TdrSatyabadi Profile Banner
Tahasildar Satyabadi Profile
Tahasildar Satyabadi

@TdrSatyabadi

Followers
691
Following
1
Media
174
Statuses
193

Official account of Satyabadi Tahasil at:Kadua, Po:Sakhigopal, Dist:Puri 752014

Puri Odisha
Joined June 2021
Don't wanna be here? Send us removal request.
@TdrSatyabadi
Tahasildar Satyabadi
27 days
ଶ୍ରୀୟୁକ୍ତ ସମ୍ବିତ୍ ପାତ୍ର ମାନ୍ୟବର ସାଂସଦ ପୁରୀ ଓ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ମାନ୍ୟବର ବିଧାୟକ, ସତ୍ୟବାଦୀଙ୍କ ଦ୍ୱାରା ଆଜି ପୂର୍ବାହ୍ନ ୧୧ଘଟିିକା ସମୟରେ ତହସିଲ୍ ସଭାଗୃହରେ ୧୦୦ରୁ ଉର୍ଦ୍ଧ ପଟ୍ଟା (ଭୂମିହୀନ ପରିବାର,ବିଦ୍ୟାଳୟର ନିଜସ୍ୱ ପଟ୍ଟା, ସିକିମ ପଚ୍ଚା, ବେବନ୍ଦୋବସ୍ତ ପଟ୍ଟା) ବଣ୍ଟନ କରାଯାଇଅଛି ।
Tweet media one
Tweet media two
Tweet media three
0
1
20

17
@TdrSatyabadi
Tahasildar Satyabadi
27 days
Tweet media one
0
0
2
@TdrSatyabadi
Tahasildar Satyabadi
27 days
Tweet media one
0
0
6
@TdrSatyabadi
Tahasildar Satyabadi
29 days
ଗତକାଲି ରାତିରେ ସିଙ୍ଘାକୁଦା ଗ୍ରାମରେ ଅଚାନକ ନିଆଁ ଲାଗି ୭ ଟି ଘର ନଷ୍ଟ ହୋଇଯାଇଥିଲା-ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଶୁକଳ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରି ପଲିଥିନ ଯୋଗାଇଲେ । ଅନ୍ୟ ସରକାରୀ ସହାୟତା ନିୟମ ଅନୁସାରେ ଦିଆଯିବ ।
Tweet media one
Tweet media two
Tweet media three
Tweet media four
1
1
25
@TdrSatyabadi
Tahasildar Satyabadi
1 month
ସତ୍ୟବାଦୀ ତହସିଲ ଅଧିନସ୍ଥ ରାୟଖଣ୍ଡି ରାଜସ୍ୱ ମୌଜା ଅଧିନରେ ଥିବା ନୂଆନଈ ପଠାରେ ବାଲିଚୋରି ରୋକିବା ନିମନ୍ତେ ସତ୍ୟବୀଦୀ ତହସିଲଦାରଙ୍କ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ ଲାଗୁ କରାଯାଇ ଅଛି ।
Tweet media one
0
0
7
@TdrSatyabadi
Tahasildar Satyabadi
1 month
ସତ୍ୟବାଦୀ ତହସିଲ ଅଧିନସ୍ଥ ରାୟଖଣ୍ଡି ରାଜସ୍ୱ ମୌଜା ଅଧିନରେ ଥିବା ନୂଆନଈ ପଠାରେ ସତ୍ୟାବୀଦୀ ତହସିଲଦାରଙ୍କ ପକ୍ଷରୁ ୧୬୩ ଧାରା ଲାଗୁ କରାଯାଇ ଅଛି ।
Tweet media one
1
1
10
@TdrSatyabadi
Tahasildar Satyabadi
1 month
ମୃତ ବ୍ୟକ୍ତିଙ୍କ ନାମରେ ଥିବା ପଟ୍ଟାକୁ ସେମାନଙ୍କର ଉତ୍ତରାଧିକାରୀଙ୍କ ନାମରେ ସଂଶୋଧନ କରିବା ନିମନ୍ତେ ରାଜସ୍ୱ ନିରୀକ୍ଷକ ସତ୍ୟବାଦୀଙ୍କ ଦ୍ୱାରା ସତ୍ୟବାଦୀ ରାଜସ୍ୱ ମଣ୍ଡଳ ଅଧିନରେ ଧିବା କାଞ୍ଜିଆ ଗ୍ରାମରେ ଶିବିର ଅଦାଲତ ଅନୁଷ୍ଠିତ କରାଯାଉଅଛି ।
Tweet media one
1
0
7
@TdrSatyabadi
Tahasildar Satyabadi
1 month
ମୃତ ବ୍ୟକ୍ତିଙ୍କ ନାମରେ ଥିବା ପଟ୍ଟାକୁ ସେମାନଙ୍କର ଉତ୍ତରାଧିକାରୀଙ୍କ ନାମରେ ସଂଶୋଧନ କରିବା ନିମନ୍ତେ ରାଜସ୍ୱ ନିରୀକ୍ଷକ ସତ୍ୟବାଦୀଙ୍କ ଦ୍ୱାରା ସତ୍ୟବାଦୀ ରାଜସ୍ୱ ମଣ୍ଡଳ ଅଧିନରେ ଧିବା ବିଭିନ୍ନ ଗ୍ରାମରେ ଶିବିର ଅଦାଲତ ଅନୁଷ୍ଠିତ କରାଯାଉଅଛି ।
Tweet media one
Tweet media two
0
0
14
@TdrSatyabadi
Tahasildar Satyabadi
1 month
ମୃତ ବ୍ୟକ୍ତିଙ୍କ ନାମରେ ଥିବା ପଟ୍ଟାକୁ ସେମାନଙ୍କର ଉତ୍ତରାଧିକାରୀଙ୍କ ନାମରେ ସଂଶୋଧନ କରି ତେନ୍ତୁଳିଆ ଗ୍ରାମରେ ତହସିଲଦାର ସତ୍ୟବାଦୀ, ଅତିରିକ୍ତ ତହସିଲଦାର ସତ୍ୟବାଦୀ ଏବଂ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ପଟ୍ଟା ବଣ୍ଟନ
Tweet media one
3

21
@TdrSatyabadi
Tahasildar Satyabadi
2 months
ରାଜସ୍ୱା ଗ୍ରାମ ବିରଗୋବିନ୍ଦପୁର ଠାରେ ରାଜସ୍ୱ ନିରୀକ୍ଷକ ସତ୍ୟବାଦୀଙ୍କ ଦ୍ୱାରା ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ତରଫରୁ ପଟ୍ଟାର ଦ୍ୱିତୀୟସ୍ତମ୍ଭ ସଂଶୋଧନ ନିମନ୍ତେ ତଥ୍ୟ ସଂଗ୍ରହ ଓ ମତ ନିଆଯାଉଅଛି ।
Tweet media one
2
0
8
@TdrSatyabadi
Tahasildar Satyabadi
2 months
ରାଜସ୍ୱା ଗ୍ରାମ ବିଲିପଡାରେ ରାଜସ୍ୱ ନିରୀକ୍ଷକ ରାୟଖଣ୍ଡି ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ତରଫରୁ ପଟ୍ଟାର ଦ୍ୱିତୀୟସ୍ତମ୍ଭ ସଂଶୋଧନ ନିମନ୍ତେ ତଥ୍ୟ ସଂଗ୍ରହ ଓ ମତ ନିଆଯାଉଅଛି ।
Tweet media one
0
0
5
@TdrSatyabadi
Tahasildar Satyabadi
2 months
column-2 correction camp at Bastapada under RI Sriramchandrapur Satyabadi Tahasil
Tweet media one
Tweet media two
2
1
8
@TdrSatyabadi
Tahasildar Satyabadi
2 months
Joint enquiry Camp at Mz: Biswanathpur n Biragobindpur samili Uttansahi for C2C
Tweet media one
0
0
6
@TdrSatyabadi
Tahasildar Satyabadi
2 months
ନିମ୍ନପ୍ରଦତ୍ତ ତାଲିକା ମୁତାବକ ଦାଖଲଖାରଜ ଓ ଭୂସଂସ୍କାର ପଟ୍ଟାଗୁଡ଼ିକ ପ୍ରସ୍ତୁତ କରାଯାଇ ଡାକଦ୍ୱାରା ପ୍ରଜାଙ୍କ ଠିକଣାରେ ପ୍ରେରଣ କରାଯାଇଅଛି । ଜନସାଧାରଣ ସେମାନଙ୍କ କନସାଇନମେଣ୍ଟ ସଂଙ୍ଖ୍ୟାକୁ ଟ୍ରାକିଙ୍ଗ କରି ପଟ୍ଟାଗୁଡିକର ସ୍ତିତି ଭାରତୀୟ ଡ଼ାକବିଭାଗର ୱେବ୍ ସାଇଟରୁ ଜାଣିପାରିବେ ।

15
@TdrSatyabadi
Tahasildar Satyabadi
3 months
ନିମ୍ନ ଲିଖିତ ପଟ୍ଟାଗୁଡିକ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ନୂତନ ପ୍ରଜା/କ୍ରେତା/ଆବେଦନକାରୀଙ୍କ ଠିକଣାରେ ପଠାଯାଇଅଛି । ଆପଣ ଆପଣଙ୍କର ଦାଖଲଖାରଜ କିମ୍ବା ଭୂସଂସ୍କାର ହୋଇ ପଠା ଯାଇଥିବା ପଟ୍ଟାର ସ୍ଥିତି ସ୍ପିଡ୍ ପୋଷ୍ଟ କନସାଇନମେଣ୍ଟ ନଂ କୁ ଟ୍ରାକିଙ୍ଗ କରି ଜାଣିପାରିବେ ।
Tweet media one
0
0
3
@TdrSatyabadi
Tahasildar Satyabadi
3 months
ଶ୍ରୀରାମଚ଼ନ୍ଦ୍ରପୁର ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ବଡବିଲସାହିରେ ପଟ୍ଟାର ଦ୍ୱିତୀୟ ସ୍ତମ୍ଭ ସଂଶୋଧନ ନିମିତ୍ତ ଶିବିର ଅଦାଲତ ଅନୁଷ୍ଠିତ କରାଯାଉଛି ।
Tweet media one
0
0
13