monday (25.08.2025) at the Bonai Subdivision Office Conference Hall, situated within the Lahunipara block premises, Dr. Subhankar Mohapatra, District Magistrate of Sundargarh, presided over a Public Grievance Hearing and listened to the complaints brought by the public.
2
2
12
@DMSundargarh
Collector and DM, Sundargarh
13 days
ଏହି ବୈଠକ ରେ ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁନ୍ଦରଗଡ, ଉପ ଜିଲ୍ଲାପାଳ ସୁନ୍ଦରଗଡ ସଦର,ବଣାଇ ଓ ପାନପୋଷ, ବନଖଣ୍ଡ ଅଧିକାରୀ ସୁନ୍ଦରଗଡ ଓ ରାଉରକେଲା, ଅଧିକ୍ଷଣ ଯନ୍ତ୍ରୀ ରାଉରକେଲା ଏବଂ ଅନ୍ୟାନ୍ୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
1
1
4
@DMSundargarh
Collector and DM, Sundargarh
13 days
ଆଜି ସଦଭାବନା ଭବନ ରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ "ଜିଲ୍ଲା ଜଳ ଓ ପରିମଳ ମିଶନ" ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।.
1
2
4
@DMSundargarh
Collector and DM, Sundargarh
15 days
ରାଉରକେଲା ଏସପି ଶ୍ରୀ ନିତେଶ ୱାଧାନୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ । @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
0
2
6
@DMSundargarh
Collector and DM, Sundargarh
15 days
ଆଜିର ଏହି ଉଦଘାଟନି ସମାରୋହରେ ଡିଆଇଜି (ପଶ୍ଚିମାଞ୍ଚଳ) ଶ୍ରୀ ବ୍ରିଜେଶ କୁମାର ରାୟ, ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର,କେନ୍ଦୁଝର ଏସପି ଶ୍ରୀ କୁଶଲକର ନିତିନ ଦାଗୁଡୁ,.
1
2
4
@talkspace
talkspace
6 months
If you’re hunting for good news here’s something: Talkspace therapy is covered by most insurance plans and the average copay is only $15 (but most covered members pay $0).
33
97
830
@DMSundargarh
Collector and DM, Sundargarh
15 days
ଏହି ଫୁଟବଲ ପ୍ରତିଯୋଗିତା ୨ଟି ପର୍ଯ୍ୟାୟରେ ଅନୁଷ୍ଟିତ ହେବାକୁ ଯାଉଅଛି । ପ୍ରଥମ ପର୍ଯ୍ୟାୟ ରେ ୨୪ ଗୋଟି ପୋଲିସ ଦଳ ଅଂଶ କରିବେ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ରେ ୨୩ ଗୋଟି ପୋଲିସ ଫୁଟବଲ ଦଳ ଅଂଶ ଗ୍ରହଣ କରିଅଛନ୍ତି ।.
1
2
2
@DMSundargarh
Collector and DM, Sundargarh
15 days
ଏହି ଫୁଟବଲ ଚମ୍ପିୟାନସିପରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲା ପୋଲିସ ଏବଂ ବାଟାଲିୟନର ୪୭ ଗୋଟି ପୋଲିସ ଟିମ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ପ୍ରାୟ ୮୫୦ ଜଣ ଖେଳାଳି ସାମିଲ ହୋଇଛନ୍ତି।.
1
2
2
@DMSundargarh
Collector and DM, Sundargarh
15 days
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ଶ୍ରୀ ରାଜେଶ କୁମାର ଯୋଗ ଦେଇ ଭବ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।.
1
2
2
@DMSundargarh
Collector and DM, Sundargarh
15 days
ଆଜି ପୂର୍ବାହ୍ନରେ ସୁନ୍ଦରଗଡର ଜିଲ୍ଲା ଷ୍ଟାଡିୟମରେ ୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।.
1
2
10
@DMSundargarh
Collector and DM, Sundargarh
17 days
୫ ବର୍ଷ ଲଗାତାର ସର୍ବଜୟିନୀନ ଔଷଧ (ଡିଇସି, ଆଇଭରମେକଟିନ, ଆଲବେଣ୍ଡାଜୋଲ ସେବନ ଦ୍ୱାରା ବାତଜ୍ୱର କୀଟାଣୁ ସମ୍ପୂର୍ଣ ନଷ୍ଟ ହୋଇଯାଏ / ଏହି ସମୟରେ ଶରୀରରେ ଥିବା ସମସ୍ତ ପୂର୍ଣ୍ଣାଙ୍ଗ କୃମି ମଧ୍ୟ ମରିଯିବେ, ଫଳରେ କାହାରି ଦେହରେ ବାତଜ୍ୱର କୀଟାଣୁ ରହିବେ ନାହିଁ I @CMO_Odisha @IPR_Odisha @HFWOdisha
Tweet media one
Tweet media two
Tweet media three
Tweet media four
0
1
5