_KrushnaChPatra Profile Banner
Krushna Chandra Patra Profile
Krushna Chandra Patra

@_KrushnaChPatra

Followers
813
Following
1K
Media
818
Statuses
886

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ, ଓଡ଼ିଶା ସରକାର

Dhenkanal
Joined June 2024
Don't wanna be here? Send us removal request.
@_KrushnaChPatra
Krushna Chandra Patra
15 days
ମାନ୍ୟବର ଢେଙ୍କାନାଳ ସାଂସଦ ତଥା ଆମ ଦଳର ବରିଷ୍ଠ ନେତା ଶ୍ରୀ ରୁଦ୍ରନାରାୟଣ ପାଣିଙ୍କ ଅସୁସ୍ଥତା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। କପିଳାସେ ବିରାଜିତ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି। #public #Heighlights #dhenkanal #Chandrasekhar
0
0
10
@_KrushnaChPatra
Krushna Chandra Patra
16 days
ଦୁଇ ଦିନିଆ ଢେଙ୍କାନାଳ ଜିଲ୍ଲା ଗସ୍ତ ଅବସରରେ ଆଜି ପ୍ରାତଃକାଳରୁ ଢେଙ୍କାନାଳ ସିମିଳିଆ ସ୍ଥିତ ବିବେକାନନ୍ଦ ପ୍ରଭାତ ଶାଖାରେ ଯୋଗ, ପ୍ରାଣାୟାମ, ବ୍ୟାୟାମ ସହ ପ୍ରାର୍ଥନା ଏବଂ ଧ୍ବଜା ପ୍ରଣାମ କରି ରାଷ୍ଟ୍ର ଉନ୍ନତି ଦିଗରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଭାଇମାନଙ୍କ ସହ ବିବିଧ ଆଲୋଚନାରେ କରିବା ଅବସରରେ। #public #dhenkanal #Heighligh
Tweet media one
Tweet media two
Tweet media three
Tweet media four
2
0
10
@_KrushnaChPatra
Krushna Chandra Patra
16 days
ନୂଆଁଖାଇ ଜୁହାର ! ପ୍ରେମ, ଭାତୃତ୍ୱ, ଆନନ୍ଦ ଉଲ୍ଲାସ, ପରମ୍ପରା ଓ ସଂସ୍କୃତିର ପ୍ରତୀକ ଏବଂ ସନାତନ ଧର୍ମର ମୂଳତତ୍ତ୍ୱ 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତାବହ ହେଉଛି ଆମର ଏହି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ମା' ସମଲେଇଙ୍କ ନିକଟରେ ଓଡିଶାବାସୀଙ୍କ ମଙ୍ଗଳା କରି ସମସ୍ତଙ୍କ ସୁଖ ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରୁଛି।
Tweet media one
0
0
7
@CMO_Odisha
CMO Odisha
17 days
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ 'ସି.ଏମ୍- କିଷାନ୍' ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ରାଜ୍ୟର ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦୪୧ କୋଟିରୁ ଅଧିକ ଟଙ୍କାର ସି.ଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତିର ଆର୍ଥିକ
Tweet media one
Tweet media two
5
14
150
@_KrushnaChPatra
Krushna Chandra Patra
17 days
@MohanMOdisha
Mohan Charan Majhi
18 days
କୃଷକଙ୍କ ବିକାଶରେ ସମର୍ପିତ ଲୋକଙ୍କ ସରକାର । ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଆସନ୍ତା କାଲି ରାଜ୍ୟର କୃଷକମାନଙ୍କୁ ମିଳିବ ରବି ୨୦୨୫ - ୨୬ର ସିଏମ୍ କିଷାନ ସହାୟତା ରାଶି।
Tweet media one
0
0
6
@MohanMOdisha
Mohan Charan Majhi
18 days
କୃଷକଙ୍କ ବିକାଶରେ ସମର୍ପିତ ଲୋକଙ୍କ ସରକାର । ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ଆସନ୍ତା କାଲି ରାଜ୍ୟର କୃଷକମାନଙ୍କୁ ମିଳିବ ରବି ୨୦୨୫ - ୨୬ର ସିଏମ୍ କିଷାନ ସହାୟତା ରାଶି।
Tweet media one
11
33
218
@_KrushnaChPatra
Krushna Chandra Patra
21 days
ବାରବାଟୀ-କଟକ ବିଧାନସଭା କ୍ଷେତ୍ରର ମାନନୀୟା ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋଷଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଅଞ୍ଚଳବାସୀଙ୍କ ସେବା କରିବା ନିମନ୍ତେ ମା' କଟକଚଣ୍ଡୀ ମାନନୀୟା ବିଧାୟିକାଙ୍କୁ ଅସୀମ ଶକ୍ତି, ସାମର୍ଥ୍ୟ ଏବଂ ଦୀର୍ଘାୟୁ ପ୍ରଦାନ କରନ୍ତୁ। #public #birthday #SofiaFirdous #MLA
Tweet media one
0
0
5
@_KrushnaChPatra
Krushna Chandra Patra
23 days
@CMO_Odisha
CMO Odisha
23 days
ବୈଠକରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ :- ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶକୁ ଗୁରୁତ୍ୱ 'PMEGP' ଯୋଜନାର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ 'CM-SRIM ଯୋଜନା' କୁ ୨୦୨୪-୨୫ରୁ ୪ ବର୍ଷ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଏବଂ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ₹୧୦ଲକ୍ଷ, ₹୫୦ଲକ୍ଷ, ₹୧କୋଟି, ₹୩ କୋଟିରୁ
0
0
3
@CMO_Odisha
CMO Odisha
23 days
ବୈଠକରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ :- ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶକୁ ଗୁରୁତ୍ୱ 'PMEGP' ଯୋଜନାର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ 'CM-SRIM ଯୋଜନା' କୁ ୨୦୨୪-୨୫ରୁ ୪ ବର୍ଷ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଏବଂ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ₹୧୦ଲକ୍ଷ, ₹୫୦ଲକ୍ଷ, ₹୧କୋଟି, ₹୩ କୋଟିରୁ
0
13
36
@_KrushnaChPatra
Krushna Chandra Patra
24 days
ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ଜନ କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସ୍ଥିତି ଓ ଅଗ୍ରଗତି,ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜର ଭିତ୍ତିଭୂମି ଆଲୋଚନା ଓ ସମୀକ୍ଷା କରିବା ଅବସରରେ।
Tweet media one
0
0
8
@_KrushnaChPatra
Krushna Chandra Patra
26 days
"ସମ୍ବାଦ"ର ପ୍ରାଣ ପ୍ରତିଷ୍ଠାତା, "ଆମ ଓଡିଶା"ର ଅଧକ୍ଷ, ପୂର୍ବତନ ସାଂସଦ, ବିଧାୟକ, ଜ୍ଞାନୀ, ଗୁଣୀ ଓ ଗୁଣଗ୍ରାହୀ ତଥା ସାହିତ୍ୟ, ସମ୍ବାଦ ଏବଂ ରାଜନୀତିର ତ୍ରିବେଣୀ ସଙ୍ଗମ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଶୁଭ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ ଚର୍ଯ୍ୟା ପ୍ରଦାନ କରନ୍ତୁ।
Tweet media one
0
0
4
@_KrushnaChPatra
Krushna Chandra Patra
29 days
୭୯ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଭାରତୀବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଦେଶ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୋଟି କୋଟି ପ୍ରଣାମ। @CMO_Odisha @PMOIndia
Tweet media one
0
0
2
@_KrushnaChPatra
Krushna Chandra Patra
1 month
ଆଜି ହେଉଛି ବିଶ୍ୱ ଅଙ୍ଗଦାନ ଦିବସ। ଏହି ଦିବ୍ୟ ଅବସରରେ ଅଙ୍ଗଦାନ କରି ସମାଜ ପାଇଁ ଉଦାହରଣ ସାଜିଥିବା ମହାନ ବ୍ୟକ୍ତି ବିଶେଷଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅଙ୍ଗଦାତା ମାନଙ୍କର ନିକଟତମ ଆତ୍ମୀୟଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି। ଆସନ୍ତୁ ଅଙ୍ଗଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। @CMO_Odisha
1
0
3
@_KrushnaChPatra
Krushna Chandra Patra
1 month
@CMO_Odisha
CMO Odisha
1 month
ଭାରତୀୟ 'ବ୍ଲୁ ଇକୋନୋମିର' ଏକ ପ୍ରମୁଖ ସ୍ଥଳ ହେବ ଓଡ଼ିଶା । ମେରାଇନ ବାୟୋ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାର ଜୈବ ବିବିଧତା ଆଣିଛି ବିପୁଳ ସମ୍ଭାବନା । ଏହାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଏକ ସମୟୋପଯୋଗୀ ଏବଂ ଭବିଷ୍ୟମୁଖୀ ପଦକ୍ଷେପ ହେଉଛି 'ଓଡ଼ିଶା ମେରାଇନ ବାୟୋ ଟେକ୍ନୋଲୋଜି ରିସର୍ଚ୍ଚ
0
1
2
@_KrushnaChPatra
Krushna Chandra Patra
1 month
ଓଡ଼ିଶାର ଜନାଦୃତ ଜନନେତା, ପାଇକ ସାମରିକ ମହାସଂସ୍କୃତି ଓ ପରମ୍ପରାର ମ଼ହାନାୟକ, ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ପ୍ରାକ୍ତନ ରାଜ୍ୟପାଳ, ବହୁମୁଖି ପ୍ରତିଭାଦୀପ୍ତ ମହାନ୍ ବ୍ୟକ୍ତିତ୍ଵ, ମୋର ରାଜନୈତିକ ଗୁରୁ ତଥା ମୋର ପିତୃ ପ୍ରତିମ ମାନନୀୟ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ମହୋଦୟଙ୍କ ଶୁଭ ଜନ୍ମଦିନରେ ଭେଟି ଆଶୀର୍ବାଦ ପ୍ରାପ୍ତ କଲି।
Tweet media one
Tweet media two
Tweet media three
Tweet media four
0
0
6
@_KrushnaChPatra
Krushna Chandra Patra
1 month
ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ବର୍ଗତଃ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନମ ଦିବସ ଆଉ ସମ୍ବଲପୁରୀ ଦିନର ସମସ୍ତଙ୍କୁ ଗୁର୍ଦୁ ଟେ ଅଭିନନ୍ଦନ ଆଉ ଜୁହାର। ଏହି ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କ ପାଦତଳେ ସମସ୍ତଙ୍କ ମଙ୍ଗଳ କାମନା କରୁଛି। ଜୁହାର ଜୟ ମା' ସମଲେଇ। @CMO_Odisha @PMOIndia
Tweet media one
0
0
2
@_KrushnaChPatra
Krushna Chandra Patra
2 months
ଗତ ୯ ଦଶନ୍ଧି ଧରି ପାରମ୍ପରିକ କୃଷ୍ଣ ଲୀଳାର ଜଣେ ଗୁରୁ ଓ କଳାକାର ଭାବେ ଖ୍ୟାତି ଅର୍ଜନ କରିଥିବା ସୁନାମଧନ୍ୟ କଳାକାର ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଗଞ୍ଜାମର, ଗୁରୁ ଗୋପୀନାଥ ସ୍ୱାଇଁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଶୁଆରୋଗ୍ୟ କାମନା କରୁଛି।
Tweet media one
1
0
5
@_KrushnaChPatra
Krushna Chandra Patra
2 months
ମାନ୍ୟବର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଜନ୍ମଦିନ ଅବସରରେ ଅପ୍ରମିତ ଶୁଭେଚ୍ଛା ଓ ଶୁଭକାମନା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଆପଣଙ୍କୁ ସୁଖୀ, ନିରୋଗ ଓ ଦୀର୍ଘାୟୁ କରିବା ସହ ଜନସାଧାରଣଙ୍କ ସେବା କରିବା ନିମନ୍ତେ ଅସୀମ ଶକ୍ତି ପ୍ରଦାନ କରନ୍ତୁ। @CMO_Odisha @PMOIndia
Tweet media one
4
2
11
@_KrushnaChPatra
Krushna Chandra Patra
2 months
ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ସମସ୍ତ ପ୍ରକୃତିପ୍ରେମୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆସନ୍ତୁ ଜୈବ ବିବିଧତାକୁ ସଂରକ୍ଷଣ କରିବା, ପରିସଂସ୍ଥାନ ପୁନରୁଦ୍ଧାର କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ପୃଥିବୀ ଗଢ଼ିବା ନିମନ୍ତେ ପ୍ରତିବଦ୍ଧ ହେବା @CMO_Odisha @PMOIndia
Tweet media one
0
0
1
@_KrushnaChPatra
Krushna Chandra Patra
2 months
ମହାନ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ ତଥା ମିସାଇଲମ୍ୟାନ୍‌ ଡକ୍ଟର ଏ.ପି.ଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି। @CMO_Odisha @MohanMOdisha @narendramodi @PMOIndia
Tweet media one
1
0
4