
Rojalin Pradhan
@RojalinKonark
Followers
479
Following
368
Media
666
Statuses
2K
People's Reporter I Rights Activist I MLA Candidate-Gop-Nimapara2024
Konark, India
Joined April 2017
ବଜ୍ରପାତରେ ଚାଷୀ ମୃତ, ଖବରକୁ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ। @dm_puri @JanaSunani @SecyChief @DJ_dibyajyoti @SRC_Odisha @rdmodisha @MohanMOdisha @PravatiPOdisha @BdoKakatpur @OfficialTeamATA
1
0
7
#ପୁରୀଜିଲ୍ଲା #ଅସ୍ତରଙ୍ଗବ୍ଲକ୍ ଅନ୍ତର୍ଗତ #ଶିଶୁଅ ପଞ୍ଚାୟତ #ଉଦୟକଣିଗ୍ରାମରେ କପିଳେନ୍ଦ୍ର କାଣ୍ଡିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଓ ଆସବାବାପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ତୁରନ୍ତ ଏହି ପରିବାର କୁ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରାଯାଉ @CMO_Odisha @dm_puri @PravatiPOdisha @radionamaskar @rdmodisha
0
0
1
ପ୍ରକାଶିତ ଖବରକୁ ଉପଯୁକ୍ତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ। @SecyChief @HFWOdisha @MohanMOdisha @PravatiPOdisha @JanaSunani
0
0
0
ସାମ୍ବାଦିକ ଙ୍କ ପରିବାର କୁ ସରକାରୀ ସହାୟତା ମିଳିବା ପାଇଁ ଦାବି ! @CMO_Odisha @PravatiPOdisha @dm_puri @SecyChief
0
1
1
ଏବେ ବି ପଦକ୍ଷେପକୁ ଅପେକ୍ଷା କରିଛି I ସତରେ କ'ଣ ଏ ଘଟଣାରେ ପୋଲିସ ତତ୍ପର ଅଛି? @CMO_Odisha @MohanMOdisha @DGPOdisha @SPPuri1 @otvnews @kanak_news @ArgusNews_in @OdishaReporter @PravatiPOdisha @PMOIndia @BJP4Odisha @INCOdisha @bjd_odisha.
ଏକ ଘଣ୍ଟା ପୂର୍ବେ ବନାଖଣ୍ଡି (କୋଣାର୍କ) ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ ସ୍କୁଟିରେ ମୋ ଗାଡ଼ି ଆଗକୁ ଆସି ଅସଭ୍ୟ ଭାଷାରେ ଗାଳି ଦେଇ ଆଗକୁ ଆସ୍ ବୋମା ଫୁଟିିବ କହି ପଳାଇଲା। ମୁଁ ବାରମ୍ବାର ୧୧୨କୁ ଫୋନ୍ କଲାପରେ ମଧ୍ୟ କୌଣସି ସହଯୋଗ ମିଳିଲାନି । ବାଧ୍ୟ ହୋଇ ମୁଁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଫେରିଲି। @CMO_Odisha @DGPOdisha
0
0
0
ଏବେ ନାରୀ କେତେ ସୁରକ୍ଷିତ ? ଦୋଷୀ କେବେ ଦଣ୍ଡ ପାଇବ , ଗୋଟେ ପରେ ଗୋଟେ ପୋଡି ଘଟଣା ଘଟି ଚାଲିଛି, ନ୍ୟାୟ କେବେ ମିଳିବ l @PMOIndia @CMO_Odisha @PravatiPOdisha @dgpup.
0
0
0
ଏକ ଘଣ୍ଟା ପୂର୍ବେ ବନାଖଣ୍ଡି (କୋଣାର୍କ) ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ ସ୍କୁଟିରେ ମୋ ଗାଡ଼ି ଆଗକୁ ଆସି ଅସଭ୍ୟ ଭାଷାରେ ଗାଳି ଦେଇ ଆଗକୁ ଆସ୍ ବୋମା ଫୁଟିିବ କହି ପଳାଇଲା। ମୁଁ ବାରମ୍ବାର ୧୧୨କୁ ଫୋନ୍ କଲାପରେ ମଧ୍ୟ କୌଣସି ସହଯୋଗ ମିଳିଲାନି । ବାଧ୍ୟ ହୋଇ ମୁଁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଫେରିଲି। @CMO_Odisha @DGPOdisha
0
1
2
#ବନମହୋତ୍ସବସପ୍ତାହ ଅବସରରେ .#ରେଡିଓନମସ୍କାର ପକ୍ଷରୁ . ଆଜି କାଇମାଟି ଗ୍ରାମରେ ମହିଳା ମାନଙ୍କୁ ନେଇ ବୃକ୍ଷ ରୋପଣ କରାଗଲା #communty4change #radionamaskar (ଗୋଟିଏ ଗଚ୍ଛ ଲଗାନ୍ତୁ, ପରିବେଶ କୁ ସୁରକ୍ଷିତ ରଖନ୍ତୁ) @highlight @CMO_Odisha @dm_puri @dm_puri
0
0
1
#ବନମହୋତ୍ସବସପ୍ତାହ ଅବସରରେ ଆଜି #ପବିତ୍ରସୁନାବେଶ ରେ ଗଛ ଲଗିଲା #communty4change #radionamaskar (ଗୋଟିଏ ଗଚ୍ଛ ଲଗାନ୍ତୁ, ପରିବେଶ କୁ ସୁରକ୍ଷିତ ରଖନ୍ତୁ) Radio Namaskar @highlight @CMO_Odisha @radionamaskar
0
0
0
ଜୟ ଜଗନ୍ନାଥ #ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର #ପବିତ୍ରବାହୁଡାଯାତ୍ରା, ଏହି ଅବସରରେ .#ରେଡ଼ିଓନମସ୍କାର ପ୍ରସ୍ତୁତ କରିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ #ଭାବରଠାକୁର #communty4change #communityradio #radionamaskar @CMO_Odisha @radionamaskar @dm_puri
0
0
0
ଜୟ ଜଗନ୍ନାଥ #ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର #ପବିତ୍ରବାହୁଡାଯାତ୍ରା, ଏହି ଅବସରରେ .#ରେଡ଼ିଓନମସ୍କାର ପ୍ରସ୍ତୁତ କରିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ #ଭାବରଠାକୁର #communty4change #communityradio @CMO_Odisha @radionamaskar @MIB_India @dm_puri
0
0
0
#ରୁମାକାଣ୍ଡି ,ସା ଭାଣପୁର,କୁରୁଜଙ୍ଗ ପଞ୍ଚାୟତ, କାକଟପୁର ବ୍ଲକ୍, ନୂତନ ଭତ୍ତା ପାଇଁ ଆବେଦନ କରି ବର୍ଷ ବର୍ଷ ଅପେକ୍ଷା କରିବା ଏକ ନିଦନୀୟ ଘଟଣା ,ଏଣୁ ଯଥାଶୀଘ୍ର ଭତ୍ତା ମଞ୍ଜୁର କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ। @CMO_Odisha @dm_puri @DssoPuri @mopr_goi @BKakatpur55529
1
0
1
ବିଶ୍ଵପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ #ଅନ୍ତର୍ଜାତୀୟଯୋଗଦିବସ ପାଳିତ .#InternationalYogaDay #konarksuntemple #yoga #communty4change #CMOOdisha #YoungIndia #communityradio #radionamaskar @CMO_Odisha.
0
0
0
ବିଶ୍ଵ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ .#InternationalYogaDay2025 #communityradio .#radionamaskar @CMO_Odisha .@PravatiParida @dm_puri
0
0
0
ଦଳିତ ମହିଳାଙ୍କୁ ନ୍ୟାୟ ଦେବାରେ କୋଣାର୍କ ପୋଲିସ ବିଫଳ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୋଣାର୍କ ଥାନା ସାମ୍ନାରେ ପରିବାର ବର୍ଗଙ୍କ ଆମରଣ ଅନଶନ @PMOIndia @CMO_Odisha @PravatiPOdisha @dm_puri @SPPuri1 @homeodisha @cpbbsrctc
2
4
12
#ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା,ଏହା ଛେନା, ଚିନି ସୁଜି,କାଜୁ,କିସିମିସି ଓ ଗୁଜୁରାତି ରେ ତିଆରି କରାଯାଏ, ଆଜିର ଦିନରେ . #ରେଡ଼ିଓନମସ୍କାର ପ୍ରସ୍ତୁତ କରିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ଆହାକି ମିଠା ଛେନା ପୋଡ଼" #communityradio4change @CMO_Odisha @dm_puri @radionamaskar @IPR_Odisha
0
0
1
#ବିଶ୍ୱଜଳଦିବସ ଅବସରରେ #ରେଡ଼ିଓନମସ୍କାର ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ଜଳହିଁ ଜୀବନ".#communityradio4change #YoungIndia #CMOOdisha .#worldwaterday2025 #Youth4Water @RadioBulbul @radionamaskar @PRDeptOdisha @UNICEFIndia
0
0
1
ପବିତ୍ର ଇଦ୍ -ଉଲ୍ -ଫିତର ପର୍ବ ଉପଲକ୍ଷେ ମୁସଲମାନ ଭାଇ ଓ ଭଉଣୀ ମାନଙ୍କୁ #ରେଡ଼ିଓନମସ୍କାର ପରିବାର ତରଫରୁ ହାର୍ଦିକ ଶୁଭେଚ୍ଛା ଶୁଭ���ାମନା #communityradio4change #ରେଡ଼ିଓନମସ୍କାର @dm_puri @radionamaskar
0
0
1
ଦୁଇମାସ ହେବ #ଗୋପବ୍ଲକ ଶିମିଳି ପଂଚାୟତ #ଅନସରାଗ୍ରାମର ଦିବ୍ୟାଙ୍ଗ ଲଷ୍ମୀଧର କାଣ୍ଡି ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ,100% ଦୃଷ୍ଟି ହୀନ ପ୍ରମାଣ ପତ୍ର ଥାଇ ମଧ୍ୟ୍ୟ ଭତ୍ତା ମିଳୁନି,ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ 🙏 @CMO_Odisha @dm_puri @SSEPD2 @state_scpd @IPR_Odisha @DssoPuri @PRDeptOdisha
1
0
4