
Collector & DM, Koraput
@koraputdm
Followers
555
Following
44
Media
273
Statuses
315
Official handle of the District Collector, Koraput.
Koraput, Odisha
Joined November 2024
ଜିଲ୍ଲାପାଳ, କୋରାପୁଟଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଏବଂ ପିଏମ ବିଶ୍ଵକର୍ମା ଯୋଜନା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।. @CMO_Odisha.@MsmeDepartment.@InvestInOdisha.@IPR_Odisha
0
0
16
ଆଜି କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି, ଲମତାପୁଟ ଠାରେ 'ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହିତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।. @CMO_Odisha.@IPR_Odisha
0
0
6
କୋରାପୁଟ ଜିଲ୍ଲାପାଳ ଆଜି କୋରାପୁଟ ବ୍ଲକ ଅନ୍ତର୍ଗତ ପଣ୍ଡି ଏବଂ କୋଲାବ ଜଳଭଣ୍ଡାର ପରିଦର୍ଶନ କରି ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶର ଅନୁଧ୍ୟାନ କରିଛନ୍ତି।. @CMO_Odisha.@odisha_tourism.@IPR_Odisha
1
0
17
୭୯ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉପଲକ୍ଷେ ପୌରପାଳିକା ଅଡ଼ିଟୋରିୟମ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ "ଭାରତୀୟମ୍" ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।. #IndependenceDay2025 #HarGharTiranga #HGT2025
0
0
6
୭୯ ତମ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ସମାରୋହ ଅବସରରେ ଆଜି ପୋଲିସ ପଡିଆ, କୋରାପୁଟ ଠାରେ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପକ୍ଷରୁ ' ରକ୍ତଦାନ ଶିବିର ' ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଯୋଗଦେଇଥିଲେ।. #IndependenceDay2025 #HarGharTiranga #HGT2025
0
0
6
୭୯ତମ ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ଠାରେ ଆଜି ଜିଲ୍ଲାପାଳ, କୋରାପୁଟ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।. #IndependenceDay2025 #HarGharTiranga #HGT2025 #AzadiKaAmritMahotsav. @CMO_Odisha.@IPR_Odisha
0
0
12
୭୯ତମ ସ୍ୱାଧିନତା ଦିବସ ଉପଲକ୍ଷେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ।. @CMO_Odisha.@IPR_Odisha
0
0
4
କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।. @CMO_Odisha.@stscdev.@IPR_Odisha
0
0
15
RT @BDO_Nandapur: Har Ghar Tiranga, Har Ghar Swachhata, Swachhata ka utsav swachhata ke sang campaign at Different GPs Of Nandapur Block.….
0
1
0
RT @Bdo_Boriguma: Har Ghar Tiranga, Har Ghar Swachhata, Swachhata ka utsav swachhata ke sang campaign at Different GPs Of Borigumma Block.….
0
1
0
RT @jeyporemplt: Jeypore Municipality organised on the eve of "Har Ghar Tiranga- Har Ghar Swachhata" campaign a Tiranga rally. @koraputdm h….
0
1
0
୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ "ହର୍ ଘର୍ ତ୍ରିରଙ୍ଗା" ଅଭିଯାନକୁ ବ୍ୟାପକ ଭାବରେ ଘରେ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାରେ @mission_shakti ବିଭାଗ ଅନ୍ତର୍ଗତ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଅତି ଆନନ୍ଦର ସହିତ ଜାତୀୟ ପତାକା ସିଲେଇ କରିଛନ୍ତି।. #HarGharTiranga #HGT2025. @MinOfCultureGoI.@CMO_Odisha
0
1
3
'ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ କୋରାପୁଟ ଜିଲ୍ଲାର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଇଥିବା ହେତୁ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ତାଙ୍କର ପରିବାର ସଦସ୍ୟଙ୍କୁ ' ସୁରଜ ସମ୍ମାନ'ରେ ସମ୍ମାନିତ କରାଯାଇଛି।. @CMO_Odisha.@HFWOdisha.@IPR_Odisha
0
0
7