@sambad_odisha
Sambad (ସମ୍ବାଦ)
2 years
ମୋ ପିଲାମାନେ ମୋତେ ବାପା ବୋଲି ଡାକିବାକୁ ଘୃଣା କରୁଛନ୍ତି : ନୀତୀଶ ଭରଦ୍ୱାଜ #NitishBharadwaj #ShockingAllegation #Sambad https://t.co/36TTfvH8Sw
1
2
5

Replies

@pradhan_ask
ASHOK P
2 years
@sambad_odisha କଥାରେ ଅଛି - ଆଚରୁ ନଥାଇ ଶିକ୍ଷା ଦେଉଥାଇ ।ସୁନେଲି ପରଦାର ହସ ବାସ୍ତବତାର ପ୍ରତିଫଳନ ନୁହେଁ ଅନେକ କ୍ଷେତ୍ରରେ।ଠିକ ଯେମିତି ରାଜନେତା - ଯାହା କୁହନ୍ତି, କରନ୍ତି ତାର ବିପରୀତ ବାସ୍ତବ ଜୀବନରେ। ନଚେତ୍ ଅନାଚାର, ଅତ୍ଯାଚାର, ମିଥ୍ଯାଚାର ର ଜୟଗାନ ଚାଲିନଥାନ୍ତା ଅନାୟସରେ….
0
0
0