SambadSahitya Profile Banner
Sambad Sahitya Profile
Sambad Sahitya

@SambadSahitya

Followers
20
Following
0
Media
160
Statuses
160

କେତେ ମିଠା ଆମ ଭାଷା, କେତେ ସୁନ୍ଦର ଆମ ସାହିତ୍ୟ, ଆଉ ସେହି ସାହିତ୍ୟକୁ ଯୁବପୀଢ଼ିଙ୍କ ସହ ଯୋଡିବା ଉଦ୍ଦେଶ୍ୟରେ ସମ୍ବାଦ ତରଫରୁ ଏକ ନିଆରା ପ୍ରୟାସ 'ସାହିତ୍ୟ ପକ୍ଷ' ।

Joined February 2025
Don't wanna be here? Send us removal request.
@SambadSahitya
Sambad Sahitya
7 months
ଏଣିକି ରଙ୍ଗିନ କଳେବରରେ ସମ୍ବାଦ ସାହିତ୍ୟ ପୃଷ୍ଠା । ଗଳ୍ପ,କବିତା, ପୁସ୍ତକ ସମୀକ୍ଷା ଓ ସାକ୍ଷାତ୍‌କାର ସମୃଦ୍ଧ ସାପ୍ତାହିକ ସାହିତ୍ୟ ପୃଷ୍ଠା ଏଥର 'ରବିବାର'ରେ... #SambadSahitya #Rabibar #Sahitya #Odisha #Sambad https://t.co/Rm5DzG02Ot
0
0
0
@SambadSahitya
Sambad Sahitya
7 months
#ସୌମ୍ୟ_ସୁକୋମଳ ସେ ଜଣେ ଅଗ୍ରଗଣ୍ୟ କାବ୍ୟକ ସମସାମୟିକ ଶିଖର ପୁରୁଷ ଥିଲେ । ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି । ପଦ୍ମ ଭୁଷଣ ରମାକାନ୍ତ ରଥଙ୍କୁ ସମ୍ବାଦ ସାହିତ୍ୟ ପକ୍ଷ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
0
0
1
@SambadSahitya
Sambad Sahitya
8 months
ମଞ୍ଚରେ ସରିଲା ସମ୍ବାଦ 'ସାହିତ୍ୟ ପକ୍ଷ' । ଆଜି କନକ ନ୍ୟୁଜରେ ସାହିତ୍ୟର ଆଲୋଚନା, ଆସନ୍ତାକାଲି ରେଡ଼ିଓ ଚକଲେଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହ ପକ୍ଷର ମିଠାମିଠା ପରିସମାପ୍ତି... #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
1
@SambadSahitya
Sambad Sahitya
8 months
ହସରେ ଫାଟିଲା ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚ... ବ୍ୟଙ୍ଗ ସାହିତ୍ୟ ଆସରରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କଲେ ଶ୍ରୀମାନ ସର୍ବଗିଳା, ଡ଼. କୁଳାଙ୍ଗାର ଓ କବି ଦୁର୍ବଳିଆ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews @tanaya_p
0
0
1
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ ବ୍ୟଙ୍ଗ ଆବୃତ୍ତି କରି ଦର୍ଶକଙ୍କ ମନ ଜିଣିଲେ ବବି ଅନୁସୂୟା #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
ବ୍ୟଙ୍ଗ ସାହିତ୍ୟ ଆସରରେ ପ୍ରଶ୍ନରେ ପ୍ରଶ୍ନରେ ଉତ୍ତର ମାଗି ହସେଇ ହସେଇ ବେଦମ କଲେ ଆରଜେ ଅନିଲ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ ବ୍ୟଙ୍ଗ ସାହିତ୍ୟ ଉପରେ ଆଲୋଚନା କଲେ ବ୍ୟଙ୍ଗକବି ମାଧବ ସ୍ବାଇଁ, ଶ୍ରୀଯୁକ୍ତ ସତ୍ୟାନାଶ, ଜ୍ଞାନ ହୋତା ଏବଂ ରମାକାନ୍ତ ମହାପାତ୍ର #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews @tanaya_p
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚର ���୍ରୟୋଦଶ ସଞ୍ଜ ତଥା ଅନ୍ତିମ ଦିବସରେ କାର୍ଯ୍ୟକ୍ରମକୁ ସଫଳ କରିଥିବା ସଦସ୍ୟ, ସମସ୍ତ ଦର୍ଶକ ଏବଂ ସାହିତ୍ୟପ୍ରେମୀଙ୍କୁ କୃତଜ୍ଞତା ଜଣାଇଲେ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #ସାହିତ୍ୟପକ୍ଷ #Sambad #KanakNews @tanaya_p
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷର ଉଦଯାପନୀ ସନ୍ଧ୍ୟାରେ କାର୍ଯ୍ୟକ୍ରମକୁ ଭଲପାଇବା ଏବଂ ଆଶୀର୍ବାଦ ଦେଇଥିବା ସମସ୍ତ ସାହିତ୍ୟପ୍ରେମୀଙ୍କୁ ଧନ୍ୟବାଦ ଜଣାଇଲେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #ସାହିତ୍ୟପକ୍ଷ #Sambad #KanakNews @soumyasambad
0
0
0
@SambadSahitya
Sambad Sahitya
8 months
ବରିଷ୍ଠ ରାଜନେତା ତଥା କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଶୀର୍ବଚନରୁ ଆରମ୍ଭ ହେଲା ସମ୍ବାଦ ସାହିତ୍ୟ ପକ୍ଷର ତ୍ରୟୋଦଶ ଦିବସ... #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews @tanaya_p @SoumyaSambad
0
0
0
@SambadSahitya
Sambad Sahitya
8 months
ବରିଷ୍ଠ ରାଜନେତା ତଥା କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଶୀର୍ବଚନରୁ ଆରମ୍ଭ ହେଲା ସମ୍ବାଦ ସାହିତ୍ୟ ପକ୍ଷର ତ୍ରୟୋଦଶ ଦିବସ... #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews @tanaya_p @SoumyaSambad
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷର ତ୍ରୟୋଦଶ ସନ୍ଧ୍ୟାରେ ଜମିବ ହସର ପସରା... ଆସନ୍ତୁ ଆଜି ଟିକେ ବ୍ୟଙ୍ଗ ବ୍ୟଞ୍ଜନ ଖାଇ ମନଖୋଲା ହସିବା 📷 #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚ... ଆଧ୍ୟାତ୍ମିକ ସାହିତ୍ୟ ଦିବସରେ ବାଙ୍କୀ ତୁଳସୀପୁରର କୁଞ୍ଜବିହାରୀ ଦେବ ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ଭକ୍ତିମୟ ପରିବେଷଣ.... #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷର ଦ୍ବାଦଶ ଦିବସରେ ସୃଜନର ଏହି ମଞ୍ଚରେ ସମ୍ବର୍ଦ୍ଧିତ ହେଲେ 'ଓଡ଼ିଶା ବୁକ୍ ଏମ୍ପୋରିୟମ', 'ଝୁମୁକା' ଏବଂ ''ଧର୍ମଗ୍ରନ୍ଥ ଷ୍ଟୋର' #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ ଆଧ୍ୟାତ୍ମିକ ସାହିତ୍ୟ ଉପରେ ଆଲୋଚନା କଲେ ବରେଣ୍ୟ ଅତିଥି ବୀରେନ୍ଦ୍ର କୁମାର ପଣ୍ଡା, କୃଷ୍ଣ କେଶବ ଷଡ଼ଙ୍ଗୀ, ପୀତବାସ ରାଉତରାୟ ଏବଂ ଆରଜେ ଆର୍ଯ୍ୟ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
କେମିତି ଲେଖିଥିଲେ ପ୍ରଥମ ଭଜନ 'ଜଗା ତୁ ଯାଦୁଗର' ? ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ ଭକ୍ତିଗୀତ ଲେଖିବାର ଅନୁଭୂତି ବଖାଣିଲେ ଯୁବ ଗୀତିକାର ରାମକୃଷ୍ଣ ବାରିକ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews @ramakrushnabar1
0
0
1
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ ମହାପ୍ରଭୁଙ୍କ ଭଜନ ଗାଇ ଦର୍ଶକଙ୍କ ମନ ଜିଣିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମହାପ୍ରସାଦ କର #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews @tanaya_p
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ସମାରୋହରେ ଆରଜେ ଅନିଲଙ୍କ ଦ୍ବାରା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ... ଉତ୍ତର ଦେଇ ଉପହାର ଜିତୁଛନ୍ତି ଦର୍ଶକ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ ଅଭିବ୍ୟକ୍ତି ରଖିବା ସହ ଚମତ୍କାର କବିତା ପରିବେଷଣ କଲେ ଲେଖକ ଡ଼. ରାଜକିଶୋର ପାଢ଼ୀ, ଡ଼. ସୁନାମଣି ରାଉତ ଏବଂ ନୀଳମଣି ଚାନ୍ଦ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews
0
0
0
@SambadSahitya
Sambad Sahitya
8 months
ସମ୍ବାଦ ସାହିତ୍ୟ ପକ୍ଷ ମଞ୍ଚରେ 'ଖୁସି ବସେରା' ପିଲାଙ୍କ ଦ୍ବାରା କ୍ଷୁଦ୍ର ନାଟକ 'ହୋଲିକା ଦହନ' ପ୍ରଦର୍ଶିତ #ସମ୍ବାଦ_ସାହିତ୍ୟ_ପକ୍ଷ #SambadSahitya #SahityaPakshya #literature #odia #ସାହିତ୍ୟପକ୍ଷ #Sambad #KanakNews @tanaya_p
0
0
0