CMC,Cuttack
@CMCCuttack
Followers
115K
Following
2K
Media
5K
Statuses
11K
Official account of (CMC), Government of Odisha. 24*7 CMC call centre : 1800-34567-28 / 89473-59742 File complains online : https://t.co/bzhGYRXEFB
Cuttack, India
Joined July 2016
ଏବେ କଟକ ସହରର ଅନ୍ୟତମ ଆକର୍ଷଣ 'ମଧୁକୁଞ୍ଜ ପାର୍କ' @CMO_Odisha
@IPR_Odisha
@DC_Odisha
@HUDDeptOdisha
@MoHUA_India
#CuttackMunicipalCorporation #Cuttack #CMC
1
2
11
ସଜେଇ ହେଉଛି କଟକ କଟକ ମହାନଗର ନିଗମର ୧୬ ନମ୍ବର ୱାର୍ଡର ମଧୁକୁଞ୍ଜ ପାର୍କର ନବୀକରଣ କରାଯାଇଛି। ଏହି ମଡେଲ ପାର୍କକୁ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ସିଏମସି କମିଶନର କିରନଦୀପ୍ କୌର ସହୋତାଙ୍କ ସହ ସ୍ଥାନୀୟ କର୍ପୋରେଟର ଏବଂ ସିଏମସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
0
0
7
Executive Committee Meeting of #SwasthyaBikashSamiti held at #SCBMedical Campus, Cuttack. RDC, Smt. Guha Poonam Tapas Kumar and #CMCCommissioner Ms. Kirandeep Kaur Sahota were present. The meeting focused on strengthening #Healthcare services and institutional development.
0
0
6
Ahead of the Christmas celebrations, a preparatory meeting was convened to plan and review sanitation measures in Cuttack. The meeting was attended by the Deputy Commissioner (Sanitation) and officials of the Cuttack Municipal Corporation. @cmo_odisha
@ipr_odisha
@dc_odisha
1
1
6
ସିଏମସି ପକ୍ଷରୁ ଜୋନସ୍ତରୀୟ ସ୍ୱଚ୍ଛସାଥୀ କର୍ମଶାଳ�� @cmo_odisha
@ipr_odisha
@dc_odisha
@HUDDeptOdisha
#CuttackMunicipalCorporation #Cuttack #CMC
1
2
4
ଏହି କର୍ମଶାଳାରେ ସିଏମସିର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। @cmo_odisha
@ipr_odisha
@dc_odisha
@hudd_odisha
@swachabhart
@mohua__india
#CuttackMunicipalCorporation #Cuttack #CMC #swachhasathi
0
0
3
ICYMI: We’re sharing the blueprints we used at Box for enterprise AI transformation in our new Executing As An AI-First series. 6 takeaways from this week’s installment: Start permissive. Consolidate ruthlessly. Transform workflows. Make it continuous.
2
7
13
ଆଜି କଟକ ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଟାଉନହଲଠାରେ ଏକ ଜୋନସ୍ତରୀୟ ସ୍ୱଚ୍ଛସାଥୀ କର୍ମଶାଳା ଆୟୋଜିତ ହୋଇଛି। ଏଥିରେ ସିଏମସି ଜୋନ-୧ର ୪୦ରୁ ଊର୍ଦ୍ଧ୍ବ ସ୍ୱଚ୍ଛସାଥୀ ଅଂଶଗ୍ରହଣ କରିଥିଲେ। କଟକ ସହରର ସ୍ୱଚ୍ଛତାକୁ ଆଉ ପାଦେ ଆଗକୁ ନେବାଲାଗି ବିଭିନ୍ନ ବିଷୟ ଉପରେ ଏଥିରେ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।
2
1
4
ସଜେଇ ହେଉଛି ଆମ କଟକ ସହରର ପ୍ରତିଟି ସ୍ଥାନରେ ରହିଛି ଆମ ଅତୀତର କଥା ଓ କାହାଣୀ। ଶୀତଦିନେ ସଜେଇ ହେଉଛି ଆମ କଟକ ସହର। ବିଭିନ୍ନ ଖାଲି ସ୍ଥାନକୁ କଟକ ମହାନଗର ନିଗମ ପକ୍ଷରୁ ସୁନ୍ଦର୍ ଭାବେ ସଜାଯାଉଛି। ଏହା ସହର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି। ଆସନ୍ତୁ, ଆମେମାନେ ମଧ୍ୟ ଜଣେ ଜଣେ ଦାୟିତ୍ୱବାନ ନାଗରିକ ହେବା, ଆମ କଟକକୁ ସ୍ୱଚ୍ଛ ରଖିବା।
3
1
13
Encouraging response from citizens!! To strengthen civic revenue, Cuttack Municipal Corporation organised a Holding Tax Collection Camp yesterday at Mahanadi Vihar, Ward No. 47. The camp witnessed an encouraging response, with around ₹97 lakh collected.
2
0
9
କଟକ ମହାନଗର ନିଗମର ୩୭ତମ କାଉନସିଲ ବୈଠକ ଆଜି ବିଜୁ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସିଏମସି ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବିଭିନ୍ନ ୱାର୍ଡର କର୍ପୋରେଟରମାନେ ଯୋଗ ଦେଇଥିଲେ। ସିଏମସି କମିଶନର କିରନଦୀପ୍ କୌର ସହୋତାଙ୍କ ସହିତ ନିଗମର ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।
0
0
5
The CMC assured prompt action and timely resolution of all grievances. Senior officials of the Corporation were present to address public issues. #PeopleConnect #CivicEngagement
0
0
2
Monday public grievance hearing was organized by the Cuttack Municipal Corporation at Bikas Bhavan, where citizens from various wards presented their concerns. #CMC #CuttackMunicipalCorporation #Cuttack #JanaSunani #PublicGrievance #CitizenFirst #UrbanGovernance #PublicService
1
0
4
ସ୍କୁଲ ଛାତ୍ରଛାତ୍ରୀ ଦେଖିଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ #OdishaMasters2025
#BadmintonSuper100 #CMC #Cuttack
0
0
4
ସ୍ୱଚ୍ଛ କଟକ-ସୁସ୍ଥ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା 'ଓଡ଼ିଶା ମାଷ୍ଟର୍ସ ୨୦୨୫-BWF ସୁପର ୧୦୦ ଟୁର୍ଣ୍ଣାମେଣ୍ଟ'ରେ ପାରିପାର୍ଶ୍ବିକ ସୁରକ୍ଷାକୁ ଦିଆଯାଇଛି ପ୍ରାଧାନ୍ୟ। କଟକ ମହାନଗର ନିଗମ ପକ୍ଷରୁ ଇଣ୍ଡୋର ଷ୍ଟାଡିୟମ ପରିସରକୁ ମଶା, ମାଛି ତଥା ଅନ୍ୟ କୀଟ ଦାଉରୁ ରକ୍ଷା କରିବାଲାଗି ଫଗିଂ କରାଯାଉଛି।
2
0
6
As a coach, you can only take someone as deep as you’ve been yourself. Nobody embodies that truth like @steven_cristien, Sharp’s Head of Coaching. Join us tomorrow on @ShawnRyanShow as he shares his powerful story, from a childhood marked by tragedy, to serving as a Navy Recon
3
4
11
1
1
8
ମହାନଗର ନିଗମର ସଫେଇ କର୍ମଚାରୀମାନେ ଦିନକୁ ଦୁଇଥର ଇଣ୍ଡୋର ଷ୍ଟାଡିୟମ ପରିସରକୁ ସଫା କରିବା ସହ, କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଥିବା ଡଷ୍ଟବିନର ତଦାରଖ କରୁଛନ୍ତି। #CleanCuttack #GreenCuttack
0
0
1
ସ୍ୱଚ୍ଛ କଟକ, ସୁସ୍ଥ କଟକ-ଏହାକୁ ସର୍ବଦା ପ୍ରାଥମିକତା ଦେଉଛି କଟକ ମହାନଗର ନିଗମ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା 'ଓଡ଼ିଶା ମାଷ୍ଟର୍ସ ୨୦୨୫-BWF ସୁପର ୧୦୦ ଟୁର୍ଣ୍ଣାମେଣ୍ଟ'ରେ ସିଏମସି ପକ୍ଷରୁ ନିୟମିତ ସଫେଇ କାର୍ଯ୍ୟକ୍ରମ କରାଯାଉଛି। #OdishaMasters2025 #BadmintonSuper100
#CMC #CleanCuttack
1
0
5
ପ୍ରତିଦିନ ମହାନଗର ନିଗମର ତତ୍ୱାବଧାନରେ ସହରର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀମାନେ କିଭଳି ଟୁର୍ଣ୍ଣାମେଣ୍ଟ ଦେଖିପାରିବେ ସେଥିଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଛାତ୍ରଛାତ୍ରୀମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଦେଖୁଛନ୍ତି।
0
0
1
Progress is not linear, and neither is the journey from prop eval to live trading. The shift from a controlled evaluation to real-risk trading requires more than technical skill. It demands a stronger mindset, tighter risk management, and ongoing self-assessment. This handy
3
18
40
କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା 'ଓଡ଼ିଶା ମାଷ୍ଟର୍ସ ୨୦୨୫ -BWF ସୁପର ୧୦୦ ଟୁର୍ଣ୍ଣାମେଣ୍ଟ'କୁ ସଫଳ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। #OdishaMasters2025
#badmintonsuper100 #CMC #cuttack
1
0
5