Collector & District Magistrate, Ganjam
@Ganjam_Admin
Followers
105K
Following
6K
Media
3K
Statuses
5K
Official Page of DM and Collector, Ganjam, Odisha
Chhatrapur, India
Joined April 2017
ଆଜି ଜିଲ୍ଲାପାଳ, ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଖରିଫ ବର୍ଷ ୨୦୨୫-୨୬ ପାଇଁ ଜିଲ୍ଲା ସ୍ତରୀୟ ରାଗି ସଂଗ୍ରହ ସମିତି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଗି ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପାଦନ କରିବା, କୃଷକମାନଙ୍କୁ ଉଚିତ ଦର ନିଶ୍ଚିତ କରିବା ଓ ସମୟୋଚିତ ଅର୍ଥପ୍ରଦାନ
2
0
17
ଆଜି ଜିଲ୍ଲାପାଳ, ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ, ପ୍ରଜନନ–ମାତୃ–ନବଜାତ–ଶିଶୁ ଓ କିଶୋର ସ୍ୱାସ୍ଥ୍ୟ (RMNCHA) ବୈଠକ ଏବଂ ସ୍ୱାସ୍ଥ୍ୟ ଓ ସମନ୍ୱିତ ଶିଶୁ ବିକାଶ ସେବା (ICDS) ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha
1
1
14
The best gift for health conscious people? A @superpower membership. 100+ lab tests, and more, for only $199. + 24/7 medical team + Upload past lab tests + Personalized protocol + Health autopilot offering + Hormones, GLP-1s and peptides + Gut testing, toxin testing and more
superpower.com
This year, skip the sweaters and scented candles. Give your loved ones the greatest gift of all: better health, and more time with you.
1
3
39
ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ଉପକାରାଗାରରେ ଆଜି ମାନବିକ ଅଧିକାର ଦିବସ ଅବସରରେ ଉପକାରାଗାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ, ଗଞ୍ଜାମ ଯୋଗ ଦେଇ ଅନ୍ତେବାସୀମାନଙ୍କ ସୁରକ୍ଷା, ମୌଳିକ ସୁବିଧା, ସୁଧାରମୂଖୀ କାର୍ଯ୍ୟକ୍ରମ, ପୁନର୍ବାସନ ସୁଯୋଗ ଓ ଧନ୍ଦାମୂଳକ ତାଲିମ ଦେବାକୁ ପରାମର୍ଶ
1
1
28
ଜିଲ୍ଲାପାଳ ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଆଜି ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠ��ରେ ପ୍ରକଳ୍ପର କାର୍ଯ୍ୟ ଧାର୍ଯ୍ୟସମୟ ମଧ୍ୟରେ ସମାପ୍ତ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। @CMO_Odisha
@IPR_Odisha
@PRDeptOdisha
4
2
28
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି କୃଷକ ପଞ୍ଚିକରଣ ପ୍ରଣାଳୀ ଉପରେ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଧାନ କିଣା ସମୟରେ କୃଷକଙ୍କୁ ସମସ୍ତ ସୁବିଧା ପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha
@IPR_Odisha
@krushibibhag
1
3
36
🏦 Chamber of Commerce called out for abandoning conservatives, going woke Whether it’s supporting liberal Democrat candidates or woke policies like DEI and racial quotas, the Chamber has put left-wing politics over their original purpose, according to a top consumer group.
2
47
141
ଦୀର୍ଘ ଦଶନ୍ଧି ଧରି ବିଦ୍ୟୁତ ଆଲୋକରୁ ବଞ୍ଚିତ ଥିବା ଗଞ୍ଜାମର ଆଦିବାସୀ ଅଧ୍ୟୁଷିତ ସୁବର୍ଣ୍ଣପୁର ଗାଁ'ର ଏବେ ବଦଳିଛି ଚିତ୍ର । ଲୋକଙ୍କ ସରକାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ ସୁବର୍ଣ୍ଣପୁରକୁ ମିଳିଛି ନୂଆ ଆଶା । ମାତ୍ର ୧୦ ଦିନରେ ସୁବର୍ଣ୍ଣପୁର ଗାଁରେ ଜଳିଛି ବିଜୁଳି ଆଲୋକ । ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଘର ଓ ପ୍ରତ୍ୟେକ ବ୍ୟକ୍ତିଙ୍କ
12
14
101
ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି 'ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର' ଆୟୋଜିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳ,ଗଞ୍ଜାମ, ଆରକ୍ଷୀ ଅଧିକ୍ଷକଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ। @CMO_Odisha
@IPR_Odisha
6
1
37
ଆସନ୍ତା ତା: ୦୮.୧୨.୨୦୨୫ ରିଖ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ। @CMO_Odisha
@IPR_Odisha
1
6
38
ଆଜି ବ୍ରହ୍ମପୁରରେ ଜିଲ୍ଲା ସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କ ଏକଦିନିଆ ସମ୍ମିଳନୀ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆସନ୍ତା ମାଟ୍ରିକ ପରୀକ୍ଷାରେ A-1 ଗ୍ରେଡ୍ ସଂଖ୍ୟା ବୃଦ୍ଧି କରିବା ସହିତ ଫେଲ୍-ଶୂନ୍ୟ ଫଳାଫଳ ସୁନିଶ୍ଚିତ କରିବା ପାଇଁ
1
3
40
The deadline’s close, finish quests and increase your chances now
1
2
14
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜଙ୍ଗଲ ଅଧିକାର ଆଇନ–୨୦୦୬ ଅନୁଯାୟୀ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦାବିପତ୍ରଗୁଡ଼ିକୁ ଅନୁମୋଦନ କରାଯାଇଥିଲା। ବାକିରହିଥିବା ସମସ୍ତ ଦାବିପତ୍ରକୁ ଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ
0
2
15
ଜିଲ୍ଲାପାଳ, ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ସହରାଞ୍ଚଳ ଶିକ୍ଷା କାର୍ଯ୍ୟକ୍ରମ (ANWESHA) ପାଇଁ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ANWESHA ଛାତ୍ରାବାସର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ସାମଗ୍ରିକ ଉନ୍ନତି ପ୍ରତି ବିଶେଷ
1
4
44
ଜିଲ୍ଲାପାଳ ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ଜିଲ୍ଲା ସ୍ତରୀୟ ନିର୍ଦ୍ଦେଶନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସହରୀୟ ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ପ୍ରମୁଖ ଯୋଜନାମାନଙ୍କର ସମୀକ୍ଷା କରାଯାଇଥିଲା। ଚାଲୁଥିବା କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ଭିତରେ ସମ୍ପାଦନ କରିବାକୁ ପରାମର୍ଶ ଦିଆଗଲା।
3
0
34
ଜିଲ୍ଲାପାଳ, ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଆଜି ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍ର ଆଭ୍ୟନ୍ତରୀଣ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂସ୍ଥାର ଶିକ୍ଷାମାନ ସୁଦୃଢ଼ କରିବା, ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନ ଓ କୌଶଳ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଗଲା। @CMO_Odisha
0
1
33
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ରବି ଋତୁ ୨୦୨୫–୨୬ ବର୍ଷ ପାଇଁ କୃଷି କୌଶଳ ବୈଠକ ଏବଂ ଜଳବାୟୁ ସହନଶୀଳ କୃଷି ପାଇଁ ‘ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ’ (OIIPCRA) ସମ୍ବନ୍ଧୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha
@IPR_Odisha
@krushibibhag
2
1
26
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ସୁଶାସନ ସମ୍ବନ୍ଧୀୟ ଏକ ମଣ୍ଡଳୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ବିଭାଗଭିତ୍ତିକ ପ୍ରଗତି ଏବଂ ଜନସେବାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ କାର୍ଯ୍ୟପଦ୍ଧତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।
3
2
35
ଜିଲ୍ଲାପାଳ ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଆଜି ଖରିଫ ବର୍ଷ ୨୦୨୫-୨୬ ପାଇଁ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ସହ ଶିଶୁ ବିକାଶ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha
@IPR_Odisha
@krushibibhag
0
4
35
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ–୨୦୨୫ ଅବସରରେ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର (ଗଞ୍ଜାମ) ରେ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଜିଲ୍ଲାପାଳ ଗଞ୍ଜାମଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। @CMO_Odisha
@IPR_Odisha
@state_scpd
1
2
23
ଜିଲ୍ଲାପାଳ ଗଞ୍ଜାମ ଆଜି ଗଞ୍ଜାମ ବ୍ଲକ ଅନ୍ତର୍ଗତ ଥିବା ଚିଲିକା ହ୍ରଦ କୂଳରେ ସ୍ଥିତ ଗୌରଙ୍ଗ ପାଟଣା, ଅଳେଶ୍ୱର ମନ୍ଦିର ଏବଂ ସମୀପବର୍ତ୍ତୀ ବେଳାଭୂମି ପରିଦର୍ଶନ କରି ପର୍ଯ୍ୟଟନ ଉନ୍ନୟନ ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ। ପରେ ରାମଗଡର ଅର୍କିଡ୍ ଫ୍ଲୋରିକଳ୍ଚର ଉଦ୍ୟାନକୁ ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ସହିତ
4
2
48