
Santosh Jena
@SantoshNewsman
Followers
602
Following
410
Media
337
Statuses
432
ସାଧାରଣ ଲୋକଙ୍କର ହକ ଓ ସ୍ୱାଭିମାନର ଲଢେଇ ପାଇଁ ସଦା ସର୍ବଦା ମୁଁ ପ୍ରସ୍ତୁତ|| SENIOR SPECIAL CORRESPONDENT AT ARGUS NEWS||
Bhubaneshwar, India
Joined January 2018
"ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ" ପବିତ୍ର ଦୁର୍ଗା ପୂଜା ଅବସରରେ ଜଗଜ୍ଜନନୀଙ୍କ ପାଦପଦ୍ମରେ ପ୍ରଣାମ ସହ ଆପଣମାନଙ୍କ ସୁଖ, ସମୃଦ୍ଧି ପ୍ରାର୍ଥନା କରୁଛି । ଶାରଦୀୟ ଶୁଭେଚ୍ଛା 💐 ଜୟ ମା' ଦୁର୍ଗା🙏
1
0
9
ଆଉ ବିଜେଡି ସମ୍ଭାଳି ପାରିଲାନି ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ବାଣ, ଶେଷରେ କଲା ନିଲମ୍ବିତ 😅
0
0
3
ରାଗିଂକୁ ବିରୋଧ କରି ଉତ୍କଳ ବିଶ୍ଵବିଦ୍ୟାଳୟ ଲ କଲେଜରେ ସିନିୟର୍ ଓ ଜୁନିୟରଙ୍କ ମଧ୍ୟରେ ମାରପିଟ୍ ! #UtkalUniversity
0
0
5
ଭିଜିଲାନ୍ସ ଜାଲରେ ୨୦୧୯ ବ୍ୟାଚର ଓଡିଶା ଓଏଏସ ଟପର ଅଶ୍ଵିନୀ କୁମାର ପଣ୍ଡା 🤦♀️ ବାବୁଙ୍କୁ କଣ ଆସୁ ଆସୁ ଭୋକ 🤔
19
7
129
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଞ୍ଜିଆମ୍ବ ଗ୍ରାମର ଦିଲ୍ଲିପ ପଟ୍ଟନାୟକ କର୍କଟ ରୋଗରେ ପୀଡିତ ଅଛନ୍ତି | ଆୟୁଷ୍ମାନ କାର୍ଡ ନଥିବାରୁ ଚିକିତ୍ସା ହୋଇପାରୁନାହାନ୍ତି, ତୁରନ୍ତ ତାଙ୍କୁ ମାଗଣା ଚିକିତ୍ସା ପ୍ରଦାନ ସହ, ଆୟୁଷ୍ମାନ କାର୍ଡ ଯୋଗାଇ ଦେବାକୁ ଅନୁରୋଧ @CMO_Odisha @HFWOdisha @DMnabarangpur @SecyChief @MahalingMukesh
0
2
6
#ବଡ #ସହର #ବଡ #ଖବର ଦେଖନ୍ତୁ ପ୍ରତ୍ୟେକ ଦିନ ମୋ ସହ ସନ୍ଧ୍ୟା 6 ଟାରେ କେବଳ ଅର୍ଗସ ନିୟୁଜରେ #badasaharabadakhabara #argusnews
0
1
7
ପ୍ରତିଦିନ ମୋ ସହ ଦେଖନ୍ତୁ ବଡ଼ ସହର ବଡ଼ ଖବର ସମୟ ଠିକ୍ ସନ୍ଧ୍ୟା ୬ ଟା ରେ, କେବଳ @ArgusNews_in ରେ https://t.co/R5fBYNtDdm
facebook.com
Live | Bada Sahara Bada Khabar | ବଡ଼ ସହର ବଡ଼ ଖବର | 6 PM Bulletin | 08 Sep 2025 | Argus News #ArgusNews #BadaSaharaBadaKhabar #Citynews #citydevelopment #cityproblems #urbancity #OdishaNews
0
0
2
ନୂଆଖାଇ ତିହାର ଆଣିଛେ,ନୂଆ ସପନ ନୂଆ ଆଶା। ହସି ଖେଳି କରି ବିତୁ ଏ ବଛର, ମାଁ ସମଲେଇ ଭରଷା... ସମ୍ କୁ ମୋର୍ ନୂଆଁଖାଇ ଜୁହାର୍ 🙏 #ନୂଆଁଖାଇଜୁହାର୍
2
0
24
ଡେଲାଙ୍ଗ ବସନ୍ତପୁର ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା, ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଧ୍ୟାନ ଦେବାକୁ @PWD_Odisha @dm_puri @SecyChief @CMO_Odisha @BibhutiJena93 @Khitishoas @MohanMOdisha @sambitswaraj
0
2
27
କି ବିକୃତ ଚିନ୍ତାଧାରା ! ଆମର ଜୀବନଶୈଳୀ, ଧାରଣା ଓ ଧାର୍ମିକ ଭାବନାକୁ ବଦଳାଇବା ପାଇଁ କି ହୀନ ପ୍ରୟାସ...ରାଜଧାନୀ ଭୁବନେଶ୍ବରର ଜୟଦେବ ବିହାର ଅଞ୍ଚଳରେ ଲଗାଯାଇଥିବା ଏହି ହୋର୍ଡିଙ୍ଗଟିକୁ ଦେଖନ୍ତୁ, ଆଉ ଏହା ମାଧ୍ୟମରେ କଣ ସନ୍ଦେଶ ଦିଆଯାଉଛି ଚିନ୍ତା କରନ୍ତୁ |
0
1
11
ନୀରବତା ଏବଂ ଧର୍ଯ୍ୟ ଠାରୁ ବଡ କୌଣସି ଗୁଣ ନାହିଁ, ନୀରବତା ଦ୍ୱାରା ସମସ୍ତ ପରିସ୍ଥିତି କୁ ସାମ୍ନା କରାଯାଇ ପାରେ ଏବଂ ଧର୍ଯ୍ୟ ଦ୍ୱାରା ସମସ୍ତ ବିପଦ କୁ ପାରି କରାଯାଇପାରେ...!!!
5
3
134
ବୟସ ଏଠି ବୟସ୍କ ହୁଏ ଜୀବନ ଏଠି ସ୍ମୁତି ସାଉଁଟେ, ଆଉ କଲମ ଏଠି ଅନୁଭୂତି ଲେଖେ...
3
3
224
ଜୀବନରେ ସବୁକିଛି ଛାଡି ଦେଲେ ବି ହସ ଆଉ ଆଶା କେବେ ବି ଛାଡ଼ନ୍ତୁ ନାହିଁ,କାରଣ ଏହି ଦୁଇଟା ହିଁ ତୁମକୁ ବଞ୍ଚି ରହିବାକୁ ପ୍ରେରଣା ଦେବ...
7
2
144
ଓଡ଼ିଶାରେ ଚାଲିଥିବା ଡ୍ରିମ୍ ସେଣ୍ଟର ନାଁରେ ଧର୍ମାନ୍ତିକରଣ ରେ କେବେ ପଡ଼ିବ ପୂର୍ଣ୍ଣଛେଦ? @homeodisha ନିର୍ଦ୍ଦେଶ ପରେ ବି ହେଉନି କାର୍ଯ୍ୟନୁଷ୍ଠାନ? @DGPOdisha @CMO_Odisha ସାର୍ ଙ୍କୁ ଅନୁରୋଧ ଏହି ଘଟଣା ସମ୍ପୃତ ଦୋଷୀ ଙ୍କ ବିରୁଦ୍ଧରେ ଯଥାଶୀଘ୍ର ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନେବାକୁ।
1
8
16
#ଅର୍ଗସ୍ରେ_ଧର୍ମାନ୍ତରୀକରଣ_ରାକେଟ୍ର_ପର୍ଦ୍ଦାଫାସ୍ ଅର୍ଗସ୍ ନ୍ୟୁଜ୍ରେ ଧର୍ମାନ୍ତରୀକରଣ ରାକେଟର ବଡ଼ ପର୍ଦ୍ଦାଫାସ୍ ସମାଜସେବା ନାଁରେ ଫୈଜ ରେହମାନଙ୍କ ସାଙ୍ଘାତିକ କେଳେଙ୍କାରୀ ଅଭିଯୋଗ #ArgusNews #ArgusBigExpose #IllegalReligiousConversionRacket
0
12
35