
Aditya Kumar
@KumarAdity99256
Followers
28
Following
3K
Media
914
Statuses
3K
Joined February 2024
Corruption runs deeper than ever under BJP’s so-called “double engine.” #BjpAntiOdisha #Odisha #PoliceExamScam
0
0
0
BJP is expanding liquor while people lose lives to spurious alcohol. Tragic irony. #BjpAntiOdisha #Odisha
0
0
0
The BJP has turned Odisha into a labour-exporting state. Shameful and heart-wrenching. #BjpAntiOdisha #Dadana #Odisha
0
0
0
Farmers on roads, BJP in silence — that’s the new Odisha reality. #SaarDiaSarkar #BjpFailInOdisha #FertilizerCrisis
0
0
0
Rayagada’s pain exposes BJP’s fake Ayushman Bharat show. #BjpFailInOdisha #AyushmanBharatScam #Odisha #OdishaHealthCareCrisis
0
0
0
The Law Minister has lost all moral ground. Crimes are now daily headlines in #Odisha. #OdishaLawSystemFailUnderBjp #Brahmapur
0
0
0
Tomatoes cost ₹100, onions ₹70 — even basic food has become a dream for the poor. #BjpFailInOdisha #PriceHike
0
0
0
ଗଞ୍ଜାମରେ ବିଜେପି ନେତାଙ୍କ ହତ୍ୟା ଘଟଣା ଦର୍ଶାଉଛି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ୍ତ ହୋଇଯାଇଛି। ଗତ ଏକ ସପ୍ତାହରେ ଆଇନଶୃଙ୍ଖଳା ସ୍ଥିତି ସାଙ୍ଘାତିକ ହୋଇଛି। ୨୪ ଘଣ୍ଟାରେ ଗଞ୍ଜାମରେ ୩ଟି ମର୍ଡର। ମୋହନ ସରକାର ଆସିବା ପରେ ଗଞ୍ଜାମରେ ୧୨୮ ମର୍ଡର ହେଲାଣି। #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
10
13
37
ଓଡ଼ିଶା ଯାହା କେବେ ଦେଖିନଥିଲା, ବିଜେପି ସରକାର କରି ଦେଖାଇଲା। #ହଟାଅବିଜେପି #ରଙ୍ଗବଦଳାସରକାର #ମିଛପ୍ରତିଶ୍ରୁତି #JababMaguchiOdisha
11
13
35
ଚେତେଇ ଦେଲା ବିଜୁ ଯୁବ, ଛାତ୍ର ଜନତା ଦଳ, ପୋଲିସ ଏସଆଇ ନିଯୁକ୍ତି ମହାଘୋଟାଲାର ସିବିଆଇ ତଦନ୍ତ ନହେଲେ ଜୋରଦାର ହେବ ଆନ୍ଦୋଳନ। #PoliceSIExam #ହଟାଅବିଜେପି #BJPAntiOdisha #JababMaguchiOdisha
11
15
39
ବିଜେପି ଶାସନ ରେ ବ୍ରହ୍ମପୁର ରେ ହତ୍ୟା, କଟକ ରେ ଦଙ୍ଗା ଓ ବାଲେଶ୍ଵର ରେ କର୍ଫ୍ୟୁ l ଓଡ଼ିଆ ଅସ୍ମିତା କଥା କହୁଥିଲେ, ଗୋଟିଏ ବର୍ଷ ଭିତରେ ଓଡ଼ିଶାକୁ ଜାଳି ପୋଡ଼ି ନାରଖାର କରିଦେଲେ l #LawlessnessInOdisha
#LawAndOrderCollapse
31
130
240
ବିଜେପି ବର୍ଷଟିଏ ଭିତରେ ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟକୁ ଦଙ୍ଗା ଫସାଦ, ଯାବତୀୟ କେଳେଙ୍କାରୀ ଓ ମହିଳା ବିରୋଧୀ ହିଂସାର ଆଶ୍ରୟ ସ୍ଥଳ କରି ସାରିଲାଣି l #AnarchyInOdisha
#LawlessnessInOdisha
#BJPfailsOdisha
28
130
230
ଓଡିଆ ଅସ୍ମିତା ସରକାରରେ ନିଜ ନେତା ନାହାନ୍ତି ସୁରକ୍ଷିତ, କେମିତି ଓଡିଆ ଲୋକଙ୍କୁ ଦେବେ ସୁରକ୍ଷା? ରାଜ୍ୟବାସୀଙ୍କ ପ୍ରତିଦିନ ଡରାଉଛି ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଘଟଣା । #Odisha #odishacrime #OdiaAsmita #BjpFailInOdisha #OdishaLawSystemFailUnderBjp #Brahmapur #Bjp
25
70
150