Sidhant Mohapatra
@SidhantBJP
Followers
421
Following
7
Media
462
Statuses
473
MLA Digapahandi Odisha, Actor, Sports Man, Bike Rider, Ex-MP
Digapahandi
Joined December 2024
ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ମୁକ୍ତି ଯୁଦ୍ଧର ନିର୍ଭୀକ ସେନାନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କର ବିପ୍ଲବୀ ଜୀବନ ହେଉଛି ମହାନ ବୀରତ୍ୱର ଗାଥା । ଆଦିବାସୀଙ୍କ ସୁରକ୍ଷା ସହ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସଂଗ୍ରାମ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ।
0
0
1
ମୋ ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋ��୍ୟ ମନ୍ଦିର ଶୁଭ ଉଦ୍ଘାଟନ କରିବା ସୌଭାଗ୍ୟ ପ୍ରାପ୍ତ କଲି । ଏହି ଅବସରରେ NAC ନଗରପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ, CDM,DPM,ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
0
0
2
ମୋ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଠାରେ ଆୟୋଜିତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର(ଦିଗପହଣ୍ଡି) ଓ ବୋମକେଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି। ଏହି କାର୍ଯ୍ୟକ୍ରମରେ ମୋ ସହ ବିଡ଼ିଓ ମହୋଦୟା , ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀ , NAC ଅଧ୍ୟକ୍ଷ ଉପସ୍ଥିତ ଥିଲେ।
0
0
4
ମୋ ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ହଠାତ୍ ପହଞ୍ଚି କାର୍ଯ୍ୟରତ ସମସ୍ତ ଷ୍ଟାଫ୍ ଙ୍କ ଉପସ୍ଥିତି ରେଜିଷ୍ଟ୍ ତଦାରଖ କଲି। ତତ୍ ସହିତ ରୋଗୀ ମାନଙ୍କ ମେଡ଼ିସିନ ବିଷୟ , ୧୦୮ ଓ ୧୦୨ ର ବ୍ୟବସ୍ଥା ଓ ମେଡ଼ିକାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲି।
0
0
2
ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଗଡ଼ଜାତ ରାଜ୍ୟମାନଙ୍କୁ ଏକାଠି କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ।
0
0
1
ମୋ ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ଠାରେ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି। ଏହି ଅବସରରେ ସ୍ଥାନୀୟ ବିଡ଼ିଓ , ବ୍ଲକ୍ ଅଧ୍ୟକ୍ଷା , ଆଇଏସ ଅଧ୍ୟକ୍ଷା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଲୋକସଭା ପ୍ରତିନିଧି , ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
0
0
1
ପବିତ୍ର ମାର୍ଗଶିର ମାସ ମାଣବସା ଗୁରୁବାର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ମାଆ ଲକ୍ଷ୍ମୀଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି ପ୍ରାର୍ଥନା । #ଜୟମାଲକ୍ଷ୍ମୀ🙏🏻
0
0
3
ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ପୁରୁଣାକଟକ ଠାରେ ଆୟୋଜିତ ମାଁ ଭୈରବୀ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି।
0
0
2
ମୋ ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ରେ ଆୟୋଜିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି। ଏହି ଅବସରରେ ସ୍ଥାନୀୟ ବିଡ଼ିଓ, ବ୍ଲକ୍ ଅଧ୍ୟକ୍ଷା,ପ୍ରାଣୀ ଓ ମତ୍ସ୍ୟ ସଂପଦର ସମସ୍ତ ଅଧିକାରୀ, ସରପଞ୍ଚ ଗଣ, ଲୋକସଭା ପ୍ରତିନିଧି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ଓ ବହୁ ଚାଷୀ ଗଣ ଉପସ୍ଥିତ ଥିଲେ
0
0
2
ମୋ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମ ପଞ୍ଚାୟତର ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଭାଷାକକ୍ଷ ଓ ଶ୍ରେଣୀଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କରିବା ସୌଭାଗ୍ୟ ପ୍ରାପ୍ତି କଲି ।
0
0
3
ଭାରତ ପ୍ରଥମ ମହିଳା ସ୍ବାଧିନତା ସଂଗ୍ରାମୀ, ଇଂରେଜ ଶାସନ ବିରୁଦ୍ଧରେ ଲଢ଼େଇ କରି ଦେଶ ପାଇଁ ପ୍ରାଣ ବଳି ଦେଇଥିବା ମହାନ ବୀରାଙ୍ଗନା, ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଭାରତ ମାତାଙ୍କୁ ଗୌରବାନ୍ୱିତ କରିଥିବା ନାରୀ ଜାତିର ପ୍ରତୀକ ରାଣୀ ଲକ୍ଷ୍ମୀବାଇ ଥିଲେ ସମାଜ ପାଇଁ ଆଦର୍ଶ ଓ ପ୍ରେରଣାଦାୟୀ ।
0
0
3
ମୋ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମ ପଞ୍ଚାୟତର ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ବହୁ ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
0
0
2
ମୋ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମ ପଞ୍ଚାୟତର ରାମଜୀ ମହାବିଦ୍ୟାଳୟରେ ଆୟୋଜିତ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି। ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପକ, ବହୁ ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
0
0
2
ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ତଥା ଓଡ଼ିଆ ସିନେମା ଓ ଆଲବମ୍ ଜଗତର ଜଣେ ଜଣାଶୁଣା ଚେହେରା ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ଖବର୍ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
1
0
6
ଉମରକୋଟ ଠାରେ ଆୟୋଜିତ ଜନଜାତି ଗୌରବ ଦିବସ ବା ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜୟନ୍ତୀରେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଯୋଗଦେଲି। ଏହି ଅବସରରେ ଝରିଗାଁ ବିଧାୟକ,ରାଜ୍ୟ ଉପସଭାପତି, ବହୁ ବୁଦ୍ଧିଜୀବୀ, କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ।
0
1
3
ବିଶିଷ୍ଟ ରାଜନେତା, ପ୍ରଖର ରାଷ୍ଟ୍ରବାଦୀ, ଜନନାୟକ ପୂଜ୍ୟ ବାଲା ସାହେବ ଠାକରେଙ୍କ ପୂଣ୍ୟତିଥିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ରାମ ଜନ୍ମଭୂମି ଆନ୍ଦୋଳନ, ସନାତନ ସଂସ୍କୃତିର ସୁରକ୍ଷା ଏବଂ ଜନତାଙ୍କ ଅଧିକାର ସୁନିଶ୍ଚିତ କରିବା କ୍��େତ୍ରରେ ତାଙ୍କର ଅବଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।
0
0
1
ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟକ ଓ ଔପନ୍ୟାସିକ ସ୍ୱର୍ଗତ ଅକ୍ଷୟ ମହାନ୍ତି (ଖୋକା ଭାଇ)ଙ୍କ ପୂଣ୍ୟତିଥିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
0
0
3
ମହାନ ସ୍ୱାଧୀନତା ସଂଗ୍ରାମୀ, ପଞ୍ଜାବ କେଶରୀ ଲାଲା ଲାଜପତ ରାୟଙ୍କ ବଳିଦାନ ଦିବସରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଜଣେ ରାଷ୍ଟ୍ରବାଦୀ, ଦେଶପ୍ରେମୀ, ବିପ୍ଲବୀ ସଂଗ୍ରାମୀ ଭାବରେ ଭାରତର ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ।
0
0
4
ମୋ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଠାରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ଏକ ବୈଠକ ରେ ଯୋଗଦେଲି। ଏହି କାର୍ଯ୍ୟକ୍ରମରେ ବହୁ ବଶିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଘରେ ଘରେ ସ୍ବଦେଶୀ , ପ୍ରତି ଘରେ ସ୍ୱଦେଶୀ #GharGharSwadeshi
0
0
4