ଖୁସି କହିଲେ ମୋର ନସରେ . . ମୋର ହେତୁ ପାଇଲା ଦିନରୁ ଯେତେବେଳେ ମୋ ନାଁ କେହି ମତେ ପଚାରେ ଆଉ ମୁଁ କହେ, ମୋ ନାଁ ସୁଭଦ୍ରା । ତା ପରେ ଉତ୍ତର ଆସେ ଜଗନ୍ନାଥଙ୍କ ଭଉଣୀ.. ଆଉ ମୁଁ କହେ ହଁ I ବାସ୍ ମୋ ଜୀବନର ଶେଷ ସମୟ ଯାଏଁ ତୋ ଭଉଣୀ ବୋଲି ମତେ ସମସ୍ତେ କହୁଥିବେ… ଆ ଠାରୁ ଆଉ ମୋ ପାଇଁ ଗର୍ବର କଥା କଣ ଯେ...।