Rajesh Yadav
@RajeshMahakud_
Followers
1K
Following
39K
Media
769
Statuses
4K
Thank you @OfficialSBICare @TheOfficialSBI my problem is solved.
0
0
1
after all sections complete and final submit time write like, You Cannot raise a complaint for successful transaction.
1
0
1
"Dear State Bank of India, I made a withdrawal at one of your ATMs yesterday, but unfortunately, the cash did not dispense. I request a prompt refund of the. @TheOfficialSBI
3
0
2
ଦୟାକରି #Scholarship ୱେବସାଇଟ୍ କୁ ଉତ୍ତମ ଧରଣର କରନ୍ତୁ, ଛାତ୍ର ଛାତ୍ରୀ ବହୁତ ହଇରାଣ ହେଉଛନ୍ତି। @suryabanshibjp @MohanMOdisha
@SMEOdisha @DHE_Odisha @EduMinOfIndia @IPR_Odisha @odisha
0
2
3
#ଡିସେମ୍ବର_୫ରେ_ବାରବାଟୀରେ_ଟିକେଟ୍_ବିକ୍ରି’ -ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍ ବିକ୍ରି -ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା -ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍ -‘ଡିସେମ୍ବର ୧ ତାରିଖରେ ଅନଲାଇନ୍ରେ ମିଳିବ ଟିକେଟ୍’ -ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ T-20
0
0
4
ମୋ ସାନ ଭାଇ ଟେ କାଲି ଅଳ୍ପକେ, ବହୁତ ବଡ଼ ବିପଦ ରୁ ମୁକ୍ତି ପାଇଗଲା। ରାତିରେ ଫୋନ୍ ଚାର୍ଜରେ ଲଗେଇ ଦେଇକି ସୋଇପଡିଥିଲା, ଫୋନ୍ ବ୍ଲାଷ୍ଟ ହେଇକି ବେଡ୍ ରେ ନିଆଁ ଲାଗି ଯାଇଥିଲା। ସମସ୍ତେ ସତର୍କ ହୁଅନ୍ତୁ ରାତିରେ ଚାର୍ଜ ଲଗେଇ କି ସୁଅନ୍ତୁ ନାଇଁ କି ଚାର୍ଜରେ ଲଗେଇ କି ଫୋନ୍ ବେଡ୍ ଉପରେ ରଖୁନ୍ତୁ ନାଇଁ।
1
0
2
ଅତି ସୁନ୍ଦର 🤣
0
0
1
WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD CHAMPIONS 🏆 WORLD
431
9K
74K
Deepti Sharma You beautyyyy What a performance Bat se bhi ball se bhi Champion 🏆 INDW #indwvssaw
#Cricket
0
0
1
ମୋ ମୁହଁରେ ହସ ଫୁଟିଯାଏ, ମୋ ଆଖିରେ ଚମକଦାର ଆସିଯାଏ। ଯେତେବେଳେ ତୁମେ ମୋତେ ତୁମର ବୋଲି ଡାକୁଛ, ମୁଁ ନିଜକୁ ନିଜେ ତୁମ ପ୍ରେମରେ ହଜି ଯାଏ।
1
0
5
#ଆଜିଠୁ_ପୁଣି_ଖୋଲିବ_ସୁଭଦ୍ରା_ପୋର୍ଟାଲ ସୁଭଦ୍ରାରେ ନୂଆ ହିତାଧିକାରୀ ଆବେଦନ କରିପାରିବେ ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳା କରିପାରିବେ ଆବେଦନ ୨୦୨୫ ମାର୍ଚ ୩୧ ସୁଦ୍ଧା ୨୧ ବର୍ଷ ହୋଇଥିଲେ ଯୋଗ୍ୟ ମାର୍ଚ ୮ରେ ମିଳିବ ସୁଭଦ୍ରା କିସ୍ତି ଟଙ୍କା #Subhadra
0
0
1
ଲେଖିବାକୁ ଯାଉଥିଲି କି ତୋ ବିନା ମୁଁ ବହୁତ ଖୁସିରେ ଅଛି କିନ୍ତୁ କଣ ପାଇଁ କେଜାଣି କଲମ ଧରିକି ଲେଖିବା ଆଗରୁ ଆଖିରୁ ଲୁହ ଆସିଗଲା । #ସାଧାକାଗଜ #ସ୍ମୃତି
0
1
4
ହଁ ମୁଁ ମାନୁଛି ଜୀବନ ଜୀ ବାରେ ହାରି ଯାଇଛି, କିନ୍ତୁ ତମେ କେବେ ଜିତିଚ ନା ହାରିଚ, ପୁଣି ଏତେ ଜ୍ଞାନ କାଇଁ ପେଲୁଚ। #ନିଜକଥାଦେଖ
0
0
1
ଜରୁରୀ ନୁହଁ କି ସମସ୍ତେ ତୁମକୁ ଭଲ ପାଇବେ ଆଉ ଭଲ କହିବେ କିଛି ତ ଖରାପ କହିବା ଦରକାର ଓ ଗୃଣା କରିବା ଦରକାର ନା, ତେବେ ଯାଇକି ଜଣା ପଡ଼ିବ ଜୀବନର ସଠିକ୍ ମଜା । #ଜୀବନୀ #ତୁମପାଇଁ
0
0
1
Gamophobia ଏହି ଶବ୍ଦଟି ର କଞ୍ଚା ଓଡ଼ିଆରେ କଣ କହନ୍ତି। If anyone know please share?
0
0
1
ଯେତେ ବେଳେ ମଣିଷ ସବୁ କିଛି ହରେଇ ଦିଏ ସେତେବେଳେ ସେ ଜଗା କୁ ହିଁ ଭରଷା କରିଥାଏ। ଆଶା ବିଶ୍ୱାସ ରଖେ କି କେହି ନଥିଲେ କଣ ହେଲା ମୋ ପାଖରେ ମୋ ଜଗା ଅଛି। #ସପ୍ନସତହେବାରଆଶା #ଜୟଜଗନ୍ନାଥ
0
0
2