ScAndTechOdisha Profile Banner
Science & Tech Dept, Odisha Profile
Science & Tech Dept, Odisha

@ScAndTechOdisha

Followers
35K
Following
641
Media
402
Statuses
960

Official handle of Department of Science and Technology, Government of Odisha

Bhubaneshwar, India
Joined June 2017
Don't wanna be here? Send us removal request.
@ScAndTechOdisha
Science & Tech Dept, Odisha
18 days
19th Edition of Young Astronomer Talent Search was launched by Hon’ble Minister, S&T on August 21, 2025. It was organised by Tata Steel in association with Pathani Samanta Planetarium .Theme of the edition: “Stargazer Today, Gagannaut Tomorrow”.@CMO_Odisha @IPR_Odisha
Tweet media one
Tweet media two
0
2
10
@ScAndTechOdisha
Science & Tech Dept, Odisha
26 days
RT @CMO_Odisha: ଭାରତୀୟ 'ବ୍ଲୁ ଇକୋନୋମିର' ଏକ ପ୍ରମୁଖ ସ୍ଥଳ ହେବ ଓଡ଼ିଶା । ମେରାଇନ ବାୟୋ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାର ଜୈବ ବିବିଧତା ଆଣିଛି ବିପୁଳ ସ….
0
17
0
@grok
Grok
12 days
Join millions who have switched to Grok.
197
330
2K
@ScAndTechOdisha
Science & Tech Dept, Odisha
26 days
RT @CMO_Odisha: Hon’ble CM Shri @MohanMOdisha launched OMBRIC (Odisha Marine Biotechnology Research & Innovation Corridor), a landmark init….
0
21
0
@ScAndTechOdisha
Science & Tech Dept, Odisha
3 months
30 selected students under the YATS programme of Science & Technology Department visited the U R Rao Satellite Centre, Bengaluru on 26.05.2025 where they saw the space museum and learned about the upcoming and ongoing projects of ISRO through interactive models. @CMO_Odish
Tweet media one
Tweet media two
0
0
2
@ScAndTechOdisha
Science & Tech Dept, Odisha
3 months
30 winners of YATS programme visited ISTRAC, Bengaluru on 26.05.2025. B. Sankar Madaswamy, Scientist/Engineer-SG, Div Head, HRLD & Raghavendra M R, Associate Director explained the students, teachers/guardians how satellites are controlled and monitored from ISTRAC. @CMO_Odisha
Tweet media one
Tweet media two
Tweet media three
Tweet media four
0
0
3
@ScAndTechOdisha
Science & Tech Dept, Odisha
3 months
Principal Secretary, S&T Deptt flagged off exposure visit of 30 winners of YATS to ISTRAC and URSC, Bengaluru on 23.05.2025. Director of PSP, Chief Corporate Communication TATA STEEL Shri Sarvesh Kumar, senior officials of S&T Department were present. @CMO_Odisha
Tweet media one
Tweet media two
0
0
2
@ScAndTechOdisha
Science & Tech Dept, Odisha
6 months
A quiz competition was organised at Pathani Samanta Planetarium, Bhubaneswar followed by night sky watch programme on the eve of National Science Day 2025.
Tweet media one
Tweet media two
0
0
5
@ScAndTechOdisha
Science & Tech Dept, Odisha
6 months
ଜିଲ୍ଲା ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l.
0
0
1
@ScAndTechOdisha
Science & Tech Dept, Odisha
6 months
ଜାତୀୟ ବିଜ୍ଞାନ ଦିବସ, ୨୦୨୫ ଉପଲକ୍ଷେ ବାରିପଦାସହର ଅନ୍ତର୍ଗତ ତକତପୁରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଏକ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି
Tweet media one
Tweet media two
Tweet media three
Tweet media four
1
0
1
@ScAndTechOdisha
Science & Tech Dept, Odisha
6 months
ବୈଜ୍ଞାନିକମାନଙ୍କର ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ଦେବା ଓ ବିଜ୍ଞାନ ଶିକ୍ଷାକୁ ଆଗକୁ ନେବା ପାଇଁ ପ୍ରତିବର୍ଷ ଫେବ୍ରୁଆରି ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ପାଇଁ ବିଜ୍ଞାନ ଓ ଉଦ୍ଭାବନ କ୍ଷେତ୍ରରେ ଯୁବପିଢ଼ିଙ୍କୁ ସଶକ୍ତ କରି ସେମାନଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରାଯାଉଛି।
Tweet media one
0
0
3
@ScAndTechOdisha
Science & Tech Dept, Odisha
7 months
The other attraction of Science City were Earth Exploration Hall, Space theater, Time machine, Space Gallery and Butterfly Garden.
0
0
1
@ScAndTechOdisha
Science & Tech Dept, Odisha
7 months
Hon’ble Minister, Science and Technology & Food Supplies and Consumer welfare visited Science City, Kolkata on 04.02. 2025. The most attractive part of the Science City was Climate change Gallery titled “on the Edge” was more innovative and informative.
Tweet media one
Tweet media two
Tweet media three
Tweet media four
1
0
3
@ScAndTechOdisha
Science & Tech Dept, Odisha
7 months
ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ଆଦି ଗ୍ରହ ବର୍ତ୍ତମାନ ଗୋଟିଏ ଧାଡ଼ିରେ ଦିଶୁଛନ୍ତି। ଏହାକୁ କିପରି ସୁବିଧାରେ ଦେଖିହେବ ସେଥିପାଇଁ ପ୍ଲାନେଟୋରିୟମ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜାନୁଆରି ୩୧ ପର୍ଯ୍ୟନ୍ତ ସନ୍ଧ୍ୟା ୫.୩୦ରୁ ୭.୩୦ ଯାଏଁ ପ୍ରତିଦିନ (ସୋମବାର ବ୍ୟତୀତ) ଏହା ଜାରି ରହିବ।.
0
0
1
@ScAndTechOdisha
Science & Tech Dept, Odisha
7 months
ମହାକ���ଶରେ ଏବେ ଚାଲିଥିବା ପ୍ଲାନେଟ ପରେଡ୍ ଦେଖିବା ପାଇଁ ବିଜ୍ଞାନ ଓ ବୈଷୟିକ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୄଷ୍ଣଚନ୍ଦ୍ର ପାତ୍ର ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଆସିଥିଲେ। ସେ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଟେଲିସ୍କୋପ ମାଧ୍ୟମରେ ଦେଖିବା ସହ ବିଜ୍ଞାନର ପ୍ରଚାର ପ୍ରସାର ଲାଗି ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେl
Tweet media one
Tweet media two
Tweet media three
Tweet media four
1
0
1
@ScAndTechOdisha
Science & Tech Dept, Odisha
8 months
‘‘ମହାକାଶରେ ଏବେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି। ୧୪୪ ବର୍ଷ ପରେ ଗୋଟିଏ ଧାଡ଼ିରେ ୬ଟି ଗ୍ରହ ଦିଶୁଥିବାରୁ ଏହାକୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସାହ ରହିଛି। ଏଥିପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ବିଶେଷ ପଦକ୍ଷେପ ନିଆଯାଇଛି।’’ – ଶ୍ରୀମତୀ ଚିତ୍ରା ଆରୁମୁଗମ୍, ପ୍ରମୁଖ ଶାସନ ସଚିବ, ବିଜ୍ଞାନ ଓ ବୈଷୟିକ ବିଭାଗ
1
0
7
@ScAndTechOdisha
Science & Tech Dept, Odisha
8 months
ଶୁକ୍ରବାର ସନ୍ଧ୍ୟାରେ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଟେଲିସ୍କୋପ ମାଧ୍ୟମରେ ବିଭିନ୍ନ ଗ୍ରହକୁ ଦେଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ବିରଳ ମହାଜାଗତିକ ଦୃଶ୍ୟକୁ କିପରି ସୁବିଧାରେ ଦେଖିହେବ, ଏଥିପାଇଁ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
0
0
2
@ScAndTechOdisha
Science & Tech Dept, Odisha
8 months
ନିଜ କକ୍ଷପଥରେ ଘୂରି ବୁଲୁଥିବା ଏହି ଗ୍ରହଗୁଡ଼ିକ ବର୍ତ୍ତମାନ ଗୋଟିଏ ଧାଡ଼ିରେ ଦିଶୁଛନ୍ତି। ଏହି ବିରଳ ମହାଜାଗତିକ ଦୃଶ୍ୟକୁ କିପରି ସୁବିଧାରେ ଦେଖିହେବ ଏଥିପାଇଁ ପ୍ଲାନେଟୋରିୟମ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜାନୁଆରି ୩୧ ପର୍ଯ୍ୟନ୍ତ ସନ୍ଧ୍ୟା ୫.୩୦ରୁ ୭.୩୦ ଯାଏଁ ପ୍ରତିଦିନ (ସୋମବାର ବ୍ୟତୀତ) ଏହା ଜାରି ରହିବ।.
1
1
4
@ScAndTechOdisha
Science & Tech Dept, Odisha
8 months
ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଟେଲିସ୍କୋପ ମାଧ୍ୟମରେ ବିଭିନ୍ନ ଗ୍ରହକୁ ଦେଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିତରେ ବେଶ୍ ଉତ୍ସାହ। ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଏଥିପାଇଁ କରାଯାଇଥିବା ବ୍ୟବସ୍ଥା ଫଳରେ ସେମାନେ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ଗ୍ରହକୁ ମହାକାଶରେ ଦେଖି ଖୁସି ହେଉଛନ୍ତି।
Tweet media one
Tweet media two
Tweet media three
Tweet media four
1
0
8
@ScAndTechOdisha
Science & Tech Dept, Odisha
8 months
This is a case of planetary alignment, a result of the orbital mechanics of the solar system. Such events are rare, especially involving 6 planets. People are showing great curiosity to watch the celestial spectacle. This activity will continue between 5:30-7:30 PM till Jan 31.
0
0
1
@ScAndTechOdisha
Science & Tech Dept, Odisha
8 months
Students, public & stargazers exploring the rare Planet Parade at Pathani Samanta Planetarium, Bhubaneswar. Dept of Science & Technology has arranged modern telescopes to have a rare sight of Mars, Venus, Jupiter, Saturn, Neptune & Uranus in the evening sky. @CMO_Odisha @isro
Tweet media one
Tweet media two
Tweet media three
Tweet media four
1
0
6