Sitansu Sekhar Mohapatra (Modi Ka Parivar)
@Sitansu1981
Followers
1K
Following
68K
Media
3K
Statuses
3K
Service to Mankind is Service to God.
Bhadrak, India
Joined September 2017
ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସାଲେଭଟା ଅଞ୍ଚଳର ୮ନଂ ୱାର୍ଡ ଅନ୍ତର୍ଗତ ୧୨୪ନଂ ବୁଥରେ ପ୍ରିୟ ମା’ ଓ ଭଉଣୀମାନଙ୍କ ସହ ସାକ୍ଷାତ କଲି। ଡବଲ ଇଞ୍ଜିନ ସରକାରଙ୍କ ଅଭୂତପୂର୍ବ ଜନହିତକାରୀ ଯୋଜନାଗୁଡ଼ିକ ଘରେ ଘରେ ଗ୍ୟାସ, ଶୌଚାଳୟ, ଆବାସ, ସୁଭଦ୍ରା, ଧାନର ସହାୟକ ରାଶି ବୃଦ୍ଧି ସହିତ ଉନ୍ନତ ସଡ଼କ ଯୋଗାଣ ପରି ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ
1
0
6
Here are some more glimpses from the Ekta Parade in Kevadia.
556
5K
45K
Paid homage to Sardar Vallabhbhai Patel at the ‘Statue of Unity’ in Kevadia. SoU is a monumental tribute to Sardar Patel and his vision towards India’s unity and strength. Standing tall as the world’s tallest statue, it is a symbol of national pride and collective resolve to
1K
10K
79K
ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ମହୁଆଭଟା ସ୍ଥିତ ୱାର୍ଡ଼ ନମ୍ବର ୧୩ ଓ ୧୪ର ବିଭିନ୍ନ ସ୍ଥାନରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ @AshBiswal ଙ୍କ ସହ ଉପସ୍ଥିତ ହୋଇ ଆମ ଦଳର ପ୍ରାର୍ଥୀ ଶ୍ରୀ @dholakiamla ଙ୍କ ପାଇଁ ସମର୍ଥନ ଓ ଆଶୀର୍ବାଦ କାମନା କଲି। ଜନତାଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଭରସା ଦର୍ଶାଉଛି ନିଶ୍ଚ�� ଏକ
2
1
12
ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପରସାବୁଡା ସ୍ଥିତ ୱାର୍ଡ ନମ୍ବର ୭ ରେ ଆଜି ମା’ ଓ ଭଉଣୀମାନଙ୍କ ସମ୍ମିଳିତ ମଧ୍ୟରେ ଯୋଗ ଦେଇ ଆସନ୍ତା ଉପନିର୍ବାଚନରେ ଆମ ଦଳର ପ୍ରାର୍ଥୀ ଶ୍ରୀ @dholakiamla ଙ୍କ ପାଇଁ ସମର୍ଥନ ଓ ଆଶୀର୍ବାଦ ଲୋଡ଼ିଲି। ନୂଆପଡ଼ାର ବିକାଶ ଧାରାକୁ ଅଧିକ ଗତି ଦେବା ପାଇଁ ପଦ୍ମ ଚିହ୍ନରେ ମୋହର ମାରି ଭାରତୀୟ ଜନତା
3
1
17
ପବିତ୍ର ଅଅଁଳା ନବମୀ ଓ ଶ୍ରୀରାଧା ପାଦ ଦର୍ଶନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଅବସରରେ ମା' ରାଧାରାଣୀଙ୍କ ଦିବ୍ୟ କୃପା ସମସ୍ତଙ୍କ ଉପରେ ବର୍ଷିତ ହେଉ।ତାଙ୍କ ଅନୁଗ୍ରହେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ନିତ୍ୟ ବିରାଜ କରୁ।
1
1
11
ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ସୂତ୍ରଧର, ମହାନ ସ୍ଵାଧୀନତା ସଂଗ୍ରାମୀ, ଆଧୁନିକ ଭାରତର ଶିଳ୍ପକାର ଓ ‘ଭାରତ ରତ୍ନ’ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ। ‘ସର୍ଦ୍ଦାର ସାହେବ’ଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରା ତାଙ୍କ ଦୃଢ ସଂକଳ୍ପ ଓ ଅଖଣ୍ଡ ଭାରତ ନିର୍ମାଣ ପ୍ରତି ଅଟୁଟ ଆସ୍ଥା ସର୍ବଦା
1
2
11
Rashtriya Ekta Diwas reminds us of Sardar Patel's unmatched dedication to national unity and integration. May the spirit of oneness continue to guide our nation.
749
4K
14K
ଯେଉଁଠି ସଙ୍କଳ୍ପ ମଜବୁତ ଥାଏ, ସେଠି ବିଜୟ ସୁନିଶ୍ଚିତ। ଆଜି ଭାରତୀୟ ମହିଳା କ୍ରିକେଟ ଦଳର ଅଷ୍ଟ୍ରେଲିଆ ବିରୋଧରେ ବିଜୟ ହେଉଛି ସମର୍ପଣ, ସଂଘଠନ ଓ ସଂଘର୍ଷର ଜୀବନ୍ତ ପ୍ରତୀକ! @JemiRodrigues ଙ୍କ ଶତକ ହେଉଛି ଭାରତୀୟ ନାରୀଙ୍କ ଅଦମ୍ୟ ଆତ୍ମବିଶ୍ୱାସ ଓ ନାରୀ ଶକ୍ତିର ପ୍ରତୀକ। ଏହି ବିଜୟ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି
3
1
10
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ନୀତି, ଆଦର୍ଶ, ଦୁରଦୃଷ୍ଟି ଓ କାର୍ଯ୍ୟଦକ୍ଷ ନେତୃତ୍ଵ ତଥା ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଜନକଲ୍ୟାଣକାରୀ ଯୋଜନା ଉପରେ ଲୋକ��ାନଙ୍କ ଅଟୁଟ ବିଶ୍ୱାସ ଦେଖି ନିଶ୍ଚିତ ଏହି ବିଶ୍ୱାସ ଆସନ୍ତା ଉପନିର୍ବାଚନ ଭୋଟରେ ବିଜୟରେ ପରିଣତ ହେବ। #nuapadabyelection
1
0
1
ନୂଆପଡ଼ା ବିଜ୍ଞାପିତ ପରିଷଦ ଅଧୀନସ୍ଥ ସାଲେଭଟା ଅଞ୍ଚଳର ୱାର୍ଡ ନମ୍ବର ୮ ରେ ଆଜି ବିଭିନ୍ନ ସ୍ଥାନରେ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତାଙ୍କ ସହ ଆଲୋଚନା କରିବା ସହିତ ଆମ ଦଳର ପ୍ରାର୍ଥୀ ଶ୍ରୀ @dholakiamla ଙ୍କ ସପକ୍ଷରେ ଜନସମର୍ଥନ ପାଇଁ ନିବେଦନ କଲି।
2
1
12
ନୂଆପଡ଼ା ବିଜ୍ଞାପିତ ପରିଷଦ ଅଧୀନସ୍ଥ ମହୁଆଭଟା ଅଞ୍ଚଳର ୱାର୍ଡ଼ ନମ୍ବର ୧୩ ଓ ୧୪ ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସାଂଗଠାନିକ ବୈଠକରେ ଯୋଗ ଦେଇ ଆସନ୍ନ ଉପନିର୍ବାଚନ ଉପଲକ୍ଷେ ଦଳୀୟ ରଣନୀତି ଓ ତୃଣମୂଳ ସ୍ତରରେ ଯୋଜନା ବିଷୟରେ ଗଭୀର ଆଲୋଚନା କଲି। ଏହି ଅବସରରେ ସାଧାରଣ ଜନତାଙ୍କ ନିକଟକୁ ଯାଇ ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ଓ
1
1
12
ନୂଆପଡ଼ା ଜିଲ୍ଲାର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ @sunilbansalbjp ଜୀଙ୍କୁ ସ୍ଵାଗତ କରିବା ଅବସରରେ। ତାଙ୍କ ଉପସ୍ଥିତି ଜିଲ୍ଲାର ପ୍ରତ୍ୟେକ କର୍ମୀଙ୍କ ମନୋବଳକୁ ନୂତନ ଉତ୍ସାହ, ଶକ୍ତି ଓ ଦିଗଦର୍ଶନ ଦେଇଛି। ତାଙ୍କ ନେତୃତ୍ୱ ଓ ପ୍ରେରଣା ଆମ ସଂଗଠନକୁ ଆହୁରି ସୁଦୃଢ଼ ଓ
1
2
24
ମହାନ ସନ୍ଥ, ସମାଜ ସୁଧାରକ, ରାଷ୍ଟ୍ରବାଦୀ ଚିନ୍ତକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ପୁଣ୍ୟତିଥିରେ ଶତ ଶତ ନମନ ଓ ଶ୍ରଦ୍ଧାଞ୍ଜଳି। ସେ ଶିକ୍ଷାକୁ ସଂସ୍କାର ଓ ଆଧୁନିକତାର ଏକ ସମନ୍ୱିତ ସେତୁରୂପେ ପରିଣତ କରିଥିଲେ। ତାଙ୍କ ଶିକ୍ଷା ଓ ଚିନ୍ତାଧାରା ସମାଜରେ ବ୍ୟାପ୍ତ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରି ଏକ
2
1
9
भारत का फोकस आज Inclusive Maritime Development पर भी है। हमें साथ मिलकर Peace, Progress और Prosperity की ओर बढ़ना है और एक Sustainable Future का निर्माण करना है।
740
3K
14K
वर्ष 2025 देश के Maritime Sector के लिए अत्यंत महत्वपूर्ण साबित हुआ है। इस वर्ष हमारी उपलब्धियों के ऐसे कई उल्लेखनीय उदाहरण देखने को मिले हैं…
386
2K
9K
इस साल भारत के Maritime Sector में Next Generation Reforms के लिए कई बड़े कदम उठाए गए हैं। मुझे विश्वास है कि इनसे हमारे Investors का Confidence और अधिक बढ़ेगा।
561
3K
13K
बीते 11 वर्षों में भारत के Maritime Sector में ऐतिहासिक परिवर्तन आया है। हमें गर्व है कि आज हमारे पोर्ट्स Developing World के सबसे Efficient Ports में गिने जाते हैं।
331
2K
9K
ଗୋମାତାଙ୍କ ଆଶୀର୍ବାଦରେ ଜୀବନ ହେଉ ଶାନ୍ତି, ଭକ୍ତି ଓ ସମୃଦ୍ଧିମୟ।ଗୋମାତା ହିଁ ଧର୍ମର ଆଧାର, ଗୋସେବା ହିଁ ଜୀବନର ଶୌଭା। ଜୟ ଗୋମାତା!🙏
1
1
3