@sambad_odisha
Sambad (ସମ୍ବାଦ)
2 years
ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି: ଏକମାସ ଭିତରେ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା #Sambad #Odisha #NaveenPatnaik
122
780
896

Replies

@sunilsa77097712
sunil sahoo
2 years
@sambad_odisha Is it for dhamnagar election manifesto?
1
1
1
@sunilsa77097712
sunil sahoo
2 years
@sambad_odisha I think this commitment to avoid archana nag case or dhamnagar election manifesto
0
2
4
@iindian13
Iindian🇮🇳
2 years
@sambad_odisha Reservation ବି ଉଠେଇ ଦିଅ.. ହେ ମୁଖ୍ୟମନ୍ତ୍ରୀ..🙏🏻
1
1
1
@Basanta36345964
Basanta kumar Gouda
2 years
@sambad_odisha Abolish contractual system
0
1
2
@SatyaRa81378855
Satya Ranjan Das
2 years
@sambad_odisha Much awaited
1
1
1
@Anjalibehera97
Anjali Behera (Social_Activist)
2 years
@sambad_odisha ଆଶା କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ରକ୍ଷା କରି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଲୋପ କରିବେ🙏 ଏବଂ ସମସ୍ତେ ଏହାକୁ ସ୍ବାଗତ କରିବେ କୌଣସି ରାଜନୀତିରୁ ସତେ କୋଷ ଦୁରେ ରହି🙏।
0
11
21
@maheswar0411
maheswar pradhan
2 years
@sambad_odisha ଆଶା କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ରକ୍ଷା କରି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଲୋପ କରିବେ🙏 ଏବଂ ସମସ୍ତେ ଏହାକୁ ସ୍ବାଗତ କରିବେ
0
5
6
@SusantaEr
Er. Susanta Kumar.
2 years
@sambad_odisha Request to our CM sir, kindly abolish contractual system from Odisha.
1
1
4
@surajna70470771
Suraj Kumar Naik
2 years
@sambad_odisha ସରକାର ଙ୍କ ପାଖରେ ଆମର ଦାବି #ସମ୍ପୂର୍ଣ ଚୁକ୍ତି ଭିତ୍ତିକ ପ୍ରଥା ଉଛେଦ ଆମର ଦାବି #୬ ବର୍ଷ ମୂଳ ଚାକିରି ରେ ଗଣନା ଏହି ଦୁଇଟି ଯାକ ଦାବି ମାନିଲେ ଯାଇକି ଆମେ ସହମତ ହେବ ନହେଲେ ନାଇଁ l କୌଣସି ପ୍ରକାର ର କୋହଳ ନୀତି ମାନିବା ନାହିଁ l OGCA ଜିନ୍ଦା ବାଦ୍ , ଧନ୍ୟବାଦ୍ ବିଜୟ ମଲ୍ଲ ସାର୍ ଓ ପ୍ରଭାତ ସାର ,🙏🙏
0
2
5
@proutaray1
Prasanta R💐
2 years
0
6
7
@I1bc6dCb2YH4vPf
Bikramkumar Ghadai
2 years
0
2
2
@Dhaneshwar_1977
Dhaneswar Patra
2 years
@sambad_odisha Honourable CM sir please abolish the contractual recruitment system from Odisha
0
2
2
@GandhiLimma
Gandhi Limma
2 years
@sambad_odisha Abolish contractual system of our Odisha Equal work for you pay
1
1
1
@GhanteswarNial
Ghanteswar Nial
2 years
@sambad_odisha OUR CM NO. 1 CM IN INDIA KATHA DEICHHANTI MANE TAHA DECLARE KARIBE SURE
0
1
3
@Ranjans39003002
Ranjan_swain
2 years
0
2
1
@BinodKumarDas16
Binod Kumar Das
2 years
@sambad_odisha ଧନ୍ୟବାଦ ଭାରତର ନଂ-୧ ମୁଖ୍ୟମନ୍ତ୍ରୀ। ଯଥାଶୀଘ୍ର ଚିଠି ହେଲେ ସମସ୍ତେ ଆହୁରି ଖୁସି ହେବେ।
0
1
5
@AlokBiswal1234
Alok Biswal 🇮🇳
2 years
@sambad_odisha @CMO_Odisha @OfPranab @Vkpandianfancl1 @Soumya98671695 @suryanandannet @NilimaPriya21 @ManoranjanMedia ଚୁକ୍ତିଭିତିକ ନିଯୁକ୍ତି ଉଠିବା ସହ outsourcing ମାଧମରେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ବି ସ୍ଥାୟୀ ନିଯୁକ୍ତି ଦେବା ଦରକାର. ଏତିକି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ 🙏
0
1
2