
SUNIL KUMAR
@SUNILKU03793557
Followers
20
Following
649
Media
19
Statuses
793
Joined September 2022
@MohanMOdisha- @KVSinghDeo1- @TPSouthOdisha, ଆମ ଘର କାନ୍ଥ ସହ ଇଲେକ୍ଟ୍ରି ପୋଲ ଲାଗି ରହିଥିବାରୁ ଆମେ ଜୀବନ ବିପଦ ପୂର୍ଣ୍ଣ ଭାବେ ରହୁଅଛୁ, ବିଭାଗକୁ ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ କରୁନାହାନ୍ତି ଓ ଏହାର ସମାଧାନ ପାଇଁ ୫୦ ହଜାର ଟଙ୍କା ମାଗୁଛନ୍ତି । ଦୟାକରି ଏହି ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ ସମାଧାନ କରନ୍ତୁ 🙏🙏
3
4
3
Please take strict action under RPwD Act 2016 and set up special courts in every district under Section 84/85 so that the disabled can get speedy justice. #Sayyara #DisabilityRights @homeodisha @state_scpd @niyati_pattnaik
0
2
2
ओडिशा इतिहास में यह पहली बार हुआ है, सरकार विशेष शिक्षकों की नियुक्ति की नीतिगत निर्णयों को मंजूरी दे दिया स्कूल एवं जन शिक्षा विभाग की कार्यान्वयन रणनीतियाँ धन्यवाद माननीय श्रीमान मुख्यमंत्री @MohanMOdisha जी 🙏🙏 #educationforall #specialeducators #BreakingNews
0
2
0
माननीय सुप्रीम कोर्ट - " वे राज्य/केंद्र शासित प्रदेश, जो अभी तक पूरी तरह से नहीं किए दिनांक 7 मार्च 2025 के आदेश का अनुपालन करने हेतु स्वतंत्र होंगे 8 सितंबर, 2025 से पहले #EducationForAll #disabilityrights #SupremeCourt #BreakingNews #affidevit
#HBDPawanKalyan
0
4
4
ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା । ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୪୪,୪୩୩ ଟି ଶିକ୍ଷକ ପଦବୀ ପୂରଣ କରିବା ପାଇଁ ନିଷ୍ପତି ନିଆଯାଇଛି ।
1K
972
1K
Heartiest congratulations to Sri Basanta Kumar Rana, Govt. UP School, Kondel, Block-Korkunda, District-Malkangiri, on being selected for the prestigious National Teachers’ Award 2025. Your dedication to shaping young minds is truly inspiring! #NationalTeachersAward #Odisha
31
31
399
दिव्यांग बच्चों के हित में ठोस कदम उठाने पर बहुत आभार और धन्यवाद ,हमें आशा ही नही पूर्ण विश्वास है कि इन 1.5 लाख से ज्यादा दिव्यांग बच्चों के लिए कुछ नया इतिहास रचने का कार्य करोगे 🙏 @NityanandaBJP @MohanMOdisha
@MahalingMukesh @PravatiPOdisha
@KVSinghDeo1
#SupremeCourt
11
17
17
तिरंगा हमारी शान है । 🇮🇳भारत हमारा अभिमान है। 💫 Let's honor the sacrifices of our freedom fighters and strive for a brighter future. 🌟 79th #IndependenceDay #AzadiKaAmritMahotsav #ProudToBeIndian 🇮🇳" Kendriya Vidyalaya Sangathan Kvs RO Bbsr
0
2
4
0
1
2
ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ପାଇଁ ସ୍ଥାୟୀ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଏସଇଏଫଡି ନୟାଗଡ଼ ଜିଲ୍ଲାର ପ୍ରତିନିଧିମାନେ ମୋ ସହ ଆଲୋଚନା କରିଛନ୍ତି l ଏହି ସମସ୍ୟାର ସମାଧାନ ପାଇଁ ମୁଁ ମାନନୀୟ ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ଧ୍ୟାନ ଆକର୍ଷଣ କରିବି ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛି l
13
18
81
@suramapadhybjp ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଶିକ୍ଷା ସେହିମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଆପଣ ମର୍ମେମର୍ମେ ହୃଦବୋଧ କରି ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଆପଣଙ୍କ ଅବିରତ ଚ଼େଷ୍ଟା କରିବା ସହ ଆମକୁ ମାର୍ଗଦର୍ଶନ କରୁଛନ୍ତି।ଆପଣଙ୍କୁ କୃତଜ୍ଞତାର ସହ ଆନ୍ତରିକ ଧନ୍ୟବାଦ୍ ଜ୍ଞାପନ କରୁଛୁ।
0
4
5
ଛୋଟ ଭାଇ ଆଶାୟୀ ସ୍ବତନ୍ତ୍ର ଶିକ୍ଷକଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପୂଣ୍ୟାତ୍ମାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଏଭଳି ଦୁଃଖଦ ସମୟରେ ସହାୟ ହୁଅନ୍ତୁ। ଓମ ଶାନ୍ତି 🙏 #RIP
0
1
1
ମାନନୀୟ ସୁପ୍ରିମ କୋର୍ଟ ଆଦେଶ ୨୧/୦୭/୨୦୨୨ ଅନୁଯାଇ ଯଦି କ୍ଲଷ୍ଟର ଲେବଲରେ ପର୍ଯ୍ୟାପ୍ତ ପରିମାଣରେ ସ୍ବତନ୍ତ୍ର ଶିକ୍ଷକ ନ ଥିବେ ତାହେଲେ ପ୍ରଥମ ଷ୍ଟେଜରେ ୪ ଟି ସ୍କୁଲ୍ : ୧ ସ୍ବତନ୍ତ୍ର ଶିକ୍ଷକ ଅନୁପାତରେ ମୋଟ ୧୨୫୫୨ ଟି ପୋଷ୍ଟ ଓ ଦ୍ୱିତୀୟ; ଷ୍ଟେଜରେ ୧ ସ୍କୁଲ୍ :୧ ସ୍ବତନ୍ତ୍ର ଶିକ୍ଷକ ଅନୁପାତ ଅନୁଯାଇ ୪୯୦୭୧ ପୋଷ୍ଟ ଦରକାର
0
3
2
SC- If adequate number of spl teachers are not available at the cluster level,then the school ratio will be 4 schools:1 spl Teacher will be applicable each #school should have a distance of 5 km Please review MOM for requirements of #SpecialEducators in held on 02/04/2025
0
3
2
Privileged to call on His Excellency, the Governor of Odisha, and share insights on empowering the differently-abled.
0
1
3
#SupremeCourt Directed on 7/03/2025,#Punjab published final Gazette Notification , 3600 post Special Educators Rule For 47979 Nos of Students with Disabilities #BreakingNews #SupremeCourt #BJPOdisha #specialeducators #Children #Disability #education
#LoveForMonster
0
1
1
#SupremeCourt Directed on 7/03/2025,#Punjab published 3600 post Special Educators For 47979 Nos of Students with Disabilities Please think about the 86979 SwDisabilities studying in Govt Schools in #Odisha
#BreakingNews
@NityanandaBJP @MohanMOdisha @suramapadhybjp
0
2
2
ଓଡ଼ିଶା ମାଟିର ଗର୍ବ ଓ ଗୌରବ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମ୍ମାନନୀୟ ଶ୍ରୀ @dpradhanbjp ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ। #HappyBirthday
#HBDDharmendraPradhan
#DharmendraPradhan
1
4
6