DMSundargarh Profile Banner
Collector and DM, Sundargarh Profile
Collector and DM, Sundargarh

@DMSundargarh

Followers
28K
Following
1K
Media
5K
Statuses
11K

24*7 contact : 1800 345 7461/68

Sundargarh, India
Joined June 2017
Don't wanna be here? Send us removal request.
@DMSundargarh
Collector and DM, Sundargarh
1 day
ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନଙ୍କର ଏକ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି – ଯାହାର ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସମସ୍ୟା ବିଷୟରେ ଅବହେଳା କରିନା ଶିକ୍ଷା ଓ କ୍ୟାରିୟର ସୁଯୋଗ ସୁନିଶ୍ଚିତ କରାଯାଉଛି। @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
0
1
2
@DMSundargarh
Collector and DM, Sundargarh
1 day
ମୋଟ ୧୫୦ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କାଳେ ଏହା ଉଲ୍ଲେଖ ହେଲା ଯେ, ଅନେକଙ୍କର ପୁନର୍ବାର ପଢ଼ାଶୁଣା କରିବାରେ ଆଗ୍ରହ ଓ ପ୍ରସ୍ତୁତି ଥିଲେମଧ୍ୟ, ଆର୍ଥିକ ସମସ୍ୟା ହେତୁ ବାଧା ସୃଷ୍ଟି ହେଉଛି।.
1
1
2
@playWUCHANG
WUCHANG: Fallen Feathers
2 days
Witness the recognition of WUCHANG: Fallen Feathers and begin your own journey through Shu. WUCHANG: Fallen Feathers is OUT NOW!
38
50
486
@DMSundargarh
Collector and DM, Sundargarh
1 day
ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପ୍ରୟାସରେ ସେପ୍ଟେମ୍ବର ୦୩.୦୯.୨୦୨୫ ରୁ ୦୪.୦୯.୨୦୨୫ ପର୍ଯ୍ୟନ୍ତ ବାଲିଶଙ୍କରା ବ୍ଲକ୍‌ରେ, ବାଲିଶଙ୍କରା ଉଚ୍ଚ ବିଦ୍ୟାଳୟ ଓ କୁଳମଣି ଉଚ୍ଚ ବିଦ୍ୟାଳୟ କିଞ୍ଜିରକେଲାରେ ଦୁଇ ଦିନିଆ କାର୍ୟଶାଳାର ଆୟୋଜନ କରାଯାଇଥିଲା ।.
1
2
5
@DMSundargarh
Collector and DM, Sundargarh
1 day
ଏଥିରେ ଅତିରିକ୍ତ ଜିଲ୍ଲାପାଳ , ପି ଏ, ଆଇ ଟି ଡି ଏ,ସୁନ୍ଦରଗଡ଼ , ଜିଲ୍ଲା ମଙ୍ଗଳ ଅଧିକାରୀ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। @CMO_Odisha @IPR_Odisha @stscdev
Tweet media one
Tweet media two
Tweet media three
Tweet media four
0
1
4
@DMSundargarh
Collector and DM, Sundargarh
1 day
ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଯୋଗ ଦେଇଥିଲେ ଏବଂ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ କ୍ଷେତ୍ର ସ୍ତରରେ ଉତ୍ତମ ପ୍ରଦର୍ଶନ କରି ଏହି ଅଭିଯାନକୁ ସଫଳ କରିବା ନେଇ ନିଜ ବକ୍ତବ୍ୟ ରଖିଥିଲେ।.
1
1
2
@MarcelDeer
Marcel Deer
4 days
Most freelancers are stuck chasing $1k months. I scaled to $16k/month by flipping ONE mindset shift nobody talks about. This is real Alpha knowledge. Watch to the end — it’ll change how you see freelancing forever. 👇
23
5
40
@DMSundargarh
Collector and DM, Sundargarh
1 day
ଗୁରୁବାର ତା ୦୪.୦୯.୨୦୨୫ ବଡ଼ଗାଁ ବ୍ଲକ ଅନ୍ତର୍ଗତ ଦେଓକରଣପୁର ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ତିନି ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।.
1
2
4
@DMSundargarh
Collector and DM, Sundargarh
5 days
Director, DW&S highlighted best practice from Sundargarh on Circular Economy & Community-Driven Waste Management. @UNICEFIndia @PMOIndia @CMO_Odisha @PRDeptOdisha @IPR_Odisha
Tweet media one
Tweet media two
Tweet media three
Tweet media four
0
4
20
@DMSundargarh
Collector and DM, Sundargarh
5 days
Hon’ble Minister, PR&DW Dept, Govt of Odisha & Director, DW&S participated in the Roundtable conference on SBM-G Progress & brainstorming on next SBMG phase.
3
3
13
@DMSundargarh
Collector and DM, Sundargarh
5 days
ଆଜିର ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ସୁଶ୍ରୀ ତେଜସ୍ଵିନୀ ବେହେରା, ଆଇ ଏ ଏସ ସୁଶ୍ରୀ ଫାବୀ ରସିଦ , ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
0
2
5
@dyli_io
DYLI
24 hours
This week’s Fair Drops are live!. Take your shot at exclusive products like a VeeFriends blaster, a 1st Ed. Fossil pack, and a Pudgy Penguins "Great Ghost Toy". Entries start at just $1 and runs Sept 10 at 1pm EST. Link in thread 👇
Tweet media one
1
3
10
@DMSundargarh
Collector and DM, Sundargarh
5 days
ଆଜି ମୋଟ ୮୨ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୩୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୪୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୪ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ��େହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୨ ଗୋଟି ଆବେଦନ ରହିଥିଲା।.
1
2
5
@DMSundargarh
Collector and DM, Sundargarh
5 days
ହେମଗିର ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଆମ୍ରିତପାଲ୍ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।.
1
2
11
@DMSundargarh
Collector and DM, Sundargarh
11 days
inquired about their health condition, discussed with doctors & hospital staff to ensure proper treatment & assured all kinds of medical assistance on behalf of District. @CMO_Odisha @IPR_Odisha @HFWOdisha
Tweet media one
Tweet media two
Tweet media three
Tweet media four
0
1
5
@DMSundargarh
Collector and DM, Sundargarh
11 days
Collector and DM, Sunadargarh Dr. Subhankar Mahapatra along with CDO-cum-EO, Sundargarh Shri Suranjan Sahoo, met the injured patients admitted in different hospitals of Rourkela,Administration.
2
1
2
@DMSundargarh
Collector and DM, Sundargarh
11 days
On Monday(25.08.2025) in a tragic accident at Bonai, a person died and another 27 were injured. Hon'ble CM of Odisha Shri Mohan Charan Majhi deeply grieved by the incident announced ex-gratia assistance of Rs. 4 lakhs to the bereaved family.
1
1
13
@DMSundargarh
Collector and DM, Sundargarh
12 days
Also present at the hearing were Superintendent of Police, Rourkela; Chief Development Officer-cum-Executive Officer, Sundargarh;Sub-Collector-cum-Sub-Divisional Magistrate, Bonai; Divisional Forest Officer, Bonai Forest Division were present. @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
0
4
7
@Melanie_Balke
Melanie Balke
2 years
The rise and fall - and rise - of Abercrombie & Fitch is absolutely f*- insane. The hottest brand of the 2000 spread double popped collars and the smell of Fierce across every high school and college campus. But then got canceled and plummeted by 80% with 450 stores worldwide
21
45
373
@DMSundargarh
Collector and DM, Sundargarh
12 days
During the hearing, a total of 152 complaints were registered, comprising 92 personal grievances and 50 collective grievances. The personal complaints primarily concerned land disputes and pension-related issues.
1
3
5
@DMSundargarh
Collector and DM, Sundargarh
12 days
On Monday (25.08.2025) at the Bonai Subdivision Office Conference Hall, situated within the Lahunipara block premises, Dr. Subhankar Mohapatra, District Magistrate of Sundargarh, presided over a Public Grievance Hearing and listened to the complaints brought by the public.
2
2
12
@DMSundargarh
Collector and DM, Sundargarh
14 days
ଏହି ବୈଠକ ରେ ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁନ୍ଦରଗଡ, ଉପ ଜିଲ୍ଲାପାଳ ସୁନ୍ଦରଗଡ ସଦର,ବଣାଇ ଓ ପାନପୋଷ, ବନଖଣ୍ଡ ଅଧିକାରୀ ସୁନ୍ଦରଗଡ ଓ ରାଉରକେଲା, ଅଧିକ୍ଷଣ ଯନ୍ତ୍ରୀ ରାଉରକେଲା ଏବଂ ଅନ୍ୟାନ୍ୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
1
1
4
@DMSundargarh
Collector and DM, Sundargarh
14 days
ଆଜି ସଦଭାବନା ଭବନ ରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ "ଜିଲ୍ଲା ଜଳ ଓ ପରିମଳ ମିଶନ" ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।.
1
2
4
@AKhanna
Ashish Khanna
6 hours
A quiet admission:. I’m deeply proud of the life I’ve helped build for my 8-year-old son. But some nights, I lie awake….Afraid I might ruin it all for him. This is the paradox of abundance — and how I’m trying to navigate it as a parent.
2
0
16
@DMSundargarh
Collector and DM, Sundargarh
17 days
ରାଉରକେଲା ଏସପି ଶ୍ରୀ ନିତେଶ ୱାଧାନୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ସମସ୍ତ ଟିମର ଅଧିନାୟକ, ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ । @CMO_Odisha @IPR_Odisha
Tweet media one
Tweet media two
Tweet media three
Tweet media four
0
2
6