BapiGochhayat2 Profile Banner
Bapi Gochhayat Profile
Bapi Gochhayat

@BapiGochhayat2

Followers
406
Following
8K
Media
1K
Statuses
4K

धरती माँ के प्रति कर्तव्य | ସବୁ ଅସନା ମୋର ଆପଣା | କଥା ରଖିବା - ନିଜ ଅଳିଆକୁ, ଅଳିଆ ଖାତରେ ଫିଙ୍ଗିବା | Follow 3R - Reduce, Reuse, Recycle | Protect our oceans | ♻️ 🌊🙏

Paradeep, Odisha, India
Joined September 2021
Don't wanna be here? Send us removal request.
@BapiGochhayat2
Bapi Gochhayat
3 years
Thank you very much, This is my constant effort at paradeep beach, casuarina forest and nehru bangala for a clean and a healthy environment 🙏. @narendramodi.@mannkibaat.@CMO_Odisha .@byadavbjp .@swachhbharat.@GovernorOdisha.@dmkendrapara .@CollectorJspur.@ForestDeptt.
@SwachhBharatGov
Swachh Bharat Urban
3 years
The youth are the future swachhata leaders of India! .Today, #SwachhataChampion @BapiGochhayat2 from Odisha collected 15 kgs of plastic bottles, polythene & Single Use Plastic wrappers from Paradeep beach. Let us all pledge to keep our beaches clean & garbage free!
Tweet media one
Tweet media two
Tweet media three
Tweet media four
4
3
62
@BapiGochhayat2
Bapi Gochhayat
5 days
ରାଜ୍ୟରେ ପ୍ଲାଷ୍ଟିକମନା ନିୟମ ଲାଗୁହେବାକୁ ଯାଉଛି ଦୁଃଖରକଥା ଜାତୀୟ ଉଦ୍ୟାନରେ ବେଲୁନ ଟାଙ୍ଗି ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଉଛି । ଏଥିପ୍ରତି ଦୃଷ୍ଟି ଦେବାକୁ ମାନନୀୟ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ସାର୍ ଏବଂ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ବିନମ୍ର ଭାବେ ନିବେଦନ କରୁଛି ।🙏.@ForestDeptt .@dfomangrovefdwl
Tweet media one
0
0
5
@BapiGochhayat2
Bapi Gochhayat
5 days
Till today - 320.This is my every day cleanup & awareness at Paradeep beach (Odisha) and this evening, I collected 15 kg of plastic waste, which pollutes the environment & harms to wildlife & marine ecosystems. @ForestDeptt.@Siba_TNIE.@Vijaykulange.@skilledinodisha .@manas_muduli
Tweet media one
Tweet media two
Tweet media three
Tweet media four
0
0
2
@BapiGochhayat2
Bapi Gochhayat
6 days
Today's English newspaper Orissa Post published a news about the ban on single-use plastic in various government offices in the state. @CMO_Odisha.@GovernorOdisha.@pccfodisha.@ForestDeptt .@PdpMnc_2002.@dfomangrovefdwl.@CollectorJspur.@AdyashaSatpath3
Tweet media one
0
0
2
@BapiGochhayat2
Bapi Gochhayat
6 days
Till today - 319.This is my every day cleanup & awareness at Paradeep beach (Odisha) and this evening, I collected 15 kg of plastic waste, which pollutes the environment & harms to wildlife & marine ecosystems. 🌊.@ForestDeptt.@Vijaykulange.@skilledinodisha.@DiannaSahu_TNIE
Tweet media one
Tweet media two
Tweet media three
Tweet media four
2
0
3
@BapiGochhayat2
Bapi Gochhayat
6 days
ଭାରତ ସରକାର ୧ ଜୁଲାଇ ୨୦୨୨ ରେ ପ୍ରତିବନ୍ଧକ ଲଗାଇଥିଲେ ଦୁଃଖର ବିଷୟ ଏବେବି ବଜାରରେ ତାହା ଉପଲବ୍ଧ ଓ ଉତ୍ପାଦନରେ ମଧ୍ୟ କୌଣସି କଟକଣା ନାହିଁ । ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ, ଆଜି ରାଜ୍ୟରେ ସେହି ପ୍ରସଙ୍ଗକୁ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ଆଉ ବ୍ୟବହାର କରାଯିବ ନାହିଁ ନିୟମ ଲାଗୁ ହେବାକୁ ଯାଉଛି ।.
0
0
1
@BapiGochhayat2
Bapi Gochhayat
6 days
ମୁଁ ବିନମ୍ରତା ସହିତ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ନିବେଦନ କରିବାକୁ ଚାହିଁବି ଏହା କେବଳ ଖବର ହୋଇ ଖବରରେ ନରହିଯାଇ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯାଉ । ଯାହାଦ୍ବାରା ଆମେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ରୋକିବା ସହିତ ପରିବେଶ ଉପରେ ପଡ଼ୁଥିବା ଏହାର ନକାରାତ୍ମକ ପ୍ରଭାବକୁ ଦୂରେଇ ଦେଇ ପାରିବା । 🙏.@ForestDeptt.@AdyashaSatpath3
Tweet media one
2
2
10
@BapiGochhayat2
Bapi Gochhayat
7 days
Till today school awareness - 6.ସ୍ୱଚ୍ଛତା - ଅନୁଚିନ୍ତା ! .ପ୍ଲାଷ୍ଟିକ ଅଳିଆର ବ୍ୟଥା ଆଉ ସମୁଦ୍ରର କଥା । 🌊 . ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରାପଡ଼ାରେ ଛାତ୍ରୀଙ୍କୁ ସ୍ୱଚ୍ଛତା, ପ୍ଲାଷ୍ଟିକର ଦାୟୀତ୍ୱସମ୍ପନ୍ନ ବ୍ୟବହାର ଓ ମହାସାଗର କୁ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ସଚେତନତା କଲି ।.@ForestDeptt.@AdyashaSatpath3
Tweet media one
Tweet media two
Tweet media three
Tweet media four
0
0
1
@BapiGochhayat2
Bapi Gochhayat
7 days
ବିଶ୍ଵ ଯାଏ ବ୍ୟାପ୍ତ ହେଉ,.ଏଇ ଟିକକ ବିଚାର,.ସ୍ୱଚ୍ଛତା - ସଞ୍ଚରିଯାଉ, .ହୋଇ ଆପଣାର ଆଚାର !! 🙏.@SatpathyLive.@AdyashaSatpath3
0
0
3
@BapiGochhayat2
Bapi Gochhayat
8 days
କେନ୍ଦ୍ରାପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଓ ପ୍ଲାଷ୍ଟିକର ଦାୟିତ୍ବସମ୍ପନ୍ନ ବ୍ୟବହାର କରି ପରିବେଶ କୁ ସୁରକ୍ଷା ଦେବା ପାଇଁ ଛାତ୍ରୀଙ୍କୁ ସଚେତନତା କରିବା ନିମନ୍ତେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦରଖାସ୍ତ । 🙏.#saveenvironment .#BeatPlasticPollution .#LifestyleForEnvironment
Tweet media one
Tweet media two
1
1
12
@BapiGochhayat2
Bapi Gochhayat
8 days
Till today School Awareness - 5.ପ୍ଲାଷ୍ଟିକ୍ ଅଳିଆର ବ୍ୟଥା ଆଉ ସମୁଦ୍ରର କଥା ! 🌊 . ଆଜି ବଳଦେବ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରାପଡ଼ାରେ ପ୍ଲାଷ୍ଟିକର ଦାୟିତ୍ଵସମ୍ପନ୍ନ ବ୍ୟବହାର ଯଥା ହ୍ରାସ, ପୁନଃବ୍ୟବହାର ଓ ପୁନଃଚକ୍ରଣ କରି ପରିବେଶ କୁ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନତା କଲି ।.@ForestDeptt .@CMO_Odisha
Tweet media one
Tweet media two
Tweet media three
Tweet media four
0
0
2
@BapiGochhayat2
Bapi Gochhayat
9 days
ଆମର ଏହି ଛୋଟିଆ ଛୋଟିଆ ପରିବର୍ତ୍ତନ, ଆମ ପରିବେଶ କୁ ସ୍ୱଚ୍ଛ ରଖିବା ସହିତ ଆଗାମୀ ପିଢ଼ିଙ୍କ ପାଇଁ ଏକ ପ୍ଲାଷ୍ଟିକମୁକ୍ତ ପୃଥିବୀ ଯୋଗେଇ ଦେବାରେ ସହାୟକ ହେବ ! 🙏.#dustbin .#awareness .#medicinestore .#swachhparadeep
0
0
2
@BapiGochhayat2
Bapi Gochhayat
11 days
ପ୍ଲାଷ୍ଟିକ୍ ର ଦାୟିତ୍ବସମ୍ପନ୍ନ ବ୍ୟବହାର ! ♻️. ଆସନ୍ତୁ ଆମ ହାତ ପହଞ୍ଚର ଅଳିଆ ଓ ଆମ ଘରୁ ବାହାରୁଥିବା ଅଳିଆ କୁ ଏଣେତେଣେ କେଉଁଠି ନଫିଙ୍ଗି, ଏହାକୁ ସାଇତି ରଖି ପୁନଃଚକ୍ରଣ ପାଇଁ ପୌରପାଳିକା କୁ ଅବା ଗ୍ରାମାଞ୍ଚଳର କୌଣସି ପ୍ଲାଷ୍ଟିକ୍ ଗୋଟାଳି କୁ ଦେବା । ଯାହାଦ୍ବାରା ପରିବେଶ କୁ ସ୍ୱଚ୍ଛ ଓ ପ୍ରଦୂଷଣର ମାତ୍ରା କୁ ଆମେ କମେଇ ପାରିବା ।
Tweet media one
Tweet media two
0
0
2
@BapiGochhayat2
Bapi Gochhayat
11 days
ଆସନ୍ତୁ ଆମ ଜୀବନ ନିର୍ବାହର ସମସ୍ତ ମୌଳିକ ଆବଶ୍ୟକତା କୁ ପୂରଣ କରୁଥିବା ପ୍ରକୃତି ମାତାକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଶପଥ କରିବା !.#zerowaste .#BeatPlasticPollution .#LifestyleForEnvironment
Tweet media one
0
1
11
@BapiGochhayat2
Bapi Gochhayat
13 days
Plastic is one of the biggest threats facing our oceans today, so please don't throw your plastic waste into rivers or the sea. 🌊 . I found all this plastic while cleaning the Paradeep beach in Odisha. @ForestDeptt .@pccfodisha .@PradeepJenaIAS.@susantananda3.@AdyashaSatpath3
Tweet media one
1
0
13
@BapiGochhayat2
Bapi Gochhayat
14 days
"Let's make @SwachhBharatGov Abhiyan a personal mission and instill cleanliness at the grassroots level.". This is my every day cleanup & awareness at #Paradeep beach #Odisha and till date I have cleaned 318 times & collected more than 5 tonnes of plastic waste. @PMOIndia
Tweet media one
Tweet media two
Tweet media three
Tweet media four
1
1
6
@BapiGochhayat2
Bapi Gochhayat
14 days
Till today School Awareness - 4.ସ୍ବଚ୍ଛତା - ଅନୁଚିନ୍ତା.ପ୍ଲାଷ୍ଟିକ୍ ଅଳିଆର ବ୍ୟଥା ଆଉ ସମୁଦ୍ରର କଥା . ଆଜି ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟରେ ପ୍ଲାଷ୍ଟିକର ଦାୟିତ୍ଵ ସମ୍ପନ୍ନ ବ୍ୟବହାର ଯଥା ହ୍ରାସ, ପୁନଃବ୍ୟବହାର ଓ ପୁନଃଚକ୍ରଣ କରି ପରିବେଶ କୁ ସୁରକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନତା କଲି ।.@ForestDeptt
Tweet media one
Tweet media two
Tweet media three
Tweet media four
0
0
0
@BapiGochhayat2
Bapi Gochhayat
14 days
RT @AdyashaSatpath3: How can an individual contribute to the environment? . Here is a very simple step we all can take at an individual lev….
0
8
0
@BapiGochhayat2
Bapi Gochhayat
16 days
Till today - 318.This is my every day cleanup & awareness at Paradeep beach (Odisha) and this morning, I collected 15 kg of plastic waste, which pollutes the environment & harms to wildlife & marine ecosystems. #CoastalCleanup 🌊. @CollectorJspur .@Siba_TNIE.@moesgoi.@ForestDeptt
Tweet media one
Tweet media two
Tweet media three
Tweet media four
0
1
1
@BapiGochhayat2
Bapi Gochhayat
16 days
ଆଜି ପାରାଦ୍ଵୀପ ବେଳାଭୂମି କୁ ଆସିଥିବା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସ୍କା ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ଙ୍କୁ ପରିବେଶ କୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ସଚେତନତା କଲି ।.@SDGOdisha.@ForestDeptt .@PradeepJenaIAS.@odisha_tourism .@airnewscuttack.@susantananda3 .@SwachhBharatGov.@dfomangrovefdwl
Tweet media one
Tweet media two
0
0
1
@BapiGochhayat2
Bapi Gochhayat
17 days
Till today - 317.This is my every day cleanup & awareness at Paradeep beach (Odisha) and this morning, I collected 15 kg of plastic waste, which pollutes the environment & harms to wildlife & marine ecosystems. #BeatPlasticPollution. @ForestDeptt.@susantananda3 .@dfomangrovefdwl
Tweet media one
Tweet media two
Tweet media three
Tweet media four
1
4
12