CMO Odisha Profile Banner
CMO Odisha Profile
CMO Odisha

@CMO_Odisha

Followers
1,600,700
Following
42
Media
8,613
Statuses
15,465

Office of the Chief Minister, Odisha

Bhubaneswar, Odisha
Joined January 2016
Don't wanna be here? Send us removal request.
Explore trending content on Musk Viewer
Pinned Tweet
@CMO_Odisha
CMO Odisha
2 days
ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ମୋହନ ଚରଣ ମାଝୀଙ୍କୁ ( @MohanMOdisha ) ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା
Tweet media one
95
88
2K
@CMO_Odisha
CMO Odisha
2 hours
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha କୁଏତର ଭୟାବହ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଦୁଇ ଓଡ଼ିଆ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ସହ ଅମର ଆତ୍ମାର ସଦଗତି ନିମନ୍ତେ ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
18
7
286
@CMO_Odisha
CMO Odisha
19 hours
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରମୁଖ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 , ଶ୍ରୀମତୀ @Pravatipridabjp @SecyChief ଶ୍ରୀ ପି.କେ. ଜେନା ଏବଂ @DC_Odisha ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ।
Tweet media one
94
58
860
@CMO_Odisha
CMO Odisha
19 hours
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବା ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରତିବନ୍ଧକ ଦୂର ହୋଇଛି। #PeoplesCM
Tweet media one
39
19
331
CMO Odisha Retweeted
@MohanMOdisha
Mohan Charan Majhi
1 day
କୁଏତରେ ଭୟାବହ ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ପ୍ରାଣ ହାନି ଘଟିଛି। ଏଥିରେ ୨ଓଡ଼ିଆ ପୁଅ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି
130
95
2K
@CMO_Odisha
CMO Odisha
1 day
ମାନ୍ୟବର ରାଜ୍ୟପାଳ ଶ୍ରୀ @dasraghubar , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଉପସ୍ଥିତିରେ ୧୭ ତମ ଓଡ଼ିଶା ବିଧାନସଭାର ସଦସ୍ୟ ଶ୍ରୀ @rajaaswain ଙ୍କୁ ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥପାଠ କରାଇଛନ୍ତି।
Tweet media one
Tweet media two
Tweet media three
Tweet media four
20
30
623
@CMO_Odisha
CMO Odisha
1 day
ରଜପର୍ବ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ଉତ୍ସବ। ଆଜି ପହଲି ରଜରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ରାଜ୍ୟରେ ଓ ରାଜ୍ଯ ବାହାରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି। #RajaParba
Tweet media one
21
19
409
@CMO_Odisha
CMO Odisha
1 day
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 , ଶ୍ରୀମତୀ @Pravatipridabjp ଓ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ଓଡ଼ିଆ ଅସ୍ମିତାର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। #PeoplesCM
Tweet media one
16
23
346
@CMO_Odisha
CMO Odisha
2 days
ଭକ୍ତମାନେ ଯେପରି ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥଙ୍କୁ ବିନା କୌଣସି ବାଧାବିଘ୍ନରେ ଦର୍ଶନ କରିପାରିବେ, ସେଥିପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। #PeoplesCM
Tweet media one
81
61
1K
CMO Odisha Retweeted
@MohanMOdisha
Mohan Charan Majhi
3 days
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ମାର୍ଗଦର୍ଶନରେ ‘ବିକଶିତ ଓଡ଼ିଶା’ ଗଠନ ହେବ। ସାଢେ ୪ କୋଟି ଓଡ଼ିଆଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ। ଓଡ଼ିଆ ଅସ୍ମିତା ଓ ସଂସ୍କୃତିକୁ ଆଗେଇ ନେବା ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।
344
529
4K
CMO Odisha Retweeted
@MohanMOdisha
Mohan Charan Majhi
3 days
ବିକଶିତ ଓଡ଼ିଶା ଆମ ସଂକଳ୍ପ । ଆଜି ଆମ ମନ୍ତ୍ରୀ ମଣ୍ଡଳର ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ କାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବା ସହ ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି ।
Tweet media one
Tweet media two
Tweet media three
Tweet media four
157
226
3K
CMO Odisha Retweeted
@MohanMOdisha
Mohan Charan Majhi
3 days
ଧନ୍ୟବାଦ ଓଡ଼ିଶା
Tweet media one
Tweet media two
Tweet media three
Tweet media four
222
323
4K
CMO Odisha Retweeted
@MohanMOdisha
Mohan Charan Majhi
2 days
ବହୁ ଅପେକ୍ଷାର ଅନ୍ତ ଘଟିଲା, ଖୋଲିଲା ଚାରି ଦ୍ଵାର ଜୟ ଶ୍ରୀଜଗନ୍ନାଥ🙏
Tweet media one
Tweet media two
Tweet media three
Tweet media four
409
568
8K
CMO Odisha Retweeted
@MohanMOdisha
Mohan Charan Majhi
2 days
ଆଜି ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି । ସାଢେ ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା କୌଣସି ବାଧାବିଘ୍ନରେ ଭକ୍ତମାନେ ଦର୍ଶନ କରୁଛନ୍ତି । ମୁଁ ମନ୍ତ୍ରୀ ପରିଷଦର ସାଥିମାନଙ୍କ ସହିତ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରାଜ୍ୟ ବାସୀଙ୍କ ��ଙ୍ଗଳ କାମନା କଲି ।
Tweet media one
Tweet media two
Tweet media three
Tweet media four
147
185
2K
CMO Odisha Retweeted
@MohanMOdisha
Mohan Charan Majhi
2 days
ଆଜି ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1 , ଶ୍ରୀମତୀ @Pravatipridabjp ଏବଂ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟ ମାନଙ୍କ ସହ ସୁଆଣ୍ଡୋରେ ଓଡ଼ିଆ ଜାତିର ମଉଡ଼ମଣି ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲି ।
Tweet media one
Tweet media two
Tweet media three
Tweet media four
113
136
2K
CMO Odisha Retweeted
@MohanMOdisha
Mohan Charan Majhi
2 days
ଓଡ଼ିଆ ଅସ୍ମିତାର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ବିତେଇଥିବା କିଛି ସମୟ....
106
176
3K