SSEPD
@SSEPD2
Followers
74K
Following
4K
Media
12K
Statuses
27K
The Official X Handle of Social Security and Empowerment of Persons with Disabilities Department, Government of Odisha.
Bhubaneswar, Odisha
Joined April 2016
A Floriday is what happens when “Why not?” meets “Why wait?”
3
1
40
ଶବ୍ଦରେ ନୁହେଁ ତମେ ଇସାରାରେ ବୁଝେଇଦିଅ ଦୁନିଆର ପରିଭାଷା, ଆଖିରେ କହିଦିଅ ଅକୁହା କଥା । ଚାଲନ୍ତୁ ବୁଲିଯିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ବାକ ଶ୍ରବଣ ଶିଶୁ ବିଦ୍ୟାଳୟ, ପଳାସପଲ୍ଲୀ, ଭୁବନେଶ୍ୱର । #SSEPD #EducationForAll
@CMO_Odisha @PravatiPOdisha @NityanandaBJP @DMKhordha
2
1
5
ଆଜିର ପବିତ୍ର ଦିନରେ ତାଙ୍କର ସ୍ଵପ୍ନ ‘ସମାନ ଅଧିକାର ଓ ଗୌରବମୟ ଜୀବନ’ ଗଢ଼ିବାକୁ ସମସ୍ତେ ଅଗ୍ରସର ହେବା ଆବଶ୍ୟକ। #SSEPD #AmbedkarDeathAnniversary
0
0
2
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ସମାଜିକ ନ୍ୟାୟ ପାଇଁ ତାଙ୍କର ଅଦମ୍ୟ ସଂଗ୍ରାମ ଓ ସମାନତାର ଆଦର୍ଶକୁ ଆମେ ଶ୍ରଦ୍ଧାର ସହିତ ସ୍ମରଣ କରୁଛୁ।
1
0
1
ଅଭିଯୋଗ ପ୍ରାପ୍ତ ହେବା ପରେ, ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଏକ ସହାୟତା ଟିମ୍ ତୁରନ୍ତ ସ୍ଥାନୀୟ ପୋଲିସଙ୍କ ସହିତ ସମନ୍ୱୟ ଏବଂ ନିକଟସ୍ଥ ଅମୃତଧାରା ବୃଦ୍ଧାଶ୍ରମରେ ଭର୍ତ୍ତି କରାଯାଇଛି। ସେ ଏବେ ସୁରକ୍ଷିତ ଆଶ୍ରୟ ଏବଂ ସ୍ୱାସ୍ଥ୍ୟକର ପରିବେଶକୁ ନେଇ ଆତ୍ମସନ୍ତୋଷ ଲାଭ କରିଛନ୍ତି।
2
1
5
ଗତକାଲି ସନ୍ଧ୍ୟାବେଳେ ଜାତୀୟ ସହାୟତା ନମ୍ବର #୧୪୫୬୭ ରେ ଏକ ସୂଚନା ପହଞ୍ଚିଲା ଯେ, ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରେ ଜଣେ ବୃଦ୍ଧା ପ୍ରାୟ ୨୦/୨୨ ଦିନ ଧରି ରାସ୍ତା ପାଖରେ ପରିତ୍ୟକ୍ତ ଅବସ୍ଥାରେ ଜୀବନ ବିତାଉଥିଲେ।
1
2
4
ସମାଜରେ ଭିନ୍ନକ୍ଷମଙ୍କୁ ସମାନ ଅଧିକାର, ସମାନ ସୁଯୋଗ, ସୁରକ୍ଷା ଓ ସଶକ୍ତିକରଣ ପାଇଁ ଉତ୍ସବଟି ଏକ ସଂପ୍ରେରଣାଦାୟକ ପଦକ୍ଷେପ । #SSEPD #IDPD2025 #IDPwD2025 #InternationalDayOfPersonsWithDisabilities
@CMO_Odisha @PravatiPOdisha @NityanandaBJP @SOAsocialmedia @MSJEGOI
0
0
0
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ , କମିଶନର–ତଥା –ସଚିବ ଶ୍ରୀ ଆର.ଏସ ଗୋପାଳନ ଓ ନିର୍ଦ୍ଦେଶିକା ଶ୍ରୀମତୀ ପାରୁଲ ପଟାୱରୀଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଉତ୍ସାହିତ କରିଥିଲା।
1
0
0
ଆନ୍ତର୍ଜାତୀୟ ଭିନ୍ନକ୍ଷମତା ଦିବସ ୨୦୨୫ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ବିଶେଷ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହେଲା।
1
1
2
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ପରିଚାଳିତ ଡି.ଡି.ଆର୍.ସି. ସମ୍ବଲପୁର ପ୍ରତିଷ୍ଠାନ କୃତ୍ରିମ ଅଙ୍ଗ ନିର୍ମାଣ ଓ ପ୍ରତ୍ୟାରୋପଣ କରି ଅନେକ ଦିବ୍ୟାଙ୍ଗ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଛି। #ssepd #DDRC
@CMO_Odisha @PravatiPOdisha @KVSinghDeo1 @NityanandaBJP @DmSambalpur
0
1
6
ବରଗଡ଼ ଜିଲ୍ଲା ଗୋଦାଭାଗା ବ୍ଲକର ୭ ବର୍ଷୀୟା ଝିଅ ସୁନୈନା ଝାରା ଏବେ କୃତିମ ଗୋଡ ପ୍ରତ୍ୟାରୋପଣ କରି ଚାଲିବାକୁ ସକ୍ଷମ ହୋଇଛି। ଏହା ଏକ କଠିନ ବିଷୟ ଥିଲା, ତଥାପି ଡି.ଡି.ଆର୍.ସି ସମ୍ବଲପୁର କର୍ମକର୍ତ୍ତାଙ୍କ ଅଦ୍ୟମ ପ୍ରଚେଷ୍ଟାରେ ଏହା ସଫଳ ହୋଇପାରିଛି।
1
0
9
Because mobility is freedom—and every step forward is a victory. #SSEPD #ArtificialLimb #MobilityForAll
@CMO_Odisha @PravatiPOdisha @KVSinghDeo1 @NityanandaBJP @IPR_Odisha @DmSambalpur @dssosamb
0
0
3
These advanced limbs are not just medical support, they are pathways to dignity, self-reliance, and a more empowered life. Watching them stand, walk, and smile again is a powerful reminder that hope truly walks when support reaches on time.
1
0
1
Four lives, four new beginnings. At DDRC Sambalpur, four beneficiaries were fitted with advanced artificial limbs, opening doors to mobility, independence, and renewed confidence.
1
0
0
It was a moment where hope was felt, not just seen—opening pathways to confidence, knowledge, and a digitally inclusive future for every learner. #SSEPD #IDPD2025 #IDPwD2025 #EducationForAll
@CMO_Odisha @NityanandaBJP @SMEOdisha @DHE_Odisha
3
3
11
Dreams found new wings as light met learning. On the occasion of #InternationalDayOfPersonswithDisabilities , Hon’ble CM Shri Mohan Charan Majhi gifted Braille laptops to visually impaired merit students—devices specially designed to empower their learning and independence.
1
1
9
ଉଦଯାପନୀ ସନ୍ଧ୍ୟାରେ ବିଜେତା ଓ ଉପ-ବିଜେତା ଦଳ ଗୁଡ଼ିକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଞ୍ଚରେ ସମ୍ମାନିତ କରିଛନ୍ତି। ଦୃଷ୍ଟିବାଧିତ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ପ୍ରତିଭା ଜାତୀୟ ଓ ଅର୍ନ୍ତଜାତୀୟ ସ୍ଥରରେ ସୁନାମ ଅର୍ଜନ କରୁଛନ୍ତି @CMO_Odisha @NityanandaBJP
0
1
1
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୫ ଅବସରରେ ଦୃଷ୍ଟିବାଧିତ ଫୁଟବଲ୍ ଓ କ୍ରିକେଟ ଖେଳ ଆୟୋଜନ କରାଯାଇଥିଲା।
1
0
1