
Ramesh Chandra Jena
@RAMESHCH_JENA
Followers
187
Following
12
Media
158
Statuses
172
Politician Proud to be followed by @RahulGandhi ji Members of the legislative assembly (MLA) of Sanakhemundi
Ganjam district ,Sankhemundi
Joined November 2024
Many many happy returns of the day to Shri @AjayLalluINC ji May you continue to inspire people with your dedication and leadership. Wishing you strength, prosperity and happiness ahead. #Congress #Odisha #PeoplesLeader
0
1
9
ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଭୁବନେଶ୍ୱର ସ୍ଥିତ "ସିଦ୍ଧିବିନାୟକ ଯୁବକ ସଂଘ ଗାଡ଼କଣ" ଠାରେ ଆୟୋଜିତ ହୋଇଥିବା ପ୍ରଭୁ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜାରେ ଯୋଗଦାନ l.#Bhubaneswar #GaneshPuja
0
0
2
ସାନଖେମୁଣ୍ଡି ନିଖିଳ ଉତ୍କଳ ମଧୁବୈଷ୍ୟ ସମାଜ ଆଞ୍ଚଳିକ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଯୋଗଦେଲି ଏବଂ କିଛି ଅଭିଭାଷଣ ରଖିଲି l @highlight Sanakhemundi Congress
0
2
19
🌾✨ #ନୂଆଁଖାଇ_ଜୁହାର୍ ✨🌾.ନୂଆଁଖାଇ ପରବ ଉଧେ ସମ୍ କୁ ମୋର୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍।.ମା' ସମଲେଇଙ୍କର୍ ଆଶୀର୍ବାଦ୍ ସମ୍ କର୍ ଉପରେ ଥାଉ।.ଜୟ ମା' ସମଲେଇ 🙏🏻.#NuakhaiJuhar #JaiMaaSamalei
1
1
12
ନୂଆଁଖାଇ ଜୁହାର୍ 🙏🏻. ନୂଆଁଖାଇ ଉଧେ ସମ୍ କୁ ମୋର୍ ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ମା' ସମଲେଇଙ୍କର୍ ଆଶୀର୍ବାଦ୍ ସମ୍ କର୍ ଉପରେ ଥାଉ।. ଜଏ ମା' ସମଲେଇ 🙏🏻. #NuakhaiJuhar
1
0
12
"ସଂଗଠନ ସୃଜନ ଅଭିଯାନ" ପାଇଁ AICC ର ଅନୁମୋଦନ କ୍ରମେ "ଝାରସୁଗୁଡ଼ା ଜିଲ୍ଲାର ପିସିସି ପର୍ଯ୍ୟବେକ୍ଷକ" ଭାବେ ମୋତେ ମନୋନୀତ କରିଥିବାରୁ ଓଡ଼ିଶା ରାଜ୍ୟ ପ୍ରଭାରୀ ସମ୍ମାନୀୟ ଅଜୟ କୁମାର ଲଲ୍ଲୁଜୀଙ୍କୁ @AjayLalluINC ଧନ୍ୟବାଦ ଜଣାଉଛି l
1
0
9
🙏✨ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ✨🙏.🌸 ଶୁଭ ଗଣେଶ ଚତୁର୍ଥୀ! 🌸.#GaneshChaturthi2025 #CongressForOdisha #OdishaCongress #RameshChandraJena #Congress
0
0
5
RT @RahulGandhi: 40-50 साल सत्ता में बने रहने की बातें - भविष्यवाणी नहीं, वोट चोरी की अकड़ थी।
0
9K
0
RT @BhaktaCharanDas: ଜାମ୍ମୁ-କାଶ୍ମୀରର ରିଆସିରେ ମାତା ବୈଷ୍ଣୋ ଦେବୀ ନିକଟରେ ଘଟିଥିବା ଦୁଃଖଦ ଭୂସ୍ଖଳନରେ ଗଭୀର ମର୍ମାହତ, ଯେଉଁଥିରେ 30 ରୁ ଅଧିକ ଲୋକଙ୍କ ଜୀବନ….
0
10
0
🙏✨ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ✨🙏. ବିଘ୍ନବିନାଶକ, ବୁଦ୍ଧିଦାତା ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ଶାନ୍ତିରେ ପୁର୍ଣ୍ଣ ହେଉ।.ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଅଭିନନ୍ଦନ। ."ଗଣପତି ବାପ୍ପା ମୋରିଆ". 🌸 ଶୁଭ ଗଣେଶ ଚତୁର୍ଥୀ! 🌸. #GaneshChaturthi2025 #RameshChandraJena
2
2
22
କଟକ ବାରବାଟିର ମାନ୍ୟବର ଲୋକପ୍ରିୟ ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋଷଙ୍କୁ @sofiafirdous1 ଜନ୍ମଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରିବା ସହ ଆପଣଙ୍କ ନେତୃତ୍ବରେ ବାରବାଟି ଉନ୍ନତି ପଥରେ ଅଗ୍ରସର ହେଉ । #happybirthday
1
4
41
ଭୁବନେଶ୍ୱର ସହିଦ ନଗର ପୁଜା ମଣ୍ଡପ ତରଫରୁ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦାନ କଲି , ସମସ୍ତ ଭାଇ ଙ୍କ ଭଲପାଇବା ମନେ ରହିବ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ମୋ ଭାଇ ମାନଙ୍କ ସହ ମୋ ଏହି ସମ୍ପର୍କ ସବୁବେଳେ ଏମିତି ଅତୁଟ ରହୁ।.#FriendsGetToGether
0
2
15