ManasKumar84 Profile Banner
Ѕℛℐ ℳᎯℕᎯЅ ℕᎯᎽᎯᏦ Profile
Ѕℛℐ ℳᎯℕᎯЅ ℕᎯᎽᎯᏦ

@ManasKumar84

Followers
26
Following
223
Media
78
Statuses
132

𝚂𝚘𝚌𝚒𝚊𝚕 𝚠𝚘𝚛𝚔𝚎𝚛 Advocate

Puri Orissa
Joined June 2024
Don't wanna be here? Send us removal request.
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
3 days
ପୋଲିସ୍ ର ବ୍ୟବହାର ରେ ଲୋକେ କ୍ଷୁବ୍ଧ ପୁରୀ @SPPuri1 ବୁଝିବେ କି ଏହି ସମ୍ଭେଦନ ଶିଳ ଘଟଣା କୁ @dm_puri @homeodisha @CMO_Odisha @DGPOdisha @odisha_police
Tweet media one
0
0
9
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
14 days
ପୋଲିସ୍ ର ନିରବତା ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ❓ ଏହାର ସମାଧାନ କରାଯାଇ ଦୋଷୀ କୁ ଆରେଷ୍ଟ କରାଯାଉ @SPPuri1 @SPPuri1 @DGPOdisha @humanrights @CMO_Odisha @BJP4Odisha @akshya_patra @dm_puri
Tweet media one
0
6
16
@grok
Grok
6 days
Join millions who have switched to Grok.
238
473
4K
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
21 days
ବହୁତ୍ ଥର ଏମିତି ହଉଛି ଜଗନ୍ନାଥ ଙ୍କୁ ଏବଂ ମହାପ୍ରସାଦ ର ଅପମାନ ହେଉଛି ଏହାର ତଦନ୍ତ କରାଯାଉ ଏବଂ ଉଚିତ୍ ଦଣ୍ଡ ଏବଂ ଜୋରିମାନା ଆଦାୟ କରାଯାଉ @dm_puri @SPPuri1 @JagannathaDhaam @OfficialTeamATA . #deprem #ラヴィット #incendio #VoteChori #NuNew #emibonnie #أنس_الشريف #ShakaiLembeS2 #ENHYPEN #ラヴィット
Tweet media one
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
1 month
ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଏହିପରି ପେସ୍କୁସନ ଲେଖୁଛନ୍ତି ଓ ସେଠାକାର ଔଷଧ ଦୋକାନୀ ଏପରି ଔଷଧ ଦେଉଛନ୍ତି। ଯେ କି ପଢ଼ି ନପାରି ଭୂଲ୍ ଇଞ୍ଜେକସନ ଦେଉଛନ୍ତି। କିନ୍ତୁ ଛୋଟ ପିଲାର ଏପରି ଔଷଧ ସନ୍ଦେହରେ ନର୍ସ ଦିଦି ପରଖି ଥିଲେ ଯଦି ଦିଦୀ ପରଖି ନଥାନ୍ତେ ଡାକ୍ତରଦେଇଛନ୍ତିବୋଲି ଇଞ୍ଜେକସନଦେଇଦେଇ ଥାନ୍ତେ
Tweet media one
Tweet media two
Tweet media three
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
1 month
ପୁରୀ ମୁଖ୍ୟ ଡାକ ବିଭାଗ ର ଗୋଟେ ମାତ୍ର କାଉଣ୍ଟର ଲୋକ ଙ୍କ ର ନାହିଁ ନ ଥିବା ଭିଡ @cpmgdelhi @IndiaPostOffice @CMO_Odisha
Tweet media one
1
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
1 month
ପୁରୀ ପୌର ପାଲିକା ଅଧିକାରୀ ବାକର୍ମଚାରୀ ଙ୍କ ର ଏ କି ପ୍ରକାର ବ୍ୟବହାର@puriulb @dm_puri @SPPuri1 @rashtrapatibhvn @GovernorOdisha @CMO_Odisha @DGPOdisha #ポケモンプレゼンツ #น้องเมย #bb27 #PokemonLegendsZA #PokemonPresents #Gaza #WinWithSweetGuluvaXMcDonalds #BvlgariJewelry #HeadOverHeels
Tweet media one
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
1 month
ଢେଙ୍କାନାଳ କପିଳାସ ମନ୍ଦିର ରେ କାଉଡ଼ିଆ ମାନଙ୍କ ପାଇଁ କୌଣସି ସୁବିଧା ନାହିଁ ପୁରା ଅବ୍ୟବସ୍ଥା, ପୋଲିସ୍ ପ୍ରଶାସନ ସଂପୂର୍ଣ୍ଣ ଫେଲ୍ ମାରିଚି କୌଣସି ବ୍ୟରିଗେଟ ବ୍ୟବସ୍ଥା ନାହିଁ ଢେଙ୍କାନାଳ ସହର ର ବହୁ ପ୍ରତିଷ୍ଠିତ ମନ୍ଦିର କିନ୍ତୁ ପୋଲିସ୍ ପ୍ରଶାସନ ର ବ୍ୟବହାର ଏବଂ ବ୍ୟରିଗେଟ୍ ବ୍ୟବସ୍ଥା ନ ଥିବାରୁ ଲୋକେ କ୍ଷୁବ୍ଧ@districtadmndkl
Tweet media one
Tweet media two
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
1 month
Cuttack to Baba Kapilash Temple Dhenkanal .#LaVozArgentina #SB19 #planecrash #JossGawinFD22inOSAKA #NESTFEST #zzzero #Israel #BINI #에이티즈 #الوليد_بن_خالد_بن_طلال .#dhenkanal
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
1 month
Just find this news it's true or not . #LaVozArgentina #SB19 #planecrash #JossGawinFD22inOSAKA #NESTFEST #에이티즈 #BINI #Israel #zzzero #الوليد_بن_خالد_بن_طلال #NESTFEST.@puriulb @dm_puri @SPPuri1 @CMO_Odisha @humanrights
Tweet media one
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
2 months
ଇସ୍ତଫା ଦିଅ @suryabanshibjp @MohanMOdisha @CMO_Odisha . #LoveIslandUK #ENGvIND #ConorMcGregor #ENGvsIND #HARQEEL #森本慎太郎誕生祭2025 #.
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
2 months
ମୁଁ ଦାନ କରିଥିବା ରକ୍ତ କାହା ର ଉପଯୋଗ ରେ ଲାଗିଥିବାରୁ ମୁଁ ଧନ୍ୟ . Iam very glad to God for this achievement@BloodDonorsIn .#ZeeNuNew #شجون_الهاجري #Faye1stFMinTianjin #NuNew #UFCNashville #brunardo #paofc #SLCTripWithKAOPP_D2 #LISA #famemma #UFCNashville #NuNew
Tweet media one
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
2 months
ପୁରୀ ବଡ ଡାକ୍ତର ଖାନା ର ଦୟନୀୟ ଅବସ୍ଥା. @dm_puri
Tweet media one
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
2 months
ଏ ଝିଅ ଏ ହଟ୍ ସେଠୁ, ବେଶୀ ବାହାଦୁରୀ ଦେଖେଇ ହେଉଚୁ ନାଇଁ, IPS କି କଣ❓ ତୁ ଚିହ୍ନିଚୁ ମତେ.ଏ ଅପଶବ୍ଦ ଜଣେ ମହିଳା ପୋଲିସ୍ ଅଧିକାରୀଙ୍କ ପ୍ରତି ଥିଲା ଜଗନ୍ନାଥ ଙ୍କ ମୁଖ୍ୟ ବାଡଗ୍ରାହୀଜଗୁନୀ ଦାସ୍ ଙ୍କ ର ।କିଛି ଅଘଟଣ ଘଟିଲେ ପୋଲିସ୍ଅଧିକାରୀଙ୍କୁ ନୀଲମ୍ବନ କର, ଆଉ ସେଅଘଟଣ ନହେବା ପାଇଁ ଯଦି କୌଣସିପଦକ୍ଷେପ ପୋଲିସ ନେଲେ ଏପରି ବ୍ୟବହାର.
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
2 months
ସାକ୍ଷୀଗୋପାଳ ଓଭର ବ୍ରିଜ ତଳେ ଡ୍ୟୁଟି କରୁଥିବା ପୋଲିସ୍ ମାନେ ମୋବାଇଲ୍ ରେ ବ୍ୟସ୍ତ @CMO_Odisha @SPPuri1 @GovernorOdisha @MohanMOdisha @narendramodi @BJP4Odisha @dm_puri @kanak_news
Tweet media one
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
3 months
ଏପ୍ରିଲ ତିରିଶ ତାରିଖରେ ରାସ୍ତା ଏପରିଥିଲା ବୋଲି କତୃପକ୍ଷଙ୍କୁ ଜଣାଇଥିଲେ ହେଁ ରାସ୍ତା ବର୍ତମାନସୁଦ୍ଧା ଏପରି ଅଛି l ରଥଯାତ୍ରା ସମୟରେ ଗଜପତି ନଗର ରାସ୍ତା ଏକ ମୁଖ୍ୟ ରାସ୍ତା ଭାବେ ଗଣା ହୁଏ l କର୍ତ୍ତୃପକ୍ଷ ତୁରନ୍ତ ଏହାର ମରାମତି ନକଲେ ଆଗାମୀ ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ .@puriulb @PWD_Odisha @dm_puri
Tweet media one
1
0
1
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
4 months
ପୁରୀ @SPPuri1 ଙ୍କୁ ଅନୁରୋଧ ଏହାର ତଦନ୍ତ କରନ୍ତୁ କିଏ ଜାଣେ ପୋଲିସ୍ ଏହାର ତଦନ୍ତ କରୁଛି କି ନାହିଁ @DGPOdisha @odisha_police @CMO_Odisha @dm_puri @SPPuri1
Tweet media one
0
0
1
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
4 months
Darkness in Historical Village Garh Rodanga .ଆମ ବୀର ବକ୍ସି ଗାଁ ଘନ ଅନ୍ଧାର 🥲.ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ପଡୁ.@dm_puri @UpasnaMohapatra @BramhagiriMedia @DCsofIndia @CMO_Odisha @EnergyOdisha @narendramodi
Tweet media one
Tweet media two
Tweet media three
Tweet media four
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
4 months
@TPCentralOdisha ଜଳସେଚନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ହେଲିପ୍ୟାଡ଼ ଛକରୁ ସଦର ବ୍ଲକ କାର୍ଯ୍ୟାଳୟ ମଧ୍ୟରେ.
0
0
0
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
4 months
ଦୁଃଖର କଥା ଏହି ଅବସ୍ଥା ରେ ଥିବା TP Central Odisha Distribution Ltd ର ବିଦ୍ୟୁତ ଖୁଣ୍ଟ ଟି Puri Sadar Panchayat Samiti କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂରରେ ଅଛିଏହି ଖୁଣ୍ଟି କୁ ପରିବର୍ତ୍ତନ କରିବାଦରକାର କିନାହିଁ @EnergyOdisha @TpcodlT81047 @PWD_Odisha @CMO_Odisha @dm_puri @akshya_patra @CPCB_OFFICIAL
Tweet media one
1
0
2
@ManasKumar84
Ѕℛℐ ℳᎯℕᎯЅ ℕᎯᎽᎯᏦ
4 months
ଏତେ କମ୍ ଦିନ ମଧ୍ୟ ରେ ପୁରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ର ଆଲୋକି କରଣ ଲିଭି ଯାଉଛି। ଏହା କୁ ନିରାକରଣ କରିବାକୁ ଅନୁରୋଧ @GovernorOdisha @dm_puri @puriulb @PWD_Odisha @SPPuri1 @JagannathaDhaam #Everyone
Tweet media one
0
1
7