RourkelaMC Profile Banner
Rourkela Municipal Corporation Profile
Rourkela Municipal Corporation

@RourkelaMC

Followers
14K
Following
559
Media
3K
Statuses
5K

Municipal Corporation, Rourkela

Rourkela
Joined June 2016
Don't wanna be here? Send us removal request.
@RourkelaMC
Rourkela Municipal Corporation
2 days
advised them to improve revenue collection, properly check building plans, and promote the development of #WSHG members under the NULM #scheme. #Review #meeting #RMC
Tweet media one
Tweet media two
Tweet media three
0
0
0
@RourkelaMC
Rourkela Municipal Corporation
2 days
oday, a review meeting of different departments (#Planning, #Revenue, and #NULM) was held under the chairmanship of the RMC Commissioner, Ms. Dheenah Dastageer (IAS). During the meeting, she interacted with the staff of the concerned sections and (1)
Tweet media one
Tweet media two
Tweet media three
Tweet media four
1
0
13
@RourkelaMC
Rourkela Municipal Corporation
2 days
ଏଥିସହ ସହରର ବର୍ତ୍ତମାନର ସ୍ଵଚ୍ଛତା ଓ ପରିମଳର ସ୍ଥିତି ବାବଦରେ ସମୀକ୍ଷା କରିବା ସହ ଏହି ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରିବା ତଥା ରାଉରକେଲାବାସୀଙ୍କୁ ଉତ୍କୃଷ୍ଟମାନର ସ୍ଵଚ୍ଛତା ଓ ପରିମଳ ସେବା ପ୍ରଦାନ ପାଇଁ ସେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। (୪).#sanitationforall #RMC #GarimaScheme.
0
0
1
@RourkelaMC
Rourkela Municipal Corporation
2 days
ସଫେଇ କର୍ମଚାରୀଙ୍କ ପାଇଁ ଥିବା ଆବଶ୍ୟକୀୟ ଆଇନଗତ ବ୍ୟବସ୍ଥା ଉପରେ ଜନ ସଚେତନତା ସୃଷ୍ଟି କରାଯିବ। ଏହାକୁ ସଫଳ କରିବା ପାଇଁ ସୁଶ୍ରୀ ଦସ୍ତଗୀର୍ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। (୩).#SanitationWorkers #rourkela
Tweet media one
Tweet media two
1
0
1
@RourkelaMC
Rourkela Municipal Corporation
2 days
ଆଜି ଏ ନେଇ ଏକ ପ୍ରସ୍ତୁତି ବୈଠକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ (ଭା.ପ୍ର.ସେ)ଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ପନ୍ଦର ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଅଭିଯାନରେ ଲାଇସେନ୍ସ ପ୍ରାପ୍ତ ସେବା ପ୍ରଦାନକାରୀ ସଂସ୍ଥା ଦ୍ଵାରା ପାଇଖାନା ଟାଙ୍କି ଗୁଡିକର ସଫେଇ, ସଫେଇ ସମୟରେ ଆବଶ୍ୟକୀୟ ସୁରକ୍ଷା ଉପକରଣର ବ୍ୟବହାର ଏବଂ (୨)
Tweet media one
Tweet media two
1
0
1
@RourkelaMC
Rourkela Municipal Corporation
2 days
ରାଉରକେଲା ସହରର ପ୍ରମୁଖ ପରିମଳ କର୍ମଚାରୀଙ୍କ ବ୍ୟକ୍ତିଗତ ସୁରକ୍ଷା, ସମ୍ମାନ ଓ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗରିମା ଯୋଜନା ଅଧୀନରେ 'ଆଇନଗତ ସଫେଇ ସୁରକ୍ଷିତ ସଫେଇ' ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଆରମ୍ଭ କରାଯାଇଛି । (୧).#DignityForAll #GarimaScheme #SanitationSafety #SafeCleaning #ULBCampaign
Tweet media one
Tweet media two
Tweet media three
1
1
11
@RourkelaMC
Rourkela Municipal Corporation
3 days
'ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା' ଅଭିଯାନରେ ସରକାର ଚଳିତ ବର୍ଷ ସ୍ଵାଧୀନତା ଉତ୍ସବକୁ ସ୍ଵଚ୍ଛତାର ସହ ମନାଇବାକୁ ଆହ୍ଵାନ ଦେଇଥିବା ବେଳେ ସମସ୍ତେ ବ୍ୟକ୍ତିଗତ ଜୀବନଚର୍ଯ୍ୟାରେ ସ୍ଵଚ୍ଛତା ଆପଣାଇଲେ ହିଁ ଏହି ଅଭିଯାନ ସଫଳ ହେବ ଏବଂ ଏକ ସ୍ଵଚ୍ଛ ଓ ସୁସ୍ଥ ରାଉରକେଲା ଗଠନ ହୋଇ ପାରିବ ବୋଲି ସେ କହିଥିଲେ।.#IndependenceDay
Tweet media one
Tweet media two
Tweet media three
Tweet media four
0
1
4
@RourkelaMC
Rourkela Municipal Corporation
3 days
୭୯ତମ ସ୍ଵାଧୀନତା ଦିବସ ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ (ଭା.ପ୍ର.ସେ) ମହାନଗର ନିଗମ କାର୍ଯ୍ୟାଳୟ ସମେତ ରାଉରକେଲା ସ୍ମାର୍ଟ ସିଟି ଓ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।.#Rourkela #rmc
Tweet media one
Tweet media two
Tweet media three
Tweet media four
1
1
15
@RourkelaMC
Rourkela Municipal Corporation
3 days
ସମାରୋହରେ ରାଉରକେଲା ଡିଆଇଜି ଶ୍ରୀଯୁକ୍ତ ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନିତେଶ ୱାଧୱାନି, ପାନପୋଷ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Tweet media one
Tweet media two
Tweet media three
Tweet media four
0
0
2
@RourkelaMC
Rourkela Municipal Corporation
3 days
ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଥାନୀୟ କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଏଥି ସହ ସ୍କୁଲ ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।.#IndependenceDayIndia #Rourkela
Tweet media one
Tweet media two
Tweet media three
Tweet media four
1
0
3
@RourkelaMC
Rourkela Municipal Corporation
3 days
ରାଉରକେଲାର ଉଦିତନଗର ପଡ଼ିଆଠାରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।.#IndependenceDay #IndependenceDay2025
Tweet media one
Tweet media two
Tweet media three
Tweet media four
1
1
13
@RourkelaMC
Rourkela Municipal Corporation
3 days
୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।.#IndependenceDay.#IndependenceDayIndia.#IndependenceDay2025
Tweet media one
1
2
5
@RourkelaMC
Rourkela Municipal Corporation
4 days
୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷେ ତ୍ରିରଙ୍ଗୀ ଅଲୋକମାଳାରେ ସୁସଜ୍ଜିତ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ।.#IndependenceDay2025 #Rourkela #rmc
Tweet media one
Tweet media two
Tweet media three
Tweet media four
1
2
23
@RourkelaMC
Rourkela Municipal Corporation
4 days
'ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା' ଅଭିଯାନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।.@PMOIndia @CMO_Odisha @MinOfCultureGoI @MoHUA_India @HUDDeptOdisha @SwachSurvekshan @SwachhBharatGov . #HarGharTiranga #HarGharSwachhata #TrirangaYatra #TrirangaRally #AzadiKaAmritMahotsav #Rourkela
0
0
5
@RourkelaMC
Rourkela Municipal Corporation
4 days
ଏହି ଶୋଭାଯାତ୍ରାରେ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍(ଭା.ପ୍ର.ସେ)ଙ୍କ ସହ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ଏସଏଚଜି ମହିଳା ଓ ସ୍ଥାନୀୟ ଲୋକ ହାତରେ ଜାତୀୟ ପତାକା ସହ ସ୍ଵଚ୍ଛତା ସଚେତନତାର ବାର୍ତ୍ତା ବହନ କରୁଥିବା ପ୍ଲା କାର୍ଡ ଧରି ଉତ୍ସାହର ସହ ସାମିଲ୍ ହୋଇଥିଲେ। ଯାହା ପୁରା ପରିବେଶକୁ ତ୍ରିରଙ୍ଗାମୟ କରିଥିଲା।
Tweet media one
Tweet media two
Tweet media three
Tweet media four
0
0
0
@RourkelaMC
Rourkela Municipal Corporation
4 days
ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ 'ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା' ଅଭିଯାନରେ 'ତ୍ରିରଙ୍ଗା ଶୋଭାଯାତ୍ରା' ଅନୁଷ୍ଠିତ ହୋଇଥିଲା। ଆମ୍ବେଦକର ଛକରୁ ବାହାରିଥିବା ଏହି ତ୍ରିରଙ୍ଗା ଯାତ୍ରା ଆରଏମସି କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା। .#HarGharTiranga #HarGharSwachhta #RMC
Tweet media one
Tweet media two
Tweet media three
Tweet media four
1
1
11
@RourkelaMC
Rourkela Municipal Corporation
5 days
"ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ଵଚ୍ଛତା" ଅଭିଯାନ ଅଧୀନରେ ହେବାକୁ ଥିବା 'ତ୍ରିରଙ୍ଗା ଶୋଭାଯାତ୍ରା' ରେ ସମସ୍ତେ ସାମିଲ୍ ହେବାକୁ ଅନୁରୋଧ।.#HarGharTiranga #HarGharTiranga #TrirangaYatra .#rourkela #rmc
Tweet media one
0
1
9
@RourkelaMC
Rourkela Municipal Corporation
5 days
A review meeting was held at the RMC conference hall under the chairmanship of the RMC Commissioner Ms. Dheenah Dastageer (IAS) to discuss the #progress of ongoing works with all the engineers of work section. #review #meeting #project #rourkela #rmc
Tweet media one
Tweet media two
Tweet media three
Tweet media four
0
1
9
@RourkelaMC
Rourkela Municipal Corporation
5 days
An #awareness program was held at various #schools in Wards 34 to 37 and Wards 7 and 8 of the RMC area under the #HarGharTiranga #HarGharSwachhta initiative to promote #wastemanagement , encourage the use of #ecofriendly materials, and eliminate #singleuseplastics. #Rourkela
Tweet media one
Tweet media two
Tweet media three
Tweet media four
0
0
5
@RourkelaMC
Rourkela Municipal Corporation
6 days
ସେ ମାର୍କେଟରରେ ଡ୍ରେନେଜ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ଆଲୋକୀକରଣ, ପିଇବା ପାଣିର ସୁବିଧା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ସହ ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭିଏସଏସ ମାର୍କେଟର ବିକାଶ ଉପରେ ଗୁରୁତ୍ଵ ଦେଇଥିଲେ।.#drinkingwater #sanitation #drainage
Tweet media one
Tweet media two
0
0
2