
District Magistrate Subarnapur
@DM_Subarnapur
Followers
13K
Following
544
Media
887
Statuses
2K
Subarnapur, Odisha
Joined June 2017
ଆସନ୍ତା ତା.୧୩.୧୦.୨୦୨୫ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ଶଙ୍କରା ଗ୍ରାମ ପଞ୍ଚାୟତ ଅଫିସ ଠାରେ ଅନୁଷ୍ଠିତ ହେବ । @CMO_Odisha @IPR_Odisha
1
1
9
ଦିଶା ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚିତ ହୋଇ ଜିଲ୍ଲାର ବିଭିନ୍ନ ବିଭାଗର ବିକାଶ ଓ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ର ଅଗ୍ରଗତି ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚାନା କରାଯାଇଥିଲା।
0
0
1
ଏହି ଦିଶା ବୈଠକରେ ମାନ୍ୟବର ବିଧାୟକ, ବୀରମହାରାଜପୁର ଶ୍ରୀଯୁକ୍ତ ରଘୁନାଥ ଜଗଦଳା, ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ,ସମେତ ଜିଲ୍ଲାର ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।
1
0
1
ହୃତପିଣ୍ଡ ଓ ତା କାର୍ଯ୍ୟ, କିପରି ହୃତପିଣ୍ଡ ଯତ୍ନନେବା, ହୃତପିଣ୍ଡର ସୁସ୍ଥତା ପାଇଁ ଆବଶ୍ୟକୀୟ ଦିନଚର୍ଯ୍ୟା ଉପରେ ସମସ୍ତଙ୍କୁ ଅବଗତ କରିଥିଲେ।
0
0
1
କିନ୍ତୁ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ଵ ହୃତପିଣ୍ଡ ଦିବସ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ ଦ୍ବାରା ପାଳିତ ହୋଇଛି।ଏହି ବିଶ୍ଵ ହୃତପିଣ୍ଡ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ୍ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି
1
0
1
ଏହି ଉତ୍ସବରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସୋନପୁର ସହରର ଜନସାଧାରଣଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।
0
0
3
ତା.୦୭.୧୦.୨୦୨୫ ରିଖ,ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼.ନୃପରାଜ ସାହୁ, ଅlନ୍ତର୍ଜାତୀୟ ଜରାଦିବସ ଉପଲକ୍ଷେ ମହିମା ଆନନ୍ଦ ଜରାନିବାସ, ସୋନପୁର ରେ ବରିଷ୍ଠ ନାଗରିକଙ୍କ ଗହଣରେ କିଛି ଉଲ୍ଲସିତ ମୁହୂର୍ତ୍ତ । @CMO_Odisha @IPR_Odisha @SSEPD2
1
0
6
ତା.୦୬.୧୦.୨୦୨୫ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। @CMO_Odisha @IPR_Odisha
0
0
5
ୱାଟର ପ୍ୟୁରିଫାୟାର ,ସ୍କୁଲ ବ୍ୟାଗ ଇତ୍ୟାଦି ସ୍କୁଲ କୁ ଅର୍ପଣ କରିଥିଲେ l ଉକ୍ତ ଅବସର ରେ ଓଡିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଶ୍ରୀ ଚିତ୍ତରଞ୍ଜନ ଦାଶ,SBI ର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ମଧୁସୂଦନ ରଥ ଉପସ୍ଥିତ ଥିଲେ । ଜିଲ୍ଲାପାଳ SBI ର ମହନୀୟ କାମ ପାଇଁ ଖୁସି ବ୍ୟକ୍ତ କରିଥିଲେ ।
0
0
3
ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼.ନୃପରାଜ ସାହୁ ଙ୍କର ନିର୍ଦ୍ଦେଶ କ୍ରମେ ବିଡ଼ିଓ ବିନିକାଙ୍କ ତୁରନ୍ତ ପଦକ୍ଷେପ ପରେ ଅନ୍ତ୍ୟୋଦୟ ଗୃହ ନିର୍ମାଣ କାର୍ଯ୍ୟାଦେଶ ପାଇ ପ୍ରଶାସନକୁ କୃତଜ୍ଞତା ଜଣେଇଛନ୍ତି ଦିବ୍ୟାଙ୍ଗ ସୁଧୀର ଦୀପ । @CMO_Odisha @IPR_Odisha @PRDeptOdisha
1
1
31
ସାଧାରଣ ସଭାରେ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତି ସଂଗୀତା କୁମାରୀ ସିଂହ ଦେଓ ସମବେତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ।
0
0
2
ସୋନପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ତାମସି ତାମସ୍ମିତା ନାୟକ ଓ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶ୍ରୀ ବେଣୁଧର ଦାଶ ଉପସ୍ଥିତ ଥିଲେ ।
1
0
2
ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ମାନ୍ୟବର ସାଂସଦ, ବଲାଙ୍ଗିର, ଶ୍ରୀମତି ସଙ୍ଗୀତା କୁମାରୀ ସିଂହ ଦେଓ, ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ,ସୁବର୍ଣ୍ଣପୁର, ଶ୍ରୀ ନାରାୟଣ ନାଏକ,
1
0
0
ଆସନ୍ତା ତା.୦୬.୧୦.୨୦୨୫ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି ର ସଭାଗୃହ ଠାରେ ଅନୁଷ୍ଠିତ ହେବ । @CMO_Odisha @IPR_Odisha
1
2
31
ତା.୨୭.୯.୨୦୨୫ ରିଖ,ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼.ନୃପରାଜ ସାହୁ, ସୋନପୁର ଦିବ୍ୟାଙ୍ଗ (ଦୃଷ୍ଟିବାଧିତ )ଝିଅ ସ୍ମୃତିରେଖା ଭୋଇ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଅବସରରେ ତାଙ୍କ ଘରକୁ ଯାଇ ସ୍ୱାଗତ ଏବଂ କୃତଜ୍ଞତା ଜଣେଇଛନ୍ତି l @CMO_Odisha @IPR_Odisha @SSEPD2
0
3
25
ଯୋଜନାର ଅଗ୍ରଗତି ଉପରେ ଜିଲ୍ଲା ସ୍ତରୀୟ କମିଟିର ପର୍ଯ୍ୟାଲୋଚନା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା
0
0
1
ତା.୨୨.୯.୨୦୨୫ରିଖ,ଚରଡ଼ା,ବିନିକା,ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ସୁଦାମ ଦୀପଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତ,୩୫୦୦ଟଙ୍କା ଭତ୍ତା ପାଉଛନ୍ତି,ଚାଉଳ ପାଉଛନ୍ତି,ଘର ନ ଥିଲା lଅନ୍ତ୍ୟୋଦୟ ଗୃହ ଯୋଜନାରେ ତତ୍କାଳ ଗୃହ ବନ୍ଦୋବସ୍ତ ପାଇଁ ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼.ନୃପରାଜ ସାହୁ ବ୍ୟବସ୍ଥା କଲେ l @CMO_Odisha @IPR_Odisha @PRDeptOdisha
0
1
18
ତା.୨୨.୦୯.୨୦୨୫ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଉଲୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଯଉଁରାଭଉଁରା ଗ୍ରାମ ପଞ୍ଚାୟତ ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଛି । @CMO_Odisha @IPR_Odisha
1
1
11
ତା.୨୨.୯.୨୦୨୫ ରିଖ , ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ , ଆଗାମୀ କଳାସୀ ଯାତ୍ରା ସମ୍ପର୍କରେ ଚରଡ଼ା ଗାଁ ସହିତ ଅନ୍ୟ ଦଶ ଖଣ୍ଡ ଗାଁ ବାସୀଙ୍କ ସହ ଆଲୋଚନା କରୁଛନ୍ତି । @CMO_Odisha @IPR_Odisha @Culturedeptt
0
1
7
ତା.୨୨.୯.୨୦୨୫ ରିଖ , ଜିଲ୍ଲାପାଳ,ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁ ,ଉଲୁଣ୍ଡା ବ୍ଲକ ଯଉଁରାବଉଁରା ଗ୍ରାମ ପଂଚାୟତର ଜନଶୁଣାଣୀ ଶିବିରରେ wheel chair ବିତରଣ କରୁଛନ୍ତି l @CMO_Odisha @IPR_Odisha @SSEPD2
1
1
15