
Collector and DM, Jharsuguda
@dm_jharsuguda
Followers
11K
Following
114
Media
899
Statuses
1K
Official Twitter/X Handle of the Collector and District Magistrate, Jharsuguda
Jharsuguda, Odisha
Joined June 2017
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କନ୍ୟାଭୃଣ ହତ୍ୟା ନିଷେଧ ଉପଦେଷ୍ଟା ମଣ୍ଡଳୀ ଓ ଜିଲ୍ଲା ସ୍ତରୀୟ ମାସିକ ଆନ୍ତଃ ବିଭାଗୀୟ କନଭର୍ଜେନ୍ସ ବୈଠକ ଅନୁଷ୍ଠିତ। ଜିଲ୍ଲାରେ ଲିଙ୍ଗ ନିରୂପଣ ଆଇନ କଡ଼ାକଡ଼ି ଭାବେ ପାଳନ କରିବା, ବିଭାଗୀୟ ସମସ୍ତ ଯୋଜନାର ସଫଳ କାର୍ଯ୍ୟକାରିତା ��୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦିଆଯାଇଛି ।
0
1
7
ଜିଲ୍ଲାପାଳଙ୍କ ଦ୍ୱାରା ଝାରସୁଗୁଡା ପୌରପାଳିକାର କାପୁମାଲସ୍ଥିତ MCC ଏବଂ MRF ପରିଦର୍ଶନ । ଆବର୍ଜନାକୁ ସଠିକ୍ ଭାବରେ ପୃଥକୀକରଣ କରିବା ଏବଂ ଡମ୍ପ ସାଇଟ୍ ସଫା କରିବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ।
0
1
8
Charlie Kirk carried his cross all the way to the end. Now others are taking up the mantle. Watch ElijahStreams onsite coverage.
0
36
634
ଜିଲ୍ଲାପାଳଙ୍କ ଦ୍ୱାରା ଇଡ଼କୋ ଟାୱାର, ବଡମାଳ ଓ ମାଳିମୁଣ୍ଡାସ୍ଥିତ ଇକୋ ପାର୍କ ପରିଦର୍ଶନ ।
0
1
9
ପୁରୁଣା ବସ୍ ଷ୍ଟାଣ୍ଡ ଓ ଆଖପାଖ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲାପାଳ ଦୋକାନୀମାନଙ୍କ ଦ୍ୱାରା ରାସ୍ତାରେ ରଖାଯାଇଥିବା ହୋର୍ଡିଂ ଏବଂ ଜିନିଷପତ୍ର ଜବତ କରି ରାସ୍ତାକୁ ଜବରଦଖଲ ମୁକ୍ତ କରିବା, ଦୋକାନୀଙ୍କଠାରୁ ଦୋକାନ ଭଡା, ବ୍ୟବହାରକାରୀ ଶୁଳ୍କ ସଂଗ୍ରହ ଓ ମୁଖ୍ୟ ରାସ୍ତା ପାର୍ଶ୍ଵରୁ ଉଠା ଦୋକାନିମାନଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ।
2
1
11
ଉଦିଆଁ ତାରା କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା ବୈଠକ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ବୈଠକରେ ଡିଇଓ, ଏଡିଇଓ, ବିଇଓ ଏବଂ ଏବିଇଓମାନେ ଉପସ୍ଥିତ ଥିଲେ। ଏହି ଶିକ୍ଷା ଅଧିବେଶନ ଶେଷ ସୁଦ୍ଧା ସମସ୍ତ ଉଦ୍ଦେଶ୍ୟ ହାସଲ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ ।
0
1
9
Flooded facility? SERVPRO franchise professionals can help 24/7/365.
0
0
3
ବୁଲା ଗୋରୁଗାଈ , କୁକୁର ,ଷଣ୍ଢ ଓ ଅନ୍ୟ ପଶୁ ମାନଙ୍କ ସକାଶେ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ସେବା ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ। ଦେୟମୁକ୍ତ ନମ୍ବର ୧୯୬୨ ଯୋଗାଯୋଗ ଦ୍ୱାରା ଏହି ସେବା ଉପଲବ୍ଧ ହେବ। ଜିଲ୍ଲାପାଳ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଓ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ।
2
1
17
'ଶିଶୁ ପାଇଁ ଦିନଟିଏ' ସମ୍ପର୍କିତ ଶିଶୁ ସୁରକ୍ଷା କମିଟି ଓ ଟାସ୍କଫୋର୍ସ ର ତ୍ରୟମାସିକ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ବିଦ୍ୟାଳୟ ସ୍ତରରେ କିଶୋର କିଶୋରୀମାନଙ୍କୁ ମୈତ୍ରୀ କାର୍ଯ୍ୟକ୍ରମରେ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ।
0
1
21
ଜିଲ୍ଲାପାଳ ଝାରସୁଗୁଡାଙ୍କ ଶ୍ରମିକ ଭବନ, କାପୁମାଳ ଓ ବୃଦ୍ଧାଶ୍ରମ, ପଞ୍ଚପଡା ପରିଦର୍ଶନ ।
0
1
21
'ଶିଶୁ ପାଇଁ ଦିନଟିଏ' ସମ୍ପର୍କିତ ଶିଶୁ ସୁରକ୍ଷା କମିଟି ଓ ଟାସ୍କଫୋର୍ସ ର ତ୍ରୟମାସିକ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ତଥା ଅଂଶୀଦାର ସମୂହ ଓ ଶିଶୁ ସୁରକ୍ଷା ସମ୍ପର୍କତ କମିଟିର କାର୍ଯ୍ୟକାରିତା ଇତ୍ୟାଦି ଉପରେ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଥିଲେ ।
1
1
9
ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଯୋଗ୍ୟତା ଭିତ୍ତିରେ ଚୟନ କରାଯାଇଥିବା ତୀର୍ଥଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ । ତୀର୍ଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ମହିଳା ଓ ପୁରୁଷଙ୍କୁ ଯାତ୍ରା ଅବଧି ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।
0
0
16
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମହାସମାଧାନ ଶିବିର ଅନୁଷ୍ଠିତ । ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଉପ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ସିଡିଏମଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ୪୧ଗୋଟି ଅଭିଯୋଗର ଶୁଣାଣି ।
1
1
29
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ । ବୈଠକରେ ଜିଲ୍ଲାର କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମୋଟ ୯ ଗୋଟି ପ୍ରକଳ୍ପର କାର୍ଯ୍ୟାଦେଶକୁ ଅନୁମୋଦନ କରାଯାଇଛି।
1
1
28
କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧୀନରେ ଆୟୋଜିତ କୌଶଳ ଦୀକ୍ଷାନ୍ତ ସମାରୋହ ୨୦୨୫ ଓ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ସହାୟତାରେ ସ୍ଥାପିତ ଧନ୍ଦାମୂଳକ ଦକ୍ଷତା ପ୍ରୟୋଗଶାଳା (VSL) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆଭାସୀ ଭାବରେ ଉଦଘାଟିତ ।
0
0
13
📢 Free Training Opportunity for Female Candidates OSDA is offering sponsored short-term training in Smart Manufacturing & Automation in Robotics/IoT. 📍 Venue: World Skill Center, Bhubaneswar ⚡ Limited Seats – Hurry Up! 👉 Register now using the QR Code in the template.
1
1
16
କୁଡାଲୋଇ (A)-ଉତ୍ତର କୋଇଲା ବ୍ଲକ ପାଇଁ ସରକାରୀ, ବେସରକାରୀ ଏବଂ ଜଙ୍ଗଲ ଜମି ଅଧିଗ୍ରହଣ ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ, ଝାରସୁଗୁଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ବୈଠକରେ ସମ୍ପୃକ୍ତ ଅଧିକାରୀ ଏବଂ ବେଦାନ୍ତ କମ୍ପାନୀର ପ୍ରତିନିଧିମାନଙ୍କ ଉପସ୍ଥିତରେ ପ୍ରକଳ୍ପର ସୁଗମ ଏବଂ ସମୟୋଚିତ ପଦକ୍ଷେପ ପାଇଁ ଆବଶ୍ୟକୀୟ ଆଲୋଚନା ଏବଂ ନିର୍ଦ୍ଦେଶ।
1
2
23
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ଯୋଜନାର ଅଗ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଗୁଣବତ୍ତା ତଦାରଖ ଏବଂ ସମସ୍ତ ଗ୍ରାମୀଣ ପରିବାରକୁ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ଆବଶ୍ୟକୀୟ ନିର୍ଦ୍ଦେଶ ।
0
2
25
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏମଏଫ ପାଣ୍ଠିରୁ ସ୍ୱାସ୍ଥ୍ୟ ଓ ପବ୍ଲିକ୍ ୱାର୍କ୍ସ ବିଭାଗରେ ବ୍ଯବହୃତ ପାଣ୍ଠି ସମ୍ବନ୍ଧରେ ସମୀକ୍ଷା ବୈଠକ ।
0
2
25
ଆଜି ଡି.ଏମ.ଏଫ. ସମ୍ମିଳନୀ କକ୍ଷ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ମେଲା ଅନୁଷ୍ଠିତ । ୫ଟି କମ୍ପାନୀ ୧୩୦ଟି ଖାଲିପଦ ସହିତ ଯୋଗଦେଲେ ଓ ୮୦ଜଣ ପ୍ରାର୍ଥୀ ଉପସ୍ଥିତ ହେଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ — କେବଳ ଅନୁଭବୀଙ୍କୁ ନୁହେଁ, ନୂତନ ପ୍ରାର୍ଥୀମାନଙ୍କୁ ମଧ୍ୟ ସୁଯୋଗ ଓ ଶୀଘ୍ର ପ୍ରସ୍ତାବ ପତ୍ର ଜାରି କରିବାକୁ ।
0
1
24
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ ଝାରସୁଗୁଡାର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର ପ୍ରଥମ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ । ସମଗ୍ର ଜିଲ୍ଲାରେ ମୂଳ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନସୁଦୃଢ଼ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।
0
1
22
ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪୧.୩୫ କୋଟି ଟଙ୍କାର ଦୁଇଟି ପ୍ରକଳ୍ପ ଓ ୧୨୫ ଜଣଙ୍କ ନିଯୁକ୍ତିକୁ ଅନୁମୋଦନ କରାଗଲା । ସେହିପରି, MSME ବିକାଶ ନୀତି ୨୦୨୨ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କମିଟି ବୈଠକରେ ୧୦.୨୨ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ସବସିଡିକୁ ମଞ୍ଜୁର
0
1
16