BishnuMohanPat2 Profile Banner
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra . Profile
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .

@BishnuMohanPat2

Followers
9K
Following
40K
Media
23K
Statuses
75K

ଜୀବନଯୁଦ୍ଧ ଲଢ଼ି ଜାଣେ !ଜିତି ଜିତାଇବାର କୌଶଳ ବି.. ଲେଖା✍️ପଢ଼ାରେ ଆନନ୍ଦ ପାଏ !

Bhubaneshwar, India
Joined March 2018
Don't wanna be here? Send us removal request.
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
5 years
🚩#ସୁପ୍ରଭାତ🙏 ଏଠି,-- ବଦଳି ଯାଆନ୍ତି ଭୁଲିବି ଯାଆନ୍ତି ଛାଡି ଚାଲି ଯାଆନ୍ତି ଏ ମଣିଷ ଆଉ ଆପଣା ଜନେ ପ୍ରଭୁ ତୁମେତ ଭୁଲନା ଛାଡିଦେଇ--ଯାଅନା ଏକାକରି ମତେ ଏଇ ଭୁବନେ? 🙏ଜୟ ଜଗନ୍ନାଥ🙏 #ଅକୀଞ୍ଚନ_କରେ_ନିବେଦନ🌸
32
25
270
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
1 day
💙 ସେଦିନ ଦେଖିଲି ନିଶୂତି ରାତିରେ ଜହ୍ନର ମଳିନ ମୁହଁକୁ ତାରାମାନେ ଧରା ନ ଦିଅନ୍ତି ପରା କିଏବା କହିବ କାହାକୁ? ଭୂଇଁରେ ମୁଁ ଥାଇ ଆକାଶେ ଅନାଇ ମାପୁଥିଲି ପ୍ରୀତିପଥକୁ ମିଳନ ଆକୁଳେ ବିରହ ବ୍ୟାକୁଳେ ଖୋଜୁଥିଲି ପ୍ରାଣପ୍ରିୟାକୁ ! 💌 #ମୋ_କବିତା✍️ ପ୍ରୀତିର ଅମୃତବୀଣା ବାଜେ ସିନା ଶୁଭେନା କାହାକୁ..🩶🩶
2
0
10
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
2 days
ଜୀବନ ଧାରଣ ଓ ବର୍ଦ୍ଧନ ଭିତରେ, ଦୁଃଖ,ସମସ୍ୟା,ରୋଗ ଈତ୍ୟାଦି ଆସେ ! ଦୁଖଃ ନଥିଲେ ସୁଖର ଅନୁଭବ ନ ଥାଏ ! #ଈଷ୍ଟ ଙ୍କ ସହିତ ନିରନ୍ତର ଯୁକ୍ତ ରହିଲେ-- ଆପଦ-ବିପଦକୁ ଏଡ଼ାଇ ଯିବାର ଉପାୟ ମିଳେ !! ଯୁକ୍ତ ରହିଲେ ଶକ୍ତ ହେବ 👍 #ଶୂନ୍ୟବାଣୀ🚩
0
1
3

ଚାହିଁଥିଲି ଭେଟିବାକୁ ତତେ ତୋ'ର ଗ୍ରନ୍ଥିମୋଚନ ପାଇଁ କିନ୍ତୁ.....କଲୁ ତୁ ନାଇଁ ନାଇଁ ! ଚାହିଁଥିଲି, ସବୁ ସୁଖ----- ତୋ'ପାଦତଳେ ଢାଳି ଦବାପାଇଁ ତୁ କିନ୍ତୁ ଧରା ଦେଲୁ ନାଇଁ..!!'' #ମୋ_କବିତା✍️ ତା'ରି ପାଇଁ, ଯିଏ କବିତା ଶୁଣାଏ,ଆକାଶକୁ ଚାହିଁ...,,
0
1
7
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
2 days
ଜୀବନ ଧାରଣ ଓ ବର୍ଦ୍ଧନ ଭିତରେ, ଦୁଃଖ,ସମସ୍ୟା,ରୋଗ ଈତ୍ୟାଦି ଆସେ ! ଦୁଖଃ ନଥିଲେ ସୁଖର ଅନୁଭବ ନ ଥାଏ ! #ଈଷ୍ଟ ଙ୍କ ସହିତ ନିରନ୍ତର ଯୁକ୍ତ ରହିଲେ-- ଆପଦ-ବିପଦକୁ ଏଡ଼ାଇ ଯିବାର ଉପାୟ ମିଳେ !! ଯୁକ୍ତ ରହିଲେ ଶକ୍ତ ହେବ 👍 #ଶୂନ୍ୟବାଣୀ🚩
0
1
3
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
2 days
✍️ ଗୋଟିଏ କୁ ପାଇଲେ ସବୁଗୁଡିକ ହିଁ ପାଇବ ! ଏକାବେଳକେ ଦଶଟା ଚାହିଁଲେ କି ହୁଏ..?? #ଶୂନ୍ୟବାଣୀ🚩 ଜୀବନଟା ତ ସାଧନାରେ ଭରା ! ସାଧନାରେ ସିଦ୍ଧି ପାଇଁ କପଟତା ତ୍ୟାଗ କରିବାକୁ ହୁଏ !
0
0
0
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
3 days
'ମଣିଷ'ର ଇଚ୍ଛାରେ ' ସୃଷ୍ଟି '-ଚଳେନା ! 'ସ୍ରଷ୍ଟା' ଙ୍କ ଇଚ୍ଛାରେ ହିଁ ଏମିତି ହୁଏ ! ସୁନ୍ଦର ଏ #ପ୍ରକୃତି🍀ସ୍ୱତଃ ଯିଏ ପ୍ରକୃତ ହେଇଉଠେ #ପ୍ରକୃତି ତାକୁ ମା' ପରି କୋଳେଇ ନିଏ ! ଯେତେବେଳେ #ପ୍ରକୃତି ବିକୃତିର ଚୋଟ ଖାଏ, ସେତେବେଳେ ସିଏ,ତା'ର ବିକଟାଳ ରୂପ ପ୍ରକାଶେ ଯେଉଁଥିରେ କି ଜୀବସତ୍ତା ତିଷ୍ଠିବା କଷ୍ଟକର ! #ଶୂନ୍ୟବାଣୀ🚩

#ସୁପ୍ରଭାତ🚩 ନିଆଁ🔥 ପୁଆଁ ଆଉ କଫି ଧୂଆଁ... ମଜା ହିଁ ମଜା 🕺🕺 #ସହରୀଗାଁ🌴
1
0
3
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
3 days
'ମଣିଷ'ର ଇଚ୍ଛାରେ ' ସୃଷ୍ଟି '-ଚଳେନା ! 'ସ୍ରଷ୍ଟା' ଙ୍କ ଇଚ୍ଛାରେ ହିଁ ଏମିତି ହୁଏ ! ସୁନ୍ଦର ଏ #ପ୍ରକୃତି🍀ସ୍ୱତଃ ଯିଏ ପ୍ରକୃତ ହେଇଉଠେ #ପ୍ରକୃତି ତାକୁ ମା' ପରି କୋଳେଇ ନିଏ ! ଯେତେବେଳେ #ପ୍ରକୃତି ବିକୃତିର ଚୋଟ ଖାଏ, ସେତେବେଳେ ସିଏ,ତା'ର ବିକଟାଳ ରୂପ ପ୍ରକାଶେ ଯେଉଁଥିରେ କି ଜୀବସତ୍ତା ତିଷ୍ଠିବା କଷ୍ଟକର ! #ଶୂନ୍ୟବାଣୀ🚩
0
1
1
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
3 days
ତୁମେ ସମସ୍ତଙ୍କୁ ଦେଖୁଚ ! ସମସ୍ତଙ୍କର ଗୁଣ-କର୍ମକୁ ଅନୁଧ୍ୟାନ କରି କେବେକେବେ ବିଚାରକ ସାଜି ଅର୍ଥହୀନ ମନ୍ତବ୍ୟ ଦେଉଛ ! କିନ୍ତୁ ମନେରଖ:-- ଜଗତ ବି ଅନୁରୂପ ଭାବେ ତୁମ ଗୁଣ-କର୍ମକୁ ଦେଖୁଚି ! ତେଣୁ, ଏମିତି କିଛି କହି-କରି ନିଜର ପ୍ରତ୍ୟକ୍ଷ ମାଙ୍ଗଳିକ-- ପରିବେଶକୁ ସ୍ଵୟଂ ସମାଧି ଦିଅନାହିଁ ! #ଶୂନ୍ୟବାଣୀ🚩 #ଜୟ_ଜଗନ୍ନାଥ
0
0
0
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
4 days
ଶାନ୍ତି ଓ ସ୍ଵସ୍ତି କୁ ଶାସ୍ତି ଦେଇ ଅନେକ ଅଶ୍ଵସ୍ତିକୁ ହିଁ ଆମନ୍ତ୍ରିତ କରିଥାନ୍ତି ! ବସ୍ତୁତଃ ଏହା ଆତ୍ମଘୋଷିତ ବିଜ୍ଞ ଓ ତଥାକଥିତ ଆତ୍ମଜ୍ଞାନୀଙ୍କ ଠାରେ ହିଁ ପରିଲକ୍ଷିତ ହୁଏ !! #ଶୂନ୍ୟବାଣୀ🚩
0
0
6
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
4 days
🙏🇮🇳🙏
@Firozakpathan
Felza Pathan
5 days
सियाचीन की ड्यूटी ठंड से नहीं, हौसले से लड़ते हैं हमारे जवान 🇮🇳🪖
0
0
2
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
4 days
5

#ସୁପ୍ରଭାତ💐 ପାଗ ଶୀତୁଆ ବହେ ସୁଲୁସୁଲିଆ ବାଆ ତା ସଙ୍ଗେ କଫି ପିଆ ଆଉ ନିଆଁ 🔥 ପୁଆଁ ..,, #ସହରୀଗାଁ🌴
1
0
9
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
5 days
ସ୍ମୃତିର ନଉକା ଭାସି ଭାସି ଯାଏ ଧୂସର ମାନସ ସରୋବରେ ! ପାଣ୍ଡୁର ଆକାଶେ ମନପକ୍ଷୀ ଘୁରେ ମନଟେ ପାଇବା ଆଶାରେ..!! #ମୋ_କବିତା✍️ ଦଳହଜା ପକ୍ଷୀ 🐦‍🔥

🔥 ସତର୍କ ସୂଚନା 🔥 ଜୋତା ଓ ହେଲମେଟକୁ ଭଲ ଭାବେ ପରଖି ପିନ୍ଧନ୍ତୁ !!
@jpsin1
🇮🇳Jitendra pratap singh🇮🇳
5 days
जब भी आप हेलमेट पहने तो एक बार हेलमेट को ठोक कर झाड़ कर ही पहने यह दक्षिण भारत का वीडियो है एक कोबरा का बच्चा हेलमेट में छुपा हुआ था और व्यक्ति के सर में काट लिया
0
0
1
@sambad_odisha
Sambad (ସମ୍ବାଦ)
5 days
#ଗାଡ଼ି_ଚାଳକଙ୍କୁ_ବଡ଼_ଆଶ୍ବସ୍ତି - ମାସେ ବଢ଼ିବ ପିୟୁସିସି ଅବଧି - ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ବଢ଼ିଲା ଅବଧି - ମାସକ ଭିତରେ ସମସ୍ତ କାଗଜପତ୍ର କାମ ସାରିବାକୁ ନିର୍ଦ୍ଦେଶ - ଅବଧି ମଧ୍ୟରେ ଆରସି, ଫିଟନେସ୍‌, ପିୟୁସିସି କରାଇ ନିଅନ୍ତୁ - ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା - ପୂର୍ବରୁ ଜାନୁଆରିରୁ ଲାଗୁ ପାଇଁ
1
4
44
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
5 days
ମୁଆଁ ଖାଇସ୍...🕺🕺
0
0
1
@BishnuMohanPat2
ଭରଦ୍ୱାଜ ଶ୍ରୀ ବିଷ୍ଣୁ ମୋହନ🚩Bishnu mohan Patra .
5 days
ପ୍ରକୃତ ପ୍ରେମ ଯେତେବେଳେ ପ୍ରକୃଷ୍ଠ ହେଇଉଠେ ସେତେବେଳେ, ମୁର୍ଦ୍ଦାର ଦେହରେ ବି ଜୀବନ ସଞ୍ଚରି ଯାଏ ! ଆଉ ଯେତେବେଳେ, ପ୍ରେମ ବିକୃତି ପଥେ ଧାଏଁ ସେତେବେଳେ,ଜିଅନ୍ତା ବି ମୁର୍ଦ୍ଦାର ପାଲଟି ଯାଏ !! #ମୋ_କବିତା✍️ ଭାବରୁ ଚେନାଏ...❤️🌳