Sushree sangita dash
1 month
ଦଳ ଯଦି ଟିକେଟ ଦେଲା ସୁନମୁଣ୍ଡା। ଟିକେଟ ନଦେଲେ ତ ଆରମ୍ଭ ହେଲା ,କଣଠେସା,ଦଳରେ ଅଣନିଶ୍ବାସୀ ହେଇଗଲିଣି,ଦଳରେ ମୋର ଆବଶ୍ୟକତା ନାହିଁ, ଦଳରେ ଗଣତନ୍ତ୍ର ନାହିଁ, ଓଡ଼ିଆ ଅସ୍ମିତା, ଅମୁକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇ, ଅଞ୍ଚଳର ବିକାଶ ପାଇଁ, ଅଞ୍ଚଳବାସୀ ଙ୍କ ସ୍ୱାଭିମାନ ପାଇଁ, ମାଟି ମା ପାଇଁ...
ସିଧା କଥା ଟିକେଟ ଆଶାୟୀ ଥିଲି 🙄