
Rojalini Sahoo
@RojaliniSahoo15
Followers
7K
Following
10K
Media
136
Statuses
976
ଲୋଭ ମଣିଷ ମାନଙ୍କୁ କେଉଁ ସ୍ତରରୁ କେଉଁ ସ୍ତରକୁ ନେଇଯାଏ ତାହା ଏହି ଭିଡିଓରୁ ବହୁତ ଭଲ ଭାବେ ଜଣାା ପଡୁଛି । ଯଦି ତାଙ୍କ ପ୍ରତି ଅନ୍ୟାୟ ହୋଇଥିଲା ସେ ଏବେ ଯାଏଁ କଣ ପାଇଁ ମୁହଁ ଖୋଲୁନଥିଲେ ଦଳରେ କ୍ଷମତା କେମିତି ଉପଭୋଗ କରୁଥିଲେ ? #Odisha #Politics #ShreemayeeMishra #NaveenPatnaik #VkPandian #OdishaPolitics
33
73
236
Achieve your trading dreams today! With Tradeify, you can access up to $150K in funding, allowing you to trade futures without the risk of using your own money. Get 30% OFF all accounts With code: OCT
0
1
7
ଓଡ଼ିଆ ଅସ୍ମିତା ସରକାରରେ ଶ୍ରୀକ୍ଷେତ୍ରରେ ମାସଟାଯାକ ରହି କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ଇଚ୍ଛା କରିଥିବା ହବିଷ ବ୍ରତଧାରୀ ମା ମନଙ୍କ ପ୍ରତି ଏ କି ପ୍ରକାର ଛଳନା? #Odisha #OdiaAsmita #Bjp #BjpAntiOdisha #HabisyaliYojana #kartikaBrata
22
53
106
ଯିଏ ଓଡ଼ିଶା ପାଇଁ କାମ କରିଛି ତାଙ୍କୁ ଓଡ଼ିଶାବାସୀ କେବେବି ଭୁଲିବେନି । ଖାଲି ମିଛରେ ଦିନରାତି ପାଣ୍ଡିଆନ ପାଣ୍ଡିଆନ ହେଇ ଅପପ୍ରଚାର କଲେ କଣ ହେବ ? #Odisha #OdishaPolitics #VkPandian
10
86
252
There's still time to join me and @ColletteTravel on the trip of a lifetime. Sign up today. @access_wdun @WDUNRadio @WDUNTheMZS
1
2
15
ଗୁଜୁରାଟୀ କ୍ୟାଡରଙ୍କ ହାତରେ ଶ୍ରୀ ମନ୍ଦିର ପରିଚାଳନା ଦାଇତ୍ଵ ଟେକି ଦେଇଛନ୍ତି ବିଜେପି ସରକାର । ଏହା କଣ ବିଜେପି ସରକାରଙ୍କ ଓଡିଆ ଅସ୍ମିତା ପ୍ରୀତି ? #Odisha #Puri #SriMandira #JaiJagannatha #BJP #BjpAntiOdisha #OdiaAsmita
58
75
195
କୁଚକ୍ରି ଗୋଷ୍ଠୀ ନିଜର ଅପାରଗତା ଲୁଚାଇବା ପାଇଁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ପଛାଉ ନାହାନ୍ତି । ଏହା ସୁସ୍ଥ ରାଜନୀତିରେ ଗ୍ରହଣୀୟ ନୁହେଁ । ରାଜ୍ୟବାସୀ ଠିକ୍ ବୁଝି ସାରିଛନ୍ତି ରାଜ୍ୟର ଉନ୍ନତି ପାଇଁ କିଏ କାର୍ଯ୍ୟ କରୁଥିଲା ଆଉ କରୁଛି ମଧ୍ୟ । #Odisha #Bjp #BJPAntiOdisha
https://t.co/szJJSTv59o
26
60
123
ଗେରୁଆ ନେତାଙ୍କ ଧର୍ମର ନାଟକ 🤣🤣 ଯାହା କୁହନ୍ତୁ ଆଜ୍ଞା ଧର୍ମ ପାଇଁ ପ୍ରେମ ଶିଖିବ ଆମ ଗେରୁଆ ନେତାଙ୍କ ଠାରୁ। #India #Bjp #Brijbhushan #UttarPradesh
15
61
122
The best engineers don’t fight for one job. They choose between offers from top AI startups and tech companies.
0
5
30
ବଦନାମ କରିବାକୁ ଚାଲିଛି ପ୍ରତିଯୋଗିତା । ବିଜେଡ଼ିକୁ ବଦନାମ କରିବା ପାଇଁ ଏବେ ନବୀନଙ୍କ ନାଁରେ ମିଛ ଖବର ଛାଡ଼ି ବିରୋଧୀ ସହ ହାତ ମିଳାଇ ଥିବା ହେଉଛି ଆଲୋଚନା । ଦିନେ କାଳେ ଯେଉଁମାନେ ନବୀନଙ୍କ ଭଲ ମନ୍ଦ ବୁଝୁନଥିଲେ, ସେମାନେ ଏବେ ନବୀନଙ୍କ ନିଜର ବୋଲି ଦେଖାଇବାକୁ ଲଗାଉଛନ୍ତି ଧାଡ଼ି । #Odisha #NaveenPatnaik #Bjd
24
70
203
ହସ୍ପିଟାଲ ବେଡରୁ ନବୀନ ବାବୁଙ୍କ ଭିଡିଓ ବାର୍ତ୍ତା: ମୋତେ ଦେଖିବାକୁ ଚାହୁଁଥିଲେ ନବୀନ ନିବାସ ଆସନ୍ତୁ… #Odisha #NaveenPatnaik #NaveenPatnaikForOdisha #BJD
16
71
143
ଏମିତି ଧରିତ୍ରୀକୁ ଜଣାଉଛନ୍ତି ? ଯାହାହଉ ବେପାର ପାଇଁ ଭଲ ସୁବିଧା ପାଣ୍ଡିଆନ । ନବୀନ ବାବୁଙ୍କ ଅସୁସ୍ଥତା ସମୟରେ କଣପାଇଁ ଏ ଶୁଖିଲା ରାଜନୀତି କରାଯାଉଛି? #Odisha #OdishaNews #Dharitri #Bjd #NaveenPatnaik #VkPandian #Politics
23
81
171
ସୁଭଦ୍ରା ମରୁଛନ୍ତି ଜଳି ଜଳି, ଦିଦି କହୁଛନ୍ତି କିଣ ଛେଳି । 🔥🐐 #Odisha #SubhadraYojana #OdishaLawSystemFailUnderBjp #BjpFailInOdisha #BJP
22
90
247
ଭଲ ଥିଲା ବିଏସକେଓ୍ବାଇ ଚିନ୍ତା ବଢ଼ାଉଛି ଆୟୁଷ୍ମାନ । ବିଏସକେୱାଇ ଅପେକ୍ଷା ଆୟୁଷ୍ମାନରେ ଗରିବ ଲୋକଙ୍କୁ ଅଧିକ ସୁବିଧା ମିଳିବ ବୋଲି କହି ବିଜେପି ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ସ୍ଥିତି ପୂରା ଭିନ୍ନ । #Odisha #Bjp #BJPfailInOdisha #BJPAntiOdisha #BJPAntiPeople #AyushmanBharatYojana #BSKY
8
85
209
ଜଳି ଜଳି ମରିଗଲା ଆଉଜଣେ ଦୁହିତା। ୧୫ ଦିନ ବିତିଗଲା ତଦନ୍ତ ହେଇପାରିଲାନି,ଦୋଷୀ କିଏ ଜଣାପଡ଼ିଲାନି । ଆଜି ଏ ଡବଲ ଇଞ୍ଜିନ ସରକାରର ଶୋକ ଝରି ପଡୁଛି । ପୋଲିସ କହୁଛି କେହି ସମ୍ପୃକ୍ତ ନାହିଁ ।ତାହେଲେ ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଲା କେମିତି? #Balanga #BalangaVictim #Odisha #BalangaIncident #BJPAntiPeople #BJPAntiPeople
1
18
39
ସଂସଦ କି ବିଗ ବସ ? ଶାସକ ଦଳ: ଆମକୁ ଏମିତି ପ୍ରଶ୍ନ ପଚାର ଯାହାର ଆମେ ଉତ୍ତର ଦେଇପାରିବୁ । ଦେଶ ଚାହିଁଥିଲା ଉତ୍ତର କିନ୍ତୁ ଏ ଭଳି ନାଟକ ଓ ଦେଶଦ୍ରୋହର ଆରୋପ ଲଗାଇ ଖସିଯିବାକୁ ଚେଷ୍ଟା କରିଲା ସରକାର । ସଂସଦରେ ପ୍ରଶ୍ନ ଥିଲା ଦେଶ ଉପରେ କିନ୍ତୁ ପ୍ରତି ଉତ୍ତର କଣ ଆସିଲା ଦେଖନ୍ତୁ ଏହି ଭିଡିଓ : #India
https://t.co/if1t5gODEH
17
60
143
ଗେରୁଆ ରଙ୍ଗର କବ୍ଜାରେ ଶିକ୍ଷାନୁଷ୍ଠାନ। ଏ ରଙ୍ଗବଦଳା ସରକାର କେବଳ ରଙ୍ଗ ପରିବର୍ତ୍ତନ କରିବା ଜାଣିଛି ।ପ୍ରଥମେ ସ୍କୁଲ ଗୃହର ରଙ୍ଗ ପରେ ପିଲାମାନଙ୍କ ୟୁନିଫର୍ମର ରଙ୍ଗ ଏବେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଇକାର୍ଡ, ସାର୍ଟ ଓ ଟୋପିର ରଙ୍ଗ ହେବ ପରିବର୍ତ୍ତନ । #Odisha #Bjp #School #EducationMatters #BJPAntiOdisha
7
86
158
ଓଟିଇଟି ପିଲାଙ୍କ ଭବିଷ୍ୟତ ସହ ଭୟଙ୍କର ଖେଳ। ବନ୍ଦ ହେଲା ଓଟିଇଟି ପରୀକ୍ଷା । ତ୍ରୁଟିଶୂନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । #Odisha #Education #BjpFailInOdisha #OTET #OTETExam #Questionleak #PaperLeak #Bjp
17
67
146
ଓଡ଼ିଶାର ଘଟଣା ବୋଧେ ରାଷ୍ଟ୍ରପତିଙ୍କୁ ବିଚଳିତ କରୁନି, କେବଳ ଅଣ ବିଜେପି ଶାସିତ ରାଜ୍ୟର ଘଟଣାକୁ ନେଇ ସେ ଚିନ୍ତିତ ଆଉ ବ୍ୟଥିତ ହେଉଛନ୍ତି #Odisha #Balasore #balasorefmcollege #balasorecase #SoumyashreeDeath #soumyashree #fmcollege #FMCollegeBalasore #presidentofindia #droupadimurmu
40
56
251
ଏମାନଙ୍କ ସରକାର ପଣିଆକୁ ଧିକ୍ । ଆଜିଯାାଏଁ ନବୀନ ବାବୁ କରିଥିବା ୧୦୮ ଆମ୍ବୁଲାନ୍ସ ସେବାକୁ ଠିକସେ ସମ୍ଭାଳି ପାରିଲେନି, ପୁଣି କହୁଛନ୍ତି କୁଆଡେ ୧୦୯ ସେବା ଓଡ଼ିଶାବାସୀଙ୍କୁ ଦେବେ । ଏମିତିତ ଲୋକଙ୍କୁ ଦିନରେ ଲଣ୍ଠଣ ଦେଖେଇ ଦେଖେଇ ବର୍ଷେ ପଳେଇଲା ଆଉ ୪ ବର୍ଷ କଥା ଆଉ.. #Odisha #BjpFailInOdisha #Ambulance #1YearOfDoubleEngine
26
84
161
ନାରୀ ନିର୍ଯାତନାର ନଗ୍ନ ରୂପ । ସୌମ୍ୟାଙ୍କ ମୁହଁରୁ ଅତ୍ୟାଚାରର ଅନ୍ତିମ କାହାଣୀ। #Odisha #SoumyashreeBisi #JusticeForSoumyashreeBisi
#FMCollegeBalasore #SoumyashreeDeath #justiceforsomyashri #FakirMohanUniversity #balasoretragedy #balasorevictim
28
119
302