Emjay
@mjay_das
Followers
22
Following
797
Media
159
Statuses
1K
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପୂର୍ବ ସରକାର ସ୍ଵୀକୃତି ଦେଇଥିବା Upgraded High Schools ପାଇଁ 106 ଟି Assistant Librarian ପଦବୀ କୁ ବିଜ୍ଞାପନ କରି ନିଯୁକ୍ତି ଦେଲେ ଉପକୃତ ହେବୁ #RecruitLibrarian
#Library_without_Librarian
@CMO_Odisha @MohanMOdisha
@SMEOdisha @NityanandaBJP
@OSEPA_Official
To support the transformative initiative of the state government, Department of School and Mass Education approves the creation of 902 new teaching and non-teaching posts in 106 recently upgraded higher secondary schools across #Odisha.
8
94
59
Palm reading is free for today drop a pic of your hand in comment section
5K
2K
7K
#bigbilliondays2023 mein lene ka kya fayeda agar product deliver hi nahi ho pa raha. Order date: 8th Oct 2023 Expected delivery date: 15th Oct 2023 Extended delivery date: 18th Oct 2023 Till now no promise or status of the product from flipkart. @Flipkart @flipkartsupport
@flipkartsupport
#Boycottflipkart
#FlipkartFail
#flipkartScam
@jagograhakjago Plz do justice sir. Help us fight this scamster @Flipkart
1
2
1
We, The Library Professionals, don't want to impose anything out of our selfish reason for employment, But in reality, we want our MODEL school to be a real role-model school. Ref: https://t.co/K9gz4ZExpK
Meeting on 7th phase Recruitment for Principals & Teachers held at Odisha Adarsha Vidyalaya Sangathan. @MoSarkar5T @CMO_Odisha @SMEOdisha @samirdash01 @upendratripathy @Sangramm1968
0
1
3
Thank You @IIMKsp & Saloni for making Odisha and Odias proud. 🙏🙏🙏 https://t.co/B7mrOwiJmu
facebook.com
Hailing from the land of green fields and palm-fringed silver beaches, Odisha, the state known as the soul of India, I have always found nature and its...
0
0
0
0
11
9
Watching #ChupRevengeOfTheArtist and suddenly heard ur name @ZenobiaShroff played by Puja Bhatt.
0
0
1
ସାର 🙏, 4-5 ବର୍ଷ ମଧ୍ୟରେ OAVsରେ ଅନ୍ୟ ସମସ୍ତ ନିଯୁକ୍ତି ହୋଇପାରୁଥିଲେ ସୁଦ୍ଧା #OAVs #librarian ନିଯୁକ୍ତି ହୋଇପାରି ନାହିଁ,ଯାହାକି ହଜାର ହଜାର Library Info. Sc.ର ଆସାୟୀ ପ୍ରାର୍ଥୀଙ୍କୁ ମାନସିକ ଭାବେ ଦୁର୍ବଳ କରିଛି.ଆଶା ଆପଣ ୟା'ଉପରେ ଦୃଷ୍ଟି ଆକର୍ଷଣ କରିବେ..🙏 @CMO_Odisha @samirdash01 @SMEOdisha @OAVS_Official
1
33
15
ପଞ୍ଚାୟତ ପାଠାଗାର ସୂଚନା ଓ ଚିତ୍ତବିନୋଦନ କେନ୍ଦ୍ର ର ନିୟମାବଳୀ ବର୍ଷ ୨୦୧୮ ରେ ପ୍ରକାଶ ପାଇଥିଲା । ଏହି ନିୟମାନୁସାରେ ରାଜ୍ୟର କୌଣସି ପଞ୍ଚାୟତରେ ଏପଯ୍ୟନ୍ତ ପାଠାଗାର ପ୍ରତିଷ୍ଠା ହୋଇନାହିଁ, ଏତଦବ୍ୟତୀତ ଲାଇବ୍ରେରୀ ପାଇଁ ଲାଇବ୍ରେରୀଆନ୍ ବ୍ୟବସ୍ଥା ନାହିଁ। ଦୟାକରି ଏଥିପ୍ରତି ଧ୍ୟାନ ଦିଅନ୍ତୁ @CMO_Odisha @MoSarkar5T @bbsrTweet
0
29
17
ବର୍ଷ ୨୦୦୨ ରେ "ଓଡିଶା ପବ୍ଲିକ୍ ଲାଇବ୍ରେରୀ ଆକ୍ଟ-୨୦୦୧" କୁ ମଞ୍ଜୁରୀ ମିଳିଲା, ୧୪ ବର୍ଷ ପରେ ଏହାର ନିୟମାବଳୀ "ଓଡିଶା ପବ୍ଲିକ୍ ଲାଇବ୍ରେରୀ ରୁଲ-୨୦୧୬" ପ୍ରକାଶ ପାଇଲା। ଏହାପରେ ପୁଣି ବିତିଗଲାଣି ୬ ବର୍ଷ, କେବେ ଲାଗୁ ହେବ ରାଜ୍ୟରେ ପବ୍ଲିକ୍ ଲାଇବ୍ରେରୀ ବ୍ୟବସ୍ଥା। @CMO_Odisha @MoSarkar5T @AprajitaSarangi @sambitswaraj
1
30
18
ଦିର୍ଘ ୨୦ ବର୍ଷ ପରେ ବି ହୋଇପାରିଲାନି ରାଜ୍ୟର ସାର୍ବଜନିକ ପାଠାଗାର ଅଧିନିୟମ ( https://t.co/sdmYpzzKSP) କାର୍ଯ୍ୟକାରି । ଆଶା ୨୦୨୪ ସୁଦ୍ଧା ଆଶାନୁରୂପ ବ୍ୟବସ୍ଥା ହେବ । #OdishaPublicLibraryVision2024
#Odisha_Public_Library_Act_2001
@CMO_Odisha @MoSarkar5T @Culturedeptt @dpradhanbjp @sambitswaraj
1
30
19
Thank you sir @MahalingMukesh . We hope your one tweet can make a difference. This is the odisha's need of the hour. Education
ରାଜ୍ୟରେ ବିଭିନ୍ନ ସ୍କୁଲ ଓ କଲେଜର ଲାଇବ୍ରେରୀ ମାନଙ୍କରେ ଖାଲିଥିବା ଲାଇବ୍ରେରୀଆନ ପଦବୀ ପୂରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଙ୍କୁ ଚିଠି ଲେଖି ଜଣାଇଲି।
0
8
6